୯ ବର୍ଷ ପରେ ଆକ୍ସନ ମୋଡରେ ସିବିଆଇ । ସି-ସୋର ମାମଲାରେ ଚାର୍ଜସିଟ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ବହୁଚର୍ଚ୍ଚିତ ୫ ଶହ କୋଟିର ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆର ଚାର୍ଜସିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିବିଆଇ କୋର୍ଟରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଚାର୍ଜଫ୍ରେମ ହୋଇଛି । ଏମାନଙ୍କ ବିରୋଧରେ ଷଡଯନ୍ତ୍ର, ଜାଲିଆତି ଓ ଠକେଇ ଭଳି ଦଫା ଲାଗିଛି । ଓଡିଶା ହାଇକୋର୍ଟ ଗତ ଏପ୍ରିଲ ମାସରେ ବିଶ୍ୱାଳଙ୍କ ବିରୋଧରେ ଚାର୍ଜଫ୍ରେମ କରିବାContinue reading “୯ ବର୍ଷ ପରେ ଆକ୍ସନ ମୋଡରେ ସିବିଆଇ । ସି-ସୋର ମାମଲାରେ ଚାର୍ଜସିଟ ନେଇ ବଢିଲା ଚର୍ଚ୍ଚା”

ନିଜ ନିର୍ବାଚନମଣ୍ଡଳୀରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ କଳା ପତାକା ଦେଖାଇ ପ୍ରତିବାଦ

କନକ ବ୍ୟୁରୋ : ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବେଦପୁର ପଂଚାୟତ କୋଠାଘର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସମୀରଙ୍କୁ ବିରୋଧ କରିଛନ୍ତି କିଛି ଅସନ୍ତୁଷ୍ଟ ଯୁବକ । କଳାପତାକା ଦେଖାଇ ବିଧାୟକଙ୍କ ଗାଡି ଆଗରେ ପ୍ରତିବାଦ କରିଛନ୍ତି । ଏଥିସହ ସମୀରଙ୍କ କୁଶପୁତଳିକା ଦାହ କରିଛନ୍ତି । ବିରୋଧ କରିଥିବା ଯୁବକମାନେ ଅସନ୍ତୁଷ୍ଟ ବିଜେଡି କର୍ମୀ ବୋଲି କୁହାଯାଉଛି । ଏହାଛଡା ଏହାକୁContinue reading “ନିଜ ନିର୍ବାଚନମଣ୍ଡଳୀରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ କଳା ପତାକା ଦେଖାଇ ପ୍ରତିବାଦ”

ଓଡିଶାରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ରାଉରକେଲା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ମୋଦିଙ୍କ ଗ୍ରୀନ୍ ସିଗନାଲ୍ ସହ ଓଡ଼ିଶା ରେଳ ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହୋଇଯାଇଛି ଆଉ ଏକ ସଫଳ ଅଧ୍ୟାୟ । ରାଜ୍ୟରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ ରାଉରକେଲାକୁ ଯୋଡ଼ିଲା ସେମି ହାଇସ୍ପିଡ୍ ଟ୍ରେନ୍ । ଏକାଥରକେ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି- ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତୀୟଙ୍କ ଆକାଂକ୍ଷାକୁ ପୁୁରଣContinue reading “ଓଡିଶାରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ରାଉରକେଲା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ”

ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମୋଦୀଙ୍କ ସହ ସଂପର୍କକୁ ନେଇ ରଖିଲେ ମତ । ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତି ଓ ଦୁର୍ନୀତି ବିରୋଧୀ କାର୍ଯ୍ୟ ପାଇଁ ପ୍ରଶଂସା କଲେ ନବୀନ

କନକ ବ୍ୟୁରୋ : ବିଜେଡି-ବିଜେପି ସମ୍ପର୍କକୁ ନେଇ ସାରାଦେଶରେ ଚର୍ଚ୍ଚା ବଢିଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି । ହୋଟେଲ ମେ’ ଫେୟାରରେ ଆୟୋଜିତ ଇଂରାଜୀ ଖବରକାଗଜ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା, ନବୀନଙ୍କୁ ମୋଦୀଙ୍କ ସହ ତାଙ୍କର ଭଲ ସମ୍ପର୍କକୁ ନେଇ ପ୍ରଶ୍ନ କରିଥିଲେ   । ପଚାରିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିଛିContinue reading “ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମୋଦୀଙ୍କ ସହ ସଂପର୍କକୁ ନେଇ ରଖିଲେ ମତ । ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତି ଓ ଦୁର୍ନୀତି ବିରୋଧୀ କାର୍ଯ୍ୟ ପାଇଁ ପ୍ରଶଂସା କଲେ ନବୀନ”

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଭାରତର ବିଶାଳ ସ୍କୋର, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଲେ ଅଷ୍ଟ୍ରେଲିଆ ବୋଲର

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ନିଜର କମାଲ ଦେଖାଇଛନ୍ତି । ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ଭାରତ ୫୦ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୦୦ରନର ଟାର୍ଗେଟ ଦେଇଛି । ଶୁଭମନ୍ ଗିଲ ଓ ଶ୍ରେୟସ ଆୟର ଉଭୟ ଶତକ କରିଛନ୍ତି । ସେହିଭଳି ଅଧିନାୟକ କେ.ଏଲ ରାହୁଲ ପ୍ରଥମ ମ୍ୟାଚ ଭଳିContinue reading “ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଭାରତର ବିଶାଳ ସ୍କୋର, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଲେ ଅଷ୍ଟ୍ରେଲିଆ ବୋଲର”

ଜଙ୍ଗଲ ଛାଡି କ୍ଷେତରେ ବୁଲୁଛି ବାଘ । ଲୋକେ ଆତଙ୍କିତ

କନକ ବ୍ୟୁରୋ : ମହାନଦୀ ନିକଟରେ ବୁଲୁଛି ବାଘ । ମାତିଛି କଲରା ପତରିଆ ବାଘ, ଆତଙ୍କିତ ଅବସ୍ଥାରେ ଜନସାଧାରଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅର୍ନ୍ତଗତ ମହାନଦୀ ଘାଟ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି । ଆଜି ସକାଳୁ ଏହି ବାଘଟିକୁ କିଛି ଲୋକ ଦେଖିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ତୁରନ୍ତ ଗ୍ରାମବାସୀମାନେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନ ପହଂଚିContinue reading “ଜଙ୍ଗଲ ଛାଡି କ୍ଷେତରେ ବୁଲୁଛି ବାଘ । ଲୋକେ ଆତଙ୍କିତ”

ଗଣେଶ ଭସାଣୀ ବେଳେ ଡିଜେ ବଜାକୁ ନେଇ ବିବାଦ । ଗାଁରେ ଠେଙ୍ଗା ଓ ମାରଣାସ୍ତ୍ର ଧରି ଯୁବକଙ୍କ ଗୁଣ୍ଡାଗିରି

କନକ ବ୍ୟୁରୋ : ବିଜେଡି ନେତାଙ୍କ ଗୁଣ୍ଡାଗିରି । ଗାଁ ମଝିରେ ଠେଙ୍ଗା ଓ ମରଣାସ୍ତ୍ର ଧରି ଖେଳାଇଲେ ଆତଙ୍କରାଜ । ବାଙ୍କୀ ଡମପଡା ଗାଁର ଖଣ୍ଡାୟତ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡମପଡା ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଗୌରବ ବଳିୟାରସିଂ ଓ ତାଙ୍କର କିଛି ସମର୍ଥକ ମିଶି ସାହିରେ ଥିବା ଗୋପୀନାଥ କ୍ଳବର ସଦସ୍ୟ ମାନଙ୍କୁ ଗାଳି ଗୁଲଜ କରିବା ସହ ଦୀର୍ଘ ଘଣ୍ଟା ଧରି ଆତଙ୍କContinue reading “ଗଣେଶ ଭସାଣୀ ବେଳେ ଡିଜେ ବଜାକୁ ନେଇ ବିବାଦ । ଗାଁରେ ଠେଙ୍ଗା ଓ ମାରଣାସ୍ତ୍ର ଧରି ଯୁବକଙ୍କ ଗୁଣ୍ଡାଗିରି”

ଡାଇରିଆ ଭୟରେ ରାସ୍ତା ଅବରୋଧ । ଗାଇସିଲେଟ ବ୍ଲକ ସର୍ଗିପାଲି ଗାଁରେ ଘରେ ଘରେ ଝାଡାବାନ୍ତିରେ ଆକ୍ରନ୍ତ ଲୋକେ

କନକ ବ୍ୟୁରୋ : ଡାଇରିଆ ବ୍ୟାପିବା ଭୟରେ ରାସ୍ତା ଅବରୋଧ। ପଦ୍ମପୁର-ଡାଇରିଆ ଭୟରେ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ପଡୋଶୀ ଗ୍ରାମବାସୀ, ଯାତାୟାତ ଠପ୍ । ଗତକିଛି ଦିନ ହେଲା ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ପଞ୍ଚାୟତ ଅଧିନରେ ଥିବା ସର୍ଗିପାଲି ଗ୍ରାମରେ ଲୋକେ ଝାଡ଼ାବାନ୍ତି ହେଉଥିବା ଜଣାପଡିଥିଲା ଏବଂ ଡାକ୍ତରୀ ଟିମ୍ ସହ ବରଗଡ ସିଡିଏମଓ ମଧ୍ୟ ଉକ୍ତ ଗ୍ରାମକୁ ପହଞ୍ଚି ସ୍ଥିତି ପରିଖିଥିଲେ ଏବଂ ଲୋକଙ୍କୁ ଔଷଧ ବିତରଣ କରି ରୋଗୀଙ୍କୁContinue reading “ଡାଇରିଆ ଭୟରେ ରାସ୍ତା ଅବରୋଧ । ଗାଇସିଲେଟ ବ୍ଲକ ସର୍ଗିପାଲି ଗାଁରେ ଘରେ ଘରେ ଝାଡାବାନ୍ତିରେ ଆକ୍ରନ୍ତ ଲୋକେ”

ଗଜପତି ମୋହନା ଜଙ୍ଗଲ ଜମିକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଜଙ୍ଗଲ ଜମିରେ ଚାଷ କରି ପେଟ ପୋଷୁଥିବା ପରିବାରକୁ ନିଆଁ ପାଣି ବାସନ୍ଦ ଅଭିଯୋଗ

କନକ ବ୍ୟୁରୋ : ଜଙ୍ଗଲ ଜମିକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଜଙ୍ଗଲ ଜମିରେ ଚାଷ କରି ପେଟ ପୋଷୁଥିବା ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ଗାଁ ମଠ ମନ୍ଦିର ଯିବା ପାଇଁ ମନା କରାଯାଇଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ଗାଁର ଏକ ଜଙ୍ଗଲ ଜମିରେ ଚାଷ କରି ପରିବାର ପୋଶୁଥିଲେ ସେହିContinue reading “ଗଜପତି ମୋହନା ଜଙ୍ଗଲ ଜମିକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଜଙ୍ଗଲ ଜମିରେ ଚାଷ କରି ପେଟ ପୋଷୁଥିବା ପରିବାରକୁ ନିଆଁ ପାଣି ବାସନ୍ଦ ଅଭିଯୋଗ”

ରାଜ୍ୟରେ ମାତିଛନ୍ତି ମୁଖାପିନ୍ଧା ଲୁଟେରା । ସମ୍ବଲପୁର ସୁନା ଦୋକାନ ଓ ସୁନ୍ଦରଗଡ ପେଟ୍ରୋଲ ପମ୍ପରେ ଲୁଟପାଟ୍ କଲେ ୫ଜଣ ମୁଖାପିନ୍ଧା ଦୁର୍ବୃତ

କନକ ବ୍ୟୁରୋ: ସୁନା ଦୋକାନରେ ପଶି ଲୁଟ୍ପାଟ କରିଛନ୍ତି ମୁଖାପିନ୍ଧା ଲୁଟେରା । ସମ୍ବଲପୁର ମାନେଶ୍ୱର ଛକରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି । ୫ ଜଣ ମୁଖାପିନ୍ଧା ଦୁର୍ବୃତ ୨ଟି ବାଇକ୍ରେ ଆସି ହଠାତ୍ ସୁନା ଦୋକାନ ଭିତରେ ପଶିଥିଲେ । ବନ୍ଧୁକ ଦେଖାଇ ଦୋକାନରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ଡରାଇ ପ୍ରାୟ ୩ଶହ ଗ୍ରାମର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସବୁ ଦିନ ଭଳ ଆଜିContinue reading “ରାଜ୍ୟରେ ମାତିଛନ୍ତି ମୁଖାପିନ୍ଧା ଲୁଟେରା । ସମ୍ବଲପୁର ସୁନା ଦୋକାନ ଓ ସୁନ୍ଦରଗଡ ପେଟ୍ରୋଲ ପମ୍ପରେ ଲୁଟପାଟ୍ କଲେ ୫ଜଣ ମୁଖାପିନ୍ଧା ଦୁର୍ବୃତ”

Design a site like this with WordPress.com
Get started