ବିଜେପି ନେତ୍ରୀ ବଡ ବୟାନ, କହିଲେ ଓଡିଶାରେ ନାହିଁ ଗଣତନ୍ତ୍ର: ଏଠି ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ, କିନ୍ତୁ ସଚିବଙ୍କୁ କହିଲେ ପ୍ରତିଶୋଧ ପରାୟଣ ହେଉଛନ୍ତି ସରକାର

କନକ ବ୍ୟୁରୋ: ଓଡିଶାରେ ନାହିଁ ଗଣତନ୍ତ୍ର । ସମ୍ବାଦ ଉପରେ ଇଓଡବ୍ଲୁ ରେଡ୍ ନେଇ ବିଜେପି ନେତ୍ରୀ ପ୍ରଭାତି ପରିଡାଙ୍କ ବଡ ବୟାନ । କହିଲେ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ । ହେଲେ ସଚିବଙ୍କୁ କହିଲେ ସରକାର ପ୍ରତିଶୋଧ ପରାୟଣ ହୋଇଯିବେ । ସଚିବଙ୍କୁ ନେଇ କହିଛନ୍ତି, ଦରମା ନେଇ ସେବା କରିବାକୁ ଆସିଛନ୍ତି ଅଫିସର । ଶାସନ କରିବା କଥା କାହିଁକି ଚିନ୍ତା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତି ପରିଡାContinue reading “ବିଜେପି ନେତ୍ରୀ ବଡ ବୟାନ, କହିଲେ ଓଡିଶାରେ ନାହିଁ ଗଣତନ୍ତ୍ର: ଏଠି ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ, କିନ୍ତୁ ସଚିବଙ୍କୁ କହିଲେ ପ୍ରତିଶୋଧ ପରାୟଣ ହେଉଛନ୍ତି ସରକାର”

ସଂକଟରେ ‘ଆକାଶ’ଏୟାରଲାଇନ୍ସ, ଦୈନିକ ବାତିଲ ହେଉଛି ୨୪ଟି ଉଡାଣ

କନକ ବ୍ୟୁରୋ : ଆକାଶ ଏୟାର ଲାଇନ୍ସରୁ ୪୩ ଜଣ ପାଇଲଟ ଏକାସାଥିରେ ଇସ୍ତଫା ଦେବା ପରେ ଏବେ ସଂକଟରେ ପଡିଛି । ଏହି କାରଣରୁ ଏୟାରଲାଇନ୍ସ ତାର ଉଡାଣ ବନ୍ଦ କରିପାରେ ବୋଲି ଆଶଂକା କରାଯାଉଛି । ପାଇଲଟଙ୍କ ଅଚାନକ ଇସ୍ତଫା ପରେ ସେପ୍ଟେମ୍ବର ମାସରେ ଦୈନିକ ୨୪ଟି ଉଡାଣ ବାତିଲ କରିବାକୁ ପଡିଛି । ଏନେଇ ଏୟାରଲାଇନ୍ସ ତରଫରୁ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟରେ ସୂଚନା ଦେଇଛନ୍ତି । ଏୟାରଲାଇନର ଓକିଲ ବିଚାରପତି ଜଷ୍ଟିସContinue reading “ସଂକଟରେ ‘ଆକାଶ’ଏୟାରଲାଇନ୍ସ, ଦୈନିକ ବାତିଲ ହେଉଛି ୨୪ଟି ଉଡାଣ”

ଗୋଟିଏ ପଦବୀରେ ୯ ବର୍ଷ : ଅଖଣ୍ଡ କ୍ଷମତା ପାଇଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି କି ଜି ମାଥିଭାଥନନ୍ ?

କନକ ବ୍ୟୁରୋ : ସରକାରଙ୍କ ବାବୁ ପ୍ରୀତି । ଗୋଟିଏ ପଦବିରେ ବର୍ଷ ବର୍ଷ ଧରି ରାଜ କରୁଛନ୍ତି ସରକାରୀ ବାବୁ । ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନନ୍ । ଗତ ୯ ବର୍ଷ ହେବ ଏହି ପଦବୀରୁ ଆଉ ହଲୁ ନାହାଁନ୍ତି । ଗୋଟିଏ ବିଭାଗରେ ଜଣେ ସଚିବ ଏତେ ବର୍ଷ ଧରି କାହିଁକି ରହିଛନ୍ତି, ସେ ପ୍ରଶ୍ନର ଉଚିତ ଉତ୍ତର ଦେବ କିଏ । ନଗର ଉନ୍ନୟନ ବିଭାଗର ସଚିବ ପଦବୀରେContinue reading “ଗୋଟିଏ ପଦବୀରେ ୯ ବର୍ଷ : ଅଖଣ୍ଡ କ୍ଷମତା ପାଇଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି କି ଜି ମାଥିଭାଥନନ୍ ?”

ଇଲେକ୍ଟ୍ରିସିଆନ ଠିକାଦାର ହେବାକୁ ଯାଇ ହେଇଗଲା ଆତଙ୍କବାଦୀ ଠିକାଦାର

କାଶ୍ମୀର ଅନନ୍ତନାଗ ଗଡୁଲ ଜଙ୍ଗଲରେ ସାତଦିନ ଧରି ଚାଲିଥିବା ଅପରେସନ ଗତ ମଙ୍ଗଳବାର ଶେଷ ହୋଇଛି । ଏହି ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ  ଉଜେର ଖାନର ଶବ ଉଦ୍ଧାର କରାଯାଇଛି । ତା ସହ ମିଳିଥିବା ଆଉ ଏକ ଆତଙ୍କବାଦୀର  ଶବ ଚିହ୍ନଟ ହୋଇପାରିନାହିଁ । ଉଜେର ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । ସେମାନଙ୍କ ନିକଟରୁ ବହୁ ପରିମାଣରେ ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।  ଏହି ଏନକାଉଣ୍ଟରରେContinue reading “ଇଲେକ୍ଟ୍ରିସିଆନ ଠିକାଦାର ହେବାକୁ ଯାଇ ହେଇଗଲା ଆତଙ୍କବାଦୀ ଠିକାଦାର”

ଭାରତରେ ମହିଳା ସଂରକ୍ଷଣ ବିଲକୁ ନେଇ ଚାଲିଛି ତର୍କ ବିତର୍କ । ଜାଣନ୍ତୁ ବିଶ୍ୱର କେଉଁ କେଉଁ ସାଂସଦରେ ମହିଳାଙ୍କ ପାଇଁ ରହିଛି ସଂରକ୍ଷଣ ବ୍ୟବସ୍ଥା

କନକ ବ୍ୟୁରୋ : ଭାରତର ସଂସଦ ପାଇଁ ମହିଳା ସଂରକ୍ଷଣ ବିଲ ଲୋକସଭାରେ ଉପସ୍ଥାପିତ ହୋଇଛି । ଏହି ପ୍ରସଙ୍ଗ କିଛି ଦଶକ ଧରି ଚାଲିଥିବା ବେଳେ ଏହାକୁ ପ୍ରଥମେ ୨୭ ବର୍ଷ ପୂର୍ବେ ସଂସଦରେ ଉପସ୍ଥାପନ କରାଯାଇଥିଲା । ଆଶା କରାଯାଉଛି କି ଚଳିତ ଥର ଏହା ସଂସଦରେ ପାରିତ ହୋଇପାରେ । ହେଲେ ବିଶେଷଜ୍ଞଙ୍କ ମତରେ ଏହା ୨୦୨୬ ପୂର୍ବରୁ ଲାଗୁ ହୋଇପାରିବ ନାହିଁ । ହେଲେ ଏହି ବିଲ୍ ପାରିତ ହେବା ପରେContinue reading “ଭାରତରେ ମହିଳା ସଂରକ୍ଷଣ ବିଲକୁ ନେଇ ଚାଲିଛି ତର୍କ ବିତର୍କ । ଜାଣନ୍ତୁ ବିଶ୍ୱର କେଉଁ କେଉଁ ସାଂସଦରେ ମହିଳାଙ୍କ ପାଇଁ ରହିଛି ସଂରକ୍ଷଣ ବ୍ୟବସ୍ଥା”

ଶ୍ରୀକାନ୍ତ ସାହୁ, ତାଙ୍କ ଝିଅଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ : ସଂଯୁକ୍ତା ମହଲ ଓ ବିକାଶ ବେହେରାଙ୍କ ମେସେଜ ଆଧାରରେ ଥାନାରେ ଦେଲେ ଏତଲା

କନକ ବ୍ୟୁରୋ : ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ । ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ ଏତଲା ଦେଇଛନ୍ତି । ମୋବାଇଲ୍କୁ ଆସିଥିବା ମେସେଜ୍ ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି । ଏହି ମେସେଜରେ ସଂଯୁକ୍ତା ମହଲ ଓ ବିକାଶ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟରେ ଚାଟିଂ ରହିଛି । ଏତଲାରେ ଶ୍ରୀକାନ୍ତ ସାହୁ ଲେଖିଛନ୍ତି ଯେ, ଏହିContinue reading “ଶ୍ରୀକାନ୍ତ ସାହୁ, ତାଙ୍କ ଝିଅଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ : ସଂଯୁକ୍ତା ମହଲ ଓ ବିକାଶ ବେହେରାଙ୍କ ମେସେଜ ଆଧାରରେ ଥାନାରେ ଦେଲେ ଏତଲା”

ଏକ୍ସ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ମାସିକ ବିଲ୍ ନେବାକୁ ଯୋଜନା କରୁଛନ୍ତି ଏଲନ୍ ମସ୍କ

କନକ ବ୍ୟୁରୋ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଖବର ଆସିଛି । ଏକ୍ସର ମାଲିକ ଏଲନ ମସ୍କ ଯୋଜନା କରୁଛନ୍ତି କି, ସମସ୍ତ ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ଆଦାୟ କରିବେ । ଏନେଇ ନିଜେ ଏଲନ୍ ମସ୍କ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ଏକ୍ସ ପ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର ସମାଧାନ ପାଇଁ ଏଭଳି କରିବା ନିହାତି ଜରୁରୀ । ହେଲେContinue reading “ଏକ୍ସ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ମାସିକ ବିଲ୍ ନେବାକୁ ଯୋଜନା କରୁଛନ୍ତି ଏଲନ୍ ମସ୍କ”

କଂଗ୍ରେସ ଭବନ ସମ୍ମୁଖରୁ ସନ୍ଦୀଗ୍ଧ ମୃତଦେହ ଉଦ୍ଧାର : ଅଜଣା ଗାଡିରୁ ବ୍ୟକ୍ତିଙ୍କୁ ଠେଲି ଦେଇଥିବା ଅଭିଯୋଗ

କନକ ବ୍ୟୁରୋ : ମାଷ୍ଟରକ୍ୟାଣ୍ଟିନ୍ କଂଗ୍ରେସ ଭବନ ସମ୍ମୁଖରୁ ସନ୍ଦୀଗ୍ଧ ମୃତଦେହ ଉଦ୍ଧାର । ଏକ ଅଜଣା ଗାଡିରୁ ବ୍ୟକ୍ତିଙ୍କୁ ଠେଲି ଦେଇଥିବା ଅଭିଯୋଗ । ହସ୍ପିଟାଲ ନେବା ରାସ୍ତାରେ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇଥିବା ପୁଲିସର ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଉକ୍ତ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବୁଲାବୁଲିି କରୁଥିଲେ ବୋଲି ପୁଲିସ କହିଛି । ତାଙ୍କର ବୟସ ପ୍ରାୟ ୩୫ ବର୍ଷ ହେବ । ଏକ ଅଜଣା ଗାଡିରୁ ଉକ୍ତ ବ୍ୟକ୍ତିଙ୍କୁ ଠେଲି ଦେଇଥିବାContinue reading “କଂଗ୍ରେସ ଭବନ ସମ୍ମୁଖରୁ ସନ୍ଦୀଗ୍ଧ ମୃତଦେହ ଉଦ୍ଧାର : ଅଜଣା ଗାଡିରୁ ବ୍ୟକ୍ତିଙ୍କୁ ଠେଲି ଦେଇଥିବା ଅଭିଯୋଗ”

ଓଡିଆ କୃଷି ବୈଜ୍ଞାନିକଙ୍କୁ ବଡ ସଫଳତା : ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇବେ ସ୍ୱାତୀ ନାୟକ

କନକ ବ୍ୟୁରୋ : ଓଡ଼ିଆ ବୈଜ୍ଞାନିକଙ୍କୁ ବଡ଼ ସଫଳତା । ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇବେ ପ୍ରବାସୀ ଓଡ଼ିଆ ସ୍ୱାତୀ ନାୟକ । ଆମେରିକାରେ ଥିବା ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆମେରିକାରେ ନିଉୱାର୍କ ସହରରେ ଚାଲିଥିବା ଜଳବାୟୁ ସପ୍ତାହ ଉତ୍ସବରେ ଏନେଇ ଘୋଷଣା କରାଯାଇଛି । ସ୍ୱାତୀ ନାୟକ ଏବେ ଫିଲିଫାଇନ୍ସରେ ଥିବା ସିଜିଆଇ ଅର୍ନ୍ତଜାତୀୟ ଧାନ ଗବେଷଣା ସଂସ୍ଥାରେ କୃଷି ବୈଜ୍ଞାନିକ ଅଛନ୍ତିContinue reading “ଓଡିଆ କୃଷି ବୈଜ୍ଞାନିକଙ୍କୁ ବଡ ସଫଳତା : ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇବେ ସ୍ୱାତୀ ନାୟକ”

ମିସ୍ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ

  ପାକିସ୍ତାନରେ ମିସ୍ ୟୁନିଭର୍ସକୁ ନେଇ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ । କରାଚି ବାସିନ୍ଦା ଏରିକା ରବିନ୍ ‘ମିସ୍ ୟୁନିଭର୍ସ ପାକିସ୍ଥାନ 2023’ ଟାଇଟଲ୍ ଜିତିଥିଲେ । ଏହି ଟାଇଟଲ୍ ହାସଲ କରିବାରେ ସେ ପାକିସ୍ତାନର ପ୍ରଥମ ମହିଳା କିନ୍ତୁ  ତାଙ୍କ ଦେଶର ଲୋକମାନେ ତାଙ୍କ ବିରୋଧରେ ରଣହୁଙ୍କାର ଦେଲେଣି । ପାକିସ୍ତାନର କରାଚି ନିବାସୀ ଏରିକା ରବିନ୍ ‘ମିସ୍ ୟୁନିଭର୍ସ ପାକିସ୍ଥାନ 2023’ ଆଖ୍ୟା ଅର୍ଜନ କରି ଦେଶର ପ୍ରଥମ ମହିଳାContinue reading “ମିସ୍ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ”

Design a site like this with WordPress.com
Get started