ଫେଲ ମାରିଲା ସରକାରଙ୍କ କୁଟନୀତି । କାମ ଦେଲାନି ଶିକ୍ଷକଙ୍କୁ ଭାଗ ଭାଗ କରିବା ନୀତି, ଆନ୍ଦୋଳନ ଜାରି ରଖିଛନ୍ତି ୮ଟି ସଂଘ

କନକ ବ୍ୟୁରୋ : ୧୦ ଦିନ ଧରି ୧୦ଟି ଶିକ୍ଷକ ସଂଘଠନ ତିନି ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଫଳରେ ରାଜ୍ୟରେ ପାଠପଢା ଠପ୍ ହୋଇଯାଇଥିଲା । ଆନ୍ଦୋଳନକୁ ସୋମବାର କିଛି ଦିନ ପାଇଁ ସ୍ଥଗିତ ରଖିଥିଲା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡରେସନ । ଫେଡରେସନର ମହାସଚିବ ଚାରୁଲତା ମହାପାତ୍ର ଗଣମାଧ୍ୟମ ସମ୍ମୁଖରେ କହିଥିଲେ ଦାବି ପୂରଣ ପାଇଁ ସରକାର ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ନେଇଛନ୍ତି । ସେଥିପାଇଁ ଆନ୍ଦୋଳନକୁContinue reading “ଫେଲ ମାରିଲା ସରକାରଙ୍କ କୁଟନୀତି । କାମ ଦେଲାନି ଶିକ୍ଷକଙ୍କୁ ଭାଗ ଭାଗ କରିବା ନୀତି, ଆନ୍ଦୋଳନ ଜାରି ରଖିଛନ୍ତି ୮ଟି ସଂଘ”

ଧରାପଡିଲା ଛାୟା ସରକାରଙ୍କ ମିଛ ପ୍ରାୟୋଜିତ ଅଭିଯୋଗ । ସକାଳ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ସମ୍ବାଦ କାର୍ଯ୍ୟାଳୟରେ ରେଡ୍ କରିଛି ଇଓଡବ୍ଲ୍ୟୁ

କନକ ବ୍ୟୁରୋ : ଋଣ ମାମଲାରେ ଏକ ଦୈନିକ ଖବରକାଗଜର କର୍ମଚାରୀ ଅସୀମ ମହାପାତ୍ର ସମ୍ବାଦ ନାଁରେ ଉଦ୍ଦେଶ୍ୟମୂଳକ ମାମଲା କରିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ । ଚିଟଫଣ୍ଡ ଭଳି ମାମଲାରେ ଇଓଡବ୍ଲ୍ୟୁ କରୁଥିବା ତଦନ୍ତର ଖୋଜଖବର ନାହିଁ କି ଜମାକାରୀ ଟଙ୍କା ଫେରିପାଇବାର ନା ଗନ୍ଧ ନାହିଁ । ଜମାକାରୀଙ୍କ ଫାଇଲରେ ଛତୁ ଫୁଟିଗଲାଣି । କିନ୍ତୁ ମିଛ ମାମଲାରେ ଇଓଡବ୍ଲୁ କାହିଁକି ସମ୍ବାଦ ପଛରେ ପଡିଛି ତାହା ଜଣାପଡୁନାହିଁ । ଅସୀମContinue reading “ଧରାପଡିଲା ଛାୟା ସରକାରଙ୍କ ମିଛ ପ୍ରାୟୋଜିତ ଅଭିଯୋଗ । ସକାଳ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ସମ୍ବାଦ କାର୍ଯ୍ୟାଳୟରେ ରେଡ୍ କରିଛି ଇଓଡବ୍ଲ୍ୟୁ”

ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ଛାୟା ସରକାର । ସମ୍ବାଦ ଗ୍ରୁପର ମାନବ ସମ୍ବଳ ମୁଖ୍ୟଙ୍କୁ ଦ୍ୱିତୀୟ ଦିନରେ ପଚରାଉଚୁରା

କନକ ବ୍ୟୁରୋ : ଗୋଟିଏ ପଟେ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଛାୟା ସରକାର ନୂଆ ନୂଆ ଚାଲ ଚଳାଇଛନ୍ତି । ମିଛ ଓ ପ୍ରାୟୋଜିତ ଅଭିଯୋଗ ଯୋଗାଡ କରିବାରେ ଲାଗିଛନ୍ତି । ଆଉ ସେହି ଅଭିଯୋଗକୁ ଆଧାର କରି ସାଧାରଣ ଜନତାଙ୍କ ସ୍ୱର ସାଜିଥିବା ସୌମ୍ୟ ରଞ୍ଜନଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ଛାତ୍ର ସଂଗଠନ । ଛାତ୍ର ସଂଗଠନର ସଦସ୍ୟମାନେ ଇଓଡବ୍ଲ୍ୟୁ ରେଡକୁ ବିରୋଧ କରିବାContinue reading “ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ଛାୟା ସରକାର । ସମ୍ବାଦ ଗ୍ରୁପର ମାନବ ସମ୍ବଳ ମୁଖ୍ୟଙ୍କୁ ଦ୍ୱିତୀୟ ଦିନରେ ପଚରାଉଚୁରା”

ଦେଶରେ ଆଗୁଆ ହେବନି ନିର୍ବାଚନ । ନୂଆ ସଂସଦ ଭବନରେ ସଂକେତ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିଛି ପଦ କଥା, ଆଗୁଆ ନିର୍ବାଚନ ନେଇ ହେଉଥିବା ଆକଳନ ଉପରେ ପାଣି ପକାଇ ଦେଇଛି । ଏବେ ନିର୍ବାଚନକୁ ବହୁତ ସମୟ ବାକି ଅଛି କହି, ମୋଦି ହୁଏତ ଇସାରା ଇସାରାରେ ରାଜନୈତିକ ଦଳ ଗୁଡ଼ିକୁ ସଂକେତ ଦେଇଛନ୍ତି ଯେ, ଏବେ ନିର୍ବାଚନ ହେବାର ନାହିଁ । ନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ସଦସ୍ୟଙ୍କୁ ସମ୍ବୋଧନ କରୁଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦୀ କହିଥିଲେ-Continue reading “ଦେଶରେ ଆଗୁଆ ହେବନି ନିର୍ବାଚନ । ନୂଆ ସଂସଦ ଭବନରେ ସଂକେତ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

ଦେଶରେ ବଢ଼ିବ ନାରୀ ନେତ୍ରୀଙ୍କ ସଂଖ୍ୟା । ନିର୍ବାଚିତ ହେବେ ଅଧିକ ବିଧାୟିକା ଓ ମହିଳା ସାଂସଦ, ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ଆଗତ କଲେ ମୋଦୀ ସରକାର

କନକ ବ୍ୟୁରୋ : ଏଣିକି ଦେଶରେ ନାରୀ ନେତ୍ରୀଙ୍କ ସଂଖ୍ୟା ବଢିବ । ଅଧିକ ସଂଖ୍ୟାରେ ବିଧାୟିକା ଓ ମହିଳା ସାଂସଦ ନିର୍ବାଚିତ ହୋଇ ଆସିବେ । କାରଣ ଏହି ଦିଗରେ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର    । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଲ ଆଗତ ହୋଇଛି । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ ଏହି ବିଲକୁ ଲୋକସଭାରେContinue reading “ଦେଶରେ ବଢ଼ିବ ନାରୀ ନେତ୍ରୀଙ୍କ ସଂଖ୍ୟା । ନିର୍ବାଚିତ ହେବେ ଅଧିକ ବିଧାୟିକା ଓ ମହିଳା ସାଂସଦ, ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ଆଗତ କଲେ ମୋଦୀ ସରକାର”

ଜାତୀୟ ସ୍ତରୀୟ ଜିମନାଷ୍ଟିକ ଖେଳାଳିଙ୍କୁ ଅଣଦେଖା । ଆଇପିଙ୍କ ଦସ୍ତଖତ ନଦେବାରୁ ବଂଚିତ ହେଲେ ଖେଳାଳୀ

କନକ ବ୍ୟୁରୋ : ଜାତୀୟ ସ୍ତରୀୟ ଜିମନାଷ୍ଟିକ ଖେଳାଳିଙ୍କୁ ଅଣଦେଖା । ଆଇପିଙ୍କ ଦସ୍ତଖତ ନଦେବାରୁ ବଂଚିତ ହେଲେ ଖେଳାଳି । ଏଭଳି ଅଭିଯୋଗ ଆଣିଛନ୍ତି ଜିମନାଷ୍ଟିକ ରିିତିକା ଦାସଙ୍କ ମାଆ ମିରାରାଣୀ ଦାସ । ରିତିକା ହେଉଛନ୍ତି ୨୦୨୧-୨୨ ମସିହାରେ ଜିମନାଷ୍ଟିକରେ ରାଜ୍ୟ ଚାମ୍ପିୟନ । ଏମିତିକି ୬ ଥର ଓପନ ନ୍ୟାସନାଲ ମଧ୍ୟ ଖେଳିସାରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରହିଛି ଜିମନାଷ୍ଟିକର ହାଇପର୍ଫମାନ୍ସ ସେଂଟର ଯେଉଁଥିରେ ରିତିକା ଏବେ ମଧ୍ୟ ଅଭ୍ୟାସ ଜାରିContinue reading “ଜାତୀୟ ସ୍ତରୀୟ ଜିମନାଷ୍ଟିକ ଖେଳାଳିଙ୍କୁ ଅଣଦେଖା । ଆଇପିଙ୍କ ଦସ୍ତଖତ ନଦେବାରୁ ବଂଚିତ ହେଲେ ଖେଳାଳୀ”

ଦୁଇ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ନଦୀରେ ପଡିରହିଲା ମୃତଦେହ । ଦୁଇ ଦିନ ପରେ ଉଦ୍ଧାର ହେଲା ମହିଳାଙ୍କ ଶବ

କନକ ବ୍ୟୁରୋ : ଦୁଇ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ନଦୀରେ ପଡିରହିଲା ମୃତଦେହ । ସରକାର ପ୍ରତି ଥାନା ପାଇଁ ସୀମା ନିର୍ଦ୍ଧାରଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ବାମେବାରୀ ଓ ନାୟକୋଟ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ଏଭଳି ସ୍ଥତି ଉପୁଜିଛି । ଦୁଇ ଦିନ ତଳେ ସ୍ଥାନୀୟ ବସନ୍ତପୁର ପାଖ ନଦୀ କୂଳରେ ଏକ ଗଛରେ ଏକ ଅଜଣା ମହିଳାଙ୍କ ମୃତ ଦେହ ଲାଖି ରହିଥିଲା । କିନ୍ତୁ ଦୁଇContinue reading “ଦୁଇ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ନଦୀରେ ପଡିରହିଲା ମୃତଦେହ । ଦୁଇ ଦିନ ପରେ ଉଦ୍ଧାର ହେଲା ମହିଳାଙ୍କ ଶବ”

ଗଣେଶ ପୂଜା ପାଇଁ ଚଳଚଂଚଳ ସାରା ଓଡ଼ିଶା । ଜଟଣିରେ ୨ ଶହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ, ୧୨ ଦିନ ଯାଏ ଚାଲିବ ପୂଜା

କନକ ବ୍ୟୁରୋ : ନିଆରା ଢଙ୍ଗରେ ଗଣେଶ ପୂଜା । ଏକ ବଉଳ ବୃକ୍ଷରେ ରାସାୟନିକ ରଙ୍ଗ ପରିବର୍ତେ ଜୈବିକ ରଙ୍ଗ , କନ୍ଧମାଳ ହଳଦୀ ଗୁଣ୍ଡ, କାଶ୍ମୀରୀ ଲଙ୍କା ଗୁଣ୍ଡ, ଗେଣ୍ଡୁ ଗୋଲାପ ଫୁଲ ଓ ବିଭିନ୍ନ ପ୍ରକାରର ବାରିବଗିଚା ଫୁଲରୁ ପ୍ରସ୍ତୁତ ରଙ୍ଗ ବ୍ୟବହାର କରି ଗଣେଶଙ୍କ ପ୍ରତିକୃତି ତିଆରି କରିଛନ୍ତି । ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମରେ ଏଭଳି ଗଣେଶଙ୍କ ପୂଜା କରାଯାଇଛି । ଶୀଳ୍ପି ସନ୍ତୋଷ ପ୍ରଧାନ ଗଣେଶଙ୍କ ଏହିContinue reading “ଗଣେଶ ପୂଜା ପାଇଁ ଚଳଚଂଚଳ ସାରା ଓଡ଼ିଶା । ଜଟଣିରେ ୨ ଶହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ, ୧୨ ଦିନ ଯାଏ ଚାଲିବ ପୂଜା”

ଚିନ୍ତା ବଢାଉଛି ସ୍କ୍ରବ୍ – ଟାଇଫସ୍ । ଦିନକରେରେ ସୁନ୍ଦରଗରେ ୧୦ ଜଣ ପଜିଟିଭ ଚିହ୍ନଟ, ଏପର୍ଯ୍ୟନ୍ତ ସଂକ୍ରମିତ ହେଲେଣି ୧୯୩ ଜଣ ବ୍ୟକ୍ତି

କନକ ବ୍ୟୁରୋ : ଚିନ୍ତା ବଢାଉଛି ସ୍କ୍ରବ୍ – ଟାଇଫସ୍ । ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରେ ୧୦ ଜଣ ରୋଗୀ ପଜିଟିଭ ଚିହ୍ନଟ । ସ୍କ୍ରବ ଟାଇଫସରେ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପୋକ ଚିନ୍ତା ବଢାଇବାରେ ଲାଗିଛି । ଏପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୧୯୩ ଜଣ ରୋଗୀ ଚିହ୍ନଟ ହୋଇ ବର୍ତମାନ ଚିକିତ୍ସିତ ହେଉଛନ୍ତି । ହେଲେ ଗତ ୧୦ ଦିନ ପୂର୍ବେ ଏହି ପୋକ କାମୁଡା ରେ ସୁନ୍ଦରଗଡ ଅଚଂଳContinue reading “ଚିନ୍ତା ବଢାଉଛି ସ୍କ୍ରବ୍ – ଟାଇଫସ୍ । ଦିନକରେରେ ସୁନ୍ଦରଗରେ ୧୦ ଜଣ ପଜିଟିଭ ଚିହ୍ନଟ, ଏପର୍ଯ୍ୟନ୍ତ ସଂକ୍ରମିତ ହେଲେଣି ୧୯୩ ଜଣ ବ୍ୟକ୍ତି”

ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଚଂଳଚଂଚଳ ଗାଁଠୁ ସହର, ଭାଇରାଲ ହେଉଛି ଧାନ ବିଲରେ ଡ୍ୟାନ୍ସ

କନକ ବ୍ୟୁରୋ : ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଆଉ ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ । ଚାଷୀ ତାର ପ୍ରଥମ ଅମଳ ଧାନ କୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ପରେ ସମସ୍ତେ ନିଜ ନିଜ ଘରେ ନୂଆଖାଇବେ । ଜୁହାର ଭେଟ ପରମ୍ପରା ଅନୁଷ୍ଠିତ ହେବ । ଆଉ ଢୋଲ ନିଶାନ ତାସାର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା । ଆଉ ଆଜି ଶେଷContinue reading “ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଚଂଳଚଂଚଳ ଗାଁଠୁ ସହର, ଭାଇରାଲ ହେଉଛି ଧାନ ବିଲରେ ଡ୍ୟାନ୍ସ”

Design a site like this with WordPress.com
Get started