କନକ ବ୍ୟୁରୋ : ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା । ଗୁରୁତର ଅବସ୍ଥାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ୭ ଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଭେଂଟିଲେଟରରେ ଅଛନ୍ତି । ଓଡ଼ିଆ ଭକ୍ତି ସଙ୍ଗୀତ ଜଗତରେ ଶାନ୍ତିଲତା ବାରିକଙ୍କ ନାମ ଅତି ପରିଚିତ । ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ଯେଉଁ ସଙ୍ଗୀତ ପରିବେଶଣ କରନ୍ତି ତାହା ଶ୍ରୋତାଙ୍କContinue reading “ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା : ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ମୃତ୍ୟୁ ଖବର ଗୁଜବ”
Tag Archives: News
ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି : ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ଅବରୋଧ
କନକ ବ୍ୟୁରୋ : କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ ଜୋର ଧରିଲା ଆନ୍ଦୋଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ । ଦୁହୁରିଆ ଛକରେ ରାସ୍ତା ରୋକ । କଟକ-ଚାନ୍ଦବାଲି, ଚଣ୍ଡିଖୋଲ -ପାରାଦୀପ ରାସ୍ତା ଅବରୋଧ । ଆନ୍ଦୋଳନକୁ କଂଗ୍ରେସ, ବିଜେପି, କମ୍ୟୁନିଷ୍ଟ ପାର୍ଟିର ସମର୍ଥନ । ଦୀର୍ଘ ଦିନ ହେବ କେନ୍ଦ୍ରାପଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ରାଜ୍ୟରContinue reading “ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି : ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ଅବରୋଧ”
ପାକିସ୍ତାନ ଟିମକୁ ଏଯାଏଁ ମିଳିନି ଭାରତ ଭିସା, ବିଶ୍ୱକପ୍ ପୂର୍ବରୁ ଫସର ଫାଟିଲା ପାକିସ୍ତାନର ବଡ ପ୍ଲାନ ।
କନକ ବ୍ୟୁରୋ : ବିଶ୍ୱକପକୁ ଆଉ ଦିନ କେଇଟା ବାକି ଥିବା ବେଳେ ପାକିସ୍ତାନ ଟିମକୁ ଏଯାଏଁ ମିଳିନି ଭିସା । ଅନ୍ୟ ଟିମକୁ ଭାରତ ଆସିବାକୁ ଭିସା ମିଳି ସାରିଥିବା ପାକିସ୍ତାନ ଟିମକୁ ଭିସା ନ ମିଳିନାହିଁ । ଯେଉଁଥିପାଇଁ ପାକିସ୍ତାନ ଟିମର ଦୁବାଇରେ ଖେଳାଳୀଙ୍କ କ୍ୟାମ୍ପ କରିବା ପ୍ଲାନ ଫସର ଫାଟିଛି । ଭିସା ବିଳମ୍ବିତ ହେବା କାରଣରୁ ପାକିସ୍ତାନ ଟିମ୍ ଆସନ୍ତା ୨୭ ତାରିଖରେ ଦୁବାଇ ଗସ୍ତ କରିବ । ସେଠାରୁ ୨୯Continue reading “ପାକିସ୍ତାନ ଟିମକୁ ଏଯାଏଁ ମିଳିନି ଭାରତ ଭିସା, ବିଶ୍ୱକପ୍ ପୂର୍ବରୁ ଫସର ଫାଟିଲା ପାକିସ୍ତାନର ବଡ ପ୍ଲାନ ।”
ଭାରତ- କାନାଡ଼ା ବିବାଦ : ଉଦବେଗ ପ୍ରକାଶ କଲା ଆମେରିକା; ବୈଦେଶିକ ସଚିବ କହିଲେ, ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ କାହାର ସଂପୃକ୍ତି, ସାମ୍ନାକୁ ଆସିବ ତଥ୍ୟ
କନକ ବ୍ୟୁରୋ : ତୀବ୍ର ହେଉଛି ଭାରତ-କାନାଡ଼ା ବିବାଦ । ତଦନ୍ତରେ ଭାରତ ସହଯୋଗ କରିବାକୁ ଆମେରିକାର ଦାବି । ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ପରେ ଉଭୟ ଦେଶର ସମ୍ପର୍କ ଏବେ ଖରାପ ହୋଇପଡ଼ିଛି । ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡ଼ା ଅଭିଯୋଗ କରୁଥଲେ ବି ଭାରତ ଏହାକୁ ଖଣ୍ଡନ କରିଛି । ଦୁଇ ଦେଶର ସହଯୋଗରେ ତଦନ୍ତ ଆଗକୁ ବଢ଼ିପାରିବ ବୋଲି ୟୁଏସ୍ ସଚିବ ଆଣ୍ଟୋନି ବ୍ଲିଙ୍କେନ ମତContinue reading “ଭାରତ- କାନାଡ଼ା ବିବାଦ : ଉଦବେଗ ପ୍ରକାଶ କଲା ଆମେରିକା; ବୈଦେଶିକ ସଚିବ କହିଲେ, ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ କାହାର ସଂପୃକ୍ତି, ସାମ୍ନାକୁ ଆସିବ ତଥ୍ୟ”
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ଆଜି ବସିବ ପ୍ରଥମ ବୈଠକ; ଦିନ ୧୧ଟାରେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ବୈଠକ
କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଆଜି ବସୁଛି ବୈଠକ । ଆଜି ବିଧିବଦ୍ଧ ଭାବେ ବୈଠକରେ ଆଲୋଚନା ହେବ । ଦିନ ୧୧ଟାରେ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ ରାମନାଥ କୋବିନ୍ଦ । ଏକାଥରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ଚେଷ୍ଟା କରାଯାଉଛି । ଏକ ସମୟରେ ଲୋକସଭା ଓContinue reading “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ଆଜି ବସିବ ପ୍ରଥମ ବୈଠକ; ଦିନ ୧୧ଟାରେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ବୈଠକ”
ନାଗପୁରରେ ପ୍ରବଳ ବର୍ଷା, ଜଳାର୍ଣ୍ଣବ ସହର : ଚାରଆଡେ ପାଣି, ଘରୁ ବାହାରିବା ମୁସ୍କିଲ
କନକ ବ୍ୟୁରୋ : ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଛି ସହର । ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ରାସ୍ତା ଉପରେ ପାଣି ଚାଲୁଛି । ଆଣ୍ଠୁଏ ପାଣିରେ ରାସ୍ତାରେ ଯାଉଛନ୍ତି ଲୋକେ । ରାସ୍ତା ପାର ହେବା ପାଇଁ ଦଉଡି ସାଜିଛି ଭରସା । ଦଉଡି ଧରି ଧାଡି ହୋଇ ଲୋକେ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନଦୀContinue reading “ନାଗପୁରରେ ପ୍ରବଳ ବର୍ଷା, ଜଳାର୍ଣ୍ଣବ ସହର : ଚାରଆଡେ ପାଣି, ଘରୁ ବାହାରିବା ମୁସ୍କିଲ”
ଚଳିତ ବର୍ଷ ଭାରତ ଛାଡିବେ ୬୫୦୦ ଧନୀ! ଚୀନର ଅବସ୍ଥା ଆହୁରି ଖରାପ । କେଉଁ ଦେଶ ସେମାନଙ୍କ ପ୍ରଥମ ପ୍ରସନ୍ଦ?
କନକ ବ୍ୟୁରୋ: ଭଲ ଚାକିରି ବା ଅଧିକ ରୋଜଗାର ଉଦ୍ଦେଶ୍ୟରେ ପ୍ରତିବର୍ଷ ହଜାର ହଜାର ଲୋକ ବିଦେଶ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଏପରି ଅନେକ ଧନୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତିବର୍ଷ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଇ ସେଠାରେ ସବୁଦିନ ପାଇଁ ରହିଯିବାକୁ ଉଚିତ ମନେ କରୁଛନ୍ତି । ଏକ ସର୍ଭେରୁ ଜଣାପଡିଛି ଯେ, ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଧନୀ ଭାରତ ଛାଡିବେ । ତେବେ ସବୁଠାରୁContinue reading “ଚଳିତ ବର୍ଷ ଭାରତ ଛାଡିବେ ୬୫୦୦ ଧନୀ! ଚୀନର ଅବସ୍ଥା ଆହୁରି ଖରାପ । କେଉଁ ଦେଶ ସେମାନଙ୍କ ପ୍ରଥମ ପ୍ରସନ୍ଦ?”
ତ୍ରିଶୂଳ, ଡମ୍ବରୁ ଓ ବେଲପତ୍ର… କ୍ରିକେଟ ଷ୍ଟାଡିୟମରେ ମହାଦେବଙ୍କ ଝଲକ, ବାରାଣସୀରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶିଳାନ୍ୟାସ ।
କନକ ବ୍ୟୁରୋ: ବାରାଣସୀ ଗଞ୍ଜାରୀରେ ୪୫୧ କୋଟି ଟଙ୍କା ବିନିମୟରେ ହେବ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ୍ । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସଚ୍ଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ଅନ୍ୟ ଖେଳାଳି । ଗଞ୍ଜାରୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ ସବୁଠୁ ନିଆରା ହେବ । କାରଣ ଭଗବାନ ଶିବଙ୍କ ସହ ଜଡିତ ବସ୍ତୁକୁ ନେଇ ଷ୍ଟାଡିୟମର ଥିମ୍ ପ୍ରସ୍ତୁତ କରାଯିବContinue reading “ତ୍ରିଶୂଳ, ଡମ୍ବରୁ ଓ ବେଲପତ୍ର… କ୍ରିକେଟ ଷ୍ଟାଡିୟମରେ ମହାଦେବଙ୍କ ଝଲକ, ବାରାଣସୀରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶିଳାନ୍ୟାସ ।”
ଅପରାହ୍ଣରେ ବସିବ ପ୍ରାଥମିକ ଶିକ୍ଷକ ସଂଘ ବୈଠକ : ସିଏମଓ ଅଫିସରୁ ଡାକରା ଆସିଥିବା ନେଇ କହିଲେ ସଭାପତି ବ୍ରହ୍ମାନନ୍ଦ ମହାରଣା
କନକ ବ୍ୟୁରୋ : ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ବାହାରିପାରେ ବାଟ । ସମାଧାନ ହୋଇପାରେ ପିଲାଙ୍କ ପାଠପଢା ବନ୍ଦ ସମସ୍ୟା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିବା ପରେ ପ୍ରାଥମିକ ଶିକ୍ଷକଙ୍କ ୩ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ହେବ । ଅପରାହ୍ଣ ୫ଟାରେ ଏହି ବୈଠକ ବସିବ । ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଶିକ୍ଷକମାନେ ନିଜ ଜିଦରେ ଅଟଳ ରହିଥିଲେ ।Continue reading “ଅପରାହ୍ଣରେ ବସିବ ପ୍ରାଥମିକ ଶିକ୍ଷକ ସଂଘ ବୈଠକ : ସିଏମଓ ଅଫିସରୁ ଡାକରା ଆସିଥିବା ନେଇ କହିଲେ ସଭାପତି ବ୍ରହ୍ମାନନ୍ଦ ମହାରଣା”
୩୩୨ ଟଙ୍କାର ପେଣ୍ଟିଂ ୧.୫୮ କୋଟିରେ ବିକ୍ରି । ଅଦରକାରୀ ଭାବି ଫିଙ୍ଗିଦେଇଥିଲେ ମହିଳା
କନକ ବ୍ୟୁରୋ: ବେଳେବେଳେ ଅଦରକାରୀ ଭାବି କିଛି ଜିନିଷକୁ ଫିଙ୍ଗିଦେଇଥାଉ ବା ଷ୍ଟୋର ରୁମରେ ପକାଇଦେଇଥାଉ । କିନ୍ତୁ ସେହି ଅଦରକାରୀ ମନେ ହେଉଥିବା ଜିନିଷ ଯେ କାହା ପାଇଁ ଅତି ମୂଲ୍ୟବାନ୍ ତାହା ଆମକୁ ଜଣାନଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରିଟେନର ହାମ୍ପସାୟରରେ । ଏଠିକାର ଜଣେ ମହିଳା ଘର ସଫା କରୁଥିବା ସମୟରେ ଏକ ପୁରୁଣା ପେଣ୍ଟିଙ୍ଗକୁ ଅନାବଶ୍ୟକ ମନେକରି ନେଇ ନିଜ ଷ୍ଟୋର ରୁମରେ ପକାଇଦେଇଥିଲେ । ହେଲେContinue reading “୩୩୨ ଟଙ୍କାର ପେଣ୍ଟିଂ ୧.୫୮ କୋଟିରେ ବିକ୍ରି । ଅଦରକାରୀ ଭାବି ଫିଙ୍ଗିଦେଇଥିଲେ ମହିଳା”