ଇଓଡବ୍ଲୁକୁ ‘ଇଭିଲ ଆଉଟଫିଟ୍ ୱିଙ୍ଗ’ କହିଲା ବିଜେପି : ଟ୍ୱିଟ୍ କରି କଟାକ୍ଷ କଲେ ଅନୀଲ ବିଶ୍ୱାଳ

କନକ ବ୍ୟୁରୋ : ଇଓଡବ୍ଲୁକୁ ‘ଇଭିଲ ଆଉଟଫିଟ୍ ୱିଙ୍ଗ’ କହିଲା ବିଜେପି । ଦଳୀୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଅଣ ଓଡ଼ିଆ ସଚିବଙ୍କ ଅରାଜକତା ଓ ଲୁଟପାଟ ବିରୋଧରେ ଖବର ପ୍ରକାଶ କଲେ ହେଉଛି କାର୍ଯ୍ୟାନୁଷ୍ଠାନ । ଟ୍ୱିଟ କରି ଅନୀଲ ବିଶ୍ୱାଳ କହିଛନ୍ତି ଯିଏ ସରକାରଙ୍କ ବିରୋଧରେ ବିଶେଷ କରି ଅଣଓଡ଼ିଆ ସଚିବଙ୍କ ଅରାଜକତା ଓ ଲୁଟପାଟ ବିରୋଧରେ ଖବର ପ୍ରକାଶ କରିବ ତା ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେବ । ଗଣମାଧ୍ୟମ ହେଉଛନ୍ତିContinue reading “ଇଓଡବ୍ଲୁକୁ ‘ଇଭିଲ ଆଉଟଫିଟ୍ ୱିଙ୍ଗ’ କହିଲା ବିଜେପି : ଟ୍ୱିଟ୍ କରି କଟାକ୍ଷ କଲେ ଅନୀଲ ବିଶ୍ୱାଳ”

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ : ଗୋଟିଏ ଦିନରେ ଆଉ ୧୦ ପଜିଟିଭ୍ ଚିହ୍ନଟ

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗୋଟିଏ ଦିନରେ ଜିଲ୍ଲାରେ ଆଉ ୧୦ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମଧ୍ୟରୁ ରାଉରକେଲାରୁ ୨୦ ଟି ମାମଲା ରହିଛି । ସେହିପରି ସୁନ୍ଦରଗଡରୁ ୧୪ ସଂକ୍ରମିତ ରହିଛନ୍ତି । ତେବେ ଗତ ୧୦ ଦିନ ପୂର୍ବେ ସ୍କ୍ରବ ଟାଇଫସରେ ସୁନ୍ଦରଗଡର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛିContinue reading “ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ : ଗୋଟିଏ ଦିନରେ ଆଉ ୧୦ ପଜିଟିଭ୍ ଚିହ୍ନଟ”

ଭାରତର ନୂଆ ମିସାଇଲ ରେଜିମେଣ୍ଟ ‘ପ୍ରଳୟ’

 ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ପ୍ରଥମ ପ୍ରଳୟ ଟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ ରେଜିମେଣ୍ଟ ଗଠନ ପାଇଁ ଅନୁମତି ଦେଇଛି । ଏହାକୁ  କ୍ଷେପଣାସ୍ତ୍ର ନୁହେଁ ବରଂ ଆତଙ୍କବାଦୀଙ୍କ ମୃତ୍ୟୁଦୁତ ଭାବେ ବିବେଚନା କରାଯାଉଛି । ଏହା ପାକିସ୍ତାନରେ ଉପସ୍ଥିତ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ପାଇଁ ମହାବିପଦ ସୃଷ୍ଟି କରିବ । ଏହି ମିସାଇଲ ରେଜିମେଣ୍ଟ ମାଧ୍ୟମରେ ଭାରତୀୟ ସେନା ନିଜର ରକେଟ୍ ଫୋର୍ସକୁ ମଜବୁତ କରିବାକୁ ଯାଉଛି । ଗତ ବର୍ଷ ଡିସେମ୍ବରରେContinue reading “ଭାରତର ନୂଆ ମିସାଇଲ ରେଜିମେଣ୍ଟ ‘ପ୍ରଳୟ’”

ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ : ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା

କନକ ବ୍ୟୁରୋ : ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ । ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା । ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଅପଚେଷ୍ଟା । ପ୍ରଶ୍ନ ପଚାରିବାରୁ ପ୍ରାୟୋଜିତ ରେଡ୍ କରାଯାଇଛି । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏହା ଗ୍ରହଣୀୟ ନୁହେଁ । ଏହା ଦୁର୍ଭାଗ୍ୟଜନକ, ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଗଣତନ୍ତ୍ରର ହତ୍ୟା କରାଯାଉଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ପ୍ରତିଶୋଧ ରାଜନୀତିର ପରମ୍ପରା ସୃଷ୍ଟି କରାଯାଉଛି । ପ୍ରଶ୍ନContinue reading “ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ : ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା”

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ହାଟ ବଜାରରେ ଗହଳି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଆଉ ଏହି ନୂଆଖାଇ ପାଇଁ ଗାଁରୁ ସହର ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆଖାଇବେ, ରାଗରୁସା ଭୁଲି ସମସ୍ତ ପରିବାର ଏକାଠି ହୋଇ ଜୁହାର ଭେଟ୍ ହେବେ, ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ଏହି ପର୍ବ ସାଧାରଣ ପରିବାରରେ ଯେତିକି ଉତ୍ସାହ ଦେଖା ଦେଇଥାଏ ତାହା ଠାରୁ କୌଣସି ଗୁଣରେ କମ ଉତ୍ସାହ ନାହିଁ ଅନାଥ ଆଶ୍ରମରେ ରହୁଥିବା ବାପାContinue reading “ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ହାଟ ବଜାରରେ ଗହଳି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି”

ସମ୍ବାଦରେ ଇଓଡବ୍ଲୁ ରେଡ୍ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି : ପୃଥ୍ୱୀରାଜ ହରିଚନ୍ଦନ କହିଲେ, ପ୍ରତିହିଂସା ପରାୟଣ ବନ୍ଦ କରନ୍ତୁ ସରକାର

କନକ ବ୍ୟୁରୋ : ସମ୍ବାଦରେ ଇଓଡବ୍ଲୁ ରେଡ୍ ନେଇ ବିଜେପିର ପ୍ରତିକ୍ରିୟା । ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଯାଇପାରିବ ନାହିଁ । ସମ୍ପାଦକୀୟ ଲେଖାକୁ ଆଧାର କରି ରେଡ୍ କରିବା ଠିକ୍ ନୁହେଁ । ସରକାର ନିଜକୁ ବଞ୍ଚାଇବାକୁ ନୂଆ ନାଟକ କରୁଛନ୍ତି । ପ୍ରତିହିଂସା ପରାୟଣ ବନ୍ଦ କରନ୍ତୁ ରାଜ୍ୟ ସରକାର । ସମାଲୋଚନା ସହିପାରୁନଥିବା ସରକାର, ଏକଛତ୍ରବାଦୀ ସରକାର । ଏକଛତ୍ରବାଦୀ ମନୋବୃତ୍ତି ପ୍ରତ୍ୟାହାରContinue reading “ସମ୍ବାଦରେ ଇଓଡବ୍ଲୁ ରେଡ୍ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି : ପୃଥ୍ୱୀରାଜ ହରିଚନ୍ଦନ କହିଲେ, ପ୍ରତିହିଂସା ପରାୟଣ ବନ୍ଦ କରନ୍ତୁ ସରକାର”

କାନାଡାକୁ ଭାରତର କଡା ଜବାବ୍ । କାନାଡା ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ମାତ୍ର ୫ ଦିନର ସମୟ

କନକ ବ୍ୟୁରୋ : କାନାଡା ସରକାରଙ୍କ ମନମାନୀର କଡା ଜବାବ୍ ଦେଇଛନ୍ତି ଭାରତ ସରକାର । ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏଥିପାଇଁ ତାଙ୍କୁ ଦିଆଯାଇଛି ମାତ୍ର ୫ ଦିନର ସମୟ । ଭାରତୀୟ ଶୀର୍ଷ କୂଟନୈତୀଜ୍ଞଙ୍କୁ କାନାଡାରୁ ବହିଷ୍କାର କରାଯିବା ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କାନାଡାରେ ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟିContinue reading “କାନାଡାକୁ ଭାରତର କଡା ଜବାବ୍ । କାନାଡା ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ମାତ୍ର ୫ ଦିନର ସମୟ”

ଆଜି ଲୋକସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ କରିବେ ଆଗତ ।

କନକ ବ୍ୟୁରୋ: ଲୋକସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ ଏହାକୁ ଗୃହରେ ଆଗତ କରିବେ । ନୂଆ ସଂସଦ ଭବନରେ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି । ଯାହା ପାସ୍ ହେବା ପରେ ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ । ତେବେ ଏହା ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ନେଇ ବିଭିନ୍ନ ରାଜନେତାମାନେ ପ୍ରତିକ୍ରିୟାContinue reading “ଆଜି ଲୋକସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ କରିବେ ଆଗତ ।”

କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍ । ସାମ୍ନାକୁ ଆସିଲା ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲର ବିକଳ ଚିତ୍ର

କନକ ବ୍ୟୁରୋ: କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍ । ସାମ୍ନାକୁ ଆସିଲା ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ବିକଳ ସ୍ଥିତି । ଅପରିଣାମଦର୍ଶୀ ନିଷ୍ପତି ନେଇ ଅତ୍ୟନ୍ତ ତରବରିଆ ଭାବେ କଟକ ନେତାଜୀ ବସ୍ ଟର୍ମିନାଲକୁ ଲୋକାପର୍ଣ କରି ବାହାଦୁରି ନେବାର ଉଦ୍ୟମ ଫସର ଫାଟିଛି । ପୂର୍ବ ଘୋଷଣା ଅନୁଯାୟୀ ସୋମବାର ସିଏନବିଟିର ଖାନନଗର ରାସ୍ତାରେ ବସ୍ ଚାଲିପାରିନାହିଁ । ଜାତୀୟସ୍ତରର ବସ୍ ଟର୍ମିନାଲ ସିଏନବିଟି ରୌପ୍ୟନଗରୀ ରୂପାନ୍ତରଣର ନୂଆ ଅଧ୍ୟାୟ ବୋଲି ଘୋଷଣାContinue reading “କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍ । ସାମ୍ନାକୁ ଆସିଲା ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲର ବିକଳ ଚିତ୍ର”

ମହିଳା ସଂରକ୍ଷଣ ବିଲ ନେଇ ବୟାନ ରଖିଲେ ସୋନିଆ ଗାନ୍ଧୀ : କହିଲେ, ‘ଏହି ବିଲ୍ କଂଗ୍ରେସ ଆଣିଥିଲା, ଏହା ଆମର’

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ । ମହିଳା ସଂରକ୍ଷଣ ବିଲ ନେଇ ବୟାନ ରଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ । କହିଛନ୍ତି, ଏହି ବିଲ୍ କଂଗ୍ରେସ ଆଣିଥିଲା, ଏହା ଆମର । ଆଜି ସଂସଦର ସ୍ୱତନ୍ତ୍ର ଅଧିବେସନ ପାଇଁ ସଂସଦରେ ପହଞ୍ଚିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସୋନିଆ । ଐତିହାସିକ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ଦେଇଛି କେନ୍ଦ୍ରContinue reading “ମହିଳା ସଂରକ୍ଷଣ ବିଲ ନେଇ ବୟାନ ରଖିଲେ ସୋନିଆ ଗାନ୍ଧୀ : କହିଲେ, ‘ଏହି ବିଲ୍ କଂଗ୍ରେସ ଆଣିଥିଲା, ଏହା ଆମର’”

Design a site like this with WordPress.com
Get started