ଖଲିସ୍ତାନୀ ଆତଙ୍କୀ ପାଇଁ ଭାରତ-କାନାଡ଼ା ମଧ୍ୟରେ ତିକ୍ତତା: କିଏ ଏହି ହରଦୀପ ସିଂ ନିଜ୍ଜର? ଯାହା ପାଇଁ ଭାରତ-କାନାଡ଼ା ଭିତରେ ଚାଲିଛି କଳି

କନକ ବ୍ୟୁରୋ: ଦିନ ଯେତିକି ଗଡୁଛି ଭାରତ-କାନାଡା ମଧ୍ୟରେ କଳି ସେତିକି ବଢୁଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ବିବାଦର ନିଅାଁରେ ଘିଅ ଢାଳିଛି କାନାଡ଼ାର ଆଭିମୁଖ୍ୟ । ଭାରତ ଖଲିସ୍ତାନୀ ଆତଙ୍କୀଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିବାବେଳେ ଏହାକୁ ଅଣଦେଖା କରିଛି କାନାଡ଼ା । ସେପଟେ ଖଲିସ୍ତାନୀଙ୍କ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ନେଇ ସୂଚନା ମିଳିଛି । ମୋଷ୍ଟ ୱାଟେଂଡ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ।Continue reading “ଖଲିସ୍ତାନୀ ଆତଙ୍କୀ ପାଇଁ ଭାରତ-କାନାଡ଼ା ମଧ୍ୟରେ ତିକ୍ତତା: କିଏ ଏହି ହରଦୀପ ସିଂ ନିଜ୍ଜର? ଯାହା ପାଇଁ ଭାରତ-କାନାଡ଼ା ଭିତରେ ଚାଲିଛି କଳି”

ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଦୁଇ ଫାଳ । ରିୟଲ ଆଉ ଫେକକୁ ନେଇ ଦ୍ୱନ୍ଦ୍ୱ

କନକ ବ୍ୟୁରୋ : ଓଲିଉଡକୁ ଆଗକୁ ନେବାର ସ୍ୱପ୍ନ ଦେଖୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକ । ଜୁଲାଇମାସରେ ଉକ୍ରଳ ସିନେ ଚାମ୍ବର ଅଫ୍ କମର୍ସର ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହୋଇଥିଲେ ଦୁଇ ପ୍ରଯୋଜକ ଗୋଷ୍ଠୀ । ଏପରିକି ପୁଲିସ ପଂହଚି ହସ୍ତକ୍ଷେପ କରିଥିଲା । ଏବେ ଏଥିରେ ଆସିଛି ଟ୍ୱିଷ୍ଟ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଉନ୍ନତି ଓ ପ୍ର ଯୋଜକଙ୍କୁ ସୁରକ୍ଷା ପାଇଁ ଗଠନ ହୋଇଛି ଉକ୍ରଳ ସିନେ ଚାମ୍ବର୍ସ ଅଫ କମର୍ସ । କିନ୍ତୁContinue reading “ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଦୁଇ ଫାଳ । ରିୟଲ ଆଉ ଫେକକୁ ନେଇ ଦ୍ୱନ୍ଦ୍ୱ”

ଶ୍ରୀକାନ୍ତଙ୍କ ଅଭିଯୋଗ, ସଂଯୁକ୍ତାଙ୍କ ଜବାବ । କହିଲେ, ଫସାଇବାକୁ ହେଉଛି କ୍ଷଡ଼ଯନ୍ତ୍ର

କନକ ବ୍ୟୁରୋ : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ମହିଳା ନେତ୍ରୀ ସଂଯୁକ୍ତା ମହଲଙ୍କ ମଧ୍ୟରେ ତେଜିବାରେ ଲାଗିଛି ବିବାଦ । ପୂର୍ବତନ ମନ୍ତ୍ରୀ ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଥିବା ଅଭିଯୋଗ ପରେ ଜବାବ ରଖିଛନ୍ତି ସଂଯୁକ୍ତା । ଏ ଘଟଣାରେ ଶ୍ରୀକାନ୍ତଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସଂଯୁକ୍ତା । କହିଛନ୍ତି, ଚକ୍ରାନ୍ତ କରି ତାଙ୍କୁ ଫସାଇବାକୁ ଚାଲିଛି ପ୍ରୟାସ । ବିକାଶ ବେହେରା କିଏ ସେ ଜାଣିନାହାନ୍ତି ।Continue reading “ଶ୍ରୀକାନ୍ତଙ୍କ ଅଭିଯୋଗ, ସଂଯୁକ୍ତାଙ୍କ ଜବାବ । କହିଲେ, ଫସାଇବାକୁ ହେଉଛି କ୍ଷଡ଼ଯନ୍ତ୍ର”

ନଗର ଉନ୍ନୟନ ସଚିବ ଜି ମାଥିଭାଥନନ୍, ଗୋଟିଏ ବିଭାଗରେ ୯ ବର୍ଷ ହେଲା କରୁଛନ୍ତି ରାଜ୍

କନକ ବ୍ୟୁରୋ : ତାମିଲନାଡୁ ନିବାସୀ ଅଧିକାରୀଙ୍କ ଉପରେ ରହିଛି ସରକାରଙ୍କ ଅଶେଷ ପ୍ରୀତି । ଜି ମାଥିଭାଥନନ, ୧୯୯୪ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ । ୨୦୧୪ ଅଗଷ୍ଟରେ ନଗର ଉନ୍ନୟନ ସଚିବ ଭାବେ ମିଳିଥିଲା ନିଯୁକ୍ତି । ୯ ବର୍ଷ ହେଲା ନଗର ଉନ୍ନୟନ ବିଭାଗରୁ ଆଉ ହଲୁନାହାନ୍ତି ଏହି ସରକାରୀ ବାବୁ । ଏ ନେଇ ବିରୋଧୀ ଅଭିଯୋଗ କରିଥିଲେ ବି ଏତେ ବର୍ଷ ଧରି କାହିଁକି ଗୋଟିଏ ପଦରେ ସଚିବContinue reading “ନଗର ଉନ୍ନୟନ ସଚିବ ଜି ମାଥିଭାଥନନ୍, ଗୋଟିଏ ବିଭାଗରେ ୯ ବର୍ଷ ହେଲା କରୁଛନ୍ତି ରାଜ୍”

ମହିଳା ସଂରକ୍ଷଣ ବିଲ୍: କାହାକୁ ମିଳିବ ଶ୍ରେୟ? ନିଜ ନିଜ ଦଳ ସପକ୍ଷରେ ଓକିଲାତି କଲେ ନେତା

କନକ ବ୍ୟୁରୋ : ଦୀର୍ଘ ୨୭ ବର୍ଷର ପ୍ରତୀକ୍ଷା ପରେ ‘ମହିଳା ସଂରକ୍ଷଣ ବିଲ୍’ ବାସ୍ତବ ରୂପ ନେବାକୁ ଯାଉଛି । ମହିଳାଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ ହେବ ଓ ନାରୀ ଶକ୍ତି ସଂରକ୍ଷିତ ଢ଼ଙ୍ଗରେ ଗଣତାନ୍ତ୍ରିକ ପ୍ରକିୟାରେ ସାମିଲ ହେବେ    । ଏହାକୁ ନେଇ ଲୋକସଭାରେ ଆରମ୍ଭ ହୋଇଛି ବିତର୍କ । ହେଲେ ବିତର୍କ ଆରମ୍ଭରୁ ତେଜିଛି ଶ୍ରେୟ ରାଜନୀତି । ବିତର୍କରେ ସାମିଲ୍ ହୋଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି: ଏହା ମୋContinue reading “ମହିଳା ସଂରକ୍ଷଣ ବିଲ୍: କାହାକୁ ମିଳିବ ଶ୍ରେୟ? ନିଜ ନିଜ ଦଳ ସପକ୍ଷରେ ଓକିଲାତି କଲେ ନେତା”

ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ପ୍ରମିଳା । କହିଲେ, ନିରପେକ୍ଷ ଭାବେ ସମସ୍ତଙ୍କୁ ନେଇ ଆଗକୁ ବଢିବି ।

କନକ ବ୍ୟୁରୋ: ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆସନ୍ତାକାଲି କରିବେ ନାମାଙ୍କନ । ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ । କହିଲେ, ପ୍ରଥମ ମହିଳା ବାଚସ୍ପତି ଭାବେ ଦଳ ପ୍ରାର୍ଥୀ କରିଛି । ନିର୍ବାଚିତ ହେଲେ ସମସ୍ତଙ୍କ ସହଯୋଗ ନେଇ କାମ କରିବି । ନିରପେକ୍ଷ ଭାବେ ସମସ୍ତଙ୍କୁ ନେଇ ଆଗକୁ ବଢିଛି ।Continue reading “ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ପ୍ରମିଳା । କହିଲେ, ନିରପେକ୍ଷ ଭାବେ ସମସ୍ତଙ୍କୁ ନେଇ ଆଗକୁ ବଢିବି ।”

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ: ଦୁଇ ତୃତୀୟାଂଶ ବହୁମତରେ ବିଲ୍ ପାସ୍

କନକ ବ୍ୟୁରୋ: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି । ଦୁଇ ତୃତୀୟାଂଶ ବହୁମତରେ ବିଲ୍ ପାସ୍ ହେଲା । ନାରୀଶକ୍ତି ବନ୍ଦନ ଅଧିନିୟମ ଲୋକସଭାରେ ପାରିତ ହୋଇଛି । ମହିଳା ସଂରକ୍ଷଣ ବିଲ ସପକ୍ଷରେ ୪୫୪ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ପଡିଛି ୨ ଭୋଟ୍ । ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ ହେବା ପରେ ବୁଧବାର ଗୃହରେ ତର୍କବିତର୍କ ହୋଇଥିଲା । ଉଭୟ ସରକାର ଓ ବିରୋଧୀ ବିଲ ଉପରେ ମତାମତContinue reading “ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ: ଦୁଇ ତୃତୀୟାଂଶ ବହୁମତରେ ବିଲ୍ ପାସ୍”

ଆହୁରି ତେଜିବ ଶିକ୍ଷକ ଆନ୍ଦୋଳନ । ୨୬ରେ ମହାସମାବେଶ ପାଇଁ ପ୍ରସ୍ତୁତି

କନକ ବ୍ୟୁରୋ : ଶିକ୍ଷକ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମନ୍ତ୍ରୀ ସ୍ୱୀକାର କରିଛନ୍ତି ଶିକ୍ଷକଙ୍କ ବିଭିନ୍ନ ଗୋଷ୍ଠୀ ରହିଛି ଓ ଭିନ୍ନ ଭିନ୍ନ ଦାବି ରହିଛି । ଅର୍ଥାତ ସୋମବାର ସରକାରଙ୍କ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ଶିକ୍ଷକ ଆନ୍ଦୋଳନ ନେଇ ଖୋଦ୍ ଶିକ୍ଷକ ସଂଘ ଦୁଇଭାଗ ହୋଇଛି । ଦୁଇଟି ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ବେଳେଆଉ ଆଉ କିଛି ସଂଘ ଆନ୍ଦୋଳନ ଜାରି ରଖିଛନ୍ତିContinue reading “ଆହୁରି ତେଜିବ ଶିକ୍ଷକ ଆନ୍ଦୋଳନ । ୨୬ରେ ମହାସମାବେଶ ପାଇଁ ପ୍ରସ୍ତୁତି”

ସରକାରଙ୍କ ଆକ୍ରୋଶରେ ଶିକାର ହେଲା କି ସମ୍ବାଦ ଗ୍ରୁପ ? ଏଭଳି କଠିନ ସମୟରେ କର୍ମଚାରୀ କଲେ ସମର୍ଥନ, କହିଲେ ସମ୍ବାଦ ଆମ ପରିବାର

କନକ ବ୍ୟୁରୋ : ସମ୍ବାଦରୁ ଚାକିରି ଛାଡିବାର ୧୫ବର୍ଷ ପରେ, ଅଭିଯୋଗ ଆଣି ବଦନାମ କରିବାକୁ ଷଡଯନ୍ତ୍ରର ଅଂଶ ବନିଥିବା ଏହି ଦୁଇ ବ୍ୟକ୍ତିଙ୍କୁ ଭଲ ଭାବରେ ଜାଣିରଖନ୍ତୁ । ଅଭିଯୋଗ ଆଣିଥିବା ଦୁଇ ବ୍ୟକ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ବୋଲି ପରିଚୟ ଦେଇ ତାଙ୍କ ଅଜାଣତରେ ରୁଣ ଉଠା ଯାଇଥିବା ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି । ହେଲେ, ନିଜକୁ ନୀରିହ ଓ ଅତି ସାଧାରଣର ପରିଚୟ ଦେଉଥିବା ଅସୀମ ରାଜ୍ୟ ସରକାରଙ୍କ ମୁଖପାତ୍ର ସାଜିଥିବା ସକାଳContinue reading “ସରକାରଙ୍କ ଆକ୍ରୋଶରେ ଶିକାର ହେଲା କି ସମ୍ବାଦ ଗ୍ରୁପ ? ଏଭଳି କଠିନ ସମୟରେ କର୍ମଚାରୀ କଲେ ସମର୍ଥନ, କହିଲେ ସମ୍ବାଦ ଆମ ପରିବାର”

ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ: କହିଲେ, ନିର୍ବାଚିତ ହେଲେ ସମସ୍ତଙ୍କ ସହଯୋଗ ନେଇ କାମ କରିବି

କନକ ବ୍ୟୁରୋ: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି । ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ ୯ଟା ୩୦ରେContinue reading “ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ: କହିଲେ, ନିର୍ବାଚିତ ହେଲେ ସମସ୍ତଙ୍କ ସହଯୋଗ ନେଇ କାମ କରିବି”

Design a site like this with WordPress.com
Get started