କନକ ବ୍ୟୁରୋ : ବାହାରିନରେ ଓଡିଆ ସମାଜ ପକ୍ଷରୁ ଗଣେଶ ପୂଜା ପାଳିତ । ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଗଣେଶ ପୂଜା ପାଳନ କରାଯାଇଛି । ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ଗତ ୨୬ ବର୍ଷରୁ ଆମେ ବିଦେଶୀ ମାଟିରେ ଆମର ସାଂସ୍କୃତିକ ମୂଲ୍ୟବୋଧକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ । ଯେତେବେଳେ ସମଗ୍ର ବିଶ୍ୱ ଏକ କଠିନ ପର୍ୟ୍ୟାୟ ଦେଇ ଗତି କରୁଛି ଆମେ ବାହାରିନ ରାଜ୍ୟରେ ଗଣେଶContinue reading “ବାହାରିନରେ ଓଡିଆ ସମାଜ ପକ୍ଷରୁ ଗଣେଶ ପୂଜା ପାଳିତ”
Tag Archives: News
ବାପାଙ୍କ ଭୁଲ ବାଟରେ ଟ୍ରୁଡୋ । ପିୟରେ ଟ୍ରୁଡୋଙ୍କ ଭୁଲକୁ ଦୋହରାଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । କ’ଣ ଏହାର ଇତିହାସ?
କନକ ବ୍ୟୁରୋ: କାନାଡାରେ ପଶି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିବା ଦୋଷ ଲଦିବା ପରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଉଚିତ ଜବାବ ଦେଇସାରିଛନ୍ତି ଭାରତ ସରକାର । ଟ୍ରୁଡୋଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛି ଭାରତ । ଏହା ପରେ ଦୁଇ ଦେଶ ସମ୍ପର୍କରେ ତିକ୍ତତା ବଢିଯାଇଛି । ଏହି ଘଟଣାକୁ ନେଇ କାନାଡା ସରକାର ସେଠାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ମଧ୍ୟ ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନଙ୍କୁ ବହିଷ୍କାରContinue reading “ବାପାଙ୍କ ଭୁଲ ବାଟରେ ଟ୍ରୁଡୋ । ପିୟରେ ଟ୍ରୁଡୋଙ୍କ ଭୁଲକୁ ଦୋହରାଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । କ’ଣ ଏହାର ଇତିହାସ?”
ଜୀ ସାର୍ଥକ ଚଳଚ୍ଚିତ୍ର ‘ପ୍ରତିଶୋଧ’ର ଅଡିଓ ଲୋକାର୍ପିତ
କନକ ବ୍ୟୁରୋ : ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରତିଶୋଧ”ର ଅଡିଓ ରିଲିଜ୍ ଭୁବନେଶ୍ୱରର ଏକ ତାରକା ହୋଟେଲରେ ହୋଇଯାଇଛି । ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ ସ୍ୱରାଜ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେContinue reading “ଜୀ ସାର୍ଥକ ଚଳଚ୍ଚିତ୍ର ‘ପ୍ରତିଶୋଧ’ର ଅଡିଓ ଲୋକାର୍ପିତ”
ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ମା’ଙ୍କ ଦର୍ଶନ ପରେ ନୂଆ ଖାଇବେ ଲୋକେ ।
କନକ ବ୍ୟୁରୋ : ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟ ଦିନ ୧୦ଟା ୩୭ ମିନିଟ୍ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ । ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀContinue reading “ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ମା’ଙ୍କ ଦର୍ଶନ ପରେ ନୂଆ ଖାଇବେ ଲୋକେ ।”
ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡିଶାରେ ଉତ୍ସାହ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ ରାଜ୍ୟପାଳ
କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ । ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନୂଆଁଖାଇ ପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠିContinue reading “ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡିଶାରେ ଉତ୍ସାହ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ ରାଜ୍ୟପାଳ”
‘ଭାରତ ମସଲା’ର ୨୪ତମ ପ୍ରତିଷ୍ଠା ଦିବସ : କାର୍ଯ୍ୟକ୍ରମରେ ୮ଜଣଙ୍କୁ କରାଗଲା ସମ୍ମାନିତ
କନକ ବ୍ୟୁରୋ : ଦେଶର ଅଗ୍ରଣୀ ମସଲା କମ୍ପାନୀ “ଭାରତ ମସଲା” ର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜଗତପୁର ଇମାମନଗର ସ୍ଥିତ ଭାରତ ଷ୍ଟୁଡିଓ ଠାରେ ପାଳିତ ହୋଇଛି । ଜୟ ଭାରତ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହକୁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ୍ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଭାରତContinue reading “‘ଭାରତ ମସଲା’ର ୨୪ତମ ପ୍ରତିଷ୍ଠା ଦିବସ : କାର୍ଯ୍ୟକ୍ରମରେ ୮ଜଣଙ୍କୁ କରାଗଲା ସମ୍ମାନିତ”
ଭାରତର କଡା କାର୍ଯ୍ୟାନୁଷ୍ଠାନ ପରେ ନରମିଲା ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର : ନୂଆଦିଲ୍ଲୀକୁ ଉସୁକାଇବାକୁ ଚାହେଁନି କହିଲେ କାନାଡା ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ନରମିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଭିତରେ କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏହାକୁ ବଢାଇବାକୁ ଚାହୁଁନାହୁଁ । କିନ୍ତୁ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ଭାରତ ଗୁରୁତର ସହ ନେବା ଦରକାର ବୋଲି କହିଛନ୍ତି ଜଷ୍ଟିନ୍ ଟ୍ରୁଡୋ । । କାନାଡାରେ ହରଦୀପଙ୍କୁ ଭାରତୀୟ ଏଜେଂଟ ହତ୍ୟା କରିଥିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ଜଷ୍ଟିନ୍ ଟ୍ରୁଡୋ ।Continue reading “ଭାରତର କଡା କାର୍ଯ୍ୟାନୁଷ୍ଠାନ ପରେ ନରମିଲା ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର : ନୂଆଦିଲ୍ଲୀକୁ ଉସୁକାଇବାକୁ ଚାହେଁନି କହିଲେ କାନାଡା ପ୍ରଧାନମନ୍ତ୍ରୀ”
ବିଧାୟକ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ : ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାରେ ଏତଲା ଦେଲେ ଶ୍ରୀକାନ୍ତ ସାହୁ
କନକ ବ୍ୟୁରୋ : ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ । ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ ଏତଲା ଦେଇଛନ୍ତି । ମୋବାଇଲକୁ ଆସିଥିବା ମେସେଜ୍ ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି । ଏହି ମେସେଜ୍ରେ ସଂଯୁକ୍ତା ମହଲ ଓ ବିକାଶ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟରେ ଚାଟିଂ ରହିଛି । ଏତଲାରେ ଶ୍ରୀକାନ୍ତ ସାହୁ ଲେଖିଛନ୍ତି ଯେ, ଏହିContinue reading “ବିଧାୟକ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ : ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାରେ ଏତଲା ଦେଲେ ଶ୍ରୀକାନ୍ତ ସାହୁ”
ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ : ୨୦୦ରେ ପହଞ୍ଚିଲା ପଜିଟିଭ ସଂଖ୍ୟା; ଦିନକରେ ଚିହ୍ନଟ ହେଲେ ଆଉ ୭ ଆକ୍ରାନ୍ତ
କନକ ବ୍ୟୁରୋ : ସୁନ୍ଦରଗଡ଼କୁ ଟେନସନ୍ ଦେଉଛି ସ୍କ୍ରବ ଟାଇଫସ । ୨୦୦ରେ ପହଞ୍ଚିଲାଣି ପଜିଟିଭ ସଂଖ୍ୟା । ଆଜି ପୁଣି ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୭ ଆକ୍ରାନ୍ତ । ଔଷଧ ମହଜୁଦ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଦେଇଛନ୍ତି । ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେContinue reading “ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ : ୨୦୦ରେ ପହଞ୍ଚିଲା ପଜିଟିଭ ସଂଖ୍ୟା; ଦିନକରେ ଚିହ୍ନଟ ହେଲେ ଆଉ ୭ ଆକ୍ରାନ୍ତ”
କିଛି ଦିନ ପରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍ : ଏହା ପୂର୍ବରୁ ଆଇସିସି ଏକ ଲିଗରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ପ୍ରକାଶ
କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ୍ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି । ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଏହି ବଡ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏହା ପୂର୍ବରୁ ଆଇସିସି ଏକ ଲିଗରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ପ୍ରକାଶ କରିଛି । ଆଉ ଏହି ଅଭିଯୋଗ ଉପରେ ଅନେକ ଲୋକଙ୍କୁ ବ୍ୟାନ କରାଯାଇଛି । ଏମିରେଟ୍ସ କ୍ରିକେଟ୍ ବୋର୍ଡ ଅଧୀନରେ ଆୟୋଜିତ ହେବାକୁ ଥିବା ଆବୁଧାବି ଟି -୧୦ ଲିଗରେ ମୋଟContinue reading “କିଛି ଦିନ ପରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍ : ଏହା ପୂର୍ବରୁ ଆଇସିସି ଏକ ଲିଗରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ପ୍ରକାଶ”