ସମ୍ବାଦ ଅଫିସରେ ଇଓଡବ୍ଲୁ ରେଡ ନେଇ ବର୍ଷିଲା କଂଗ୍ରେସ : ସାମ୍ବାଦିକ ଓ ଗଣମାଧ୍ୟମକୁ ଦମନ କରିବାର ବିଜେଡିର ଚାଲକୁ ବରଦାସ୍ତ କରାଯିବନି କହିଲେ ପିସିସି ସଭାପତି

କନକ ବ୍ୟୁରୋ : ଗଣମାଧ୍ୟମର କଣ୍ଠରୋଧ ନେଇ କଂଗ୍ରେସର ପ୍ରେସମିଟ୍ । ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ସମାଲୋଚନା । ଗଣମାଧ୍ୟମର କଣ୍ଠରୋଧ କରିବା ଠିକ୍ ନୁହେଁ । ବିଜେଡି ସରକାରର କାର୍ଯ୍ୟକୁ ଦୃଢ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି । ଗଣମାଧ୍ୟମର ସ୍ୱରକୁ କେହି ଚାପି ପାରିବେନି । ‘ସମ୍ବାଦ’ରେ ରେଡ୍ କେତେ ଯଥାର୍ଥ ଲୋକେ ତାହାର ଜବାବ ଦେବେ । ସତ ଖବର ପାଇଁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ସତ ଲେଖିବାରୁContinue reading “ସମ୍ବାଦ ଅଫିସରେ ଇଓଡବ୍ଲୁ ରେଡ ନେଇ ବର୍ଷିଲା କଂଗ୍ରେସ : ସାମ୍ବାଦିକ ଓ ଗଣମାଧ୍ୟମକୁ ଦମନ କରିବାର ବିଜେଡିର ଚାଲକୁ ବରଦାସ୍ତ କରାଯିବନି କହିଲେ ପିସିସି ସଭାପତି”

ଉଡନ୍ତା ବିମାନର ଡୋର୍ ଖୋଲିଦେଲେ ଯାତ୍ରୀ । ଜରୁରୀ ଅବତରଣ କରିବାକୁ ବାଧ୍ୟ ହେଲେ ପାଇଲଟ୍ ।

କନକ ବ୍ୟୁରୋ: ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ବିମାନର ଜରୁରୀ ଅବତରଣ । ବିମାନଟି ଉଡୁଥିବା ଅବସ୍ଥାରେ ଜଣେ ଯାତ୍ରୀ ଏହାର ଏମରଜେନ୍ସି ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଫଳରେ ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦେଖି ପାଇଲଟ୍ ବିମାନର ଜରୁରୀ ଅବତରଣ କରିଥିଲେ । ସୂଚନା ଅନୁସାରେ, ଡୋର୍ ଖୋଲିଥିବା ଯାତ୍ରୀ ଜଣଙ୍କ ନାଁରେ ବିମାନ ବନ୍ଦର ପୁଲିସରେ ମାମଲା ଦାଏର କରାଯିବା ପରେ ଯାଞ୍ଚ ଅରମ୍ଭ ହୋଇଥିଲାContinue reading “ଉଡନ୍ତା ବିମାନର ଡୋର୍ ଖୋଲିଦେଲେ ଯାତ୍ରୀ । ଜରୁରୀ ଅବତରଣ କରିବାକୁ ବାଧ୍ୟ ହେଲେ ପାଇଲଟ୍ ।”

ଇରାନୀ ହନିଟ୍ରାପ ମାମଲା : ପୋଲିସ ହାତରେ ଲାଗିଲା ସ୍ୱାମୀ ନିଶିକାନ୍ତ ଆକାଉଣ୍ଟ ଟ୍ରାଞ୍ଜାକ୍ସନ; ଡାକ୍ତର, ବ୍ୟବସାୟୀ ଓ ଛାତ୍ରଙ୍କ ଠାରୁ ଆସିଛିି ୩ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ : ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲା । ପୋଲିସ ହାତରେ ଲାଗିଛି ସ୍ୱାମୀ ନିଶିକାନ୍ତର ଆକାଉଣ୍ଟ ଟ୍ରାଞ୍ଜାକ୍ସନ । ୩ଜଣଙ୍କ ଠାରୁ ଟଙ୍କା ଆକାଉଣ୍ଟକୁ ଆସିଥିବା ପୋଲିସ ଜାଣିବାକୁ ପାଇଛି । ଗୋଟିଏ ଆକାଉଣ୍ଟରୁ ୩ଲକ୍ଷରୁ ଅଧିକ ଟଙ୍କାର ଟ୍ରାଜାକ୍ସନ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଡାକ୍ତର, ବ୍ୟବସାୟୀ ଓ ଜଣେ ଛାତ୍ରଙ୍କ ନିଶିକାନ୍ତ ଆକାଉଣ୍ଟକୁ ଟଙ୍କା ଆସିଛି । ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ପୋଲିସ ଇରାନୀକୁContinue reading “ଇରାନୀ ହନିଟ୍ରାପ ମାମଲା : ପୋଲିସ ହାତରେ ଲାଗିଲା ସ୍ୱାମୀ ନିଶିକାନ୍ତ ଆକାଉଣ୍ଟ ଟ୍ରାଞ୍ଜାକ୍ସନ; ଡାକ୍ତର, ବ୍ୟବସାୟୀ ଓ ଛାତ୍ରଙ୍କ ଠାରୁ ଆସିଛିି ୩ଲକ୍ଷରୁ ଅଧିକ ଟଙ୍କା”

ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ, ଏହି ବିଲ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ହେବ ପୂରଣ : ସୋନିଆ ଗାନ୍ଧୀ

କନକ ବ୍ୟୁରୋ : ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ଜାରି ରହିଛି । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ । ଏହି ବିଲ୍ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ । ୧୩ବର୍ଷ ହେବ ମହିଳାମାନେ ଅପେକ୍ଷା କରି ରହିଛନ୍ତି । ବିଲରେContinue reading “ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ, ଏହି ବିଲ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ହେବ ପୂରଣ : ସୋନିଆ ଗାନ୍ଧୀ”

ଓଡିଆ କୃଷି ବୈଜ୍ଞାନିକଙ୍କୁ ବଡ ସଫଳତା : ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇବେ ସ୍ୱାତୀ ନାୟକ

କନକ ବ୍ୟୁରୋ : ଓଡ଼ିଆ ବୈଜ୍ଞାନିକଙ୍କୁ ବଡ଼ ସଫଳତା । ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇବେ ପ୍ରବାସୀ ଓଡ଼ିଆ ସ୍ୱାତୀ ନାୟକ । ଆମେରିକାରେ ଥିବା ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆମେରିକାରେ ନିଉୱାର୍କ ସହରରେ ଚାଲିଥିବା ଜଳବାୟୁ ସପ୍ତାହ ଉତ୍ସବରେ ଏନେଇ ଘୋଷଣା କରାଯାଇଛି । ସ୍ୱାତୀ ନାୟକ ଏବେ ଫିଲିଫାଇନ୍ସରେ ଥିବା ସିଜିଆଇ ଅର୍ନ୍ତଜାତୀୟ ଧାନ ଗବେଷଣା ସଂସ୍ଥାରେ କୃଷି ବୈଜ୍ଞାନିକ ଅଛନ୍ତିContinue reading “ଓଡିଆ କୃଷି ବୈଜ୍ଞାନିକଙ୍କୁ ବଡ ସଫଳତା : ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇବେ ସ୍ୱାତୀ ନାୟକ”

ମିସ୍ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ

  ପାକିସ୍ତାନରେ ମିସ୍ ୟୁନିଭର୍ସକୁ ନେଇ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ । କରାଚି ବାସିନ୍ଦା ଏରିକା ରବିନ୍ ‘ମିସ୍ ୟୁନିଭର୍ସ ପାକିସ୍ଥାନ 2023’ ଟାଇଟଲ୍ ଜିତିଥିଲେ । ଏହି ଟାଇଟଲ୍ ହାସଲ କରିବାରେ ସେ ପାକିସ୍ତାନର ପ୍ରଥମ ମହିଳା କିନ୍ତୁ  ତାଙ୍କ ଦେଶର ଲୋକମାନେ ତାଙ୍କ ବିରୋଧରେ ରଣହୁଙ୍କାର ଦେଲେଣି । ପାକିସ୍ତାନର କରାଚି ନିବାସୀ ଏରିକା ରବିନ୍ ‘ମିସ୍ ୟୁନିଭର୍ସ ପାକିସ୍ଥାନ 2023’ ଆଖ୍ୟା ଅର୍ଜନ କରି ଦେଶର ପ୍ରଥମ ମହିଳାContinue reading “ମିସ୍ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ”

ସମ୍ବାଦ ଅଫିସରେ ଇଓଡବ୍ଲୁ ରେଡ ନେଇ ବର୍ଷିଲା କଂଗ୍ରେସ : ସାମ୍ବାଦିକ ଓ ଗଣମାଧ୍ୟମକୁ ଦମନ କରିବାର ବିଜେଡିର ଚାଲକୁ ବରଦାସ୍ତ କରାଯିବନି କହିଲେ ପିସିସି ସଭାପତି

କନକ ବ୍ୟୁରୋ : ଗଣମାଧ୍ୟମର କଣ୍ଠରୋଧ ନେଇ କଂଗ୍ରେସର ପ୍ରେସମିଟ୍ । ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ସମାଲୋଚନା । ଗଣମାଧ୍ୟମର କଣ୍ଠରୋଧ କରିବା ଠିକ୍ ନୁହେଁ । ବିଜେଡି ସରକାରର କାର୍ଯ୍ୟକୁ ଦୃଢ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି । ଗଣମାଧ୍ୟମର ସ୍ୱରକୁ କେହି ଚାପି ପାରିବେନି । ‘ସମ୍ବାଦ’ରେ ରେଡ୍ କେତେ ଯଥାର୍ଥ ଲୋକେ ତାହାର ଜବାବ ଦେବେ । ସତ ଖବର ପାଇଁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ସତ ଲେଖିବାରୁContinue reading “ସମ୍ବାଦ ଅଫିସରେ ଇଓଡବ୍ଲୁ ରେଡ ନେଇ ବର୍ଷିଲା କଂଗ୍ରେସ : ସାମ୍ବାଦିକ ଓ ଗଣମାଧ୍ୟମକୁ ଦମନ କରିବାର ବିଜେଡିର ଚାଲକୁ ବରଦାସ୍ତ କରାଯିବନି କହିଲେ ପିସିସି ସଭାପତି”

ଉଡନ୍ତା ବିମାନର ଡୋର୍ ଖୋଲିଦେଲେ ଯାତ୍ରୀ । ଜରୁରୀ ଅବତରଣ କରିବାକୁ ବାଧ୍ୟ ହେଲେ ପାଇଲଟ୍ ।

କନକ ବ୍ୟୁରୋ: ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ବିମାନର ଜରୁରୀ ଅବତରଣ । ବିମାନଟି ଉଡୁଥିବା ଅବସ୍ଥାରେ ଜଣେ ଯାତ୍ରୀ ଏହାର ଏମରଜେନ୍ସି ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଫଳରେ ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦେଖି ପାଇଲଟ୍ ବିମାନର ଜରୁରୀ ଅବତରଣ କରିଥିଲେ । ସୂଚନା ଅନୁସାରେ, ଡୋର୍ ଖୋଲିଥିବା ଯାତ୍ରୀ ଜଣଙ୍କ ନାଁରେ ବିମାନ ବନ୍ଦର ପୁଲିସରେ ମାମଲା ଦାଏର କରାଯିବା ପରେ ଯାଞ୍ଚ ଅରମ୍ଭ ହୋଇଥିଲାContinue reading “ଉଡନ୍ତା ବିମାନର ଡୋର୍ ଖୋଲିଦେଲେ ଯାତ୍ରୀ । ଜରୁରୀ ଅବତରଣ କରିବାକୁ ବାଧ୍ୟ ହେଲେ ପାଇଲଟ୍ ।”

ଇରାନୀ ହନିଟ୍ରାପ ମାମଲା : ପୋଲିସ ହାତରେ ଲାଗିଲା ସ୍ୱାମୀ ନିଶିକାନ୍ତ ଆକାଉଣ୍ଟ ଟ୍ରାଞ୍ଜାକ୍ସନ; ଡାକ୍ତର, ବ୍ୟବସାୟୀ ଓ ଛାତ୍ରଙ୍କ ଠାରୁ ଆସିଛିି ୩ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ : ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲା । ପୋଲିସ ହାତରେ ଲାଗିଛି ସ୍ୱାମୀ ନିଶିକାନ୍ତର ଆକାଉଣ୍ଟ ଟ୍ରାଞ୍ଜାକ୍ସନ । ୩ଜଣଙ୍କ ଠାରୁ ଟଙ୍କା ଆକାଉଣ୍ଟକୁ ଆସିଥିବା ପୋଲିସ ଜାଣିବାକୁ ପାଇଛି । ଗୋଟିଏ ଆକାଉଣ୍ଟରୁ ୩ଲକ୍ଷରୁ ଅଧିକ ଟଙ୍କାର ଟ୍ରାଜାକ୍ସନ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଡାକ୍ତର, ବ୍ୟବସାୟୀ ଓ ଜଣେ ଛାତ୍ରଙ୍କ ନିଶିକାନ୍ତ ଆକାଉଣ୍ଟକୁ ଟଙ୍କା ଆସିଛି । ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ପୋଲିସ ଇରାନୀକୁContinue reading “ଇରାନୀ ହନିଟ୍ରାପ ମାମଲା : ପୋଲିସ ହାତରେ ଲାଗିଲା ସ୍ୱାମୀ ନିଶିକାନ୍ତ ଆକାଉଣ୍ଟ ଟ୍ରାଞ୍ଜାକ୍ସନ; ଡାକ୍ତର, ବ୍ୟବସାୟୀ ଓ ଛାତ୍ରଙ୍କ ଠାରୁ ଆସିଛିି ୩ଲକ୍ଷରୁ ଅଧିକ ଟଙ୍କା”

ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ, ଏହି ବିଲ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ହେବ ପୂରଣ : ସୋନିଆ ଗାନ୍ଧୀ

କନକ ବ୍ୟୁରୋ : ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ଜାରି ରହିଛି । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ । ଏହି ବିଲ୍ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ । ୧୩ବର୍ଷ ହେବ ମହିଳାମାନେ ଅପେକ୍ଷା କରି ରହିଛନ୍ତି । ବିଲରେContinue reading “ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ, ଏହି ବିଲ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ହେବ ପୂରଣ : ସୋନିଆ ଗାନ୍ଧୀ”

Design a site like this with WordPress.com
Get started