କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ । ଆଜିର ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ଫଳରେ ଅଷ୍ଟ୍ରେଲିଆ ଦଳ ୨୭୬ ରନରେ ଅଲଆଉଟ ହୋଇଯାଇଛି । ଏବେ ଭାରତ ଆଗରେ ୨୭୭ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ଏହି ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ । ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେContinue reading “ମହମ୍ମଦ ସାମିଙ୍କ ଘାତକ ବୋଲିଂ: ୨୭୬ରେ ଅଷ୍ଟ୍ରେଲିଆ ଅଲଆଉଟ, ଭାରତକୁ ୨୭୭ ଟାର୍ଗେଟ”
Tag Archives: News
ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ: ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ । ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ମିଶନଶକ୍ତି ପାଇଁ ୭୮୩ କୋଟି ଟଙ୍କାର ବ୍ୟୟ ବରାଦ । ମେଟ୍ରୋ ପାଇଁ ୨୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ମଧୁବାବୁ ପେନସନ ଯୋଜନା ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାContinue reading “ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ: ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ”
ତ୍ରିଶୁଳ ଷ୍ଟାଇଲରେ ଫ୍ଲଡଲାଇଟ, ବେଲପତ୍ର ଷ୍ଟାଇଲରେ ପ୍ରବେଶ ଦ୍ୱାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ରରେ ହେବାକୁ ଥିବା ଷ୍ଟାଡିୟମକୁ ନେଇ ଚର୍ଚ୍ଚା ।
କନକ ବ୍ୟୁରୋ : ଧର୍ମନଗରୀ ତଥା ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଛିଡା ହେବ ବିଶାଳ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ । ଯାହାର ଡିଜାଇନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବାରଣାସୀର ରାଜାତାଲାବ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମର ଡିଜାଇନରେ ଭଗବାନ ଶିବଙ୍କର ଝଲକ ଦେଖିବାକୁ ମିଳିବ । ଯାହାର ଶିଳାନ୍ୟାସ ୨୩ ସେପ୍ଟେମ୍ବରରେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ଷ୍ଟାଡିୟମର ଡିଜାଇନରେ ଏମିତି କଣ ଭିନ୍ନତା ରହିବContinue reading “ତ୍ରିଶୁଳ ଷ୍ଟାଇଲରେ ଫ୍ଲଡଲାଇଟ, ବେଲପତ୍ର ଷ୍ଟାଇଲରେ ପ୍ରବେଶ ଦ୍ୱାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ରରେ ହେବାକୁ ଥିବା ଷ୍ଟାଡିୟମକୁ ନେଇ ଚର୍ଚ୍ଚା ।”
ବଢିଲା ଏନଡିଏର ଶକ୍ତି । ମେଣ୍ଟରେ ସାମିଲ ହେଲା ଦେବେଗୌଡାଙ୍କ ଦଳ ଜେଡିଏସ୍
କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି । କଂଗ୍ରେସକୁ ଚ୍ୟାଲେଞ୍ଜ ଦେବାକୁ ଏନଡିଏ ତରଫରୁ ଗୁରୁବାର ଦିନ ଜନତା ଦଳ ସେକୁଲାର ବା ଜେଡିଏସକୁ ମେଣ୍ଟରେ ସାମିଲ କରିଛି । ଦିଲ୍ଲୀରେ ଜେଡିଏସ ନେତା ଏଚ ଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହାପରେ ଜେଡିଏସକୁ ଏନଡିଏ ମେଣ୍ଟରେ ସାମିଲ କରାଯାଉଛି । ଏହା ପୂର୍ବରୁ ମଧ୍ୟ ବିଜେପିContinue reading “ବଢିଲା ଏନଡିଏର ଶକ୍ତି । ମେଣ୍ଟରେ ସାମିଲ ହେଲା ଦେବେଗୌଡାଙ୍କ ଦଳ ଜେଡିଏସ୍”
ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ହାତରେ ନାହିଁ ହୀରା ମୁଦି, ପାଦରୁ ପାଉଁଜି ବି ଗାଏବ
କନକ ବ୍ୟୁରୋ: ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସୁସ୍ମିତାଙ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଗତ ୧୬ ତାରିଖରେ ରାଜଗାଙ୍ଗପୁର କେଶରାମାଲ ସ୍ଥିତ ବାସଭବନରୁ କାର୍ଯ୍ୟାଳୟକୁ ଆସି ଆଉ ଫେରିନଥିଲେ ସୁସ୍ମିତା । ୧୭ ତାରିଖରେ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଉଦିତନଗର ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ତା’ପରେContinue reading “ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ହାତରେ ନାହିଁ ହୀରା ମୁଦି, ପାଦରୁ ପାଉଁଜି ବି ଗାଏବ”
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏବେ ଗଙ୍ଗାଜଳ ରାଜନୀତି । ୧୦ ହଜାର ପରିବାରକୁ ଗଙ୍ଗାଜଳ ବାଣ୍ଟିବ କଂଗ୍ରେସ, ଜାଣନ୍ତୁ କାରଣ
କନକ ବ୍ୟୁରୋ : ନିର୍ବାଚନ ଆସିଲେ ରାଜନୈତିକଦଳମାନଙ୍କର କେତେ ରୂପ କେତେ ରଙ୍ଗ ଦେଖିବାକୁ ମିଳିଥାଏ । କେବେ ଜୟ ଶ୍ରୀରାମ ତ କେବେ ବଜରଙ୍ଗବଲୀ । ହେଲେ ୨୦୧୪ ଲୋକସଭା ନିର୍ବାଚନ ବେଳେ ଗଙ୍ଗା ସଫେଇକୁ ବିଜେପି ଏକ ପ୍ରସଙ୍ଗ କରିଥିବା ବେଳେ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଗଙ୍ଗାଜଳର ସାହାରା ନେଇଛି କଂଗ୍ରେସ ପାର୍ଟି । ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟର ୧୦ ହଜାର ପରିବାରକୁ ବୋତଲରେ ଗଙ୍ଗାଜଳ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛିContinue reading “ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏବେ ଗଙ୍ଗାଜଳ ରାଜନୀତି । ୧୦ ହଜାର ପରିବାରକୁ ଗଙ୍ଗାଜଳ ବାଣ୍ଟିବ କଂଗ୍ରେସ, ଜାଣନ୍ତୁ କାରଣ”
ବସିଲା ବିଜେଡି ବିଧାୟକ ଦଳ ବୈଠକ: ସରକାରୀ ଦଳ ମୁଖ୍ୟ ସଚେତକ କହିଲେ, ବିକାଶ ହେଉଛି ପ୍ରମୁଖ ମୁଦ୍ଦା, ସବୁ ପ୍ରଶ୍ନର ଦିଆଯିବ ଜବାବ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଛି । ବିଧାନସଭା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ବିରୋଧୀ ଯେଉଁ ପ୍ରସଙ୍ଗ ନେଇ ଆସିବେ ତାକୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ତେବେ ବିକାଶ ଦଳର ପ୍ରମୁଖ ମୁଦ୍ଦା ହେବ ଏବଂ ଯାହା ପ୍ରଶ୍ନ ଆସିବ ସବୁର ଉତର ଦିଆଯିବ ବୋଲି କହିଛନ୍ତି । ବିଧାନସଭାରେ ବିରୋଧୀଙ୍କ କଣContinue reading “ବସିଲା ବିଜେଡି ବିଧାୟକ ଦଳ ବୈଠକ: ସରକାରୀ ଦଳ ମୁଖ୍ୟ ସଚେତକ କହିଲେ, ବିକାଶ ହେଉଛି ପ୍ରମୁଖ ମୁଦ୍ଦା, ସବୁ ପ୍ରଶ୍ନର ଦିଆଯିବ ଜବାବ”
ଲୋକସଭାରେ ବିଜେପି ସାଂସଦ ରମେଶ ବିଧୂରୀଙ୍କ ଅଶାଳନୀ ବ୍ୟବହାର । ବିରୋଧୀଙ୍କ ପ୍ରତିବାଦ ପରେ କ୍ଷମା ମାଗିଲେ ରାଜନାଥ ସିଂ
କନକ ବ୍ୟୁରୋ : ଲୋକସଭାରେ ବିଜେପି ସାଂସଦ ଆଜି ଯେଭଳି ଭାବେ ଜଣେ ବିରୋଧୀ ସାଂସଦଙ୍କ ପ୍ରତି ଅଶାଳୀନ ବ୍ୟବହାର କଲେ ତାହା ଏକ ଗଣତନ୍ତ୍ର ରାଷ୍ଟ୍ରପାଇଁ ଲଜ୍ଜାଜନକ ଘଟଣା । ତାଙ୍କର ଏଭଳି ଅଶାଳୀନ ବ୍ୟବହାର ବିରୋଧରେ ବିରୋଧୀଦଳମାନେ ପ୍ରତିବାଦ କରିବା ପରେ ଶେଷରେ ତାଙ୍କ ତରଫରୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ କ୍ଷମା ମାଗିଛନ୍ତି । ମୁଖ୍ୟତ ଲୋକସଭାରେ ଚନ୍ଦ୍ରଯାନ-୩ମିଶନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦିଲ୍ଲୀର ବିଜେପି ସାଂସଦ ରମେଶ ବିଧୂରୀ ବହୁଜନସମାଜବାଦୀ ପାର୍ଟିରContinue reading “ଲୋକସଭାରେ ବିଜେପି ସାଂସଦ ରମେଶ ବିଧୂରୀଙ୍କ ଅଶାଳନୀ ବ୍ୟବହାର । ବିରୋଧୀଙ୍କ ପ୍ରତିବାଦ ପରେ କ୍ଷମା ମାଗିଲେ ରାଜନାଥ ସିଂ”
ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ଆଶଙ୍କାକୁ ଖଣ୍ଡନ କଲା ଆଇଏମଡି । ଭୟଭୀତ ନହେବାକୁ କହିଲେ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
କନକ ବ୍ୟୁରୋ: ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ପୂର୍ବାନୁମାନକୁ ଖଣ୍ଡନ କଲା ଆଇଏମଡି । ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସେପ୍ଟେମ୍ବର ୩୦ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ହେଲେ ବାତ୍ୟା ନେଇ କୌଣସି ଆଶଙ୍କା ନାହିଁ । ଅନ୍ୟ ମଡେଲର ଆକଳନକୁ ଦେଖି ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ୩୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରଥମେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କ୍ରମଶଃ ଏହା ଲଘୁଚାପରେContinue reading “ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ଆଶଙ୍କାକୁ ଖଣ୍ଡନ କଲା ଆଇଏମଡି । ଭୟଭୀତ ନହେବାକୁ କହିଲେ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର”
ମହିଳା ବିଲ୍ ବିଳମ୍ବରେ ଲାଗୁ ହେବା ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଳ । କହିଲେ, କେବେ ଲାଗୁ ହେବ ସ୍ପଷ୍ଟ କରିନାହାଁନ୍ତି ସରକାର ।
କନକ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ ପାସ୍ ହେବା ପରେ ଲାଗୁ ହେବାର ବିଳମ୍ବତାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ । ଜନଗଣନାର କାରଣ ଦର୍ଶାଇ ବିଲ ଲାଗୁ ନକରିବା ଏକ ରାଜନୈତିକ ରଣନୀତି । ଜାତି ଜନଗଣନାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୋଦୀ ସରକାର ଏହି ବିଲ ଆଣିଛନ୍ତି । ଏଥିସହ ବିଲରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ନଥିବା କଥା ଉଠାଇଛନ୍ତି ରାହୁଲ । ୨୦୧୦ରେContinue reading “ମହିଳା ବିଲ୍ ବିଳମ୍ବରେ ଲାଗୁ ହେବା ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଳ । କହିଲେ, କେବେ ଲାଗୁ ହେବ ସ୍ପଷ୍ଟ କରିନାହାଁନ୍ତି ସରକାର ।”