କନକ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ ହେବା ପରେ ଲାଗୁ କରିବାର ସମୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଲକୁ, ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି କହିଥିବାବେଳେ ରାହୁଲ ଗାନ୍ଧୀ ଲାଗୁ କରାଯିବାର ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ମହିଳା ସଂରକ୍ଷଣ ବିଲରେ ଓବିସିଙ୍କ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ରାହୁଲ ଗାନ୍ଧୀ । ଇଚ୍ଛା ଥିଲା, ଆଗ୍ରହContinue reading “ଶ୍ରେୟ ନେବା ପାଇଁ ପ୍ରତିଯୋଗିତା: ମୁହାଁମୁହିଁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ”
Tag Archives: News
ଏହି ଦେଶ ସଂସଦରେ ପାରିତ ହେଲା ବିଲ୍ । ବୁର୍ଖା ପିନ୍ଧିଲେ ଦେବାକୁ ପଡିବ ୯୧ ହଜାର ଟଙ୍କା ଜରିମାନା
କନକ ବ୍ୟୁରୋ : ବୁର୍ଖାକୁ ନେଇ ଭାରତରେ ବିବାଦ ଲାଗି ରହିଥିବା ବେଳେ ବିଶ୍ୱର ଏକ ପ୍ରଗତିଶୀଳ ଦେଶ ଏବେ ବୁର୍ଖା ପିନ୍ଧିବା ଉପରେ କଟକଣା ଲଗାଇଛି । ସ୍ୱିଜରଲ୍ୟାଣ୍ଡ ସଂସଦରେ ଏଭଳି ଏକ ବିଲ୍ ପାରିତ ହୋଇଛି । ଏହି ବିଲ୍ ମୁତାବକ ସ୍ୱିଜରଲ୍ୟାଣ୍ଡରେ କୌଣସି ମହିଳା ଯଦି ବୁର୍ଖା ପିନ୍ଧନ୍ତି ବା ଚେହେରା ଢାଙ୍କି ରାସ୍ତାକୁ ବାହାରନ୍ତି ତେବେ ସଂପୃକ୍ତ ମହିଳାଙ୍କୁ ୯୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ସ୍ୱିଜରଲ୍ୟାଣ୍ଡ ସଂସଦରେContinue reading “ଏହି ଦେଶ ସଂସଦରେ ପାରିତ ହେଲା ବିଲ୍ । ବୁର୍ଖା ପିନ୍ଧିଲେ ଦେବାକୁ ପଡିବ ୯୧ ହଜାର ଟଙ୍କା ଜରିମାନା”
ମହିଳା ସଂରକ୍ଷଣ ଶ୍ରେୟ ନେବାକୁ ଟଣାଓଟରା: ମହିଳା ସାଂସଦଙ୍କ ସହ ଫଟୋ ଉଠାଇଲେ ମୋଦୀ
କନକ ବ୍ୟୁରୋ: ଦୀର୍ଘ ୨୭ବର୍ଷର ଅପେକ୍ଷା ପରେ ସଂସଦରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ । ବୁଧବାର ଲୋକସଭାରେ ବିଲ ପାରିତ ହୋଇଥିବାବେଳେ ଗୁରୁବାର ରାଜ୍ୟସଭାରେ ପାରିତ ହୋଇଛି । କିନ୍ତୁ ବିଲ ପାରିତ ହେବା ପରେ ଜୋରଦାର ହୋଇଛି ଶ୍ରେୟ ରାଜନୀତି । ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ କରାଇ, ସାରାବିଶ୍ୱକୁ ଏକ ବଡ ବାର୍ତା ଦେଇଛି ଭାରତ । ମହିଳାଙ୍କୁ ସେମାନଙ୍କ ଅଧିକାର ଦେବାContinue reading “ମହିଳା ସଂରକ୍ଷଣ ଶ୍ରେୟ ନେବାକୁ ଟଣାଓଟରା: ମହିଳା ସାଂସଦଙ୍କ ସହ ଫଟୋ ଉଠାଇଲେ ମୋଦୀ”
ଅକ୍ଟୋବରରେ ବାତ୍ୟା! କ’ଣ କହିଲା ଭାରତୀୟ ପାଣିପାଗ ବିଭାଗ?
କନକ ବ୍ୟୁରୋ: ଅକ୍ଟୋବର ମାସ ଆରମ୍ଭରେ ବଂଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ବିଭିନ୍ନ ପାଣିପାଗ ସଂସ୍ଥାର ଏଭଳି ଆକଳନ କରିବା ପରେ ଓଡିଶାବାସୀଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ଅକ୍ଟୋବର ମାସରେ ଆସିଥିବା ବାତ୍ୟା ଓଡିଶାର ଅନେକ କ୍ଷତି ଘଟାଇଛି । ଅନେକ ଲୋକଙ୍କ ଜୀବନ ନେଇଛି । ତେବେ ଏଭଳି ପୂର୍ବାନୁମାନକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବଂ ଅନ୍ୟ ମଡେଲର ଆକଳନ ଦେଖି ବିଚଳିତ ନହେବାକୁContinue reading “ଅକ୍ଟୋବରରେ ବାତ୍ୟା! କ’ଣ କହିଲା ଭାରତୀୟ ପାଣିପାଗ ବିଭାଗ?”
ବର୍ଷା-ଅନୁଭବ: ହେବନି ବିବାହ ବିଚ୍ଛେଦ! ମାମଲାକୁ ଖାରଜ କଲେ ଫ୍ୟାମିଲ କୋର୍ଟ
କନକ ବ୍ୟୁରୋ: ସାଂସଦ ଅନୁଭବ ଓ ବର୍ଷା ବିବାହ ବିଚ୍ଛେଦ ମାମଲା । ମାମଲାକୁ ଆଗ୍ରାହ୍ୟ କଲେ ପରିବାର ଅଦାଲତ । ବିଚ୍ଛେଦ ମାମଲାକୁ କୋର୍ଟ ଖାରଜ କରିଥିବା ସୂଚନା । ୩ ମାସ ମଧ୍ୟରେ ମାମଲା ସାରିବାକୁ କହିଥିଲେ ହାଇକୋର୍ଟ । ପାରିବାରିକ ବିବାଦ ମାମଲାରେ ହାଇକୋର୍ଟହ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ଫ୍ୟାମିଲ କୋର୍ଟରେ ଶୁଣାଣି ବିଳମ୍ବ ହେଉଥିବା ଅନୁଭବ ଦର୍ଶାଇଥିଲେ । ୨୦୨୦ରେ ଛାଡପତ୍ର ମାମଲା କରିଥିଲେ ସାଂସଦ ଅନୁଭବ ମହାନ୍ତି ।Continue reading “ବର୍ଷା-ଅନୁଭବ: ହେବନି ବିବାହ ବିଚ୍ଛେଦ! ମାମଲାକୁ ଖାରଜ କଲେ ଫ୍ୟାମିଲ କୋର୍ଟ”
ଜଳପଥ ଓ ଉପକୂଳର ସୁରକ୍ଷା ପାଇଁ ସମରାଭ୍ୟାସ । ସାଗର କବଚ-ଟୁ ଜରିଆରେ ସମୁଦ୍ରରେ ଦମ୍ ଦେଖାଇଲା ଭାରତୀୟ ସେନା
କନକ ବ୍ୟୁରୋ : ଉପକୂଳ ଓ ଜଳପଥରେ କଡ଼ା ପ୍ରହରା । ସେନାର ସମରାଭ୍ୟାସ– ସାଗର କବଚ–ଟୁ । ୨୬-୧୧ ମୁମ୍ବାଇ ଆକ୍ରମଣ ପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଛି । ଜଳପଥ ଉପରେ ନଜର ରଖିବା ପାଇଁ ପ୍ରତି ବର୍ଷ ଦୁଇ ଥର ସମରାଭ୍ୟାସ କରାଯାଉଛି । ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ଉଦ୍ଦେଶ୍ୟରେ ସାଗର କବଚ–ଟୁ କରାଯାଉଛି । ଦୁଇContinue reading “ଜଳପଥ ଓ ଉପକୂଳର ସୁରକ୍ଷା ପାଇଁ ସମରାଭ୍ୟାସ । ସାଗର କବଚ-ଟୁ ଜରିଆରେ ସମୁଦ୍ରରେ ଦମ୍ ଦେଖାଇଲା ଭାରତୀୟ ସେନା”
ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର
କନକ ବ୍ୟୁରୋ : ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସୁସ୍ମିତାଙ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଗତ ୧୬ ତାରିଖରେ ରାଜଗାଙ୍ଗପୁର କେଶରାମାଲ ସ୍ଥିତ ବାସଭବନରୁ କାର୍ଯ୍ୟାଳୟକୁ ଆସି ଆଉ ଫେରିନଥିଲେ ସୁସ୍ମିତା । ୧୭ ତାରିଖରେ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଉଦିତନଗର ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ ।Continue reading “ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର”
ଫାଇଭ-ଟିରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲର ସାଙ୍ଘାତିକ ଅବସ୍ଥା । କୋଇଡା ସୀମାନ୍ତବର୍ତି ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍ କି ନେଟୱାର୍କ
କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଶେଷ ସୀମାରେ ରହିଛି ଝାରବେଡା ବନଶ୍ରୀ ଉଚ୍ଚ ବିଦ୍ୟାଳୟ । ୫ ଟି ଅଧୀନରେ ଏହି ବିଦ୍ୟାଳୟ ପ୍ରଥମ ପର୍ୟ୍ୟାୟରେ ପାଖାପାଖି କୋଟିଏ ଟଙ୍କା ବରାଦ ହୋଇ ରୁପାନ୍ତିକରଣ କରାଯାଇଛି । ହେଲେ ବର୍ଷେ ନ ପୁରୁଣୁ ବିଦ୍ୟାଳୟ ଅବସ୍ଥା ସମ୍ପୁର୍ଣ୍ଣ ବେହାଲ୍ ହୋଇଯା଼ଇଛି । ଅତ୍ୟାଧୁନିକ ଶିକ୍ଷା ନାଁରେ ଛାତ୍ରଛାତ୍ରୀଙ୍କୁ ଠକି ଦିଆଯାଇଛି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ଅଛି, କିନ୍ତୁ ବିଦ୍ୟୁତ୍ ନାହିଁ କିContinue reading “ଫାଇଭ-ଟିରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲର ସାଙ୍ଘାତିକ ଅବସ୍ଥା । କୋଇଡା ସୀମାନ୍ତବର୍ତି ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍ କି ନେଟୱାର୍କ”
ଗାଁକୁ ଭରସା ପୁରୁଣା ଗଛ, ମୋହନା ବ୍ଲକ ବୁରନଦୀରେ କାଠଗଣ୍ଡି ଉପରେ ବିପଦସଂକୁଳ ଯିବା ଆସିବା କରୁଛନ୍ତି ଗ୍ରାମବାସୀ
କନକ ବ୍ୟୁରୋ : ନଦୀ ଉପରେ ଗମନାଗମନ ମାଧ୍ୟମ ସାଜିଛି କାଠ ପୋଲ । ରାସ୍ତା ମଝିରେ ପଡୁଛି ନଦୀ । ଗ୍ରାମବାସୀ ନଦୀରେ କାଠ ଗଣ୍ଡି ପକାଇ ପୋଲ ତିଆରି କରିଛନ୍ତି । କାଠକୁ ଭରସା କରି ଗାଁର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ବର୍ଷା ଦିନ ଆସିଲେ ବୁରନଦୀ ଲୋକଙ୍କ ପାଇଁ ପାଲଟି ଯାଉଛି ବଡ ଦୁଃଖ । ଛୋଟରୁ ବଡ ସମସ୍ତେ ଏହି ନଦୀ ପାରି ହେବା ପାଇଁ କାଠContinue reading “ଗାଁକୁ ଭରସା ପୁରୁଣା ଗଛ, ମୋହନା ବ୍ଲକ ବୁରନଦୀରେ କାଠଗଣ୍ଡି ଉପରେ ବିପଦସଂକୁଳ ଯିବା ଆସିବା କରୁଛନ୍ତି ଗ୍ରାମବାସୀ”
ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ, ଜଣେ ମୃତ, ୨ ଆହତ
କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦ ହତ୍ୟାକାଣ୍ଡର ରୁପ ନେଇଛି । ଗାଡି ଲାଇଟ୍ ପଡିବାରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳରେ ମୁଣ୍ଡ ଗଡିଛି । ୪ ଜଣଙ୍କ ଉପରେ ଗୋଟିଏ ପରିବାରର ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ୫୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଗୁରୁତContinue reading “ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ, ଜଣେ ମୃତ, ୨ ଆହତ”