କନକ ବ୍ୟୁରୋ : ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର । ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ରାଘବ ଓ ପରିଣୀତି । ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି ପହଁଚିଲେଣି । ଉଦୟପୁର ବିମାନବନ୍ଦରରେ ଯେତେବେଳେ ରାଘବ ପହଁଚିଥିଲେ ସେତେବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ପ୍ରାୟତ ନେତା ପୋଷାକ ପରିଧାନରେ ରାଘବଙ୍କୁ ଦେଖିବାକୁContinue reading “ରାଘବ-ପରିଣୀତିଙ୍କ ବାହାଘର ପ୍ରସ୍ତୁତି ଆରମ୍ଭ । ଉଦୟପୁରରେ ପହଁଚିଲେ ବର-କନ୍ୟା, ରବିବାର ବାହାଘର, ପହଁଚୁଛନ୍ତି ଅତିଥି”
Tag Archives: News
ଖଲିିସ୍ତାନୀଙ୍କ ପାଇଁ ଭାରତ କାନାଡ଼ା କଳି । ପ୍ରଭାବିତ ହେଉଛି କୁଟନୀତି ସମ୍ପର୍କ
କନକ ବ୍ୟୁରୋ : ଭାରତ-କାନାଡ଼ା ବିବାଦ ଚାଲିଛି ଆଉ ଏହା ଭିତରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦେଶରେ ହିଁ ନିଜ ଲୋକପ୍ରିୟତା ହରାଉଛନ୍ତିି । ଯାହାର ତାଜା ଉଦାହରଣ ହେଉଛି ନିକଟରେ ହୋଇଥିବା ଏକ ସର୍ଭେ । ଆଗକୁ କାନାଡ଼ା ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଲୋକପ୍ରିୟତା ହରାଉଛନ୍ତି ଜଷ୍ଟିନ ଟ୍ରୁଡୋ । ସ୍ଥାନୀୟ ଗଣମାଧ୍ୟ ସର୍ଭେରେ ଜଣାପଡିଛି କାନାଡାବାସୀ ଟ୍ରୁଡୋଙ୍କୁ ଆଉ ପ୍ରଧାନମନ୍ତ୍ରୀଭାବେ ଦେଖିବାକୁ ଚାହୁଁନାହାଁନ୍ତି । ଭାରତକୁ ନାଲି ଆଖିContinue reading “ଖଲିିସ୍ତାନୀଙ୍କ ପାଇଁ ଭାରତ କାନାଡ଼ା କଳି । ପ୍ରଭାବିତ ହେଉଛି କୁଟନୀତି ସମ୍ପର୍କ”
ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମ ବିରୋଧୀ ବୟାନ ପାଇଁ ଉଦୟନିଧି ଷ୍ଟାଲିନ, ଏ.ରାଜା ଓ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ
କନକ ବ୍ୟୁରୋ : ସନାତନ ଧର୍ମ ଉପରେ ବିବାଦୀୟ ଟିପ୍ପଣୀ ଘଟଣ।।ରେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କୁ ସୁପ୍ରିମ୍କୋର୍ଟର ନୋଟିସ୍ । ସନାତନ ଧର୍ମକୁ ନେଇ ଷ୍ଟାଲିନ କିଛି ଦିନ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସନାତନ ଧମର୍କୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିବା ସହ ଦେଶରୁ ଏହା ମୂଳପୋଛର ଆବଶ୍ୟକତା ଥିବା ମନ୍ତ୍ରୀ କହିଥିଲେ । କିଛି ଦିନ ନପୁରୁଣୁ ଡିଏମକେ ସାଂସଦ ଏ ରାଜା ମଧ୍ୟ ସନାତନ ଧର୍ମକୁ ନେଇContinue reading “ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମ ବିରୋଧୀ ବୟାନ ପାଇଁ ଉଦୟନିଧି ଷ୍ଟାଲିନ, ଏ.ରାଜା ଓ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ”
ଲୋକସଭା ନିର୍ବାଚନ ପୂର୍ବରୁ ବଢିଲା ଏନଡିଏର ବଳ । ନୂଆ ସଦସ୍ୟଭାବେ ମେଂଟରେ ମିଶିଲା ଜେଡିଏସ
କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବଢ଼ିଲା ଏନଡିଏର ବଳ । ମେଂଟରେ ସାମିଲ ହେଲା କର୍ଣ୍ଣାଟକର ଆଂଚଳିକ ଦଳ ଜେଡିଏସ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସରକାରୀ ବାସଭବନରେ ପହଁଚି ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମେଂଟ ସହ ହାତ ମିଳାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଜେଡିଏସର ମିଶ୍ରଣ ଏନଡିଏର ଶକ୍ତିବୃଦ୍ଧି କରିବ ବୋଲିContinue reading “ଲୋକସଭା ନିର୍ବାଚନ ପୂର୍ବରୁ ବଢିଲା ଏନଡିଏର ବଳ । ନୂଆ ସଦସ୍ୟଭାବେ ମେଂଟରେ ମିଶିଲା ଜେଡିଏସ”
ଦଳୀୟ ସାଂସଦଙ୍କ ବୟାନ ପାଇଁ ଫଶିଲା ବିଜେପି । ବିଏସପି ସାଂସଦ ଦାନିସ ଅଲ୍ଲୀଙ୍କୁ ଉଗ୍ରବାଦୀ କହି ବିବାଦ ଘେରରେ ବିଜେପି ସାଂସଦ ରମେଶ ବିଧୁରୀ
କନକ ବ୍ୟୁରୋ : ନିଜର ଦଳର ସାଂସଦଙ୍କ ପାଇଁ ବିବାଦରେ ଫଶିଛି ବିଜେପି । ବହୁଜନ ସମାଜବାର୍ଦି ପାର୍ଟି ସାଂସଦ ଦାନିଶ ଅଲ୍ଲୀଙ୍କୁ ଉଗ୍ରବାଦୀ କହିବା ଘଟଣାକୁ ନେଇ ବିବାଦର ନିଅାଁ କୁହୁଳୁଛି । ଗୁରୁବାର ଚନ୍ଦ୍ରଯାନ-୩ ମିଶନକୁ ନେଇ ଲୋକସଭରେ ଆଲୋଚନା ଚାଲିଥିବାବେଳେ ଦାନିସ ଅଲ୍ଲୀଙ୍କୁ ଆକ୍ଷେପ କରିଥିଲେ ବିଜେପି ସାଂସଦ ରମେଶ ବିଧୁରୀ । ବିବାଦ ବଢିବାରେ ରାଜନାଥ ସିଂ କ୍ଷମା ପ୍ରାର୍ଥନା କରିଥିଲେ କିନ୍ତୁ ଘଟଣାକୁ ନେଇ ମୋଦୀ ସରକାରଙ୍କୁ ବିରୋଧୀ ଘେରିବାContinue reading “ଦଳୀୟ ସାଂସଦଙ୍କ ବୟାନ ପାଇଁ ଫଶିଲା ବିଜେପି । ବିଏସପି ସାଂସଦ ଦାନିସ ଅଲ୍ଲୀଙ୍କୁ ଉଗ୍ରବାଦୀ କହି ବିବାଦ ଘେରରେ ବିଜେପି ସାଂସଦ ରମେଶ ବିଧୁରୀ”
ମହିଳା ବିଲ୍ ବିଳମ୍ବରେ ଲାଗୁ ହେବା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ । ରାହୁଲ ଗାନ୍ଧୀ କହିଲେ, କେବେ ଲାଗୁ ହେବ ସ୍ପଷ୍ଟ କରିନାହାନ୍ତି ସରକାର
କନକ ବ୍ୟୁରୋ : ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ବୁଧବାର ଲୋକସଭାରେ ଓ ଗୁରୁବାର ରାଜ୍ୟସଭାରେ ବିଲ ପାସ ହେବା ପରେ ଲୋକସଭା ଓ ରାଜ୍ୟ-ବିଧାନସଭାରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ଦେବା ପାଇଁ ରାସ୍ତା ଫିଟିଯାଇଛି । ଏହାକୁ ଲାଗୁ କରିବା ପାଇଁ ଲୋକସଭା ଓ ରାଜ୍ୟସଭାରେ ଦୁଇ ତୃତୀୟାଂଶ ବହୁମତରେ ପାରିତ ହେବା ଆବଶ୍ୟକତା ଥିଲା, ଯାହା ପାରିତ ହେବାContinue reading “ମହିଳା ବିଲ୍ ବିଳମ୍ବରେ ଲାଗୁ ହେବା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ । ରାହୁଲ ଗାନ୍ଧୀ କହିଲେ, କେବେ ଲାଗୁ ହେବ ସ୍ପଷ୍ଟ କରିନାହାନ୍ତି ସରକାର”
ରହସ୍ୟ ଘେରରେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲା ପରିବାର, କୁଆଡ଼େ ଗଲା ଦୁଇଟି ହୀରା ମୁଦି?
କନକ ବ୍ୟୁରୋ: କେମିତି ହେଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏବେବି ରହସ୍ୟ ଘେରରେ । ଏହାରି ଭିତରେ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମା’ ସିଲେଷ୍ଟିନା ମିଞ୍ଜ ଓ ଭାଇ ସନ୍ଦୀପ ମିଞ୍ଜ । ହତ୍ୟା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲାContinue reading “ରହସ୍ୟ ଘେରରେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲା ପରିବାର, କୁଆଡ଼େ ଗଲା ଦୁଇଟି ହୀରା ମୁଦି?”
ମହିଳା ସଂରକ୍ଷଣ ବିଲ ପାସରେ ଉତ୍ସବ ମୁଖର ବିଜେପି ଶିବିର । ନାଚ, ଗୀତ, ମିଠା ଓ ଫୁଲବର୍ଷାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
କନକ ବ୍ୟୁରୋ : ଉଭୟ ରାଜ୍ୟସଭା ଓ ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ମହିଳାମାନେ ଏହାକୁ ସ୍ୱାଗତ କରିଛନ୍ତି । ହାତରେ ଫୁଲ ଓ ମିଠା ଢବା ଧରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ମହିଳା ସାଂସଦ । ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ ନୂଆ ସଂସଦଭବନ ଉତ୍ସବ ମୁଖର ହୋଇପଡିଥିଲା । ସେପଟେ ବିଜେପି ମୁଖ୍ୟାଳୟରେ ମଧ୍ୟ ସମର୍ଥକ, ପ୍ରଶଂସକ ଓ କର୍ମୀଙ୍କ ମଧ୍ୟରେ ନାହିଁନଥିବା ଖୁସି ଦେଖିବାକୁ ମିଳିଛିContinue reading “ମହିଳା ସଂରକ୍ଷଣ ବିଲ ପାସରେ ଉତ୍ସବ ମୁଖର ବିଜେପି ଶିବିର । ନାଚ, ଗୀତ, ମିଠା ଓ ଫୁଲବର୍ଷାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ”
ଅଙ୍ଗନୱାଡ଼ି କର୍ମୀଙ୍କ ରଣହୁଙ୍କାର: ଭୁୁବନେଶ୍ୱରରେ କଲେ ଶକ୍ତି ପ୍ରଦର୍ଶନ
କନକ ବ୍ୟୁରୋ: ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାର ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଛୋଟ ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । କିନ୍ତୁ ସେହି ଅଂଗନୱାଡି କର୍ମୀ ଓ ସହାୟିକାଙ୍କ ଦରମା ଦିନ ମଜୁରିଆଙ୍କଠାରୁ ବି କମ୍ । ଯାହାକୁ ନେଇ ଆଜି ଭୁବନେଶ୍ୱରରେ ବିଶାଳ ସମାବେଶ କରି ରଣହୁଙ୍କାର ଦେଇଛନ୍ତି ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସContinue reading “ଅଙ୍ଗନୱାଡ଼ି କର୍ମୀଙ୍କ ରଣହୁଙ୍କାର: ଭୁୁବନେଶ୍ୱରରେ କଲେ ଶକ୍ତି ପ୍ରଦର୍ଶନ”
ଆରମ୍ଭ ହେଲା ଅଧିବେଶନ: ଘେରିବାକୁ ବିରୋଧୀଙ୍କ ରଣନୀତି, ମୁକାବିଲା ପାଇଁ ପ୍ରସ୍ତୁତ ବିଜେଡି
କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନ ପ୍ରଥମ ଦିନ ସ୍ୱାଭାବିକ ଭାବେ ଚାଲିଛି । ଅତିରିକ୍ତ ବଜେଟ ପାସ ହୋଇଛି । ତେବେ ଆସନ୍ତାକାଲିଠାରୁ ବିଧାନସଭାରୁ ନିଆରା ଦୃଶ୍ୟ ଦେଖିବାକୁ ମିଳିପାରେ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ଗୃହରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିପାରନ୍ତି । ଏଥିପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ଶାସକ ଦଳ ବି ବିରୋଧୀଙ୍କୁ ମୁକାବିଲContinue reading “ଆରମ୍ଭ ହେଲା ଅଧିବେଶନ: ଘେରିବାକୁ ବିରୋଧୀଙ୍କ ରଣନୀତି, ମୁକାବିଲା ପାଇଁ ପ୍ରସ୍ତୁତ ବିଜେଡି “