୫୦ ହଜାର ଗାଁରେ ସଭା କରିବ ବିଜେପି । ଗାଁ ଗାଁରେ ପହଞ୍ଚାଇବ ମହିଳା ସଂରକ୍ଷଣ ପ୍ରସଙ୍ଗ

କନକ ବ୍ୟୁରୋ : ଦୀର୍ଘ ବର୍ଷର ଅପେକ୍ଷା ପରେ, ସଂସଦରେ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବାରେ ସଫଳ ହୋଇଥିବାରୁ, ଏହାକୁ ଏକ ବଡ ପ୍ରସଙ୍ଗ କରିବାକୁ ଯାଉଛି ବିଜେପି । ମୋଦୀ ସରକାରଙ୍କ ଏହି ସଫଳତାକୁ ଗାଁ ଗାଁରେ ପହଁଚାଇବାକୁ ଯୋଜନା କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗକୁ ଗାଁ ଗାଁରେ ପହଁଚାଇବାକୁ ଆହ୍ୱାନ ଦେଇଛନ୍ତିContinue reading “୫୦ ହଜାର ଗାଁରେ ସଭା କରିବ ବିଜେପି । ଗାଁ ଗାଁରେ ପହଞ୍ଚାଇବ ମହିଳା ସଂରକ୍ଷଣ ପ୍ରସଙ୍ଗ”

ସିସୋର ଚିଟଫଣ୍ଡ ମାମଲାରେ ସିବିଆଇର ଚାର୍ଜଫ୍ରେମ, ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାମରେ ଚାର୍ଜଫ୍ରେମ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ଚାର୍ଜଫ୍ରେମ କରାଯାଇଛି । ମାମଲାର ୯ ବର୍ଷ ପରେ ସିବିଆଇ ପକ୍ଷରୁ ଚାର୍ଜଫ୍ରେମ କରାଯାଇଛି । ସିସୋର ଚିଟଫଣ୍ଡ ଠକେଇ ମାମଲା ହେବାର ୯ ବର୍ଷ ପରେ ଚାର୍ଜଫ୍ରେମ କରିଛି ସିବିଆଇ । ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ୱାନ୍ କୋର୍ଟରେ ଚାର୍ଜଫ୍ରେମ୍ କଲା ସିବିଆଇ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀContinue reading “ସିସୋର ଚିଟଫଣ୍ଡ ମାମଲାରେ ସିବିଆଇର ଚାର୍ଜଫ୍ରେମ, ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାମରେ ଚାର୍ଜଫ୍ରେମ”

ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲା: ୯ ବର୍ଷ ପରେ ହେଲା ଚାର୍ଜଫ୍ରେମ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲା । ମାମଲାର ୯ ବର୍ଷ ପରେ ହେଲା ଚାର୍ଜଫ୍ରେମ । ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ ୧ କୋର୍ଟରେ ୯ ବର୍ଷ ପରେ ଚାର୍ଜଫ୍ରେମ ହୋଇଛି । କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱଳାଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ବେଆଇନ ଅର୍ଥ କାରବାର ମାମଲାରେ ଚାର୍ଜଫ୍ରେମ ହୋଇଛି । ଦଫା ୪୨୦, ୧୨୦ ବି, ୪୦୯, ୪୬୭, ୪୬୮ ଓ ୪୭୧ରେContinue reading “ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲା: ୯ ବର୍ଷ ପରେ ହେଲା ଚାର୍ଜଫ୍ରେମ”

ଆଇସିସି ରାଙ୍କିଙ୍ଗରେ ଭାରତର ଦବଦବା । ତିନୋଟି ଫର୍ମାଟରେ ଟିମ୍ ସହ ବୋଲର ,ବ୍ୟାଟ୍ସମ୍ୟାନ ଓ ଅଲରାଉଣ୍ଡର ବି ପ୍ରଥମ ସ୍ଥାନରେ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହୋଇଥିବା ୩ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିବା ପରେ ଭାରତୀୟ ଟିମ୍ ଆଇସିସି ଏକଦିବସୀୟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛି । ଏହାସହ ଭାରତୀୟ ଟିମ୍ ବିଶ୍ୱ କ୍ରିକେଟର ୩ଟି ଫର୍ମାଟରେ ପ୍ରଥମସ୍ଥାନରେ ପହଂଚିଛି । ଏବେ ସମୟରେ ଭାରତୀୟ ଦଳର ଏହି ସଫଳତା ପଛରେ ଯୁବ ଓ ଅନୁଭବୀ ଖେଳାଳୀଙ୍କ ଭଲ ପ୍ରଦର୍ଶନ ରହିଛି । ଏହାରContinue reading “ଆଇସିସି ରାଙ୍କିଙ୍ଗରେ ଭାରତର ଦବଦବା । ତିନୋଟି ଫର୍ମାଟରେ ଟିମ୍ ସହ ବୋଲର ,ବ୍ୟାଟ୍ସମ୍ୟାନ ଓ ଅଲରାଉଣ୍ଡର ବି ପ୍ରଥମ ସ୍ଥାନରେ”

ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ତାତିଲେ ସରପଞ୍ଚ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ଘୋଷଣା 

କନକ ବ୍ୟୁରୋ: ରାଜ୍ୟରେ କ୍ଷମତା ବିକେନ୍ଦ୍ରୀକରଣ ନାଁରେ କ୍ଷମତା ହରଣ ଚାଲିଛି । ସରପଂଚ ପଦ ଏବେ ଏକ ପ୍ରହସନରେ ପରିଣତ ହୋଇଛି । ଏହାକୁ ବିରୋଧ କରି ସରପଂଚ ସଂଘ ତରଫରୁ ଚରମ ନିଷ୍ପତି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏପରିକି ପଂଚାୟତ ଅର୍ଥ ହେରଫେର ହେବାର ସନ୍ଦେବ କରି ସେମାନଙ୍କ ଡିଜିଟାଲ ସିଗ୍ନେଚର୍ ସାର୍ଟିଫିକେଟ୍ ବା ଡିସିଏ ଡଙ୍ଗଲକୁ ମଧ୍ୟ ବ୍ଲକ ଅଫିସରୁ ଫେରାଇ ନେଇଥିବା ସୂଚନାContinue reading “ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ତାତିଲେ ସରପଞ୍ଚ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ଘୋଷଣା “

ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ବର୍ଷ ପରେ ବର୍ଷ ବିତୁଛି ହେଲେ ସରୁନି କାମ 

କନକ ବ୍ୟୁରୋ: ରାସ୍ତା ସାରା ଖାଲଖମା, କୋଉଁଠି ଡିମା ଡିମା ପଥର ଉଠିଛି ତ ପୁଣି କେଉଁଠି ପାଣି ଜମି ରହିଛି । ରାସ୍ତାରେ ଗାଡି ଗଲେ ପାଖରେ ସାଇଟ୍ ହେବାକୁ ବି ଭୟ ଲାଗୁଛି । କାଳେ ରାସ୍ତାରେ ବିଛାଯାଇଥିବା ପଥର ଛିଟିକି ପଡିବ । ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଦାନା ବାନ୍ଧୁଛି ଅସନ୍ତୋଷ । ଭଂଜନଗର ପୂର୍ତ ବିଭାଗ ଅଧିନ ଗାଙ୍ଗପୁର ଓContinue reading “ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ବର୍ଷ ପରେ ବର୍ଷ ବିତୁଛି ହେଲେ ସରୁନି କାମ “

ଶିକ୍ଷକଙ୍କ ବଦଳି ବାତିଲ କରିବାକୁ କାନ୍ଦି କାନ୍ଦି ନିବେଦନ କଲେ ଛାତ୍ରଛାତ୍ରୀ: ନିଜ ବିଦ୍ୟାଳୟର ପ୍ରିୟ ଗଣିତ ଶିକ୍ଷକଙ୍କୁ ଛାଡିବାକୁ ନାରାଜ ପିଲା

କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳି ବାତିଲ ପାଇଁ ନିଆରା ପ୍ରତିବାଦ । ବିଦ୍ୟାଳୟ ଗେଟରେ ତାଲା ପକାଇ କାନ୍ଦି କାନ୍ଦି ସାରଙ୍କ ରାସ୍ତା ଅଟକାଉଛନ୍ତି ଛାତ୍ରଛାତ୍ରୀ । ଗଣିତ ସାର ବିଦ୍ୟାଳୟରୁ ବଦଳି ଗଲେ ସ୍କୁଲକୁ ଆସିବେ ନାହିଁ କି ମଧ୍ୟାହ୍ନ ଭୋଜନ ଖାଇବେ ନାହିଁ ବୋଲି ଜିଦରେ ଅଡି ବସିଛନ୍ତି ପିଲା । କାନ୍ଦି କାନ୍ଦି କିଏ ହାତ ଯୋଡୁଛି ତ ଆଉ କିଏ ସାରଙ୍କ ଗୋଡକୁ ଧରି ପକାଉଛନ୍ତି । କାକୁତି ମିନତି ହେଉଛନ୍ତି,Continue reading “ଶିକ୍ଷକଙ୍କ ବଦଳି ବାତିଲ କରିବାକୁ କାନ୍ଦି କାନ୍ଦି ନିବେଦନ କଲେ ଛାତ୍ରଛାତ୍ରୀ: ନିଜ ବିଦ୍ୟାଳୟର ପ୍ରିୟ ଗଣିତ ଶିକ୍ଷକଙ୍କୁ ଛାଡିବାକୁ ନାରାଜ ପିଲା”

ଅତିବଡ଼ୀଙ୍କ ସମାଧି ପୀଠ ପ୍ରତି ଅବହେଳା: ମଠ ସଂସ୍କୃତି ପ୍ରତି କାହିଁକି ବୈମାତୃକ ମନୋଭାବ!

କନକ ବ୍ୟୁରୋ: ମଠ ଐତିହ୍ୟକୁ ସୁରକ୍ଷା ଦେବା ବଦଳରେ ସରକାରୀ କାର୍ୟ୍ୟାଳୟ ନିର୍ମାଣ କରୁଛି ପ୍ରଶାସନ। ପ୍ରଶାସନିକ ଅବହେଳା ଯୋଗୁଁ ମଠ ଐତିହ୍ୟ ଓ ଏହାର ସମ୍ପତ୍ତି ଏବେ ଅବହେଳିତ ହୋଇ ରହିଥିବା ବେଳେ ଏବେ ମଠ କିମ୍ବା ଏହାର ଦାୟୀତ୍ୱରେ ଥିବା ପରିଚାଳନା କମିଟିର ବିନା ବିଚାରବିମର୍ଷରେ ଆରମ୍ଭ ହୋଇଥିବା ସରକାରୀ ଗୃହକୁ ନେଇ ବିବାଦ ଦେଖାଦେଇଛି। ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଆଗାମୀ ଦିନରେ ଅତିବଡୀଙ୍କ ଜନ୍ମଜୟନ୍ତୀରେ ହେବାକୁ ଥିବା ବୈଠକରେ ବିଭିନ୍ନ ଦିଗContinue reading “ଅତିବଡ଼ୀଙ୍କ ସମାଧି ପୀଠ ପ୍ରତି ଅବହେଳା: ମଠ ସଂସ୍କୃତି ପ୍ରତି କାହିଁକି ବୈମାତୃକ ମନୋଭାବ!”

ଚୋରି ସୁନା ମୁଦି ବିକ୍ରି କରିବାକୁ ଯାଇ ଧରାପଡିଲା ଚୋର: ଯେଉଁ ଦୋକାନରୁ ଚୋରି କରିଥିଲା, ସେଇଠି ବିକିବା ପାଇଁ ସଂପର୍କୀୟଙ୍କୁ ପଠାଇଥିଲା ଚୋର

କନକ ବ୍ୟୁରୋ: ଚୋରି ସୁନା ବିକ୍ରି କରିବାକୁ ଯାଇ ଧରାପଡିଲା ଚୋର । ପୁଣି ଯେଉଁ ଦୋକାନରୁ ଚୋରି କରିଥିଲା, ସେହି ଦୋକାନରେ ବିକ୍ରି କରିବା ପାଇଁ ସଂପର୍କୀୟଙ୍କ ସହଯୋଗରେ ପଠାଇଥିଲା ଚୋର । ଦୋକାନୀ ନିଜ ଦୋକାନର ସୁନା ମୁଦିକୁ ଚିହ୍ନିପାରି ବିକ୍ରି ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖିଥିଲେ । ଏହାପରେ ଖୋଳତାଡ କରି ପ୍ରକୃତ ଅଭିଯୁକ୍ତ ପାଖରେ ପହଂଚିଥିଲେ । ଗାଁ ଲୋକମାନେ ଅଭିଯୁକ୍ତକୁ ଧରି ବାଙ୍କୀ ଥାନା ପୁଲିସର ଜିମା ଦେଇଥିଲେContinue reading “ଚୋରି ସୁନା ମୁଦି ବିକ୍ରି କରିବାକୁ ଯାଇ ଧରାପଡିଲା ଚୋର: ଯେଉଁ ଦୋକାନରୁ ଚୋରି କରିଥିଲା, ସେଇଠି ବିକିବା ପାଇଁ ସଂପର୍କୀୟଙ୍କୁ ପଠାଇଥିଲା ଚୋର”

ହଠାତ୍ ଜୟପୁର ମହାରାଣୀ କଲେଜରେ ପହଂଚିଲେ ରାହୁଲ ଗାନ୍ଧୀ । ଛାତ୍ରୀଙ୍କ ସ୍କୁଟିରେ ବସି ସଭାସ୍ଥଳକୁ ଗଲେ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ ସବୁବେଳେ ଚର୍ଚ୍ଚାରେ ରହିଛି । କେବେ ଟ୍ରକରେ ବସି ଭ୍ରମଣ କରିବା ତ ପୁଣି କେବେ ଗ୍ୟାରେଜରେ ବସି ଗାଡି ସଜାଡିବା । ଏହାସହ ଗତକାଲି ରେଲୱେ କୁଲିଙ୍କ ସହ ମିଶି ମୁଣ୍ଡରେ ଭାର ଉଠାଉଥିବା ଚିତ୍ର ତ ଆଜି କଲେଜ ଛାତ୍ରୀଙ୍କ ସ୍କୁଟିରେ ବସି ସଭାସ୍ଥଳକୁ ଯିବାର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଆରା ହେବାକୁ ଚେଷ୍ଟା ଚଳାଇଛନ୍ତି କଂଗ୍ରେସର ଯୁବରାଜContinue reading “ହଠାତ୍ ଜୟପୁର ମହାରାଣୀ କଲେଜରେ ପହଂଚିଲେ ରାହୁଲ ଗାନ୍ଧୀ । ଛାତ୍ରୀଙ୍କ ସ୍କୁଟିରେ ବସି ସଭାସ୍ଥଳକୁ ଗଲେ”

Design a site like this with WordPress.com
Get started