ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ବଡ ଖୁଲାସା । ଦେଶରେ ୨୫ ବର୍ଷରୁ କମ୍ ବୟସର ୪୨ ପ୍ରତିଶତ ଯୁବଗୋଷ୍ଠୀ ବେରୋଜଗାର

କନକ ବ୍ୟୁରୋ : ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦ ବର୍ଷ ମଧ୍ୟରେ ଦେଶର ଲୋକଙ୍କର ସଂଚୟ ତଳସ୍ତରକୁ ଆସିଛି । ଏହାସହ ଲୋକଙ୍କ ଉପରେ ଦିନକୁ ଦିନ ଋଣ ଭାର ବଢିବାରେ ଲାଗିଛି । ଏବେ ପୁଣି ଦେଶର ବେରୋଜଗାରକୁ ନେଇ ଏକ ବଡ ରିପୋର୍ଟ ଆସିଛି । ଦେଶରେ ଥିବା ୨୫ ବର୍ଷରୁ କମ୍ ବୟସର ଯୁବଗୋଷ୍ଠୀଙ୍କ ମଧ୍ୟରୁ ୪୨ ପ୍ରତିଶତ ବେରୋଜଗାରୀ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୯-୨୦ ରେ ଦେଶରେContinue reading “ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ବଡ ଖୁଲାସା । ଦେଶରେ ୨୫ ବର୍ଷରୁ କମ୍ ବୟସର ୪୨ ପ୍ରତିଶତ ଯୁବଗୋଷ୍ଠୀ ବେରୋଜଗାର”

ଡ୍ରାଇଭର, ମେକାନିକ ପରେ ଏବେ କୁଲି ସାଜିଲେ ସାଂସଦ ରାହୁଲ ଗାନ୍ଧୀ । ଦିଳ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ ପହଂଚି କୁଲିଙ୍କ ସହ ଆଲୋଚନା

କନକ ବ୍ୟୁରୋ : ରାଜନୀତିର ଷ୍ଟଂଟ । ରାହୁଲଙ୍କ କୁଲି ବେଶ । ଦିଲ୍ଲୀ ଆନନ୍ଦ ବିହାର ରେଲୱେ ଷ୍ଟେସନ ଗଲେ । କୁଲିଙ୍କ ସହ ସମୟ ବିତାଇଲେ । କୁଲିଙ୍କ ଭଳି ଲାଲ ରଙ୍ଗର ସାର୍ଟ ପିନ୍ଧି ମୁଣ୍ଡରେ ସୁଟକେଶ୍ ଧରି ଚାଲିଲେ । ରାହୁଲଙ୍କ ଏହି ଫଟୋ ଓ ଭିଡିଓକୁ ନିଜେ ରାହୁଲ ଓ ୟୁଥ୍ କଂଗ୍ରେସ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି ଦୀର୍ଘଦିନ ହେବ ମନରେContinue reading “ଡ୍ରାଇଭର, ମେକାନିକ ପରେ ଏବେ କୁଲି ସାଜିଲେ ସାଂସଦ ରାହୁଲ ଗାନ୍ଧୀ । ଦିଳ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ ପହଂଚି କୁଲିଙ୍କ ସହ ଆଲୋଚନା”

ଦୁନିଆ ଦେଖିଲା ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱର ନର୍ମଦା କୂଳରେ ଶୋଭାପାଉଛି ୧୦୮ ଫୁଟ୍ ଉଚ୍ଚର ଅଷ୍ଟଧାତୁ ମୂର୍ତ୍ତି

କନକ ବ୍ୟୁରୋ : ଉଦଘାଟିତ ହୋଇଛି ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ସ୍ଥାପନା କରାଯାଇଥିବା ଏହି ବିଶାଳକାୟ ମୂର୍ତ୍ତି ର୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉଦଘାଟନ କରିଛନ୍ତି । କେରଳରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ପିଲାଟି ଦିନରୁ ସନ୍ନ୍ୟାସୀ ହୋଇ ଓଁଙ୍କାରେଶ୍ୱରରେ ପହଂଚିଥିଲେ । ତାଙ୍କରି ଏହି ପ୍ରତି ମୂର୍ତ୍ତି ଆଜି ଉଦଘାଟିତ ହୋଇଛି । ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଏହା ବେଶ ଆକର୍ଷିତ କରିବContinue reading “ଦୁନିଆ ଦେଖିଲା ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱର ନର୍ମଦା କୂଳରେ ଶୋଭାପାଉଛି ୧୦୮ ଫୁଟ୍ ଉଚ୍ଚର ଅଷ୍ଟଧାତୁ ମୂର୍ତ୍ତି”

କାହାକୁ କହିବା ଜନ ବିରୋଧୀ? ଜନତାଙ୍କ ସ୍ୱର ଉଠାଇବା ନା ଜନତାଙ୍କୁ ଠକିବା?

କନକ ବ୍ୟୁରୋ: ଯେଉଁ ଶାସକ ଦଳ ସୌମ୍ୟ ରଂଜନକୁ ଜନବିରୋଧୀ ଆଖ୍ୟା ଦେଇ ବିଜେଡିରୁ ବିଦା କରିଛି, ତାର ଜନବିରୋଧୀ ନିତିର ତାଲିକା ବେଶ ଲମ୍ବା । ଗଣମାଧ୍ୟମର କଣ୍ଠରୋଧ ହେଉ, କି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଠକିବା ହେଉ, ଏସବୁ ଜନବିରୋଧୀ ନିତିରେ ଆଗରେ ରାଜ୍ୟ ସରକାର । କାହାକୁ କୁହାଯାଏ ଜନବିରୋଧୀ? ଗଣମାଧ୍ୟମର କଣ୍ଠରୋଧ କରିବା, ଜନତାଙ୍କ ସ୍ୱରକୁ ଚାପି ଦେବାକୁ ଷଡଯନ୍ତ୍ର ପ୍ରତିଶୋଧ ପରାୟଣ ହୋଇ, ଠିକ୍ ଭୁଲର ବିଚାର ନକରି, ଆକ୍ରୋଶମୂଳକContinue reading “କାହାକୁ କହିବା ଜନ ବିରୋଧୀ? ଜନତାଙ୍କ ସ୍ୱର ଉଠାଇବା ନା ଜନତାଙ୍କୁ ଠକିବା?”

ସୂର୍ଯ୍ୟୋଦୟ ଅପେକ୍ଷାରେ ଭାରତର ମିଶନ ଚନ୍ଦ୍ରଯାନ-୩ । ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ନେଇ ଆଶାବାଦୀ ଇସ୍ରୋ

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ପୁଣି ଆରମ୍ଭ ହେବ ହଲଚଲ । ପୁଣି ସକ୍ରିୟ ହୋଇ ଉଠିବ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ଗୁରୁବାର ଶିବଶକ୍ତି ପଏଂଟରେ ପୁଣି ଚମକି ଉଠିବ ଭାରତର ମିଶନ ଚନ୍ଦ୍ରଯାନ-୩ । ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’କୁ ସ୍ଲିପ୍ ମୋଡକୁ ପଠାଯାଇଥିଲା । ତେବେ ଗୁରୁବାର ଶିବଶକ୍ତି ପଏଂଟରେ ସୂର୍ଯ୍ୟୋଦୟ ହେବା ନେଇ ଆଶା କରିଛି ଇସ୍ରୋ । ଆଉ ସୂର୍ଯ୍ୟୋଦୟContinue reading “ସୂର୍ଯ୍ୟୋଦୟ ଅପେକ୍ଷାରେ ଭାରତର ମିଶନ ଚନ୍ଦ୍ରଯାନ-୩ । ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ନେଇ ଆଶାବାଦୀ ଇସ୍ରୋ”

୧୮ ଅଗଷ୍ଟରୁ ୨୧ ସେପ୍ଟେମ୍ବର: ସୌମ୍ୟରଂଜନଙ୍କ ସଂପାଦକୀୟ ପରେ ପ୍ରତିଶୋଧର ରକ୍ତ ଚାଉଳ ଚୋବାଉଛନ୍ତି ଛାୟା ସରକାର

କନକ ବ୍ୟୁରୋ: ବୋଧହୁଏ ଭାରତ ଇତିହାସରେ ଏଭଳି ଚିତ୍ର କେବେ ଦେଖିବାକୁ ମିଳି ନଥିବ । ଯେତେବେଳେ ଜଣେ ସଚିବଙ୍କୁ କୌଣସି ସମ୍ପାଦକୀୟ ଆଲେଖ୍ୟରେ ପ୍ରଶ୍ନ ହୋଇଥିବ ଆଉ ସେଥିପାଇଁ ସେହି ଗଣମାଧ୍ୟମର କଣ୍ଠରୋଧ ପାଇଁ ପୁରା ଶାସନ ବ୍ୟବସ୍ଥା ଲାଗି ପଡିଥିବ । କିନ୍ତୁ, ଓଡିଶାର ବିଚିତ୍ର ଶାସନ ବ୍ୟବସ୍ଥାକୁ ନେଇ ସୌମ୍ୟରଂଜନ ପଟ୍ଟନାୟକ ଆଲେଖ୍ୟରେ ପ୍ରଶ୍ନ ଉଠାଇବା ପରେ ତାହାହିଁ ହୋଇଛି । ଅଗଷ୍ଟ ୧୮, ୨୦୨୩ – ସମ୍ବାଦ ପଚାରିଥିଲା ପ୍ରଶ୍ନ ।Continue reading “୧୮ ଅଗଷ୍ଟରୁ ୨୧ ସେପ୍ଟେମ୍ବର: ସୌମ୍ୟରଂଜନଙ୍କ ସଂପାଦକୀୟ ପରେ ପ୍ରତିଶୋଧର ରକ୍ତ ଚାଉଳ ଚୋବାଉଛନ୍ତି ଛାୟା ସରକାର”

କାନାଡାରେ ପୁଣି ଗ୍ୟାଙ୍ଗୱାର । ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂଙ୍କୁ ହତ୍ୟା, ୨୦୧୭ରେ ନକଲି ପାସପୋର୍ଟ ସହାୟତାରେ କରିଥିଲା ପଳାୟନ

କନକ ବ୍ୟୁରୋ : କାନାଡାର ୱିନିପେଗ୍ ସିଟିରେ ଆକ୍ରମଣକାରୀଙ୍କ ଗୁଳିରେ ନିପାତ ହୋଇଛି ଖଲିସ୍ତନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂ ଓରଫ ସୁଖା । । ସୁଖାର ଫଟୋ ଭାରତୀୟ ତଦନ୍ତକାର ସଂସ୍ଥା ଏନଆଇଏ ଦିନକ ତଳେ ଜାରି କରିଥିଲା । ଏହି ତାଲିକାର ୩୩ ନମ୍ବରରେ ଥିବା ଗ୍ୟାଙ୍ଗଷ୍ଟର ଘର ହେଉଛି ପଞ୍ଜାବର ମୋଗାରେ । ଭାରତରେ ୫ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସୁଖଦୁଲ ସିଂହକୁ କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କ ସରକାରରେ ଅତିଥି କରିContinue reading “କାନାଡାରେ ପୁଣି ଗ୍ୟାଙ୍ଗୱାର । ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂଙ୍କୁ ହତ୍ୟା, ୨୦୧୭ରେ ନକଲି ପାସପୋର୍ଟ ସହାୟତାରେ କରିଥିଲା ପଳାୟନ”

ଭାରତ ସରକାରଙ୍କ କଡା ନିଷ୍ପତି । କାନାଡାବାସୀଙ୍କ ପାଇଁ ଭିସା ବ୍ୟବସ୍ଥା ବାତିଲ କଲେ ଭାରତ ସରକାର

କନକ ବ୍ୟୁରୋ : ବଢିଚାଲିଛି ଭାରତ-କାନାଡା ବିବାଦ । ଏହାରି ଭିତରେ କାନାଡ ଉପରେ ବଡ଼ ଆକ୍ସନ ନେଇଛି ଭାରତ । ଭିସା ବ୍ୟବସ୍ଥାକୁ ସସପେଣ୍ଡ କରିବା ସହ ନାଗରିକଙ୍କ ଏଂଟ୍ରି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ପ୍ରଥମେ ଉଭୟ ଦେଶ କୂଟନୀତିଜ୍ଞଙ୍କୁ ନିଲମ୍ବନ କରିବା ପରେ ଏବେ ଭାରତ କାନାଡା ନାଗରିକଙ୍କ ପାଇଁ ଭିସାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ଅର୍ଥାତ୍ କାନାଡାରୁ ଭାରତକୁ ଆସିଥିବା କାନାଡା ନାଗରିକଙ୍କୁ ଏବେContinue reading “ଭାରତ ସରକାରଙ୍କ କଡା ନିଷ୍ପତି । କାନାଡାବାସୀଙ୍କ ପାଇଁ ଭିସା ବ୍ୟବସ୍ଥା ବାତିଲ କଲେ ଭାରତ ସରକାର”

୨୦୨୯ ପୂର୍ବରୁ ଲାଗୁ ହେବ ମହିଳା ସଂରକ୍ଷଣ ବିଲ୍ । କଂଗ୍ରେସ କହିଲା, ଚାହିଁଲେ ତୁରନ୍ତ ସଂଶୋଧନ ବିଲ୍ ଲାଗୁ କରିପାରିବେ କେନ୍ଦ୍ର ସରକାର

କନକ ବ୍ୟୁରୋ : ନୂଆ ସଂସଦ ଭବନରେ ୫ ଦିନର ସ୍ୱତନ୍ତ୍ର ଅଧିବେଶନ କେବଳ ମହିଳା ସଂରକ୍ଷଣ ନାଁରେ ରହିଲା । ସଂସଦ ଇତିହାସରେ ପ୍ରଥମଥର ପାଇଁ ଲୋକସଭାରେ କୌଣସି ବିଲ୍ ୪୫୪ ବନାମ ୨ ବହୁମତରେ ପାରିତ ହୋଇଛି । ସଂସଦରେ ଉପସ୍ଥିତ ପ୍ରାୟ ସବୁ ଦଳର ନେତା ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ । ଏଆଇଏମଆଇଏମର ଦୁଇଜଣ ସାଂସଦଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବି ବିଲ୍କୁ ବିରୋଧ କରିନଥିଲେ । ବିଲ୍ ଏବେContinue reading “୨୦୨୯ ପୂର୍ବରୁ ଲାଗୁ ହେବ ମହିଳା ସଂରକ୍ଷଣ ବିଲ୍ । କଂଗ୍ରେସ କହିଲା, ଚାହିଁଲେ ତୁରନ୍ତ ସଂଶୋଧନ ବିଲ୍ ଲାଗୁ କରିପାରିବେ କେନ୍ଦ୍ର ସରକାର”

ପ୍ରତିଶୋଧ ପାଇଁ ବଦଳିଲା ଭାଷା: ଜନସେବକଙ୍କୁ କହିଲେ ଜନବିରୋଧୀ

କନକ ବ୍ୟୁରୋ: ସୌମ୍ୟ ରଂଜନଙ୍କୁ ଦଳରୁ ବହିଷ୍କାର କରାଯିବାର କାରଣ ଜନବିରୋଧୀ ଦର୍ଶାଇଛି ବିଜେଡି । କିନ୍ତୁ ସୌମ୍ୟରଂଜନ, ସବୁ ସୁଖ, ସୁବିଧାକୁ ପଛରେ ପକାଇ ଓଡିଶା ପାଇଁ ଯାହା କରିଛନ୍ତି ବୋଧହୁଏ, ଭୁଲିଯାଇଛି ଶାସକ ଦଳ । ଯିଏ ଓଡିଶା ଭାଷାର ପ୍ରଚାର ପ୍ରସାର, ମାଟିର ସ୍ୱାଭିମାନ ପାଇଁ ଲଢେଇ କରି ଆସୁଛନ୍ତି, ରକ୍ତଦାନକୁ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି । ତାଙ୍କୁ ଜନବିରୋଧୀ ଦର୍ଶାଇବା ବିଜେଡିର ଆକ୍ରୋଶକୁ ପଦାରେ ପକାଇଛି । ଯେତେବେଳେ ପ୍ରତିଶୋଧContinue reading “ପ୍ରତିଶୋଧ ପାଇଁ ବଦଳିଲା ଭାଷା: ଜନସେବକଙ୍କୁ କହିଲେ ଜନବିରୋଧୀ”

Design a site like this with WordPress.com
Get started