କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ ଉପରେ ଆଜି ସଂସଦରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । କଂଗ୍ରେସ ଦଳର ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିତର୍କର ନେତୃତ୍ୱ ନେବେ । ଲୋକସଭାରେ ହେବାକୁ ଥିବା ଏହି ବିତର୍କରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଭାଷଣ ରଖିବା ନେଇ ସୂଚନା ମିଳିଛି । ଦିନ ୧୧ଟାରେ ଏହା ଉପରେ ଆଲୋଚନା ହେବ । ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତContinue reading “ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ବିତର୍କ : କଂଗ୍ରେସ ପକ୍ଷରୁ ନେତୃତ୍ୱ ନେବେ ସୋନିଆ ଗାନ୍ଧୀ”
Tag Archives: News
ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ
କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୂଆ ମଜବୁତ ହେବ । ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ସନ୍ଦେଶ ଦେଉଛି । ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ କାରଣରୁ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିକୁ ପ୍ରଧାନ୍ୟ ଦେଇଛିContinue reading “ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ”
ବ୍ୟକ୍ତି କେବଳ ଚିନ୍ତା କରିବ, ଆପେ ଆପେ ଚାଲିବ କି ବୋର୍ଡ ଓ କର୍ସର, ପାରାଲିସିସ୍ ରୋଗୀଙ୍କ ମସ୍ତିଷ୍କରେ ଚିପ୍ ଲଗାଇବାକୁ ଏଲନ୍ ମସ୍କଙ୍କୁ ମଞ୍ଜୁରୀ
କନକ ବ୍ୟୁରୋ: ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ସ୍ଥାନ ହାସଲ କରିଥିବା ଏଲନ୍ ମସ୍କଙ୍କୁ ବଡ ସଫଳତା ମିଳିଛି । ଏଲନଙ୍କ ବ୍ରେନ୍ ଚିପ୍ ଷ୍ଟାର୍ଟଅପ୍ ‘ନ୍ୟୁରାଲିଙ୍କ’ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଖୁବ ଶୀଘ୍ର ମଣିଷ ମୁଣ୍ଡରେ ଚିପ୍ ଲଗାଇବାକୁ ପ୍ରଥମ ଅନୁମତି ମିଳିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ମିଳିଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି ଏଲନଙ୍କ କମ୍ପାନୀ । ଏହାର ପରୀକ୍ଷଣ ପାଇଁ ଏପରି ଜଣେContinue reading “ବ୍ୟକ୍ତି କେବଳ ଚିନ୍ତା କରିବ, ଆପେ ଆପେ ଚାଲିବ କି ବୋର୍ଡ ଓ କର୍ସର, ପାରାଲିସିସ୍ ରୋଗୀଙ୍କ ମସ୍ତିଷ୍କରେ ଚିପ୍ ଲଗାଇବାକୁ ଏଲନ୍ ମସ୍କଙ୍କୁ ମଞ୍ଜୁରୀ”
ଖଲିସ୍ତାନୀ ଆତଙ୍କବାଦୀ ହତ୍ୟା ପ୍ରସଙ୍ଗ : ଭାରତରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ସତର୍କ ରହିବାକୁ କାନାଡା ଦେଲା ପରାମର୍ଶ
କନକ ବ୍ୟୁରୋ : ଭାରତ ଏବଂ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପାଇଁ ଭାରତକୁ ଦାୟୀ କରିବା ପରେ କାନାଡା ସରକାର ଏହାର ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଦେଇଛନ୍ତି । ଭାରତରେ ରହୁଥିବା କାନାଡାର ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କାନାଡା ସରକାର ଅନୁରୋଧ କରିଛନ୍ତି । ସରକାର କହିଛନ୍ତି ଯେ କିଛି ସୁରକ୍ଷା ଏବଂ ସୁରକ୍ଷା ଚିନ୍ତା ରହିଛି । ପରିସ୍ଥିତି ଶୀଘ୍ରContinue reading “ଖଲିସ୍ତାନୀ ଆତଙ୍କବାଦୀ ହତ୍ୟା ପ୍ରସଙ୍ଗ : ଭାରତରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ସତର୍କ ରହିବାକୁ କାନାଡା ଦେଲା ପରାମର୍ଶ”
ପୁରା ପରିବାର ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ବୁଢା ବାପା ଉପରେ ଦାଉ ସାଜୁଛି ଦୁଇ ମାନସିକ ଅନଗ୍ରସର ପୁଅଙ୍କ ବୋଝ ।
କନକ ବ୍ୟୁରୋ: ଦିବ୍ୟାଙ୍ଗ ବ୍ରହ୍ମାନନ୍ଦ, ବୟସ ୮୦ ପାର ହେଲାଣି । ଟ୍ରାଇସାଇକେଲରେ ଦିନ ସାରା ବୁଲି ବୁଲି କ’ଣ ଗଣ୍ଡାଏ ମିଳିଲେ ନେଇ ଘରକୁ ଫେରନ୍ତି । ଦେହ ଅବସ ଲାଗିଲେ ବି ଟିକେ ଥକ୍କା ମାରିବାକୁ ତର ନଥାଏ । କାରଣ ଘରକୁ ଫେରିଲେ ଦି ଦି ଜଣ ଦିବ୍ୟାଙ୍ଗ ପୁଅଙ୍କ ଚିନ୍ତା । କେମିତି କ’ଣ ଦିଟା ସେମାନଙ୍କ ପେଟକୁ ଦିଅନ୍ତି । କଥାରେ ଅଛି ଦୁଃଖ ଆସିଲେ ବନ୍ଧୁବାନ୍ଧବ ନେଇ ଆସେContinue reading “ପୁରା ପରିବାର ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ବୁଢା ବାପା ଉପରେ ଦାଉ ସାଜୁଛି ଦୁଇ ମାନସିକ ଅନଗ୍ରସର ପୁଅଙ୍କ ବୋଝ ।”
ସମ୍ବାଦରେ ଇଓଡବ୍ଲ୍ୟୁ ରେଡ୍କୁ ବିରୋଧ : ଜୟପୁରରେ ସିପିଆଇ ପକ୍ଷରୁ ବିକ୍ଷୋଭ
କନକ ବ୍ୟୁରୋ : ସଚିବକୁ ପ୍ରଶ୍ନ କେଲ ସରକାରଙ୍କୁ ବାଧୁଛି । ଗଣ ମାଧ୍ୟମର କଣ୍ଠରୋଧ କରିବାକ ପ୍ରୟାସ କରାଯାଉଛି । ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ସମ୍ବାଦ କାର୍ଯ୍ୟାଳେର ଇଓଡ଼ବ୍ଳୁ ଚଢ଼ାଉକୁ ନେଇ ସିପିଆଇ ଦଳ ତରଫରୁ ଜୟପୁରରେ ସରକାରଙ୍କ ବରୋଧରେ ନାରା ବାଜି ଦେବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଗଣତନ୍ତ୍ର ରାଷ୍ଟ୍ରରେ ଏକ ଛତ୍ରବାଦ ଶାସନ ଚଳିବ ନାହିଁ । ମନ୍ତ୍ରୀକୁ ଛାଡ଼ି ସଚିବ ଶାସନ କେବେ ବରଦାସ୍ତContinue reading “ସମ୍ବାଦରେ ଇଓଡବ୍ଲ୍ୟୁ ରେଡ୍କୁ ବିରୋଧ : ଜୟପୁରରେ ସିପିଆଇ ପକ୍ଷରୁ ବିକ୍ଷୋଭ”
ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା : ଉପକୃତ ହେବେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ
କନକ ବ୍ୟୁରୋ : ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ମିଳିବ । ଏଥିରେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ ଉପକୃତ ହେବେ । ଚାଷୀଙ୍କ ଆକାଉଣ୍ଟକୁ ୨ହଜାର ଲେଖାଏଁ ଦିଆଯିବ । ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର ହେବ । The post ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା : ଉପକୃତ ହେବେ କ୍ଷୁଦ୍ର ଓ ନାମମାତ୍ରContinue reading “ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା : ଉପକୃତ ହେବେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ”
ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ : ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ
କନକ ବ୍ୟୁରୋ : ଜାତୀୟ ରାଜପଥ ୪୯ର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ କେନ୍ଦୁଝର କାଇପୁର ପୋଲ ତଳକୁ ଖସି ପିଡ଼ିବାରୁ ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କର ଘଟଣା ସ୍ଥଳରର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଏକ ମାଲ ବୋଝେଇ ଟ୍ରକ କଲିକତାରୁ ସମ୍ବଲପୁର ଅଭିମୁଖେ ଜାତୀୟ ରାଜପଥ ୪୯ ରେ ଯାଉଥିବାବେଳେ ସଦର ଥାନା ସୁଆକାଟି ନିକଟ କାଇପୁର ଠାରେ ଥିବା ପୋଲ ତଳେ ଟ୍ରକଟି ଖସିContinue reading “ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ : ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ”
ବିଜୟ ଥିଲେ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ : ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସ୍ମୃତିସଭା
କନକ ବ୍ୟୁରୋ : ସମ୍ବାଦର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ତୃତୀୟ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ । ଅତିଥି ରୂପେ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପରେଶ ପଟ୍ଟନାୟକ, ଆଶିଷ କୁମାର ମହାନ୍ତି, ଅଜୟ କୁମାର ପଟ୍ଟନାୟକ ଓ ଶାନ୍ତନୁ ଦାଶ ଯୋଗ ଦେଇଥିଲେ । ଏହି ସ୍ମୃତିସଭା ପୂର୍ବରୁ ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ମୃତି ବିଜୟ ଶୀର୍ଷକ ଏକ ଫଟୋ ଗ୍ୟାଲେରୀକୁ ଉନ୍ମୋଚନContinue reading “ବିଜୟ ଥିଲେ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ : ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସ୍ମୃତିସଭା”
ମୁହାଣରେ ଓଲଟି ପଡିଲା ବୋଟ୍ : ବୁଡିଗଲେ ୭ରୁ ୮ଜଣ ମତ୍ସ୍ୟଜୀବୀ, ୫ ଉଦ୍ଧାର; ଅନ୍ୟ ୩ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଚାଲିଛି ଖୋଜା
କନକ ବ୍ୟୁରୋ : ମାଛଧରି ଫେରୁଥିବାବେଳେ ମୁହାଣରେ ଓଲଟିପଡିଲା ଡଙ୍ଗା । ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବାସୁଲେଇ-୨ ମାଛ ଧରା ବୋଟ ବୁଡିଯାଇଛି । ଏଠାରେ ମହାନଦୀ ସମୁଦ୍ରରେ ମିଶିଛି । ଗଭୀର ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ସମୁଦ୍ର ମୁହଁ ପୋତି ହୋଇଥିବାରୁ ବୋଟ ସମୁଦ୍ର ମୁହାଁଣରେ ଓଲଟି ପଡିଥିଲା । ବୋଟରେ ଥିବା ୫ ଜଣ ଉଦ୍ଧାର ହୋଇଥିବାବେଳେ ୩ ଜଣ ଉଦ୍ଧାର ହୋଇପାରିନାହାନ୍ତି । ଘଟଣାସ୍ଥଳରେ ସାମୁଦ୍ରିକContinue reading “ମୁହାଣରେ ଓଲଟି ପଡିଲା ବୋଟ୍ : ବୁଡିଗଲେ ୭ରୁ ୮ଜଣ ମତ୍ସ୍ୟଜୀବୀ, ୫ ଉଦ୍ଧାର; ଅନ୍ୟ ୩ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଚାଲିଛି ଖୋଜା”