କନକ ବ୍ୟୁରୋ : ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ସୁଭାରମ୍ଭ କରାଇବେ । ଏହି ୯ଟି ଟ୍ରେନ୍ ରାଜସ୍ଥାନ୍, ବିହାର, ଓଡିଶା, ଗୁଜୁରାଟ୍, ଚେନ୍ନାଇ ସମେତ ଅନ୍ୟ କେତେକ ରାଜ୍ୟରେ ଲଞ୍ଚ ହେବାକୁ ଯାଉଛି । ଗୁଜୁରାଟକୁ ଆଉ ଏକ ବନ୍ଦେ ଭାରତ ଟ୍ରେନ୍ ମିଳିବ । ଏହିContinue reading “ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ଆସନ୍ତାକାଲି ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ”
Tag Archives: News
ଦଶରଥପୁର ବ୍ଲକର ମନରେଗା କେଳେଙ୍କାରୀ : ମିଛ ମାଟି କାମ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସରପଞ୍ଚଙ୍କ ପରିବାର
କନକ ବ୍ୟୁରୋ : ଦୁଇ ମହଲା କୋଠା କରି ଚାରିଚକିଆ ଗାଡ଼ି ଚଢ଼ୁଥିବା ବ୍ୟକ୍ତି, ମାଟି କାମ କରି ନେଉଛନ୍ତି ମଜୁରୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁରରୁ । ଏହି ବ୍ଲକରେ ମନରେଗା କେଳେଙ୍କାରୀ ଚରମ ସୀମାରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଗରିବ ଶ୍ରମିକ ଜବକାର୍ଡରେ କାମ ନପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । କିନ୍ତୁ ୨ମହଲା କୋଠା ଓ ଚାରିଚକିଆ ଗାଡ଼ି ଥିବା ଲୋକେ ମିଛContinue reading “ଦଶରଥପୁର ବ୍ଲକର ମନରେଗା କେଳେଙ୍କାରୀ : ମିଛ ମାଟି କାମ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସରପଞ୍ଚଙ୍କ ପରିବାର”
ନ୍ୟୁଜିଲାଣ୍ଡ ରାସ୍ତାରେ ବ୍ରିଟେନ୍ । ଦେଶରେ ଖୁବଶୀଘ୍ର ସିଗାରେଟ୍ ବ୍ୟାନ୍ କରିପାରନ୍ତି ଋଷି ସୁନକ
କନକ ବ୍ୟୁରୋ : ବର୍ତ୍ତମାନ ଯୁବପୀଢି ନିଶା ପ୍ରତି ଅଧିକ ଆକୃଷ୍ଠ ହେଉଛନ୍ତି । ପ୍ରାୟ ସମସ୍ତେ ମଦ ଓ ସିଗାରେଟ୍ ପିଉଛନ୍ତି । ଯାହାଦ୍ୱାରା ଦେଶର ଭବିଷ୍ୟତ ଅନ୍ଧାର ଘେରକୁ ଚାଲିଯାଉଛି । କାହିଁକିନା ଆଜିର ଯୁବପୀଢିଙ୍କୁ ଦେଶର ଆଗାମୀ ଭବିଷ୍ୟତ ବୋଲି କୁହାଯାଇଥାଏ । ତେଣୁ ଦେଶର ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ କିଛି ଦେଶ ନିଶା ସେବନ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି । ଏନେଇ ଆଇନ୍ ମଧ୍ୟ ଆଣିବାକୁ ଯାଉଛନ୍ତି । ନ୍ୟୁଜିଲାଣ୍ଡରେContinue reading “ନ୍ୟୁଜିଲାଣ୍ଡ ରାସ୍ତାରେ ବ୍ରିଟେନ୍ । ଦେଶରେ ଖୁବଶୀଘ୍ର ସିଗାରେଟ୍ ବ୍ୟାନ୍ କରିପାରନ୍ତି ଋଷି ସୁନକ”
ସ୍ତ୍ରୀକୁ ହତ୍ୟା ପାଇଁ ସ୍ୱାମୀ ଦେଇଥିଲା ୩ଲକ୍ଷ ଟଙ୍କାର ସୁପାରୀ : ଅଭିଯୁକ୍ତ ସତ ମାନିବା ପରେ ସିନ୍ ରିକ୍ରିଏସନ କଲା ପୋଲିସ
କନକ ବ୍ୟୁରୋ : ସ୍ତ୍ରୀକୁ ହତ୍ୟା ପାଇଁ ସ୍ୱାମୀ ଦେଇଥିଲା ସୁପାରୀ । ପୋଲିସ ଆଗରେ ସତ ମାନିଲା ଅଭିଯୁକ୍ତ ସ୍ୱାମୀ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଏପରି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ସହର କାଶୀପୁର ଅଞ୍ଚଳରୁ । ସ୍ତ୍ରୀ ସୁନୀତା ଘଣା ଓ ସ୍ୱାମୀ ସୁରେଶ ପରିଡ଼ାଙ୍କ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିଥିଲା । ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଏତେ ବଢିଯାଇଥିଲା ଯେ,Continue reading “ସ୍ତ୍ରୀକୁ ହତ୍ୟା ପାଇଁ ସ୍ୱାମୀ ଦେଇଥିଲା ୩ଲକ୍ଷ ଟଙ୍କାର ସୁପାରୀ : ଅଭିଯୁକ୍ତ ସତ ମାନିବା ପରେ ସିନ୍ ରିକ୍ରିଏସନ କଲା ପୋଲିସ”
ଭତ୍ତା ପାଇଁ ବିଡିଓଙ୍କ ଆଗରେ ଅଧିଆ ପଡ଼ିଲେ ସରପଞ୍ଚଙ୍କ ସ୍ୱାମୀ : ଭତ୍ତା ପାଇଁ ଲୋକଙ୍କୁ ଯିବାକୁ ପଡୁଛି ୧୦ କିମି
କନକ ବ୍ୟୁରୋ : ଭତ୍ତା ପାଇଁ ବିଡିଓଙ୍କ ଆଗରେ ଅଧିଆ ପଡ଼ିଲେ ସରପଞ୍ଚଙ୍କ ସ୍ୱାମୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ । କୋରାକୋରା ପଞ୍ଚାୟତର ସରପଞ୍ଚ ମୋନାଲିସା ପଣ୍ଡାଙ୍କ ସ୍ୱାମୀ ଧବଳେଶ୍ୱର ପଣ୍ଡା ଦଣ୍ଡବତ ଅବସ୍ଥାରେ ଅଧିଆ ପଡ଼ିବା ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି । ବୃଦ୍ଧବୃଦ୍ଧା ଓ ଅସହାୟଙ୍କୁ ତାଙ୍କ ଘର ପାଖରେ ଭତା ଦେବା ପାଇଁ ସରକାର ଘୋଷଣା କରିଥିଲେ । ହେଲେ ଭଦ୍ରକ ବିଡିଓ ସୀତାକାନ୍ତContinue reading “ଭତ୍ତା ପାଇଁ ବିଡିଓଙ୍କ ଆଗରେ ଅଧିଆ ପଡ଼ିଲେ ସରପଞ୍ଚଙ୍କ ସ୍ୱାମୀ : ଭତ୍ତା ପାଇଁ ଲୋକଙ୍କୁ ଯିବାକୁ ପଡୁଛି ୧୦ କିମି”
ମହିଳା ସଂରକ୍ଷଣ ବିଲ୍ ପାସ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ : ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ
କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ । ଦୀର୍ଘ ଦିନର ଅପେକ୍ଷା ପରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବାରୁ ଖୁସି ମନାଇଛନ୍ତି ବିଜେପି ମହିଳା ନେତ୍ରୀ ଓ କର୍ମୀ । ବିଲ୍ ପାରିତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The post ମହିଳା ସଂରକ୍ଷଣ ବିଲ୍ ପାସContinue reading “ମହିଳା ସଂରକ୍ଷଣ ବିଲ୍ ପାସ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ : ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ”
ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲା : ଥାନାରେ ଅଭିଯୋଗ କଲେ ପରିବାର ଲୋକ; ସହପାଠୀ ସବୁ ଜାଣିଥିବା ଏତଲାରେ ଉଲ୍ଲେଖ
କନକ ବ୍ୟୁରୋ : ସନ୍ଦେହଜନକ ଭାବେ ଜଣେ ଡାକ୍ତରଙ୍କ ମୃତ୍ୟୁ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜେରେ ସେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଥିଲେ । ମୃତ ଡାକ୍ତରଙ୍କ ନାଁ ସଚିନ ସାହୁ । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସଚିନ୍ ଡାକ୍ତରୀ ପାଠପଢ଼ା ଶେଷ ପରେ ଏଠାରେ ହାଉସ୍ ସର୍ଜନ ଭାବେ କାମ କରୁଥିଲେ । ଶୁକ୍ରବାର ନିଜ ଡ୍ୟୁଟି ସାରିContinue reading “ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲା : ଥାନାରେ ଅଭିଯୋଗ କଲେ ପରିବାର ଲୋକ; ସହପାଠୀ ସବୁ ଜାଣିଥିବା ଏତଲାରେ ଉଲ୍ଲେଖ”
ଆମ ଦେଶର ପ୍ରତ୍ୟେକ କ୍ଷେତ୍ରରେ ହିନ୍ଦୁମାନଙ୍କର ଅବଦାନ ରହିଛି
ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ସୋମବାର ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡା ସଂସଦରେ ଭାରତକୁ ଖାଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇଯାଇଥିଲା । କାନାଡାରେ ଖାଲିସ୍ତାନ ପ୍ରସଙ୍ଗ ଚରମ ସୀମାରେ ରହିଛି । କାନାଡା ସରକାର ସହContinue reading “ଆମ ଦେଶର ପ୍ରତ୍ୟେକ କ୍ଷେତ୍ରରେ ହିନ୍ଦୁମାନଙ୍କର ଅବଦାନ ରହିଛି”
ଗିରଫ ଭୟରେ ପୁରୁଷ ଶୂନ୍ୟ ହେଲା ଡଙ୍ଗାସିଲ ଗାଁ : ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ପୋଲିସ ଗାଡି ପୋଡି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ
କନକ ବ୍ୟୁରୋ : ଗିରଫ ଭୟରେ ପୁରୁଷ ଶୂନ୍ୟ ହେଲା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ଗାଁ । ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୬ଜଣଙ୍କୁ ଉଠାଇ ନେଇଛି ପୋଲିସ । ଗିରଫ ଭୟରେ ଗାଁରୁ ସବୁ ପୁରୁଷ ଚାଲିଯାଇଛନ୍ତି । ଗାଁଲୋକ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗାଁରେ ଦେଖାଦେଇଥିଲା ଉତ୍ତେଜନା । ପୋଲିସ ଗାଡିକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ ।Continue reading “ଗିରଫ ଭୟରେ ପୁରୁଷ ଶୂନ୍ୟ ହେଲା ଡଙ୍ଗାସିଲ ଗାଁ : ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ପୋଲିସ ଗାଡି ପୋଡି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ”
ପୁଣି ତାତିଲେ ସରପଞ୍ଚ : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ଘୋଷଣା; ବିଭିନ୍ନ ସ୍ଥାନରେ ପ୍ରତିବାଦ
କନକ ବ୍ୟୁରୋ : ମହଲତ ସରିବା ପରେ ପୁଣି ତାତିଛନ୍ତି ସରପଞ୍ଚ । ମହାସଂଘର ପୂର୍ବ ଘୋଷଣା ଅନୁସାରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜଣାଇଛନ୍ତି । ସରପଞ୍ଚମାନଙ୍କୁ ପଞ୍ଚାୟତର ଉନ୍ନୟନମୂଳକ କାମ ପାଇଁ ସୁଯୋଗ ଦେବାକୁ ଦାବି କରାଯାଇଛି । ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୁଗ୍ମ ସ୍ୱାକ୍ଷରରେ ଗ୍ରାମପଞ୍ଚାୟତର ସବୁ ଯୋଜନାର ଅର୍ଥ ପୈଠ କରିବାକୁ ଦାବି କରିଛନ୍ତି । ଅଭିଯୋଗ କରି କହିଛନ୍ତି, ଏବେ ସରକାରଙ୍କ ନୂଆ ନିୟମ ଅନୁସାରେ ପଞ୍ଚାୟତକୁ ୫୦ ଲକ୍ଷରୁContinue reading “ପୁଣି ତାତିଲେ ସରପଞ୍ଚ : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ଘୋଷଣା; ବିଭିନ୍ନ ସ୍ଥାନରେ ପ୍ରତିବାଦ”