ରାସ୍ତା ଉପରୁ ଟାଣି ନେଇ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଲେ ବାଟରେ ଯାଉଥିବା ଲୋକ

କନକ ବ୍ୟୁରୋ: ରାଜନଗର ଅଂଚଳରେ ଚାଂଚଲ୍ୟ । ରାସ୍ତା ଉପରୁ ଟାଣି ନେଇ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଲେ ବାଟରେ ଯାଉଥିବା ଲୋକ । ରାଜନଗର ଥାନା ଅଂଚଳରେ ସାଇକେଲରେ ଘରକୁ ଫେରୁଥିଲେ ନାବାଳିକା ।ନିଛାଟିଆ ସ୍ଥାନ ଦେଖି ଅସଦାଚରଣ ଉଦ୍ୟମ କରିଥିଲା ଦୁବୃର୍ତ । The post ରାସ୍ତା ଉପରୁ ଟାଣି ନେଇ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଲେ ବାଟରେContinue reading “ରାସ୍ତା ଉପରୁ ଟାଣି ନେଇ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଲେ ବାଟରେ ଯାଉଥିବା ଲୋକ”

ଆତଙ୍କ ସୃଷ୍ଟି କଲାଣି ସ୍କ୍ରବ ଟାଇଫସ୍: ସଚେତନତା ପାଇଁ ଡାକବାଜି ଯନ୍ତ୍ରରେ ଗାଁ ଗାଁରେ ପ୍ରଚାର

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଉଛି ସ୍କ୍ରବ୍ ଟାଇଫସ୍ । ବର୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ ପହଂଚିଲାଣି । ଗ୍ରାମାଂଚଳ ପରେ ଏବେ ସହରାଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ସଚେତନା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି । ସେପଟେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପ୍ରସ୍ତୁତ ହୋଇ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀContinue reading “ଆତଙ୍କ ସୃଷ୍ଟି କଲାଣି ସ୍କ୍ରବ ଟାଇଫସ୍: ସଚେତନତା ପାଇଁ ଡାକବାଜି ଯନ୍ତ୍ରରେ ଗାଁ ଗାଁରେ ପ୍ରଚାର”

ଏସୀୟ କ୍ରୀଡାରେ ଭାରତ ଦମଦାର ଆରମ୍ଭ, ପ୍ରଥମ ଦିନରେ ହାତେଇଲା ୨ ପଦକ

କନକ ବ୍ୟୁରୋ: ଏସିଆନ୍ ଗେମସ୍ରେ ଭାରତର ଦମ୍ଦାର ଆରମ୍ଭ । ପ୍ରଥମ ଦିନରେ ଆରମ୍ଭରୁ ହାତେଇଲା ୨ଟି ପଦକ । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ସିଲଭର ମେଡାଲ ମିଳିଛି । ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ମହିଳା ୧୦୦ ମିଟର ଏୟାର ରାଇଫଲରେ ମଧ୍ୟ ରୌପ୍ୟ ପଦକ ହାତେଇଛି ଭାରତ ।Continue reading “ଏସୀୟ କ୍ରୀଡାରେ ଭାରତ ଦମଦାର ଆରମ୍ଭ, ପ୍ରଥମ ଦିନରେ ହାତେଇଲା ୨ ପଦକ”

ଆଜି ରାଘବ ଚଡ୍ଡା ଓ ପରିଣୀତି ଚୋପ୍ରାଙ୍କ ବାହାଘର: ସଜେଇ ହୋଇଛି ଉଦୟପୁରରେ ଲୀଲା ପ୍ୟାଲେସ

କନକ ବ୍ୟୁରୋ: ରାଜସ୍ଥାନକୁ ଆସୁଛନ୍ତି ଅତିଥି । ଆଜି ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସବୁ ପ୍ରସ୍ତୁତି ସରିଛି । ଶନିବାର ମେହେନ୍ଦୀ, ସଂଗୀତ ହୋଇଥିବାବେଳେ ଆଜି ପଂଜାବୀ ରୀତିନୀତିରେ ହେବ ବାହାଘର । ହାତଗଣତି କିଛି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି । ପରେ ଦିଲ୍ଲୀରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନContinue reading “ଆଜି ରାଘବ ଚଡ୍ଡା ଓ ପରିଣୀତି ଚୋପ୍ରାଙ୍କ ବାହାଘର: ସଜେଇ ହୋଇଛି ଉଦୟପୁରରେ ଲୀଲା ପ୍ୟାଲେସ”

ପେନସନ ନୁହେଁ କାହାର ଦାନ କିମ୍ବା ବଦାନ୍ୟତା: ଜୟପୁରର ୮୮ ବର୍ଷୀୟ ନିଳକଣ୍ଠଙ୍କୁ ସମସ୍ତ ପ୍ରାପ୍ୟ ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ପେନସନ କାହାର ଦାନ କିମ୍ବା ବଦାନ୍ୟତା ନୁହେଁ । ବରଂ ଦୀର୍ଘଦିନ ଧରି ଜଣେ ନିଜ କାର୍ଯ୍ୟ ଦ୍ୱାରା ଯେଉଁ ସେବା ଯୋଗାଇଥାଏ, ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତି ପେନସନ୍ ପାଇବାକୁ ହକଦାର ହୋଇଥାଏ ବୋଲି କହିଛନ୍ତି ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ୮୮ ବୟସ ଆବେଦନ କାରୀଙ୍କୁ ସମସ୍ତ ପ୍ରାପ୍ୟ ୩ ମାସ ଭିତରେ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜୟପୁର ସହରର ନିଳକଣ୍ଠ ପଣ୍ଡାContinue reading “ପେନସନ ନୁହେଁ କାହାର ଦାନ କିମ୍ବା ବଦାନ୍ୟତା: ଜୟପୁରର ୮୮ ବର୍ଷୀୟ ନିଳକଣ୍ଠଙ୍କୁ ସମସ୍ତ ପ୍ରାପ୍ୟ ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ”

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ: ଡିସେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅପିଲ୍ କଲେ ସରକାର

କନକ ବ୍ୟୁରୋ: ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶିକ୍ଷକଙ୍କ ଦାବି ସଂପର୍କରେ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ଡିସେମ୍ବର ମାସ ଯାଏଁ ଅପେକ୍ଷା କରିବାକୁ କୁହାଯାଇଛି । ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରାଥମିକ ଶିକ୍ଷକ ସଂଘକୁ ଡକା ଯାଇଥିଲା । ଫାଇଭ-ଟି ସଚିବଙ୍କ ଭର୍ଚୁଆଲ ବୈଠକରେ ଯାଜପୁର ବିଧାୟକ ବୈଠକ ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟତଃContinue reading “ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ: ଡିସେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅପିଲ୍ କଲେ ସରକାର”

ଇତିହାସ ବଦଳାଯାଉନି, ବରଂ ପରିସର ବୃଦ୍ଧି ହେଉଛି: ଇତିହାସ ପରିବର୍ତନ ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ଇତିହାସ ବଦଳା ଯାଉଥିବା ପ୍ରସଙ୍ଗରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ ଏକ୍ସ୍ପ୍ରେସ’ ଓଡିଆ ସାହିତ୍ୟ ସମ୍ମିଳନୀରେ ଏ ନେଇ ମତ ରଖିଛନ୍ତି ଧର୍ମେନ୍ଦ୍ର । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ପଚାରିଥିଲେ, ବିରୋଧୀ ଅଭିଯୋଗ କରୁଛନ୍ତି ଯେ ଇତିହାସ ବଦଳାଉଛନ୍ତି କେନ୍ଦ୍ର ସରକାର । ଏହି ପ୍ରଶ୍ନର ଉତର ଦେଇ ଧର୍ମେନ୍ଦ୍ର କହିଛନ୍ତି, ଇତିହାସ ବଦଳା ଯାଉନାହିଁ, ଇତିହାସର ପରିସରକୁ ବୃଦ୍ଧି କରାଯାଉଛି । ଯାହାଙ୍କContinue reading “ଇତିହାସ ବଦଳାଯାଉନି, ବରଂ ପରିସର ବୃଦ୍ଧି ହେଉଛି: ଇତିହାସ ପରିବର୍ତନ ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”

ଆଜିଠୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ପୁରୀରୁ ରାଉରକେଲା ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ଚାଲିଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ ଓ ରାଉରକେଲା ମଧ୍ୟରେ ଏହା ଚଳାଚଳ କରିବ । ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶୁଭାରମ୍ଭ କରିବେ । ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ଚାଲିବ । ପୁରୀରୁ ରାଉରକେଲା ଦୂରତାକୁ ଏହି ଟ୍ରେନ ୮ ଘଂଟାରୁ କମ୍ ସମୟ ଭିତରେ । ପୁରୀରୁ ସକାଳ ୫ଟା ବାହାରି ଦିନContinue reading “ଆଜିଠୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ପୁରୀରୁ ରାଉରକେଲା ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ”

ପୁଣି ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଯୁବକ

କନକ ବ୍ୟୁରୋ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । ଶନିବାର ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି । ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଥିବା ବେଳେ ତାଙ୍କୁ ସୁରକ୍ଷା କର୍ମୀମାନେ କବଜା କରିନେଇଥିଲେ । ସମ୍ପୃକ୍ତ ଯୁବକକୁ ପଚରାଉଚରା ଚାଲିଛି । ଜାତୀୟ ଗଣମାଧ୍ୟମ “ଲାଇଭ୍ ହିନ୍ଦୁସ୍ତାନ’ର ଖବର ଅନୁଯାୟୀ ସମ୍ପୃକ୍ତ ଯୁବକର ଘର ଉତର ପ୍ରଦେଶର ଗାଜିଆବାଦରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପାସ୍Continue reading “ପୁଣି ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଯୁବକ”

କିଏ ହେବ ଓଡିଶାର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଧର୍ମେନ୍ଦ୍ର ପ୍ରଧାନ କହିଲେ, ମୁଖ୍ୟମନ୍ତ୍ରୀ ଚେହେରା ବିନା ଓଡିଶାରେ ଜିତିବ ବିଜେପି

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଚେହେରା ବିନା ଓଡିଶାରେ ବିଜେପି ଜିତିବ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଓଡିଆ ସାହିତ୍ୟ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ପ୍ରଶ୍ନ ପଚାରିଥିଲେ ଓଡିଶାରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାର ଉତରରେ କେନ୍ଦ୍ରମନ୍ତ୍ରୀଙ୍କ ଉତର ଥିଲା, ବିଜେପି ଏବେଠାରୁ ନିଜର ଫର୍ମୁଲା କହିବନି । ମହାରାଷ୍ଟ୍ର ଓ ହରିୟାଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପିContinue reading “କିଏ ହେବ ଓଡିଶାର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଧର୍ମେନ୍ଦ୍ର ପ୍ରଧାନ କହିଲେ, ମୁଖ୍ୟମନ୍ତ୍ରୀ ଚେହେରା ବିନା ଓଡିଶାରେ ଜିତିବ ବିଜେପି”

Design a site like this with WordPress.com
Get started