କନକ ବ୍ୟୁରୋ: ରାଜସ୍ଥାନକୁ ଆସୁଛନ୍ତି ଅତିଥି । କାଲି ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସବୁ ପ୍ରସ୍ତୁତି ସରିଛି । ଆଜି ମେହେନ୍ଦୀ, ସଂଗୀତ ଚାଲିଥିବାବେଳେ କାଲି ପଂଜାବୀ ରୀତିନୀତିରେ ହେବ ବାହାଘର । ହାତଗଣତି କିଛି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି । ପରେ ଦିଲ୍ଲୀରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନContinue reading “ରାଘବ ଚଡ୍ଡା ଓ ପରିଣୀତି ଚୋପ୍ରାଙ୍କ ବାହାଘର ପାଇଁ ସଜେଇ ହୋଇଛି ଉଦୟପୁରରେ ଲୀଲା ପ୍ୟାଲେସ: ଡେଷ୍ଟିନେସନ ୱେଡିଂରେ ସାମିଲ ପାଇଁ ପହଁଚିଲେଣି ଅତିଥି “
Tag Archives: News
ରାଜସ୍ଥାନ ମାଟିରୁ ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ: କହିଲେ ସତ ଉଠାଇଲେ କରାଯାଉଛି କଣ୍ଠରୋଧ, ଦେଶରେ ଚାଲିଛି ଏକଛତ୍ରବାଦ ଶାସନ
କନକ ବ୍ୟୁରୋ: ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ବିଗୁଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ଅନ୍ୟ ବରିଷ୍ଠ ନେତା ଏଠାରେ ପହଁଚି କଂଗ୍ରେସ କମିଟିର ନୂଆ ଭବନର ଶିଳାନ୍ୟାସ କରିଛନ୍ତି । କାର୍ଯକ୍ରମକୁ ସମ୍ବୋଧିତ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସ ଓ ବିଜେପି ମଧ୍ୟ ବିଚାର, ଆଦର୍ଶର ଲଢେଇ ଚାଲିଛି । ଏଥିସହ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ଓContinue reading “ରାଜସ୍ଥାନ ମାଟିରୁ ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ: କହିଲେ ସତ ଉଠାଇଲେ କରାଯାଉଛି କଣ୍ଠରୋଧ, ଦେଶରେ ଚାଲିଛି ଏକଛତ୍ରବାଦ ଶାସନ”
ଅସରାଏ ବର୍ଷାରେ ନାକେଦମ ନାଗପୁର: ରାସ୍ତାରେ ଚାଲିଲା ଡଙ୍ଗା, ଛାନିଆ ସ୍ଥାନୀୟ ବାସିନ୍ଦା
କନକ ବ୍ୟୁରୋ: ବର୍ଷା ପାଇଁ ନାକେଦମ ନାଗପୁର । ଅସରାଏ ବର୍ଷାରେ ସହର ପାଲଟିଲା ନଦୀ । ସ୍ଥିତି ଏଭଳି ହୋଇଛି କି ଦୌଉଡି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ନାଗପୁରର ଅନେକ ଗଳିକନ୍ଦିରେ ଚାଲିଛି ଡଙ୍ଗା । ସ୍ଥାନୀୟ ପ୍ରଶାସନ ଅବହେଳା ପାଇଁ ଏଭଳି ସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରର ବ୍ୟବସାୟ ପେଣ୍ଠସ୍ଥଳରଭାବେ ପରିଚିତ ସହର ନାଗପୁର । ମଝି ସହରରେ ଲୋକମାନେ ବର୍ଷା ପାଣିରେ ଫଶି ରହିଛନ୍ତିContinue reading “ଅସରାଏ ବର୍ଷାରେ ନାକେଦମ ନାଗପୁର: ରାସ୍ତାରେ ଚାଲିଲା ଡଙ୍ଗା, ଛାନିଆ ସ୍ଥାନୀୟ ବାସିନ୍ଦା”
ନୂଆ ସଂସଦ ଭବନ, ନୂଆ ରାଜନୀତି: କ’ଣ କହିଲେ ଜୟରାମ ରମେଶ? କଂଗ୍ରେସ ନେତାଙ୍କୁ ଜେପି ନଡ୍ଡାଙ୍କ ଜବାବ
କନକ ବ୍ୟୁରୋ: ନୂଆ ସଂସଦଭବନକୁ ନେଇ ବୟାନବାଜୀ । ସୋସିଆଲ ମିଡିଆ ଏକ୍ସରେ ଏକ ଲମ୍ବାଚଉଡା ଲେଖା ପୋଷ୍ଟ କରି ଏକାଧିକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ନୂଆ ସଂସଦ ଭବନ ନାଁ ମୋଦୀ ମଲିଟିପ୍ଲେକସ ହେବା ଉଚିତ ବୋଲି କହିଛନ୍ତି ରମେଶ । ସେପଟେ ନୂଆ ସଂସଦଭବନର ନିର୍ମାଣ ଢାଂଚାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତାଙ୍କ ଏହି ବୟାନକୁ ଏକ ନିଚ୍ଚ ଆଚରଣ ବୋଲିContinue reading “ନୂଆ ସଂସଦ ଭବନ, ନୂଆ ରାଜନୀତି: କ’ଣ କହିଲେ ଜୟରାମ ରମେଶ? କଂଗ୍ରେସ ନେତାଙ୍କୁ ଜେପି ନଡ୍ଡାଙ୍କ ଜବାବ”
ଖଲିସ୍ତାନୀ ଆତଙ୍କୀକୁ ସାବାଡ଼ କରିବ ଭାରତ: ଖଲିସ୍ତାନୀଙ୍କ ଠିକଣାରେ ଏନଆଇଏ ଚଢ଼ାଉ
କନକ ବ୍ୟୁରୋ: କୁହୁଳୁଛି ଭାରତ-କାନାଡ଼ା ବିବାଦ । ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ମୁହାଁମୁହିଁ ସ୍ଥିତିରେ ଉଭୟ ଦେଶ । ଏହା ଭିତରେ ଆକ୍ସନମୁଡକୁ ଆସିଛନ୍ତି ମୋଦୀ ସରକାର । ଖଲିସ୍ତାନୀ ନେତାଙ୍କ ପଂଜାବ ଘରେ ରେଡ କରିବା ସହ ସମ୍ପତି ଜବତ କରିଛି ଏନଆଇଏ । ସେପଟେ ବିବାଦ ଭିତରେ ଆମେରିକା ଏଟ୍ରିଂର ଘଟଣାକୁ ଅଧିକ ରୋଚକ କରୁଛି । ଆମେରିକା କହିଛି ଭାରତର ସାମର୍ଥ୍ୟ ଆଗରେ କାନାଡ଼ା ବେଶ ଦୁର୍ବଳ । ଏହି ଲଢେଇ ହାତୀContinue reading “ଖଲିସ୍ତାନୀ ଆତଙ୍କୀକୁ ସାବାଡ଼ କରିବ ଭାରତ: ଖଲିସ୍ତାନୀଙ୍କ ଠିକଣାରେ ଏନଆଇଏ ଚଢ଼ାଉ”
ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ନିଷ୍ପତ୍ତି
କନକ ବ୍ୟୁରୋ : ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶିକ୍ଷକଙ୍କ ଦାବି ସଂପର୍କରେ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ଡିସେମ୍ବର ମାସ ଯାଏଁ ଅପେକ୍ଷା କରିବାକୁ କୁହାଯାଇଛି । ଆଜି ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟକୁ ପ୍ରାଥମିକ ଶିକ୍ଷକ ସଂଘକୁ ଡକା ଯାଇଥିଲା । ଫାଇଭ-ଟି ସଚିବଙ୍କ ଭର୍ଚୁଆଲ ବୈଠକରେ ଯାଜପୁର ବିଧାୟକ ବୈଠକ ପରିଚାଳନା କରିଥିଲେContinue reading “ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ନିଷ୍ପତ୍ତି”
ସ୍ତ୍ରୀ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ୱାମୀ । ବୁଲାଇ ନେବାକୁ କହି ବାଟରେ ଛାଡି ଦେଇଥିଲା ନୃଶଂସ
କନକ ବ୍ୟୁରୋ : କେନ୍ଦୁଝର କାଶୀପୁର ଅଂଚଳରେ ଘଟିଛି ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ । ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ୩ଲକ୍ଷ ଟଙ୍କା ସୁପାରୀ ଦେଇ ସ୍ତ୍ରୀକୁ ମାରି ଦେଇଛି ସଇତାନ ସ୍ୱାମୀ ସୁରେଶ । ସୂଚନା ଅନୁସାରେ, ଗତ ୧୭ତାରିଖରେ ଖଣ୍ଡାଧାର ବୁଲାଇ ନେବାକୁ କହି ଫେରିବାବେଳେ ଏକ ନିଛାଟିଆ ରାସ୍ତାରେ ଛାଡି ଚାଲି ଆସିଥିଲା ସ୍ୱାମୀ ସୁରେଶ । ଆଉ ଯୋଜନା ମୁତାବକ ସେହି ସ୍ଥାନରେ ଛକି ରହିଥିବାContinue reading “ସ୍ତ୍ରୀ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ୱାମୀ । ବୁଲାଇ ନେବାକୁ କହି ବାଟରେ ଛାଡି ଦେଇଥିଲା ନୃଶଂସ”
ନକଲି କାମ, ଅସଲି ଲୁଟ୍ । ସରପଂଚଙ୍କ ପରିବାର ଖାଇଗଲେ ମନରେଗା ଟଙ୍କା!
କନକ ବ୍ୟୁରୋ : ବଡବଡିଆ ଖାଇଗଲେ ମନରେଗା ଟଙ୍କା । ଲୋକେ କାମ କରିବାକୁ ଦାଦନ ଖଟିବାକୁ ଯାଉଛନ୍ତି । କୋଠାବାଡି ଓ ବଡ ବଡ ଗାଡିର ମାଲିକ କାଗଜପତ୍ରର କାମ କରି ନେଉଛନ୍ତି ମଜୁରୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁରରୁ । ଅଭିଯୋଗ ଆସିଛି ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିନିଧି କୁହାଯାଉଥିବା ପ୍ରଦୀପ କୁମାର ମହାନ୍ତିଙ୍କ ନାଁରେ । ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଂଚାୟତରୁ ପ୍ରଦୀପ ପୂର୍ବରୁ ସରପଂଚContinue reading “ନକଲି କାମ, ଅସଲି ଲୁଟ୍ । ସରପଂଚଙ୍କ ପରିବାର ଖାଇଗଲେ ମନରେଗା ଟଙ୍କା!”
ବିଡିଓ ବାବୁଙ୍କ ପାଖରେ ସବୁ କ୍ଷମତା । ସରପଞ୍ଚଙ୍କ କ୍ଷମତା ହେଉଛି ସଙ୍କୁଚିତ, ୭ ଦିନର ମହଲତ ପରେ ପୁଣି ତାତିଲେ ସରପଞ୍ଚ
ବିଡିଓ ବାବୁଙ୍କ ପାଖରେ ସବୁ କ୍ଷମତା । ସରପଞ୍ଚଙ୍କ କ୍ଷମତା ହେଉଛି ସଙ୍କୁଚିତ, ୭ ଦିନର ମହଲତ ପରେ ପୁଣି ତାତିଲେ ସରପଞ୍ଚସପ୍ତାହକ ପରେ ପୁଣି ଗର୍ଜିଛି ରାଜ୍ୟ ସରପଂଚ ମହାସଂଘ । ଗତ ସପ୍ତାହରେ ପଂଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରି ରାଜଧାନୀ ଭୁବନେଶ୍ୱରରେ ଏକାଠି ହୋଇଥିଲେ ହଜାର ହଜାର ସରପଂଚ । ୧୫ଦଫା ଦାବି ନେଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ୭ ଦିନର ମହଲତ ସରିବା ପରେContinue reading “ବିଡିଓ ବାବୁଙ୍କ ପାଖରେ ସବୁ କ୍ଷମତା । ସରପଞ୍ଚଙ୍କ କ୍ଷମତା ହେଉଛି ସଙ୍କୁଚିତ, ୭ ଦିନର ମହଲତ ପରେ ପୁଣି ତାତିଲେ ସରପଞ୍ଚ”
କେନାଲରୁ ହଟିଲା ଅବରୋଧ । ନଡି଼ଆ ଭାଙ୍ଗିଲେ ଅପରାଜିତା
କନକ ବ୍ୟୁରୋ : ଦୁଇ ବର୍ଷର ସଂଘର୍ଷ ପରେ ଚାଷୀଙ୍କୁ ମିଳିଛି ହକ୍ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରୟାସରେ ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହାପରେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ । ନଡିଆ ଭାଙ୍ଗି ଏକପ୍ରକାର ବିଜୟ ଉତ୍ସବ ପାଳିଛନ୍ତି । ସ୍ଥାନୀୟ ଅଂଚଳରେ ଶହ ଶହ ଏକର ଚାଷ ଜମିକୁ ଏହି କେନାଲ ଦେଇContinue reading “କେନାଲରୁ ହଟିଲା ଅବରୋଧ । ନଡି଼ଆ ଭାଙ୍ଗିଲେ ଅପରାଜିତା”