କନକ ବ୍ୟୁରୋ : ସମ୍ବାଦ ବିରୋଧରେ ଚାଲିଛି ରୀତିମତ ଚକ୍ରାନ୍ତ । ଆଉ ଉଦ୍ଦେଶ୍ୟମୂଳକ ଭାବେ ଇଓଡବ୍ଲୁରେ ମାମଲା କରୁଛନ୍ତି ପୂର୍ବତନ କର୍ମଚାରୀ । ପେଡ ମିଡିଆର କ୍ୟାମେରା ସାମ୍ନାରେ ଆସି ସମ୍ବାଦ ବିରୋଧରେ ମିଛ କଥା ଗପୁଛନ୍ତି ପୂର୍ବତନ କର୍ମଚାରୀ । ଚିହ୍ନି ରଖନ୍ତୁ ଭ୍ରାତାଙ୍କ ବଦନ । ନିଜକୁ ସରଳ ଓ ନିରୀହର ପରିଚୟ ଦେଇ, ସାରା ଓଡ଼ିଶାର ଲୋକଙ୍କୁ ଭୁଆଁ ବୁଲାଉଥିବା, ଭଦ୍ରମୁଖାଧାରୀ ମଣିଷର ଅସଲ୍ ଚେହେରା ସାମ୍ନାକୁ ଆସିଛି । ସମ୍ବାଦରContinue reading “ଚିହ୍ନିରଖ ଭ୍ରାତାଙ୍କ ବଦନ : କିଏ ଏହି ବ୍ୟକ୍ତି ? କ’ଣ ତାଙ୍କ ଅସଲ ପରିଚୟ ? ପ୍ରାୟୋଜିତ ଅଭିଯୋଗ ପଛରେ କ’ଣ ଏହି ବ୍ୟକ୍ତିଙ୍କ ଭୂମିକା ?”
Tag Archives: News
ଗଜା ହେଲା ବସ୍ତା ବସ୍ତା ଆଳୁ : ସରକାରୀ ଶୀତଳ ଭଣ୍ଡାର ନପାଇ ଚାଷୀଙ୍କ ସାହାରା ପାଲଟି ଥିଲା ଘରୋଇ ଶୀତଳଭଣ୍ଡାର; ଚିନ୍ତାରେ ଚାଷୀ
କନକ ବ୍ୟୁରୋ : ଗଜା ହୋଇଗଲା ଶହ ଶହ ଆଳୁ ବସ୍ତା । ସ୍ଥାନୀୟ ଅଞ୍ଚଳରେ ଶୀତଳଭଣ୍ଡାର ନଥିବାରୁ ଏକମାତ୍ର ଘରୋଇ ଶୀତଳଭଣ୍ଡାର ପାଲଟିଥିଲା ଭରସା । ଆଳୁ ଚାଷୀ ପୁରୀ ଆଳପୁର ଶୀତଳଭଣ୍ଡାରରେ ରଖିଥିଲେ ଆଳୁବସ୍ତା । କିନ୍ତୁ ଏବେ ସେସବୁ ଆଳୁବସ୍ତାରୁ ଗଜା ବାହାରିଛି । ଏହାକୁ ନେଇ ଚିନ୍ତାରେ ପୁରୀ ଜିଲ୍ଲା ୩ ବ୍ଲକର ଆଳୁଚାଷୀ । ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି ପିପିଲି, ସତ୍ୟବାଦୀ, ନିମାପଡ଼ା ଅଞ୍ଚଳର ଆଳୁ ଚାଷୀContinue reading “ଗଜା ହେଲା ବସ୍ତା ବସ୍ତା ଆଳୁ : ସରକାରୀ ଶୀତଳ ଭଣ୍ଡାର ନପାଇ ଚାଷୀଙ୍କ ସାହାରା ପାଲଟି ଥିଲା ଘରୋଇ ଶୀତଳଭଣ୍ଡାର; ଚିନ୍ତାରେ ଚାଷୀ”
ମହିଳାଙ୍କ ପାଇଁ କଡା ହେଲା ଡ୍ରେସ୍ କୋର୍ଡ ନିୟମ । ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ଜାଣନ୍ତୁ, କେଉଁଠି ଲାଗୁ ହେଲା ଏମିତି ନିୟମ……
କନକ ବ୍ୟୁରୋ: ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନେବ ସରକାର । ଡ୍ରେସ୍ କୋର୍ଡକୁ ନେଇ ଇରାନରେ ଦେଖାଯାଇଥିବା ବିବାଦ ଭିତରେ ଏବେ ଆସିଛି ପୁଣି ଏମିତି କିଛି ଖବର । ମହିଳା ଏବଂ ପୁରୁଷଙ୍କ ଡ୍ରେସ୍ କୋର୍ଡକୁ ନେଇ ଏବେ ଇରାନରେ ଶକ୍ତ ହେବାକୁ ଯାଉଛି ନିୟମ । ମିଳିଥିବା ସୂଚନା ମୁତାବକ, ଇରାନର ସଂସଦ ମହିଳାଙ୍କ ଡ୍ରେସ୍ କୋର୍ଡକୁ ନେଇ ଏକ ବିଲ୍Continue reading “ମହିଳାଙ୍କ ପାଇଁ କଡା ହେଲା ଡ୍ରେସ୍ କୋର୍ଡ ନିୟମ । ଟାଇଟ୍ ଡ୍ରେସ୍ ପିନ୍ଧିଲେ ହେବ ୧୦ ବର୍ଷ ଜେଲ୍ । ଜାଣନ୍ତୁ, କେଉଁଠି ଲାଗୁ ହେଲା ଏମିତି ନିୟମ……”
ବରଗଡ଼ରେ ଆଇଟିର ବଡ଼ ଚଢ଼ାଉ : ଏକକାଳୀନ ୮୦ଟି ସ୍ଥାନରେ ଆଇଟି ରେଡ୍
କନକ ବ୍ୟୁରୋ : ବରଗଡ଼ରେ ଆଇଟିର ବଡ଼ ଚଢ଼ାଉ । ଏସିଏ ଓମ୍ ପାନସାରିଙ୍କ ଫାର୍ମ ଓ ଘରରେ ଚଢାଉ କରାଯାଉଛି । ଏକକାଳୀନ ୮୦ଟି ସ୍ଥାନରେ ଆଇଟି ଚଢାଉ କରାଯାଉଛି । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଚାଳିଛି । The post ବରଗଡ଼ରେ ଆଇଟିର ବଡ଼ ଚଢ଼ାଉContinue reading “ବରଗଡ଼ରେ ଆଇଟିର ବଡ଼ ଚଢ଼ାଉ : ଏକକାଳୀନ ୮୦ଟି ସ୍ଥାନରେ ଆଇଟି ରେଡ୍”
ଷ୍ଟେସନରେ ‘କୁଲି’ ହେଲେ ରାହୁଲ ଗାନ୍ଧୀ । ଉଠାଇଲେ ଯାତ୍ରୀଙ୍କ ଜିନିଷପତ୍ର । କୁଲି ଭାଇମାନଙ୍କ ସହ ପାଖରେ ବସି କଲେ ଆଲୋଚନା ।
କନକ ବ୍ୟୁରୋ: ରେଳ ଷ୍ଟେସନର କୁଲିଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ରେଳ ଷ୍ଟେସନରେ କାମ କରୁଥିବା ଷ୍ଟେସନ କୁଲିଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ସେ କିଛି ଯାତ୍ରୀଙ୍କର ଜିନିଷ ପତ୍ର ମଧ୍ୟ ଉଠାଇଛନ୍ତି । ଆଉ କୁଲିଙ୍କ ସହିତ ବସି ତାଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । କଂଗ୍ରେସ ପାର୍ଟି ଏନେଇ ଏକ ଫଟୋ ଟୁଇଟରରେ ସେୟାରContinue reading “ଷ୍ଟେସନରେ ‘କୁଲି’ ହେଲେ ରାହୁଲ ଗାନ୍ଧୀ । ଉଠାଇଲେ ଯାତ୍ରୀଙ୍କ ଜିନିଷପତ୍ର । କୁଲି ଭାଇମାନଙ୍କ ସହ ପାଖରେ ବସି କଲେ ଆଲୋଚନା ।”
ପାରାଦୀପରେ ସେନାର ସମରାଭ୍ୟାସ : ୨ ଦିନ ଧରି ଚାଲିବ ‘ସାଗର କବଚ -୨’; ଉପକୂଳ ଓ ଜଳପଥ ସୀମାରେ କଡ଼ା ପ୍ରହରା
କନକ ବ୍ୟୁରୋ : ପାରାଦୀପରେ ସେନାର ସମରାଭ୍ୟାସ । ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ ସାଗର କବଚ –୨ । ୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀ ଜଳପଥ ଦେଇ ଆକ୍ରମଣ କରିଥିଲେ । ଏହାପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରିବାକୁ ଯାଇ ଏହିଭଳି ସମରାଭ୍ୟାସ ହେଉଛି । ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ସାମୁଦ୍ରିକ ମତ୍ସ୍ୟଜୀବୀ ସମୁଦାୟକୁ ସୁରକ୍ଷା ଦେବା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସଠିକ ରଖିବା ଏହିContinue reading “ପାରାଦୀପରେ ସେନାର ସମରାଭ୍ୟାସ : ୨ ଦିନ ଧରି ଚାଲିବ ‘ସାଗର କବଚ -୨’; ଉପକୂଳ ଓ ଜଳପଥ ସୀମାରେ କଡ଼ା ପ୍ରହରା”
ଭାରତରୁ ଫେରାର ଥିବା ଗ୍ୟାଙ୍ଗଷ୍ଟାର ସୁଖବିନ୍ଦରଙ୍କୁ କାନାଡାରେ ଗୁଳି ମାରି ହତ୍ୟା । ଖଲିସ୍ତାନୀ ଆତଙ୍କବାଦୀଙ୍କର ଅତ୍ୟନ୍ତ ଖାସ୍ ଥିଲା ସୁଖବିନ୍ଦର ।
କନକ ବ୍ୟୁରୋ : ଭାରତରୁ ଫେରାର ହୋଇ କାନାଡାରେ ଲୁଚିଥିବା ଜଣେ ଗ୍ୟାଙ୍ଗଷ୍ଟାରର ମୃତ୍ୟୁ । ପଞ୍ଜାବରୁ ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଖବିନ୍ଦର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀବଙ୍କ ଅତ୍ୟନ୍ତ ଖାସ୍ ଭାବେ ଜଣାଶୁଣା ଥିଲା ସୁଖବିନ୍ଦର । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସୁଖବିନ୍ଦର ଏନଆଇଏର ହିଟଲିଷ୍ଟରେ ରହିଥିଲା । କାନାଡାରେ ରହୁଥିଲେ ମଧ୍ୟ ସୁଖବିନ୍ଦର ଭାରତରେ ନିଜର ନେଟୱର୍କ ବିଛାଇଥିଲା । କାନାଡାରୁ ଫୋନ୍ କଲ ଯୋଗେ ଦାଦାବଟିContinue reading “ଭାରତରୁ ଫେରାର ଥିବା ଗ୍ୟାଙ୍ଗଷ୍ଟାର ସୁଖବିନ୍ଦରଙ୍କୁ କାନାଡାରେ ଗୁଳି ମାରି ହତ୍ୟା । ଖଲିସ୍ତାନୀ ଆତଙ୍କବାଦୀଙ୍କର ଅତ୍ୟନ୍ତ ଖାସ୍ ଥିଲା ସୁଖବିନ୍ଦର ।”
ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କଲା ଭାରତୀୟ ରେଳ । ଏଣିକି ମିଳିବ ୧୦ ଗୁଣା ଅଧିକ ପଇସା ।
କନକ ବ୍ୟୁରୋ: ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କଲା ଭାରତୀୟ ରେଳ ବୋର୍ଡ । ଟ୍ରେନ୍ ଦୁର୍ଘଟଣାରେ ଏଣିକି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ରେଳବୋର୍ଡ ତରଫରୁ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯିବ । ପୂର୍ବରୁ ଏହି କ୍ଷତିପୂରଣ ରାଶିର ପରିମାଣ ମାତ୍ର ୫୦ ହଜାର ଥିଲା । ଯାହାକୁ ଏବେ ବୃଦ୍ଧି କରାଯାଇଛି । ଅନ୍ୟପଟେ ଟ୍ରେନ୍ ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହେଲେ ଏଣିକି ତାଙ୍କୁContinue reading “ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କଲା ଭାରତୀୟ ରେଳ । ଏଣିକି ମିଳିବ ୧୦ ଗୁଣା ଅଧିକ ପଇସା ।”
ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ବାଚସ୍ପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ପ୍ରମିଳା ।
କନକ ବ୍ୟୁରୋ : ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରମିଳା । ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ଆଣିବା ପରେ ବାଚସ୍ପତି ପଦ ଫାଙ୍କାContinue reading “ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ବାଚସ୍ପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ପ୍ରମିଳା ।”
କେମିତି ହେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ ? ସେନ୍ସରି ପାର୍କ ପୁଷ୍କରଣୀରୁ ମିଳିଥିବା ଶବ
କନକ ବ୍ୟୁରୋ : କେମିତି ହେଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା ସେ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଟ୍ରାଫିକ୍ ଗେଟ୍ ନିକଟସ୍ଥ ସେନ୍ସରୀ ପାର୍କ ପରିସରସ୍ଥ ପୁଷ୍ପରଣୀରୁ ନିକଟରେ ୩୫ ବର୍ଷୀୟ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେ ଏଡିଏମ୍ କାର୍ଯ୍ୟାଳୟର ଜମିଜମା ବିଭାଗ ଦାୟିତ୍ୱରେ ଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛିContinue reading “କେମିତି ହେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ ? ସେନ୍ସରି ପାର୍କ ପୁଷ୍କରଣୀରୁ ମିଳିଥିବା ଶବ”