ଐତିହାସିକ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ : ଲୋକସଭାରେ ସରକାର କରିପାରନ୍ତି ଆଗତ

କନକ ବ୍ୟୁରୋ : ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ବିଲକୁ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯିବ । ଆଜି କିମ୍ବା ବୁଧବାର ଲୋକସଭାରେ ଏହି ବିଲକୁ ଆଗତ କରିପାରନ୍ତି ସରକାର । ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ରବିବାର ବସିଥିବାContinue reading “ଐତିହାସିକ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ : ଲୋକସଭାରେ ସରକାର କରିପାରନ୍ତି ଆଗତ”

ଇତିହାସ ପାଲଟିଲା ପୁରଣା ସଂସଦ ଭବନ : ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ; ପୁୁରୁଣା ସଂସଦ ଭବନର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଧିବେଶନ । ଗତକାଲି ପୁରଣା ସଂସଦ ଭବନର ଶେଷ ଦିନରେ ସ୍ମୃତି ବଖାଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ସମେତ ଅନେକ ଦଶନ୍ଧୀ ମଧ୍ୟରେ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଂସଦର ନୂଆ ଭବନକୁ ସ୍ଥାନାନ୍ତର କରିବା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏପରି ଏକ ମୁହୁର୍ତ୍ତContinue reading “ଇତିହାସ ପାଲଟିଲା ପୁରଣା ସଂସଦ ଭବନ : ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ; ପୁୁରୁଣା ସଂସଦ ଭବନର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ”

କାହିଁକି ଏତେ ଆକ୍ରୋଶ, କାହିଁକି ଏହି ରେଡ୍? ସରକାର ନେଲେ ପ୍ରତିଶୋଧ, ରାଗିଲେ ଜନତା

କନକ ବ୍ୟୁରୋ: ସଚିବଙ୍କୁ ପ୍ରଶ୍ନ କଲେ, ସରକାରଙ୍କୁ ବାଧୁଛି । ଆଉ ସତ ଲେଖିଲେ, ଆଉ ସମ୍ବାଦପତ୍ରରେ ପ୍ରଶ୍ନ କଲେ ପ୍ରତିଶୋଧପରାୟଣ ହେଉଛନ୍ତି ସରକାର । କଳ, ବଳ ଓ କୌଶଳ ଲଗାଯାଉଛି । ମିଛ ମାମଲା କରି ହଇରାଣ କରାଯାଉଛି । ସତ କହୁଥିବା ସଂସ୍ଥା ଉପରେ ରେଡ କରାଯାଉଛି । ସମ୍ବାଦ ଉପରେ ସୋମବାରର ଇଓଡବ୍ଲୁ ରେଡକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଛ ମାମଲାରେ ମିଛ ଦଫାContinue reading “କାହିଁକି ଏତେ ଆକ୍ରୋଶ, କାହିଁକି ଏହି ରେଡ୍? ସରକାର ନେଲେ ପ୍ରତିଶୋଧ, ରାଗିଲେ ଜନତା”

ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ: ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ହେଲେ ସରକାର

କନକ ବ୍ୟୁରୋ: ଅନ୍ଧାର କାହାକୁ ଭଲ ଲାଗେନି, ସ୍ୱାଧୀନ ଦେଶରେ ମୁହଁ ବନ୍ଦ ରଖିଲେ ଛାତି ଭିତରଟା ରୁନ୍ଧି ହୋଇଯାଏ । ଦୁର୍ବିସହ ଲାଗେ ଜୀବନ । କିନ୍ତୁ କ୍ଷମତା ଲୋଭୀ, କ୍ରୁର, ନିଷ୍ଠୁର, ଏକଛତ୍ରବାଦ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତିଙ୍କର ସବୁବେଳେ ଗୋଟିଏ ଇଚ୍ଛା, ଅନ୍ଧାର ଭିତରେ ସମସ୍ତେ ରୁହନ୍ତୁ, ମୁହଁ ବନ୍ଦ କରି ରୁହନ୍ତୁ । କାରଣ ଏହାରି ଭିତରେ ହିଁ ସ୍ୱାର୍ଥର ଇମାରତ ଗଢିବା ସହଜ ହୋଇଯାଏ । ସ୍ୱାଧୀନ ଦେଶର ନାଗରିକଙ୍କୁContinue reading “ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ: ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ହେଲେ ସରକାର”

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆନ୍ଦୋଳନ ସ୍ଥଗିତ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

କନକ ବ୍ୟୁରୋ: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । କିଛି ଦିନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଏନେଇ ଘୋଷଣା କରିଛନ୍ତି । ତେବେ ଦୀର୍ଘ ଦିନ ଧରି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପରେ ଏବେ ଏହି ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଆନ୍ଦୋଳନ ସ୍ଥଗିତ ରଖିଲା ପ୍ରାଥମିକ ଶିକ୍ଷକ ସଂଘ କିଛି ଦିନContinue reading “ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆନ୍ଦୋଳନ ସ୍ଥଗିତ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା”

ଓଡିଶାରେ ଆରମ୍ଭ ହୋଇଛି ପ୍ରତିଶୋଧ ପରାୟଣ ରାଜନୀତି । ରାଜ୍ୟରେ ଏମିତି ଶାସନ ଆରମ୍ଭ ହେବା କଳ୍ପନା ବାହାରେ ଥିଲା : ମହମ୍ମଦ ମୋକିମ୍

କନକ ବ୍ୟୁରୋ: ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଜେରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ସିଧା ସିଧା ରାଜ୍ୟ ସରକାର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟରେ ଏବେ ପ୍ରତିଶୋଧ ପରାୟଣ ରାଜନୀତି ଆରମ୍ଭ ହୋଇଛି ବୋଲି ମୋକିମ୍ କହିଛନ୍ତି । ତାଙ୍କ କହିବା କଥା, କେନ୍ଦ୍ର ସରକାର ଏ ପ୍ରତିଶୋଧ ପରାୟଣ ରାଜନୀତି ଆରମ୍ଭ କରିଥିଲେ । ବିଭିନ୍ନ ସମୟରେ ତାଙ୍କ ବିରୋଧରେ ଯିଏ ସ୍ୱରContinue reading “ଓଡିଶାରେ ଆରମ୍ଭ ହୋଇଛି ପ୍ରତିଶୋଧ ପରାୟଣ ରାଜନୀତି । ରାଜ୍ୟରେ ଏମିତି ଶାସନ ଆରମ୍ଭ ହେବା କଳ୍ପନା ବାହାରେ ଥିଲା : ମହମ୍ମଦ ମୋକିମ୍”

ରାଜ୍ୟ ସରକାର ସତ୍ୟକୁ ଚପେଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି ଏବଂ ରାଜ୍ୟ ସରକାର ଭୟଭୀତ : ମନମୋହନ ସାମଲ

କନକ ବ୍ୟୁରୋ: ସମ୍ବାଦରେ ଇଓଡବ୍ଲ୍ୟୁ ଚଢାଉକୁ ନେଇ ରାଜ୍ୟ ସରକାର ଆଉ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମନ । ସିଧା ସିଧା ସରକାରକୁ ଟାର୍ଗେଟ କରିବା ସହିତ, ରାଜ୍ୟ ସରକାର ଭୟଭୀତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ସମ୍ବାଦ ଉପରେ ଇଓଡବ୍ଲ୍ୟୁର ଚଢାଉକୁ ନିନ୍ଦନୀୟ ବୋଲି କହିବା ସହିତ ଆକ୍ରୋଶମୂଳକ ଭାବରେ ଏପରି କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କରContinue reading “ରାଜ୍ୟ ସରକାର ସତ୍ୟକୁ ଚପେଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି ଏବଂ ରାଜ୍ୟ ସରକାର ଭୟଭୀତ : ମନମୋହନ ସାମଲ”

କାହିଁକି ସରକାରଙ୍କ ଏତେ ଆକ୍ରୋଶ? କାହିଁକି ସମ୍ବାଦ କାର୍ଯ୍ୟାଳୟରେ ହେଉଛି ରେଡ୍?

କନକ ବ୍ୟୁରୋ: ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସରକାର । ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦୁଇଟି ସଂପାଦକୀୟ, ସାରା ରାଜ୍ୟରେ ବିତର୍କ ସୃଷ୍ଟି କରିବା ପରେ ଛାନିଆ ହୋଇ ପଡିଥିବା ସରକାର, ଏବେ ପ୍ରତିଶୋଧ ନେବାରେ ଲାଗିଛନ୍ତି । ଫାଇବ୍-ଟି ସବିବ ପାଣ୍ଡିଆନ୍ ଚଳାଇଥିବା ଛାୟା ସରକାରକୁ ନେଇ ନିଜ ସମ୍ପାଦକୀୟ ଜରିଆରେ ପ୍ରଶ୍ନ କରିଥିଲେ ସୌମ୍ୟ ରଂଜନ । ତେବେ ସିଧାସଳଖ ସୌମ୍ୟରଂଜନଙ୍କ ପ୍ରଶ୍ନର ଉତର ନଦେଇ ସୌମ୍ୟଙ୍କ ଉପରେ ଦାଉ ସାଧୁଛନ୍ତି ସରକାର ।Continue reading “କାହିଁକି ସରକାରଙ୍କ ଏତେ ଆକ୍ରୋଶ? କାହିଁକି ସମ୍ବାଦ କାର୍ଯ୍ୟାଳୟରେ ହେଉଛି ରେଡ୍?”

ଧରାପଡିଗଲା ନନ୍ଦିଘୋଷ ଟିଭି ମହାମିଛ । ବୈଜୟନ୍ତୀ କର ଫେରାର ଥିବା ନେଇ କରୁଥିଲା ମିଛ ଖବର ପ୍ରସାରଣ, କ୍ୟାମେରା ସାମ୍ନାରେ ଇଷ୍ଟର୍ଣ୍ଣ ମିଡ଼ିଆ ଏଚଆର ମୁଖ୍ୟ ଖୋଲିଦେଲେ ପୋଲ ।

କନକ ବ୍ୟୁରୋ : ଧରାପଡିଲା ନନ୍ଦିଘୋଷ ଟିଭିର ମହାମିଛ । ସତ ସାମ୍ନାକୁ ଆସିବା ପରେ ଖବର ବଦଳାଇଲା ନନ୍ଦିଘୋଷ ଟିଭି । ଘଣ୍ଟା ଘଣ୍ଟା ଧରି ମଛ ଖବର ଚଲାଇ ଆସୁଥିଲା ନନ୍ଦିଘୋଷ ଟିଭି । ଇଷ୍ଟର୍ଣ୍ଣ ମିଡ଼ିଆର ଏଚଆର ମୁଖ୍ୟ ବୈଜୟନ୍ତୀ କର ଫେରାର ଥିବା ନେଇ ବାରମ୍ବାର ଖବର ପ୍ରସାରଣ କରୁଥିଲା ନନ୍ଦିଘୋଷ ଟିଭି । ଇଓଡବ୍ଲୁରେ ହୋଇଥିବା ଏକ ଅଭିଯୋଗ ପରେ ବୈଜୟନ୍ତୀ କର ଫେରାର ଥିବା ନେଇ କହି ଆସୁଥିଲାContinue reading “ଧରାପଡିଗଲା ନନ୍ଦିଘୋଷ ଟିଭି ମହାମିଛ । ବୈଜୟନ୍ତୀ କର ଫେରାର ଥିବା ନେଇ କରୁଥିଲା ମିଛ ଖବର ପ୍ରସାରଣ, କ୍ୟାମେରା ସାମ୍ନାରେ ଇଷ୍ଟର୍ଣ୍ଣ ମିଡ଼ିଆ ଏଚଆର ମୁଖ୍ୟ ଖୋଲିଦେଲେ ପୋଲ ।”

‘ଗୋଟିଏ କ’ଣ ୪ ପୁଅ ହୋଇଥିଲେ ବି ମୁଁ ସମସ୍ତଙ୍କୁ ସେନାରେ ପଠାଇଥାନ୍ତି’… ଅନନ୍ତନାଗରେ ସହିଦ ହୋଇଥିବା ସହିଦ ଯୋଗେଶ କୁମାରଙ୍କ ବାପାଙ୍କ ଦୃଢୋକ୍ତି

କନକ ବ୍ୟୁରୋ: ଦେଶ ସେବାରେ ଗୋଟିଏ ବୋଲି ପୁଅ ସହିଦ ହୋଇଯିବା ପରେ ବି ସାହାସ ଓ ଧୈର୍ଯ୍ୟର ପ୍ରମାଣ ଦେଖାଇଛନ୍ତି ସିହିଦଙ୍କ ବାପା । ଅନ୍ତନାଗରେ ଏନକାଉଣ୍ଟରରେ ସହିଦ ହୋଇଥିବା ଯୋଗେଶ କୁମାରଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ତାଙ୍କ ପାଇଁ ପୁରା ଅଞ୍ଚଳ ଲୁହ ଝରାଉଥିବାବେଳେ ବାପା କିନ୍ତୁ ଦୃଢତା ଦେଖାଇଛନ୍ତି । କହିଛନ୍ତି ‘ଗୋଟିଏ ପୁଅ କ’ଣ ମୋର ୪ ପୁଅ ଥିଲେ ବି ମୁଁ ସମସ୍ତଙ୍କୁ ସେନାରେ ହିଁ ପଠାଇଥାନ୍ତି’Continue reading “‘ଗୋଟିଏ କ’ଣ ୪ ପୁଅ ହୋଇଥିଲେ ବି ମୁଁ ସମସ୍ତଙ୍କୁ ସେନାରେ ପଠାଇଥାନ୍ତି’… ଅନନ୍ତନାଗରେ ସହିଦ ହୋଇଥିବା ସହିଦ ଯୋଗେଶ କୁମାରଙ୍କ ବାପାଙ୍କ ଦୃଢୋକ୍ତି”

Design a site like this with WordPress.com
Get started