ପ୍ରଶ୍ନ ପଚାରିବାରୁ କାର୍ଯ୍ୟାନୁଷ୍ଠାନ: ବାହାନା ଦେଖାଇ ବିଜେଡିରୁ ବହିଷ୍କାର

କନକ ବ୍ୟୁରୋ: ଓଡିଶା ରାଜନୀତି ଇତିହାସରେ ଆଜିର ଦିନ ଏକ କଳାଦିନ ଭାବେ ଜଣାଯିବ । କାରଣ ଆମ ରାଜ୍ୟରେ ଚରମ ସ୍ଥିତିରେ ପହଂଚିଛି ପ୍ରତିଶୋଧ ପରାୟଣ ରାଜନୀତି । ପ୍ରଶ୍ନ ପଚାରିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସଚିବଙ୍କ ଖର୍ଚ୍ଚ ହିସାବ ମାଗିବାରୁ ଆଜି ସୌମ ରଂଜନ ପଟ୍ଟନାୟକଙ୍କୁ ବହିଷ୍କାର କରାଯାଇଛି । କେବେଳ ସୌମ୍ୟରଂଜନଙ୍କୁ ନୁହେଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ମଧ୍ୟ ୪ ବର୍ଷ ତଳରର ଏକ ମାମଲା ପାଇଁ ବହିସ୍କାର କରାଯାଇଛିContinue reading “ପ୍ରଶ୍ନ ପଚାରିବାରୁ କାର୍ଯ୍ୟାନୁଷ୍ଠାନ: ବାହାନା ଦେଖାଇ ବିଜେଡିରୁ ବହିଷ୍କାର”

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୧୦ ଗୁଣା ଅଧିକ ସହାୟତା ରାଶି

କନକ ବ୍ୟୁରୋ : ରେଳ ବୋର୍ଡ ତରଫରୁ ରେଳ ଦୁର୍ଘଟଣାରେ ମିଳୁଥିବା ସହାୟତା ରାଶିକୁ ୧୦ ଗୁଣା ବୃଦ୍ଧି କରିଛନ୍ତି । ଏବେ ଯଦି କେହି ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ପରିବାରକୁ ୫୦ ହଜାର ଟଙ୍କା ବଦଳରେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିଭଳି ଗୁରୁତର ହୋଇଥିବା ଲୋକଙ୍କୁ ୨୫ ହଜାର ଟଙ୍କା ବଦଳରେ ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ସାଧାରଣ ଭାବେ ଆହାତContinue reading “ରେଳ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୧୦ ଗୁଣା ଅଧିକ ସହାୟତା ରାଶି”

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି: କହିଲେ, ଓଡିଶାରେ ପାଣ୍ଡିଆନ ରାଜ୍ ଚାଲିବ ନାହିଁ

କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଲେ ପିସିସି ସଭାପତି । କହିଲେ, ଅନ୍ୟ ନେତାଙ୍କ ଭ୍ରଷ୍ଟାଚାରକୁ ଘଣ୍ଟଘୋଡାଇ ରଖୁଛନ୍ତି ନବୀନ ବାବୁ । ୫ ବର୍ଷ ପୂର୍ବରୁ କାହିଁକି କିଛି କଲେନାହିଁ? ହଠାତ ସବୁ ଭୁଲ କେମିତି ହୋଇଗଲା? ମୁହଁ ଖୋଲିଲେ ହେଉଛି କାର୍ଯ୍ୟାନୁଷ୍ଠାନ । ସୌମ୍ୟରଞ୍ଜନଙ୍କ ବିରୋଧରେ ଏହା ସରକାରଙ୍କ ପ୍ରତିଶୋଧମୂଳକ ପଦକ୍ଷେପ । ଓଡିଶାରେ ଆଉ ତାମିଲ ଶାସନ ଚାଲିବ ନାହିଁ । ୨୪ ବର୍ଷରେ ଆଜି ସେମାନେContinue reading “ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି: କହିଲେ, ଓଡିଶାରେ ପାଣ୍ଡିଆନ ରାଜ୍ ଚାଲିବ ନାହିଁ”

ସୌମ୍ୟଙ୍କୁ ଦଳରୁ କାଢିବା ପାଇଁ ପୂର୍ବରୁ ହୋଇ ସାରିଥିଲା ପ୍ଲାନ୍: ଯାହାର ଇସାରା ମିଳିଥିଲା ସେପ୍ଟେମ୍ବର ୧୨ ତାରିଖରେ

କନକ ବ୍ୟୁରୋ: ସୌମ୍ୟଙ୍କୁ ଦଳରୁ କାଢିବା ପାଇଁ ପୂର୍ବରୁ ହୋଇ ସାରିଥିଲା ପ୍ଲାନ୍ । ଯାହାର ଇସାରା ମିଳିଥିଲା ସେପ୍ଟେମ୍ବର ୧୨ ତାରିଖରେ । ଯେଉଁଦିନ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ହଟାଇ ଦିଆଯାଇଥିଲା । ଆଉ ସେହିଦିନ ସନ୍ଧ୍ୟାରେ ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଥିଲେ, ସୌମ୍ୟ ବାବୁ ସୁଧୁରି ଯାଆନ୍ତୁ । ନହେଲେ ଆଗକୁ ଆହୁରି କଠୋର ନିଷ୍ପତି ନିଆଯିବ । କହିବାକୁ ଗଲେ ପରୋକ୍ଷରେ ଧମକ ଦେଇଥିଲେ । ଯାହା ଆଜିContinue reading “ସୌମ୍ୟଙ୍କୁ ଦଳରୁ କାଢିବା ପାଇଁ ପୂର୍ବରୁ ହୋଇ ସାରିଥିଲା ପ୍ଲାନ୍: ଯାହାର ଇସାରା ମିଳିଥିଲା ସେପ୍ଟେମ୍ବର ୧୨ ତାରିଖରେ”

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେ ହେବ ସାଧାରଣ ନିର୍ବାଚନ

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ତରଫରୁ ପାକିସ୍ତାନର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ଆୟୋଗ କହିଛନ୍ତି କି, ଦେଶରେ ୨୦୨୪ ଜାନ୍ରୁଆରୀ ମାସ ଶେଷ ସପ୍ତାହରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ନିର୍ବାଚନ କ୍ଷେତ୍ର ସୀମା ନିର୍ଦ୍ଧାରଣ ନେଇ ହୋଇଥିବା ସର୍ଭେ ମୁତାବକ ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ସୂଚୀ ସେପ୍ଟେମ୍ବର ୨୭ ତାରିଖରେ ଜାରି କରାଯିବ । ୫୪ ଦିବସୀୟ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମାପ୍ତ ହେବା ପରେContinue reading “ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେ ହେବ ସାଧାରଣ ନିର୍ବାଚନ”

ସୌମ୍ୟଙ୍କ ସପକ୍ଷରେ ବାହାରିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ: ଦିଲ୍ଲୀପ ପଟ୍ଟନାୟକ କହିଲେ, ଓଡିଶା ପ୍ରଗତି ପାଇଁ ସୌମ୍ୟଙ୍କ ଅବଦାନ ରହିଛି

କନକ ବ୍ୟୁରୋ: ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ । ସୌମ୍ୟଙ୍କ ପ୍ରଶଂସା କଲେ ଦିଲ୍ଲୀପ ପଟ୍ଟନାୟକ । କହିଲେ, ଓଡିଶା ପ୍ରଗତି ପାଇଁ ସୌମ୍ୟଙ୍କ ଅବଦାନ ରହିଛି । ନବୀନ ବାବୁ ସୌମ୍ୟଙ୍କ ପ୍ରତି ଯାହା କରୁଛନ୍ତି ତାହା ଲଜ୍ଜାଜନକ । ସେ ନିଜେ କିଛି ଜାଣିପାରୁନାହାନ୍ତି । ନବୀନ ବାବୁ ନିଜଠୁ ବେଶି ପାଣ୍ଡିଆନଙ୍କ ଉପରେ ବିଶ୍ୱାସ କରୁଛନ୍ତି । ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ, ଓଡିଶାବାସୀ ଦ୍ୱନ୍ଦ୍ୱରେ । The postContinue reading “ସୌମ୍ୟଙ୍କ ସପକ୍ଷରେ ବାହାରିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ: ଦିଲ୍ଲୀପ ପଟ୍ଟନାୟକ କହିଲେ, ଓଡିଶା ପ୍ରଗତି ପାଇଁ ସୌମ୍ୟଙ୍କ ଅବଦାନ ରହିଛି”

ପ୍ରାୟୋଜିତ ଅଭିଯୋଗର ଚଢାଉ: କାହା ଇସାରାରେ କାମ କରୁଛି ଇଓଡବ୍ଲୁ?

କନକ ବ୍ୟୁରୋ: ପ୍ରାୟୋଜିତ ଅଭିଯୋଗର ଚଢାଉ । ୫ ଦିନ ହେଲା ଇଓଡବ୍ଲୁର କାର୍ଯ୍ୟାନୁଷ୍ଠାନ ଜାରି । ସହଯୋଗ ପରେ ବି ପକ୍ଷ ରଖିବାକୁ ସୁଯୋଗ ଦିଆଯାଉନି । ସମ୍ବାଦ ଭବନରେ ବିନା ୱାରେଣ୍ଟରେ କାର୍ଯ୍ୟାନୁଷ୍ଠାନ ହେଉଛି । ତଦନ୍ତ ସରିବା ପୂର୍ବରୁ ଦୋଷୀ ସଜାଇବାକୁ ଇଓଡବ୍ଲୁର ଉଦ୍ୟମ । ସନ୍ଦେହରେ ଇଓଡବ୍ଲୁର ବିଶ୍ୱସନୀୟତା । କାହା ଇସାରାରେ କାମ କରୁଛି ଇଓଡବ୍ଲୁ? ପଛରେ ଥାଇ କିଏ ଦେଉଛି ନିର୍ଦ୍ଦେଶ? The post ପ୍ରାୟୋଜିତ ଅଭିଯୋଗର ଚଢାଉ:Continue reading “ପ୍ରାୟୋଜିତ ଅଭିଯୋଗର ଚଢାଉ: କାହା ଇସାରାରେ କାମ କରୁଛି ଇଓଡବ୍ଲୁ?”

ଟ୍ରକ୍ ଡ୍ରାଇଭର, ଗ୍ୟାରେଜ କର୍ମଚାରୀଙ୍କ ପରେ ରାହୁଲଙ୍କ କୁଲି ଅବତାର । ରେଲୱେ କୁଲିଙ୍କ ସହ ମିଶି ଉଠାଇଲେ ବୋଝ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଦିନ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ପହଂଚି ସେଠାରେ କାମ କରୁଥିବା କୁଲିଙ୍କୁ ଭେଟିଥିଲେ । ସେଠାରେ ସେ କୁଲିଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଏହି କ୍ରମରେ ରାହୁଲ ଗାନ୍ଧୀ କୁଲିଙ୍କ ନାଲି ଡ୍ରେସ ପିନ୍ଧି କୁଲିଙ୍କ ଭଳି ମୁଣ୍ଡରେ ଲଗେଜ ଉଠାଉଥିବା ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମContinue reading “ଟ୍ରକ୍ ଡ୍ରାଇଭର, ଗ୍ୟାରେଜ କର୍ମଚାରୀଙ୍କ ପରେ ରାହୁଲଙ୍କ କୁଲି ଅବତାର । ରେଲୱେ କୁଲିଙ୍କ ସହ ମିଶି ଉଠାଇଲେ ବୋଝ”

ଆତଙ୍କବାଦୀଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ୨୬ ଥର ଆବେଦନ କରିଛି:

ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର  ହତ୍ୟା ପରେ କାନାଡା ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି । ବିନା ପ୍ରମାଣରେ କାନାଡା ଭାରତ ଉପରେ ଦୋଷ ଲଦି ଚାଲିଛି । ଏପରିକି ଭାରତ ଆସୁଥିବା ନାଗରିକ ମାନଙ୍କ ପାଇଁ କାନାଡା ଉପଦେଶାବଳୀ ଜାରି କରିଛି । ଭାରତର ବିଭିନ୍ନ ସ୍ଥାନକୁ ନଯିବା ପାଇଁ କହିଛି । ଉତ୍ତରରେ ଭାରତ ମଧ୍ୟ କାନାଡାରେ ରହୁଥିବା ନାଗରିକ ମାନଙ୍କ ପାଇଁ ଗାଇଡଲାଇନ ଜାରି କରିଛି । ଏପରିକିContinue reading “ଆତଙ୍କବାଦୀଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ୨୬ ଥର ଆବେଦନ କରିଛି:”

ସମ୍ବାଦ ଭବନରେ ହାର୍ଡଡିସ୍କ ସିଜ୍ କଲା ଇଓଡବ୍ଲୁ: ବିନା ୱାରେଣ୍ଟରେ ସର୍ଚ୍ଚ ଓ ସିଜ କରୁଛନ୍ତି ଇଓଡବ୍ଲୁ ଅଧିକାରୀ

କନକ ବ୍ୟୁରୋ: ସମ୍ବାଦ ଭବନରେ ହାର୍ଡଡିସ୍କ ସିଜ୍ କଲା ଇଓଡବ୍ଲୁ । ଆଜିଯାଏଁ ହୋଇଥିବା ଅଭିଯୋଗର ଏଫଆଇଆର କପି ଦିଆଯାଇନାହିଁ । ବିନା ୱାରେଣ୍ଟରେ ସର୍ଚ୍ଚ ଓ ସିଜ କରୁଛନ୍ତି ଇଓଡବ୍ଲୁ ଅଧିକାରୀ । ସିଜ୍ ହେଉଥିବା ହାର୍ଡଡିସ୍କ କପି ପାଇଁ ଦିଆଯାଇନାହିଁ ସୁଯୋଗ । ଗତ ୫ ଦିନ ହେଲା ଇଓଡବ୍ଲୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି ସମ୍ବାଦ । ସମ୍ପୂର୍ଣ୍ଣ ସହଯୋଗ ପରେ ବଳପୂର୍ବକ ଚାଲିଛି ସିଜ୍ । The post ସମ୍ବାଦ ଭବନରେContinue reading “ସମ୍ବାଦ ଭବନରେ ହାର୍ଡଡିସ୍କ ସିଜ୍ କଲା ଇଓଡବ୍ଲୁ: ବିନା ୱାରେଣ୍ଟରେ ସର୍ଚ୍ଚ ଓ ସିଜ କରୁଛନ୍ତି ଇଓଡବ୍ଲୁ ଅଧିକାରୀ”

Design a site like this with WordPress.com
Get started