କନକ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ୍କୁ ସଂସଦରେ ଅନୁମୋଦନ ପରେ ତେଜିଲା ଶ୍ରେୟ ରାଜନୀତି । ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଦିଲ୍ଲୀ ଜାତୀୟ ବିଜେପି କାର୍ଯ୍ୟାଳୟରେ ଦଳର କର୍ମୀମାନେ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦେଶବାସୀଙ୍କୁ ଉଦବୋଧନ ଦେଇ ମୋଦୀ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ କହିଛନ୍ତି, ଏହି ବିଲକୁ ସମସ୍ତ ଦଳ ସମର୍ଥନ ଜଣାଇଛନ୍ତି । ଯେଉଁମାନେ ପୂର୍ବରୁ ଏହିContinue reading “ମହିଳା ସଂରକ୍ଷଣ ବିଲ: ସଂସଦରେ ଅନୁମୋଦନ ପରେ ତେଜିଲା ଶ୍ରେୟ ରାଜନୀତି । ମହିଳା ସାଂସଦଙ୍କ ସହ ଫଟୋ ଉଠାଇଲେ ମୋଦୀ”
Tag Archives: News
ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମକୁ ଡେଙ୍ଗୁ ମହାମାରୀ ସହ ତୁଳନା କରି ହୋଇଥିଲେ ବିବାଦୀୟ
କନକ ବ୍ୟୁରୋ: ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମ ବିରୋଧୀ ବୟାନ ଦେଇଥିବା ପାଇଁ ଉଦୟନିଧି ଷ୍ଟାଲିନ, ଏ.ରାଜା ଓ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିବା ସହିତ ଏହାକୁ କେବଳContinue reading “ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମକୁ ଡେଙ୍ଗୁ ମହାମାରୀ ସହ ତୁଳନା କରି ହୋଇଥିଲେ ବିବାଦୀୟ”
ଭାରତୀୟ ଖେଳାଳୀଙ୍କୁ ଚୀନ ଦେଲାନାହିଁ ପ୍ରବେଶ ଅନୁମତି । ଅନୁରାଗ ଠାକୁର ବାତିଲ କଲେ ଗସ୍ତ
କନକ ବ୍ୟୁରୋ : ଚୀନର ପୁଣିଏକ ଦାଦାଗିରି ଆରମ୍ଭ ହୋଇଯାଇଛି । ଏସିଆନ ଗେମ୍ସ ପାଇଁ ଭାରତୀୟ ଖେଳାଳୀଙ୍କୁ ଚୀନ ନିଜ ଦେଶରେ ପ୍ରବେଶ ଅନୁମତି ଦେଇନାହିଁ । ଚୀନର ହଂଗଝୁ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ ଗେମ୍ସରେ ସାମିଲ ହେବାକୁ ଯାଇଥିବା ଅରୁଣାଚଳ ପ୍ରଦେଶରର ଭାରତୀୟ ଖେଳାଳୀଙ୍କୁ ଚୀନ ପ୍ରବେଶ ଅନୁମତି ଦେଇନାହିଁ । ଏହାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀରେ ଥିବା ଚୀନର ଦୂତାବାସ ମାଧ୍ୟମରେ ଭାରତContinue reading “ଭାରତୀୟ ଖେଳାଳୀଙ୍କୁ ଚୀନ ଦେଲାନାହିଁ ପ୍ରବେଶ ଅନୁମତି । ଅନୁରାଗ ଠାକୁର ବାତିଲ କଲେ ଗସ୍ତ”
ଖାଲିସ୍ତାନୀ କେବଳ ଭାରତ ନୁହେଁ କାନାଡା ପାଇଁ ମଧ୍ୟ ବିପଦ:
“ଗୋଟିଏ ମୂହୁର୍ତ୍ତ ପାଇଁ ଆପଣ ଭାରତ କଥା ଭୁଲିଯାଆନ୍ତୁ , କିନ୍ତୁ କାନାଡାରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ଯେପରି ବଢିଚାଲିଛି ତାହା କେବଳ ଭାରତ ନୁହେଁ କାନାଡା ପାଇଁ ମଧ୍ୟ ବିପଦର କାରଣ” ସେପ୍ଟେମ୍ବର ୧୭ ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି। ପ୍ରକୃତରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଯେଉଁ ଖଲିସ୍ତାନ ଆତଙ୍କବାଦୀମାନଙ୍କୁ ବଞ୍ଚାଇବା ପାଇଁ ଆଜି ଭାରତ ସହ ଟକ୍କର ଦେଉଛନ୍ତି ସେହିContinue reading “ଖାଲିସ୍ତାନୀ କେବଳ ଭାରତ ନୁହେଁ କାନାଡା ପାଇଁ ମଧ୍ୟ ବିପଦ:”
ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ‘ବିଲ୍ ପାରିତ ହେବା ପରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା’
କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଦିଲ୍ଲୀ ଜାତୀୟ ବିଜେପି କାର୍ଯ୍ୟାଳୟରେ ଦଳର କର୍ମୀମାନେ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦେଶବାସୀଙ୍କୁ ଉଦବୋଧନ ଦେଇ ମୋଦୀ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ କହିଛନ୍ତି, ଏହି ବିଲକୁ ସମସ୍ତ ଦଳ ସମର୍ଥନ ଜଣାଇଛନ୍ତି । ଯେଉଁମାନେ ପୂର୍ବରୁ ଏହି ବିଲକୁ ବିରୋଧ କରୁଥିଲେ ସେମାନେ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛନ୍ତିContinue reading “ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ‘ବିଲ୍ ପାରିତ ହେବା ପରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା’”
ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚା : କ’ଣ କହିଲେ ଆଇଏମଡି ଡିଜି ?
କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚାକୁ ନେଇ ଆଇଏମଡି ଡିଜିଙ୍କ ସୂଚନା । ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଆଶଙ୍କା କରାଯାଉଛି । ଲଘୁଚାପ କ୍ଷେତ୍ରଟି ଅବପାତର ରୂପ ନେଇପାରେ । ତେବେ ଆଇଏମଡି ପକ୍ଷରୁ ବାତ୍ୟାର ପୂର୍ବାନୁମାନ କରାଯାଇନି । ୩୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କ୍ରମଶଃ ଏହା ଲଘୁଚାପରେ ପରିଣତ ହେବାContinue reading “ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚା : କ’ଣ କହିଲେ ଆଇଏମଡି ଡିଜି ?”
ଭାରସାମ୍ୟ ହରାଇ କେନାଲ ଭିତରେ ପଶିଲା କାର : ଅଳ୍ପକେ ବର୍ତ୍ତିଲେ କାର ଭିତରେ ଥିବା ୫ଜଣ ଯାତ୍ରୀ
କନକ ବ୍ୟୁରୋ : ଭାରସାମ୍ୟ ହରାଇ କେନାଲ ଭିତରେ ପଶିଲା କାର । ଅଳ୍ପକେ ବର୍ତ୍ତିଲେ କାର ଭିତରେ ଥିବା ୫ଜଣ ଯାତ୍ରୀ । ନୂଆପଡ଼ାରୁ ଦେଓମାଳି ଯାଉଥିବା ଏକ ସୁଇପ୍ଟ କାର ଜୟନ୍ତଗିରି ଜାତୀୟ ରାଜପଥ ନିକଟରେ ଥିବା କେନାଲ ଭିତରକୁ ଫସିଯାଇଛି । କେନାଲରେ ପାଣି କମ୍ ଥିବା ଯୋଗୁଁ ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀ ବହାରକୁ ବାହାରି ଆସିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ରେନ ଯୋଗେ କେନାଲରୁ କାରଟିକୁ ଉଦ୍ଧାର କରିଛନ୍ତିContinue reading “ଭାରସାମ୍ୟ ହରାଇ କେନାଲ ଭିତରେ ପଶିଲା କାର : ଅଳ୍ପକେ ବର୍ତ୍ତିଲେ କାର ଭିତରେ ଥିବା ୫ଜଣ ଯାତ୍ରୀ”
ମହିଳା ସଂରକ୍ଷଣ ବିଲ : ବିଳମ୍ବରେ ଲାଗୁ ହେବା ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ; କହିଲେ, କେବେ ହେବ ଲାଗୁ ?
କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ ପାସ୍ ହେବା ପରେ ଲାଗୁ ହେବାର ବିଳମ୍ବତାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଜନଗଣନାର କାରଣ ଦର୍ଶାଇ ବିଲ ଲାଗୁ ନକରିବା ଏକ ରାଜନୈତିକ ରଣନୀତି । ଜାତିଜନଗଣନାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୋଦୀ ସରକାର ଏହି ବିଲ ଆଣିଛନ୍ତି । ଏଥିସହ ବିଲରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ନଥିବା କଥା ଉଠାଇଛନ୍ତି ରାହୁଲ । ୨୦୧୦ରେContinue reading “ମହିଳା ସଂରକ୍ଷଣ ବିଲ : ବିଳମ୍ବରେ ଲାଗୁ ହେବା ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ; କହିଲେ, କେବେ ହେବ ଲାଗୁ ?”
ଲଗାଣ ବର୍ଷାରେ ଧୋଇଗଲା ପୋଲ : ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
କନକ ବ୍ୟୁରୋ : ବର୍ଷାରେ ଧୋଇଗଲା ପୋଲ । ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । କନ୍ଧମାଳ ଫିରିଙ୍ଗିଆ ବ୍ଲକରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଙ୍ଗା ଉପରସାହି ପଞ୍ଚାୟତ ବାଲିଗଟା ନିକଟରେ ଥିବା ଦଦଲି ପୋଲ ଧୋଇ ଯାଇଛି । ଏହି ପୋଲ ଦେଇ ଯାତାୟତ କରୁଥିବା ୫ଟି ଗାଁର ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ, କଲେଜ ଯିବା ପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ବହୁContinue reading “ଲଗାଣ ବର୍ଷାରେ ଧୋଇଗଲା ପୋଲ : ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ”
ବିଧାନସଭାରେ ଝାରସୁଗୁଡ଼ା ବିଧାୟିକା : ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଦୀପାଳି
କନକ ବ୍ୟୁରୋ : ବିଧାନସଭାରେ ଝାରସୁଗୁଡ଼ା ବିଧାୟିକା । ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଛନ୍ତି ଦୀପାଳି ଦାସ । ମୌସୁମୀ ଅଧିବେଶସନରେ ପ୍ରଥମ ଦିନରେ ସେ ବିଧାନସଭାରେ ଯୋଗଦେଇଛନ୍ତି । ତାଙ୍କ ବାପାଙ୍କ କଥାକୁ ମନେ ପକାଇ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ସମସ୍ତ ମହିଳା ବିଧାୟିକାଙ୍କୁ ସେ ଭେଟିଥିବା କହିଛନ୍ତି । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଧାୟିକାContinue reading “ବିଧାନସଭାରେ ଝାରସୁଗୁଡ଼ା ବିଧାୟିକା : ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଦୀପାଳି”