କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ଗଣ୍ଡଗୋଳ ହେଉଥିବା କଥା କହି ବିଜେଡି ଛାତ୍ର ନିର୍ବାଚନ ବନ୍ଦ କରିଦେଇଛି । କିନ୍ତୁ ବାଲେଶ୍ୱରରେ କିପରି ବିଜେଡି ନେତା ଓ କର୍ମୀ କଲେଜ ଭିତରେ ପଶି ଅଧ୍ୟାପକଙ୍କୁ ଆକ୍ରମଣ କରୁଛନ୍ତି । ଯାହାର ଭିଡିଓ ଏବେ ଶୋଶିଆଲ ମିଡିଆରେ ଭାଇରାଲ ହେଉଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅମର୍ଦାରୋଡ ସିଦେ୍ଧଶ୍ୱର ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲେଜରେ ଗଣ୍ଡଗୋଳ ହେଉଥିବାରୁ ଶୈ÷କ୍ଷିକ ବାତାବରଣContinue reading “କଲେଜରେ ବିଜେଡି ନେତାଙ୍କ ଗୁଣ୍ଡାରାଜ । କଲେଜରେ ପଶି ଅଧ୍ୟାପକଙ୍କୁ କଲେ ମରଣାନ୍ତକ ଆକ୍ରମଣ”
Tag Archives: News
ପ୍ରକୃତ ଗରିବଙ୍କ ପାଇଁ ସ୍ୱପ୍ନ ପାଲଟିଛି ସରକାରୀ ଯୋଜନା । ଛପର ନଥିବା ଘରେ ରହୁଛନ୍ତି ବୁଢି ମାଆଙ୍କ ସହ ଦୁଇ ଦୁଇ ବଢିଲା ଝିଅ, ମିଳୁନି ଖଣ୍ଡେ ଘର
କନକ ବ୍ୟୁରୋ : ଭଙ୍ଗା ଦଦରା ମାଟି ଘର । ଘର ଉପରୁ ଛପର ଉଡିଗଲାଣି । ବର୍ଷା ଦିନରେ ପଲିଥିନ୍ ପକାଇ ଏଠାରେ ଜୀବନ ବିତାଉଛନ୍ତି ୩ ମହିଳା । ବୃଦ୍ଧା ମାଆ ସହିତ ରହୁଛନ୍ତି ଦୁଇ ବଢିଲା ଝିଅ । ବଡ଼ କଷ୍ଟରେ ଜୀବନ କାଟୁଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗାଁର ନଳିତା ନାଏକଙ୍କ ପରିବାର । ପ୍ରାୟ ୨୦ ବର୍ଷ ହେଲାଣି ସ୍ୱାମୀ ଲୋଚନ ନାଏକ ଆର ପାରିକୁ ଚାଲିContinue reading “ପ୍ରକୃତ ଗରିବଙ୍କ ପାଇଁ ସ୍ୱପ୍ନ ପାଲଟିଛି ସରକାରୀ ଯୋଜନା । ଛପର ନଥିବା ଘରେ ରହୁଛନ୍ତି ବୁଢି ମାଆଙ୍କ ସହ ଦୁଇ ଦୁଇ ବଢିଲା ଝିଅ, ମିଳୁନି ଖଣ୍ଡେ ଘର”
ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବୁଡିଗଲା ମାଛଧରା ବୋଟ୍ । କେତେଜଣ ମତ୍ସ୍ୟଜୀବୀ ଥିଲେ, ମିଳିନାହିଁ ସୂଚନା, ଉଦ୍ଧାର ପ୍ରକ୍ରିୟା ଜାରି
କନକ ବ୍ୟୁରୋ : ପରାଦୀପ ମୁହାଣ ମୁହଁରେ ବୁଡିଯାଇଛି ଏକ ମାଛଧରା ବୋଟ । ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ହେଲେ ବୋଟ୍ ଭିତରେ କେତେଜଣ ମତ୍ସ୍ୟଜୀବୀ ଥିଲେ ତାହା ଜଣାପଡିନାହିଁ । ସେପଟେ ଖବର ପାଇଁ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଂଚିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । The post ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବୁଡିଗଲାContinue reading “ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବୁଡିଗଲା ମାଛଧରା ବୋଟ୍ । କେତେଜଣ ମତ୍ସ୍ୟଜୀବୀ ଥିଲେ, ମିଳିନାହିଁ ସୂଚନା, ଉଦ୍ଧାର ପ୍ରକ୍ରିୟା ଜାରି”
ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା । ୩ ମୃତ ୬ ଗୁରୁତର
କନକ ବ୍ୟୁରୋ : କଳାହାଣ୍ଡି ଥୁଆମାଳ ରାମପୁରରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୬ଜଣ ଗୁରୁତର ଥିବା ସୂଚନା ରହିଛି । କଲମପୁର ବଙ୍କାପାଳ ଓ ଦଶିଗାଁ ମଝିରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ବଡ଼ କଥା ହେଉଛି ସମସ୍ତ ମୃତକ କାଠକୁରା ଗ୍ରାମର । ଆହତ ମାନଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣାର କାରଣContinue reading “ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା । ୩ ମୃତ ୬ ଗୁରୁତର”
ନୂଅ ସଂସଦ ଭବନ ପହଂଚିବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଶା ଗୁପ୍ତା କଲେ ଘୋଷଣା । କହିଲେ, ଏବେ ମୁଁ ନିଶ୍ଚିତ ନିର୍ବାଚନ ଲଢିବି
କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ଗତ ସୋମବାର ଦିନ ହୋଇଥିବା ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାପରେ ଅଭିନେତ୍ରୀ ଇଶା ଗୁପ୍ତା ନୂଆ ସଂସଦ ଭବନ ପହଂଚିଥିଲେ । ସେଠାରେ ସେ ରାଜନୀତିରେ ପ୍ରବେଶ କରିବା ସହ ଆଗାମୀ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ବଲିଉଡରେ ଅନେକ ସୁନ୍ଦର ସିନେମାରେ ଅଭିନୟ କରିଥିବା ଇଶା ଗୁପ୍ତା ଏବେ ଏବେ ନୂଆ ସଂସଦ ଭବନ ପହଂଚିଥିଲେ । ସଂସଦରେContinue reading “ନୂଅ ସଂସଦ ଭବନ ପହଂଚିବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଶା ଗୁପ୍ତା କଲେ ଘୋଷଣା । କହିଲେ, ଏବେ ମୁଁ ନିଶ୍ଚିତ ନିର୍ବାଚନ ଲଢିବି”
ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ସଂସଦର ଉଭୟ ଗୃହରେ ମହିଳା ପାଇଁ ରହିଛି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା
କନକ ବ୍ୟୁରୋ : ଏଣିକି ନେତା ବନିବେ ଅଧିକ ମହିଳା । ଏହି ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ବିଲକୁ ଆଜି ସଂସଦରେ ଆଗତ କରାଯାଇଛି । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଗତକାଲି ବିଲକୁ କେନ୍ଦ୍ରContinue reading “ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ସଂସଦର ଉଭୟ ଗୃହରେ ମହିଳା ପାଇଁ ରହିଛି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା”
ନୂଆ ସଂସଦ ଭବନରେ ଆଭାସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ, ନିର୍ବାଚନକୁ ବାକି ଅଛି ବହୁତ ସମୟ
କନକ ବ୍ୟୁରୋ : ଆଗୁଆ ହେବନି ନିର୍ବାଚନ । ନୂଆ ସଂସଦ ଭବନରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା ସଂରକ୍ଷଣକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ମୋଦୀ କହିଛନ୍ତି, ଏବେ ନିର୍ବାଚନକୁ ବହୁତ ସମୟ ବାକି ଅଛି । ସୂଚନା ଥାଉକି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ନେଇ ସବୁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏହାସହ ସମୟ ପୂର୍ବରୁ ମୋଦୀ ସରକାର ସଂସଦ ଭଙ୍ଗContinue reading “ନୂଆ ସଂସଦ ଭବନରେ ଆଭାସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ, ନିର୍ବାଚନକୁ ବାକି ଅଛି ବହୁତ ସମୟ”
ବର୍ଦ୍ଦି ପିନ୍ଧି ପ୍ରି ୱେଡିଙ୍ଗ ଭିଡିଓ ସୁଟ୍ କଲେ ଦୁଇ ପୁଲିସ କର୍ମଚାରୀ । ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ।
କନକ ବ୍ୟୁରୋ: ବିବାହକୁ ସ୍ମରଣୀୟ ରଖିବା ପାଇଁ ବିବାହ ପୂର୍ବରୁ ଭିଡିଓ ସୁଟ୍ କରିବାର ଫ୍ୟାଶନ୍ ଚାଲିଛି । ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ କିଛି ଦମ୍ପତି ଅଲଗା ଢଙ୍ଗରେ ସୁଟିଂ କରିବାକୁ ଚାଁହୁଛନ୍ତି । ତେବେ ବର୍ତ୍ତମାନ ଦୁଇ ଜଣ ପୁଲିସ କର୍ମଚାରୀ ଏମିତି ଏକ ପ୍ରି ୱେଡିଂ ସୁଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ହାଇଦ୍ରାବାଦ ପୁଲିସ ଦମ୍ପତିଙ୍କର ଏପରି ଏକ ପ୍ରି ୱେଡିଂ ଭିଡିଓ ସୋସିଆଲContinue reading “ବର୍ଦ୍ଦି ପିନ୍ଧି ପ୍ରି ୱେଡିଙ୍ଗ ଭିଡିଓ ସୁଟ୍ କଲେ ଦୁଇ ପୁଲିସ କର୍ମଚାରୀ । ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ।”
ରାଘବ ଚଢା ଓ ପରିଣୀତିଙ୍କ ବାହାଘର: କଡାକଡି ସୁରକ୍ଷା ବ୍ୟବସ୍ଥା, ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟଞ୍ଜନ
କନକ ବ୍ୟୁରୋ: ଆଉ ମାତ୍ର କେଇ ଦିନ ପରେ ମାନେ ସେପ୍ଟେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପରିଣୀତି ଓ ରାଘବ ଚଢାଙ୍କ ବାହାଘର । ଏଥିପାଇଁ ପ୍ରସ୍ତୁତି ପାଖାପାଖି ଶେଷ ହେବାକୁ ବସିଲାଣି । ହେଟେଲ ଠାରୁ ଆରମ୍ଭ କରି ସିକ୍ୟୁରିଟି, ସବୁକିଛି ପ୍ରସ୍ତୁତି ସରିଲାଣି । ହ୍ରଦର ସହର ଉଦୟପୁରରେ ପୁଣିଥରେ ହେବାକୁ ଯାଉଛି ଚର୍ଚ୍ଚିତ ରାଜକୀୟ ବିବାହ । ପରିଣୀତି ଓ ରାଘବ ଚଡ୍ଢାଙ୍କ ବିବାହର ସାହାନାଇ ଶୁଣିବାକୁ ମିଳିବ ।Continue reading “ରାଘବ ଚଢା ଓ ପରିଣୀତିଙ୍କ ବାହାଘର: କଡାକଡି ସୁରକ୍ଷା ବ୍ୟବସ୍ଥା, ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟଞ୍ଜନ”
ମହିଳା ସଂରକ୍ଷଣ ବିଲକୁ ତେଜିଲା ରାଜନୀତି : ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇ ବିଜେଡିକୁ ଟାର୍ଗେଟ କଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ
କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲକୁ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇ ବିଜେଡିକୁ ଟାର୍ଗେଟ କଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ । ୨୩ବର୍ଷ ଶାସନ ଭିତରେ ବିଜେଡିର ଘୋଷଣା ପରେ ବି ବିଧାୟକ ଟିକେଟ, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ଏବଂ ରାଜ୍ୟସଭାରେ ୩୩ପ୍ରତିଶତ ସଂରକ୍ଷଣ ହେଉଛି କି ବୋଲି ପ୍ରଶ୍ନ କରିଛି ବିଜେପି । ମହିଳା ସଂରକ୍ଷଣ ବିଲକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ ।Continue reading “ମହିଳା ସଂରକ୍ଷଣ ବିଲକୁ ତେଜିଲା ରାଜନୀତି : ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇ ବିଜେଡିକୁ ଟାର୍ଗେଟ କଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ”