ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ : ସେଣ୍ଟ୍ରାଲ ହଲ ସାମ୍ନାରେ ଫଟୋ ସେସନ

କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ । ଫଟୋ ସେସନ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଏକାଠି ହୋଇଛନ୍ତି । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଗ୍ରୁପ୍ ଫଟୋ ଉଠା ଚାଲିଛି । ତିନିଟି ଗ୍ରୁପରେ ଫଟୋ ସେସନ୍ କରାଯିବ । ପ୍ରଥମ ଫଟୋରେ ଲୋକସଭା ଓ ରାଜ୍ୟସଭା ସମସ୍ତ ସଦସ୍ୟ ରହିବେ । ଦ୍ୱିତୀୟ ଫଟୋରେ କେବଳ ରାଜ୍ୟସଭାContinue reading “ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ : ସେଣ୍ଟ୍ରାଲ ହଲ ସାମ୍ନାରେ ଫଟୋ ସେସନ”

ନବମ ଶ୍ରେଣୀରେ ଫେଲ ହୋଇଥିଲେ । ଏବେ ପାଖାପାଖି ୨୦୦୦ କୋଟିର ମାଲିକ: ସଫଳ ଉଦ୍ୟୋଗୀଙ୍କ ସଂଘର୍ଷ କାହାଣୀ

କନକ ବ୍ୟୁରୋ: ଦିନ ଥିଲା ପାଠରେ ମନ ଲାଗୁନଥିଲା । ସ୍କୁଲରେ ପଢିବା ବେଳେ ନବମ ଶ୍ରେଣୀରେ ଫେଲ ହୋଇଥିଲେ । ଏବେ ସେ ପାଖାପାଖି ୨୦୦୦ କୋଟି ମୂଲ୍ୟ କମ୍ପାନୀର ମାଲିକ । ଆମେ କହୁଛୁ ଭାଡିଲାଲ୍ ଆଇସକ୍ରିମ କମ୍ପାନୀର ମାଲିକ ରାଜେଶ ଗାନ୍ଧୀ ବାଡିଲାଲଙ୍କ କଥା । ଦିନେ ୯ମରେ ଫେଲ୍ ହେବା ପରେ ଜୀବନ‌ରେ କିଛି କରିପାରିବେ ନାହିଁ ବୋଲି ଭାବିଥିଲେ ରାଜେଶ। ହେଲେ ଆଗକୁ ଯାଇ ସେ ଏତେ ଲୋକପ୍ରିୟ ହେବେContinue reading “ନବମ ଶ୍ରେଣୀରେ ଫେଲ ହୋଇଥିଲେ । ଏବେ ପାଖାପାଖି ୨୦୦୦ କୋଟିର ମାଲିକ: ସଫଳ ଉଦ୍ୟୋଗୀଙ୍କ ସଂଘର୍ଷ କାହାଣୀ”

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ମହାରାଷ୍ଟ୍ର : ଲାଲବାଗରାଜାଙ୍କୁ ପୂଜା କରିବାକୁ ପହଁଚିଛନ୍ତି ଲକ୍ଷାଧିକ ଭକ୍ତ

କନକ ବ୍ୟୁରୋ : ଗଣେଶ ପୂଜା ପାଇଁ ଚଳଚଞ୍ଚଳ ମହାରାଷ୍ଟ୍ର । ମୁମ୍ବାଇଠୁ ନେଇ ପୁଣେ ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ମହାରାଷ୍ଟ୍ରରେ ୧୦ଦିନ ଧରି ଧୁମଧାମରେ ପାଳନ ହୁଏ ଗଣେଶ ପୂଜା । ମୁମ୍ବାଇର ଲାଲବାଗ ପୂଜା ମଣ୍ଡପରେ ଲୋକଙ୍କ ଭିଡ ଜମିଛି । ସକାଳୁ ସକାଳୁ ଗଣପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଡ଼ି ଧାଡ଼ି କରି ଛିଡ଼ା ହୋଇଥିଲେ । ଏହି ଅବସରରେ ଭକ୍ତ ଗଜାନନଙ୍କ ବିଭିନ୍ନ ଅବତାରର ଦର୍ଶନ କରିଥାନ୍ତିContinue reading “ଗଣେଶ ପୂଜା ପାଇଁ ଚଳଚଞ୍ଚଳ ମହାରାଷ୍ଟ୍ର : ଲାଲବାଗରାଜାଙ୍କୁ ପୂଜା କରିବାକୁ ପହଁଚିଛନ୍ତି ଲକ୍ଷାଧିକ ଭକ୍ତ”

ନିଜ ଦେଶରୁ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର, ଟ୍ରୁଡୋଙ୍କ ବୟାନ ପରେ ଆଉ ଏକ ପଦକ୍ଷେପ

କନକ ବ୍ୟୁରୋ: ଭାରତର ଜଣେ ଟପ୍ ଡିପ୍ଲୋମାଟଙ୍କୁ ନିଜ ଦେଶରୁ ବାହାର କରିଛନ୍ତି କାନାଡା ସରକାର । ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟାରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ । ଏହା ପରେ ଭାରତୀୟ ଡିପ୍ଲୋମାଟଙ୍କୁ କାନାଡାରୁ ତଡିଦିଆଯାଇଛି । ଯଦି ଉପରୋକ୍ତ ଅଭିଯୋଗ ସତ ହୁଏ ତେବେ କାନାଡାର ସଂପ୍ରଭୁତା ଏବଂ ଦୁଇ ଦେଶର ପାରସ୍ପରିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ସ୍ୱାଭାବିକ । ଏହି କାରଣରୁContinue reading “ନିଜ ଦେଶରୁ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର, ଟ୍ରୁଡୋଙ୍କ ବୟାନ ପରେ ଆଉ ଏକ ପଦକ୍ଷେପ”

ବାପା ପାନ ଦୋକାନୀ…ହେଲେ ଝିଅ ହେଲା ଜଜ୍ ସାହେବାଣୀ । ଚର୍ଚ୍ଚାରେ ନିଶୀ ଗୁପ୍ତା ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲୋକସେବା ଆୟୋଗର ପିସିଏସ୍-ଜେ ୨୦୨୨ ପରୀକ୍ଷାରେ ଟପ୍ କରିଛନ୍ତି ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ନିଶୀ ଗୁପ୍ତା । କଷ୍ଟ କରି ପାଠ ପଢାଇଥିବା ବାପାଙ୍କ ମାନ ରଖିଛନ୍ତି ନିଶୀ । ତାଙ୍କର ସଫଳତାକୁ ନେଇ ପୁରା ଅଞ୍ଚଳରେ ଖୁସିର ମାହୋଲ । ନିଶୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ସାହିପଡିଶାଙ୍କ ଭିଡ । ଉତ୍ତରପ୍ରଦେଶ ଜୁଡିସିଆଲ ସର୍ଭିସ୍ ଏକଜାମରେ ଟପ୍ପର ହୋଇଥିବା ନିଶୀ ଗୁପ୍ତାଙ୍କୁ ନେଇ ଏବେ ଚର୍ଚ୍ଚା ।Continue reading “ବାପା ପାନ ଦୋକାନୀ…ହେଲେ ଝିଅ ହେଲା ଜଜ୍ ସାହେବାଣୀ । ଚର୍ଚ୍ଚାରେ ନିଶୀ ଗୁପ୍ତା ।”

ଭାରତ-କାନାଡା ସମ୍ପର୍କରେ ତିକ୍ତତା : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା କହିଲେ କାନାଡା ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଭାରତ-କାନାଡା ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି । ଓଟାୱାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବିଦା କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଛି କାନାଡା । ଏହା ସହ ଓଟାୱାରେ ଅବସ୍ଥାପତି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ବା ‘ର’ ମୁଖ୍ୟଙ୍କୁ ବହିଷ୍କାର କରିଛି କାନାଡା । କାନାଡାର ଏହି ପଦକ୍ଷେପ ପରେ ଦୁଇContinue reading “ଭାରତ-କାନାଡା ସମ୍ପର୍କରେ ତିକ୍ତତା : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା କହିଲେ କାନାଡା ପ୍ରଧାନମନ୍ତ୍ରୀ”

ଆଜି ଗଣେଷ ପଜା : ଗାଁଠୁ ସହର ସବୁଠି ବିରାଜିବେ ବିଘ୍ନରାଜ; ପୂଜା ପାଇଁ ଚଳଚଞ୍ଚଳ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ : ଆଜି ଗଣେଷ ପଜା । ଗାଁଠୁ ସହର ସବୁଠି ବିରାଜିବେ ବିଘ୍ନରାଜ । ପୂଜା ପାଇଁ ଚଳଚଞ୍ଚଳ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ । ୧୦୦ରୁ ଅଧିକ ମଣ୍ଡପରେ ବିରାଜମାନ କରିବେ ବିଘ୍ନରାଜ ଗଣପତି । ସବୁଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଲୋକକଳା ପ୍ରଦର୍ଶନ ଶ୍ରଦ୍ଧାଳୁ ତଥା ପୂଜା ଦର୍ଶକଙ୍କୁ ଆକର୍ଷିତ କରିବ । ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ମେଲୋଡି ବେଶ୍‌ ଜମିବ । ବିଧି ଓ ପରମ୍ପରାContinue reading “ଆଜି ଗଣେଷ ପଜା : ଗାଁଠୁ ସହର ସବୁଠି ବିରାଜିବେ ବିଘ୍ନରାଜ; ପୂଜା ପାଇଁ ଚଳଚଞ୍ଚଳ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ”

ପୃଥିବୀକୁ ଗୁଡବାଏ କଲା ଆଦିତ୍ୟଏଲ୧ : ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ପ୍ରଥମ ସୂର୍ଯ୍ୟଯାନ; ସୂଚନା ଦେଲା ଇସ୍ରୋ

କନକ ବ୍ୟୁରୋ : ପୃଥିବୀକୁ ଗୁଡବାଏ କଲା ଆଦିତ୍ୟଏଲ୧ । ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ଯ୍ୟଯାନ । ଏନେଇ ଇସ୍ରୋ ପକ୍ଷରୁ ଶୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି । ଗତକାଲି ରାତି ୨ ଟା ସମୟରେ ପୃଥୀବିରେ ପଞ୍ଚମ କକ୍ଷପକ୍ଷ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ପ ପ୍ରଦାନ କରିଛି ଭାରତର ପ୍ରଥମ ସୂର୍ଯ୍ୟଯାନ । ଆଉ ୧୧୦ ଦିନ ପରେ ସୂର୍ଯ୍ୟ ଓ ପୃଥୀବର ମଝି ଏଲ୧Continue reading “ପୃଥିବୀକୁ ଗୁଡବାଏ କଲା ଆଦିତ୍ୟଏଲ୧ : ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ପ୍ରଥମ ସୂର୍ଯ୍ୟଯାନ; ସୂଚନା ଦେଲା ଇସ୍ରୋ”

ବର୍ଷାରେ କଟିବ ଗଣେଶ ପୂଜା : ଆଜି ୧୫ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

କନକ ବ୍ୟୁରୋ : ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଉତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆଜି ଗଣେଶ ପୂଜାରେ ୧୫ରୁଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରContinue reading “ବର୍ଷାରେ କଟିବ ଗଣେଶ ପୂଜା : ଆଜି ୧୫ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ”

ଦୁଇ ଫାଳ ହେଲା ଶିକ୍ଷକ ଆନ୍ଦୋଳନ : ଭଣ୍ଡୁର ପାଇଁ ସରକାରଙ୍କ ଉଦ୍ୟମ; ୮ ସଂଘ ଜାରି ରଖିବେ ଆନ୍ଦୋଳନ, ଓହରିଲେ ୨

କନକ ବ୍ୟୁରୋ : ଦୁଇ ଫାଲ ହେଲା ଶିକ୍ଷକଙ୍କ ଆନ୍ଦୋଳନ । ୧୦ ଦିନ ଧରି ଚାଲିଥିବା ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଗତକାଲି ସ୍ଥଗିତ ରଖାଯାଇଥିଲା । କିଛି ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା । ଦୁଇଟି ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିଲା । ଯାହାକୁ ବିରେଧେ କରି ଅନ୍ୟ ଆଠଟି ସଙ୍ଗଠନ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣାContinue reading “ଦୁଇ ଫାଳ ହେଲା ଶିକ୍ଷକ ଆନ୍ଦୋଳନ : ଭଣ୍ଡୁର ପାଇଁ ସରକାରଙ୍କ ଉଦ୍ୟମ; ୮ ସଂଘ ଜାରି ରଖିବେ ଆନ୍ଦୋଳନ, ଓହରିଲେ ୨”

Design a site like this with WordPress.com
Get started