ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ଶପଥ ନେବା ସହ ପ୍ରମିଳା କହିଲେ, ଗୃହର ପଦ ମର୍ଯ୍ୟାଦା ରକ୍ଷା କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ।

କନକ ବ୍ୟୁରୋ : ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି । ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ ପ୍ରମିଳା । ବାଚସ୍ପତି ଭାବେ ପ୍ରମିଳା ଦାୟିତ୍ୱ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନବୀନ କହିଛନ୍ତି, ଓଡ଼ିଶା ପ୍ରଥମ ମହିଳା ବାଚସ୍ପତି ପାଇଛି । ଏହା ଏକ ଐତିହାସିକ ମୁହୂର୍ତ୍ତ । ଏହାସହ ବିରୋଧୀ ଦଳ ନେତା ମଧ୍ୟ ବାଚସ୍ପତିଙ୍କୁContinue reading “ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ଶପଥ ନେବା ସହ ପ୍ରମିଳା କହିଲେ, ଗୃହର ପଦ ମର୍ଯ୍ୟାଦା ରକ୍ଷା କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ।”

ପଦାରେ ପଡିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର : ଖଟିଆରେ ବୁହା ହେଲେ ଗର୍ଭବତୀ

କନକ ବ୍ୟୁରୋ : ପଦାରେ ପଡିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଆମ୍ବଲାନ୍ସ ଯାଇନପାରିବାରୁ ଭରା ନାଳ ପାର କରି ଖଟିଆରେ ରୋଗୀଙ୍କୁ ହସ୍ପିଟାଲ ଆଣିଲେ ରୋଗୀ । କେନ୍ଦୁଝର ଜିଲ୍ଲା ତେଲକୋଇ ଦେଖିବାକୁ ମିଳିଛି ଏଭଳି ଜନନୀ ଯନ୍ତ୍ରଣା ଦୃଶ୍ୟ । ସ୍ଥାନୀୟ ଗୁରୁମ ଗାଁର ଧୋବେଇ ମୁଣ୍ଡାଙ୍କ ସ୍ତ୍ରୀ ମାନି ମୁଣମୁଣ୍ଡାଙ୍କର ଗତକାଲି ଗତକାଲି ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ହସ୍ପିଟାଲ ନବାକୁ ଘରContinue reading “ପଦାରେ ପଡିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର : ଖଟିଆରେ ବୁହା ହେଲେ ଗର୍ଭବତୀ”

ବିଧାନସଭା ସମ୍ମୁଖରେ ‘ମୋ ଦଳ’ ସଦସ୍ୟଙ୍କ ପ୍ରତିବାଦ : ରାଜ୍ୟ ଶାସନ ବ୍ୟବସ୍ଥାକୁ ବିରୋଧ କରି ବିକ୍ଷୋଭ

କନକ ବ୍ୟୁରୋ : ମୌସୁମୀ ଅଧିବଶନ ଆଉ କିଛି ସମୟ ପରେ ଆରମ୍ଭ ହେବ । ଏହାପୂର୍ବରୁ ବିଧାନସଭା ସମ୍ମୁଖରେ ଗର୍ଜିଲା ମୋ ଦଳ । ୫ଟି ସଚିବଙ୍କୁ ବିରୋଧ କରି ନାରାବାଜି କରିଛି ମୋ ଦଳ । ସଚିବ ବିଧାନସଭା ଚଳାନ୍ତୁ ନେତା ଓ ମନ୍ତ୍ରୀ ଘରକୁ ଯାଆନ୍ତୁ ବୋଲି ନାରାବାଜି ଦେବା ସହିତ ପାଣ୍ଡିଆନ୍ ଗୋ ବ୍ୟାକ ନାରା ଦେଇଛନ୍ତି । ସଚିବ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।Continue reading “ବିଧାନସଭା ସମ୍ମୁଖରେ ‘ମୋ ଦଳ’ ସଦସ୍ୟଙ୍କ ପ୍ରତିବାଦ : ରାଜ୍ୟ ଶାସନ ବ୍ୟବସ୍ଥାକୁ ବିରୋଧ କରି ବିକ୍ଷୋଭ”

ଚୀନ୍ , ପାକିସ୍ତାନର ଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନାରେ ସାମିଲ ହେବ ଅଧିକ ‘ନେତ୍ର-୧’ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ।

କନକ ବ୍ୟୁରୋ: ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ତଥା ଦୁଇ ଦେଶର କୂଟଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନା ହେବ ଆହୁରି ମଜବୁତ । ଏଥିପାଇଁ ବାୟୁସେନା କିଣିବ ୬ଟ ଶକ୍ତିଶାଳୀ ‘ମେଡ ଇନ୍ ଇଣ୍ଡିଆ’ ‘ନେତ୍ର -୧’ ଲଢୁଆ ବିମାନ । ବାୟୁସେନା ଅଧିକାରୀଙ୍କ ସୂଚନା ମୁତାବକ, ନେତ୍ର -୧ ର ଆଉ ୬ଟି ନୂଆ ବିମାନ ଭାରତରେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯିବ । ୮୦୦୦ କୋଟିରୁ ଅଧିକContinue reading “ଚୀନ୍ , ପାକିସ୍ତାନର ଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନାରେ ସାମିଲ ହେବ ଅଧିକ ‘ନେତ୍ର-୧’ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ।”

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ : ନବ ଦାସଙ୍କ ଅବସ୍ଥା ପରି କରିବାକୁ ଧମକପୂର୍ଣ୍ଣ ଫୋନ୍ କଲ୍

କନକ ବ୍ୟୁରୋ : ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ମନ୍ତ୍ରୀ ନବ ଦାସଙ୍କ ଭଳି ସ୍ଥିତି କରିବାକୁ ବୈଜୟନ୍ତ ପଣ୍ଡାଙ୍କ ସହଯୋଗୀକୁ ମିଳିଛି ଏକ ଧମକପୂର୍ଣ୍ଣ କଲ । ଏହାକୁ ନେଇ ଦିଲ୍ଲୀରେ ଏକ ଲିଖିତ ଅଭିଯୋଗ ହୋଇଛି । ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ପ୍ରେସ ରିଲିଜ୍ ଜାରି କରାଯାଇ ହତ୍ୟା ଧମକ ସମ୍ପର୍କରେ ସୂଚନା ଦିଆଯାଇଛି । ବୈଜୟନ୍ତ ପଣ୍ଡାଙ୍କ ସହଯୋଗୀଙ୍କୁContinue reading “ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ : ନବ ଦାସଙ୍କ ଅବସ୍ଥା ପରି କରିବାକୁ ଧମକପୂର୍ଣ୍ଣ ଫୋନ୍ କଲ୍”

ଭାରତର କଡ଼ା ନିଷ୍ପତ୍ତି ପରେ ବ୍ୟାକଫୁଟରେ କାନାଡ଼ା : ନିଜେ ରଚିଥିବା ଷଡ଼ଯନ୍ତ୍ରରେ ଫସିଲା,କାନାଡାବାସୀଙ୍କ ଭିସା ବାତିଲ

କନକ ବ୍ୟୁରୋ : ଭାରତ-କାନାଡା ବିବାଦ ଭିତରେ ବ୍ୟାକଫୁଟକୁ ଚାଲିଯାଇଛି କାନାଡା । ନିଜେ ରଚିଥିôବା ଷଡଯନ୍ତ୍ରରେ ନିଜେ ଫଶିଯାଇଛି କାନାଡା । ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟା ଭାରତୀୟ ଏଜେଣ୍ଟ କରିଥିବା କହିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଅନ୍ତର୍ଜାତୀୟ ସ୍ଥରରେ ଭାରତର ଛବି ମଳିନ କରିବାକୁ କାନାଡା ଏଭଳି ଷଡଯନ୍ତ୍ର କରିବା ସହ କାନାଡାରେ ଅବସ୍ଥାପିତ ଭାରତୀୟ ଦୂତକୁ ବହିସ୍କାର କରିଥିଲା । ପରେ ଭାରତ ଜେସାକୁ ତେସା ନୀତିରେContinue reading “ଭାରତର କଡ଼ା ନିଷ୍ପତ୍ତି ପରେ ବ୍ୟାକଫୁଟରେ କାନାଡ଼ା : ନିଜେ ରଚିଥିବା ଷଡ଼ଯନ୍ତ୍ରରେ ଫସିଲା,କାନାଡାବାସୀଙ୍କ ଭିସା ବାତିଲ”

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ : ମୋହାଲିରେ ହେବ ପ୍ରଥମ ମ୍ୟାଚ୍; ରାହୁଲଙ୍କ ନେତୃତ୍ୱରେ ଖେଳିବ ଦଳ

କନକ ବ୍ୟୁରୋ : ଆଜିଠୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ପଞ୍ଜାବର ମୋହାଲିରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ମଧ୍ୟାନ ସାଢେ ଗୋଟାଏ ସମୟରେ ଖେଳ ଆରମ୍ଭ ହେବ । ତେବେ ପ୍ରଥମ ଦୁଇ ମ୍ୟାଚରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ପ୍ରଥମ ଦୁଇଟି ମ୍ୟାଚରେ ଲୋକେଶ ରାହୁଲ ଅଧିନାୟିକ ଦାୟୀତ୍ୱ ତୁଲାଇବେContinue reading “ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ : ମୋହାଲିରେ ହେବ ପ୍ରଥମ ମ୍ୟାଚ୍; ରାହୁଲଙ୍କ ନେତୃତ୍ୱରେ ଖେଳିବ ଦଳ”

ପୁଣି ସକ୍ରିୟ ହେବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ ? ୧୪ ଦିନର ସ୍ଲିପ ମୋଡ ପରେ ପୁଣି ଆକ୍ଟିଭ ହେବା ନେଇ ଆଶାବାଦୀ ଇସ୍ରୋ

କନକ ବ୍ୟୁରୋ : ଆଜି ପୁଣି ଆକ୍ଟିଭ୍ ହୋଇପେରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ଗତ ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଧିରେ ଧିରେ ଦିନ ହେବାରେ ଲାଗିଛି । ସୂର୍ଯ୍ୟ କରିଣ ଚନ୍ଦ୍ରପୃଷ୍ଠରେ ସ୍ପଷ୍ଟ ପଡିବା ପରେ ପୁଣି ଲ୍ୟାଣ୍ଡର ଏବଂ ବିକ୍ରମ ଆକ୍ଟିଭ ହେବ ବୋଲି ଇସ୍ରୋ ଆଶାବାଦୀ ଅଛି । ଯଦି ଏହା ସଫଳ ହୁଏ ତେବେ ଭାରତ ପାଇଁ ଏହା ବଡ଼ ସଫଳତା ହେବ ।Continue reading “ପୁଣି ସକ୍ରିୟ ହେବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ ? ୧୪ ଦିନର ସ୍ଲିପ ମୋଡ ପରେ ପୁଣି ଆକ୍ଟିଭ ହେବା ନେଇ ଆଶାବାଦୀ ଇସ୍ରୋ”

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ; ପୂର୍ବରୁ ହେବ ବାଚସ୍ପତି ନିର୍ବାଚନ

କନକ ବ୍ୟୁରୋ : ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୮ ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ଦିନରେ ଆଜି ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ଆସନ୍ତା ୩ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଆଗକୁ ନିର୍ବାଚନ ଆସୁଥିବାରେ ଏହି ବଜେଟରେ ବଡ଼ ନିଷ୍ପତ୍ତି ନିଆଯାଇପାରେ । ପ୍ରମିଳା ମଲ୍ଲିକ ନୂଆ ବାଚସ୍ପତି ଭାବେ ଗୃହ ଚଳାଇବାContinue reading “ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ; ପୂର୍ବରୁ ହେବ ବାଚସ୍ପତି ନିର୍ବାଚନ”

ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା : ଏନ୍‌ସେପ୍, ଜିଏଫଏସ୍ ସହ ବିଭିନ୍ନ ମଡେଲର ଆକଳନ

କନକ ବ୍ୟୁରୋ : ଓଡ଼ିଶାକୁ ପୁଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ଆଣିପାରେ ପ୍ରବଳ ବର୍ଷା । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ଆଶାଙ୍କା ରହିଛି । ପାଣିପାଗ ଆକଳନ ସଂସ୍ଥା ଏନସେପ, ଜିଏଫଏସ୍, ଏନକାନ ଓ ୟୁରୋପିଆନ ମଡେଲ ଅନୁସାରେ, ସେପ୍ଟେମ୍ବର ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାContinue reading “ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା : ଏନ୍‌ସେପ୍, ଜିଏଫଏସ୍ ସହ ବିଭିନ୍ନ ମଡେଲର ଆକଳନ”

Design a site like this with WordPress.com
Get started