ବିଷ ପିଇଦେଲେ ଦୁଷ୍କର୍ମ ପୀଡିତା : ୩ ଅଭିଯୁକ୍ତଙ୍କୁ ପୋଲିସର ଜେରା; ବୁଲାଇବା ବାହାନାରେ ଆଣି ପୁରୁଷ ବନ୍ଧୁ କରିଥିଲେ ଦୁଷ୍କର୍ମ

କନକ ବ୍ୟୁରୋ : ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ଗୁରରୁତର ହୋଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଚାନ୍ଦିପୁର ବୁଲିବାକୁ ଯାଇଥିଲେ । ସେଠାରେ ଉଭୟ ସମୁଦ୍ରକୂଳରେ ଥିବା ଏକ ହୋଟେଲରେ ରହିଥିଲେ । ତେବେ ପୁରୁଷବନ୍ଧୁ ଜଣକ ଆଗରୁ ଷଡ଼ଯନ୍ତ୍ର କରିଥିଲେ । ସେ ଓ ଅନ୍ୟ ଦୁଇ ଜଣ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।Continue reading “ବିଷ ପିଇଦେଲେ ଦୁଷ୍କର୍ମ ପୀଡିତା : ୩ ଅଭିଯୁକ୍ତଙ୍କୁ ପୋଲିସର ଜେରା; ବୁଲାଇବା ବାହାନାରେ ଆଣି ପୁରୁଷ ବନ୍ଧୁ କରିଥିଲେ ଦୁଷ୍କର୍ମ”

ଫିଟୁନି ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ରହସ୍ୟ : ଆଜି ଆସିବ ସୁସ୍ମିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

କନକ ବ୍ୟୁରୋ : ରହସ୍ୟ ଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ । ଆଜି ଆସିବ ବ୍ୟବଚ୍ଛେଦ ରିେପୋର୍ଟ । ଜଣାପଡ଼ିବ ମୃତ୍ୟୁର ପ୍ରକୃତ କାରଣ । ସୁସ୍ମିତା ରହୁଥିବା ହୋଟେଲରୁ ଦୁଇଟି ସିସିଟିଭି ଜବତ କରିଛି ପୋଲିସ । ସିିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ । ଗୁରୁଣ୍ଡିଆ ବିଡିଓ ଓ ସିଡିପିଓଙ୍କୁ ଡାକି ପଚରାଉଚୁରା କରିପାରେ ପୋଲିସ । ସୁସ୍ମିତାଙ୍କୁ କେଉଁମାନେ ମାନସିକ ଚାପ ଦେଉଥିଲେ ତା’ ଉପରୁContinue reading “ଫିଟୁନି ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ରହସ୍ୟ : ଆଜି ଆସିବ ସୁସ୍ମିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ”

ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ : ଭାରତର ପ୍ରତିନିଧି କହିଲେ, ପିଓକେରେ କବଜା କରିଥିବା ଅଞ୍ଚଳକୁ ତୁରନ୍ତ ଛାଡ଼ୁ ପାକିସ୍ତାନ

କନକ ବ୍ୟୁରୋ : ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ଭାରତ ସୀମାରେ ବେଆଇନ ଭାବେ କବ୍ଜା କରି ରଖିଛି ପାକିସ୍ତାନ । ତୁରନ୍ତ ବେଆଇନ କବ୍ଜା ବନ୍ଦ କରିବାକୁ କହିଛି ଭାରତ । ଏହା ସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ ଭାରତ ପ୍ରତିନଧିଙ୍କ ପକ୍ଷରୁ କୁହାଯାଇଛି । ୨୬/୧୧ ଆତଙ୍କବାଦୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ତୁରନ୍ତ ସେମାନଙ୍କ ବିରୋଧରେContinue reading “ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ : ଭାରତର ପ୍ରତିନିଧି କହିଲେ, ପିଓକେରେ କବଜା କରିଥିବା ଅଞ୍ଚଳକୁ ତୁରନ୍ତ ଛାଡ଼ୁ ପାକିସ୍ତାନ”

ଅବହେଳିତ ଅତିବଡ଼ି ଜଗନ୍ନାଥ ଦାସ ସମାଧୀ ପୀଠ : ରକ୍ଷଣାବେକ୍ଷଣ ବଦଳରେ ଚାଲିଛି ସରକାରୀ କାର୍ଯ୍ୟାଳୟ ନିର୍ମାଣ

କନକ ବ୍ୟୁରୋ : ଅବହେଳିତ ଅତିବଡ଼ି ଜଗନ୍ନାଥ ଦାସ ସମାଧୀ ପୀଠ । ମଠ ଐତିହ୍ୟକୁ ସୁରକ୍ଷା ଦେବା ବଦଳରେ ସେହି ଜାଗାରେ ଚାଲିଛି ସରକାରୀ କାର୍ଯ୍ୟାଳୟ ନିର୍ମାଣ । ମଠ ପରିଚାଳନା କମିଟିର ବିନା ବିଚାର ବିମର୍ଶରେ ଆରମ୍ଭ ହୋଇଥିବା ସରକାରୀ ଗୃହକୁ ନେଇ ବିବାଦ ଦେଖାଦେଇଛି । ପୂର୍ବରୁ ଏହି ଜାଗାରେ ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟାଳୟ ର୍ନିମାଣ ହେଉଛି । ଯାହାକୁ ନେଇ ପୂଜ୍ୟ ଅତିବଡ଼ିଙ୍କୁ ଭଲ ପାଉଥିବା ସଂଗଠକ, ସଂସ୍କୃତିପ୍ରେମୀମାନେ ଦୃଢ଼ ବିରୋଧContinue reading “ଅବହେଳିତ ଅତିବଡ଼ି ଜଗନ୍ନାଥ ଦାସ ସମାଧୀ ପୀଠ : ରକ୍ଷଣାବେକ୍ଷଣ ବଦଳରେ ଚାଲିଛି ସରକାରୀ କାର୍ଯ୍ୟାଳୟ ନିର୍ମାଣ”

୩ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ପିଅନକୁ ଉଠାଇ ନେଲା ପୋଲିସ; ଗ୍ରାମରେ ଉତ୍ତେଜନା, ପୋଲିସର ଲାଠିଚାର୍ଜ

କନକ ବ୍ୟୁରୋ : ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଉତ୍ତେଜନା । ଆଉ ଏହାପରେ ପୁଲିସର ଲାଠିଚାର୍ଜ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଏକ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସେଠାକାର ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଅଭିଯୁକ୍ତ ପିଅନକୁ ପୋଲିସ୍ ଉଠାଇ ନେଇଛି । ସେପଟେ ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେContinue reading “୩ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ପିଅନକୁ ଉଠାଇ ନେଲା ପୋଲିସ; ଗ୍ରାମରେ ଉତ୍ତେଜନା, ପୋଲିସର ଲାଠିଚାର୍ଜ”

ମୋବାଇଲ୍ ଦେଖିବାକୁ ବାରଣ କଲେ ମା’ : ବିଷ ପିଇ ଦେଲା ପୁଅ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇ ଦେଲା ପୁଅ । ମୋବାଇଲ୍ ପାଇଁ ବିଷ ପଇବା ଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବରଦାପାଳ ଗାଁରେ । ସୂଚନା ଅନୁସାରେ ବରଦାପାଳ ଗାଁର ଯଶୋଦା ମୁଣ୍ଡାଙ୍କ ପୁଅ ସିପୁନ୍ ମୁଣ୍ଡା ବାପାଙ୍କ ମୋବାଇଲରେ ଖେଳୁଥିଲେ । ବାରମ୍ବାର ମନା କରିବା ପରେ ମଧ୍ୟ ଅଷ୍ଟମ ଶ୍ରେଣୀର ଛାତ୍ର ସିପୁନ୍ ମା’ଙ୍କ କଥା ଶୁଣୁନଥିଲେ । ଏଥିରେContinue reading “ମୋବାଇଲ୍ ଦେଖିବାକୁ ବାରଣ କଲେ ମା’ : ବିଷ ପିଇ ଦେଲା ପୁଅ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି”

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : କୋର୍ଟରେ ଖାରଜ ପରେ ବର୍ଷାଙ୍କ ପ୍ରତିକ୍ରିୟା; ସୋସିଆଲ ମିଡିଆରେ ବାହାବେଳର ଫଟୋ ସେୟାର କରି ଲେଖିଲେ ଜୟ ଜଗନ୍ନାଥ

କନକ ବ୍ୟୁରୋ : ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାକୁ ଫ୍ୟାମିଲି କୋର୍ଟ ଖାରଜ୍ କରିବା ପରେ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡ଼ିଆରେ ବିବାହ ସମୟର ଏକ ଫଟୋ ପୋଷ୍ଟ କରି ଜୟ ଜଗନ୍ନାଥ ଲେଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବୋହୂ ବେଶରେ ବେଦୀରେ ବସିଥିବା ଫଟୋ ସେୟାର୍ କରି ରାୟକୁ ସ୍ୱାଗତ କରିଛନ୍ତି ବର୍ଷା । ସେହିପରି କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ।Continue reading “ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : କୋର୍ଟରେ ଖାରଜ ପରେ ବର୍ଷାଙ୍କ ପ୍ରତିକ୍ରିୟା; ସୋସିଆଲ ମିଡିଆରେ ବାହାବେଳର ଫଟୋ ସେୟାର କରି ଲେଖିଲେ ଜୟ ଜଗନ୍ନାଥ”

ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ : ଝୁଲନ୍ତା ଅବସ୍ଥାରେ ହଷ୍ଟେଲ ରୁମରୁ ମିଳିଲା ମୃତଦେହ

କନକ ବ୍ୟୁରୋ : ସନ୍ଦେହଜନକ ଭାବେ ଜଣେ ଡାକ୍ତରଙ୍କ ମୃତ୍ୟୁ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜେରେ ସେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଥିଲେ । ମୃତ ଡାକ୍ତରଙ୍କ ନାଁ ସଚିନ ସାହୁ । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସଚିନ୍ ଡାକ୍ତରୀ ପାଠପଢ଼ା ଶେଷ ପରେ ଏଠାରେ ହାଉସ୍ ସର୍ଜନ ଭାବେ କାମ କରୁଥିଲେ । ଶୁକ୍ରବାର ନିଜ ଡ୍ୟୁଟି ସାରିContinue reading “ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ : ଝୁଲନ୍ତା ଅବସ୍ଥାରେ ହଷ୍ଟେଲ ରୁମରୁ ମିଳିଲା ମୃତଦେହ”

ମୋହାଲି ଦିନିକିଆ ବିଜୟ ସହ କ୍ରିକେଟରେ ଟିମ୍ ଇଣ୍ଡିଆର ରେକର୍ଡ : ୩ଟି ଯାକ ଫର୍ମାଟରେ ଏକ ନମ୍ବର ସ୍ଥାନ କବଜା କଲା ଭାରତ

କନକ ବ୍ୟୁରୋ : କ୍ରିକେଟରେ ଟିମ୍ ଇଣ୍ଡିଆର ବିରଳ ରେକର୍ଡ । ତିନିଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍ ପାଲଟିଛି ଭାରତୀୟ ଦଳ । ଟେଷ୍ଟ ଓ ଟି-୨୦ରେ ଭାରତ ଏକ ନମ୍ବର ଥିବା ବେଳେ ମୋହାଲି ଦିନିକିଆ ଜିତି ଦିନିକିଆ ରାଙ୍କିଂରେ ବି ଏକ ନମ୍ବର ସ୍ଥାନା ହାତେଇ ନେଇଛି । ଏହାସହ ଏକ ଟିମ୍ ଇଣ୍ଡିଆକୁ ଏକ ବିରଳ ସଫଳତା ମିଳିଛି । କୌଣସି ଟିମ୍ ତିନିଟି ଯାକ ର୍ଫମାଟରେ ଗୋଟିଏContinue reading “ମୋହାଲି ଦିନିକିଆ ବିଜୟ ସହ କ୍ରିକେଟରେ ଟିମ୍ ଇଣ୍ଡିଆର ରେକର୍ଡ : ୩ଟି ଯାକ ଫର୍ମାଟରେ ଏକ ନମ୍ବର ସ୍ଥାନ କବଜା କଲା ଭାରତ”

ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ପାଇଁ ଆଇସିସି ଘୋଷଣା କଲା ପୁରସ୍କାର ରାଶି, ଚାମ୍ପିୟନ ଦଳ ଉପରେ ହେବ ଧନବର୍ଷା

କନକ ବ୍ୟୁରୋ : ଇଣ୍ଟରନ୍ୟାସନାଲ କ୍ରିକେଟ କାଉଁସିଲ ବା ଆଇସିସି ପକ୍ଷରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଗାମୀ ଏକଦିବସୀୟ କ୍ରିକେଟ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ବିଶ୍ୱକପର ୧୩ତମ ସଂସ୍କରଣ ଅକ୍ଟୋବର ୫ ତାରିଖରୁ ଭାରତରେ ହେବାକୁ ଯାଉଛି । ଏଥିରେ ବିଶ୍ୱର ୧୦ଟି ବଡ କ୍ରିକେଟ ଟିମ୍ ନିଜର ଭାଗ୍ୟ ପରୀକ୍ଷା କରିବେ । କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅର୍ଥାତ ଆଇସିସି ତରଫରୁ ଏହି ବିଶ୍ୱକପରେ ମୋଟ ୧କୋଟି ଡଲାରରContinue reading “ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ପାଇଁ ଆଇସିସି ଘୋଷଣା କଲା ପୁରସ୍କାର ରାଶି, ଚାମ୍ପିୟନ ଦଳ ଉପରେ ହେବ ଧନବର୍ଷା”

Design a site like this with WordPress.com
Get started