କନକ ବ୍ୟୁରୋ: ଯୁବକଙ୍କୁ ଅପହରଣ କରିବା ଯୋଜନା ପଣ୍ଡ । ରବିବାର ରାତିରେ ଅପହରଣକାରୀଙ୍କ କବଳରୁ ଖସିଯାଇଛନ୍ତି ଯୁବକ । ନିଜର ଉପସ୍ଥିତ ବୁଦ୍ଧି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ସ୍ଥାନୀୟ ଲୋକେ ୨ ଅପହରଣକାରୀଙ୍କୁ ଧରିଥିବାବେଳେ ଅନ୍ୟ ୪ଜଣ ଖସିପଳାଇଥିବା ଜଣାପଡିଛି । ସୂଚନା ମୁତାବକ, ତୁରିନ୍ତିରା ଜେନାସାହିର ମଣ୍ଟୁ ନାମକ ଯୁବକ ରାତି ପାଖାପାଖି ୧୦ଟା ସମୟରେ ଗାଁ ମୁଣ୍ଡ ରାସ୍ତାରେ ଛିଡା ହୋଇଥିବାବେଳେ ୩ଟି ବାଇକରେ ୬ଜଣContinue reading “ଅପହରଣ ସମୟରେ ବର୍ତ୍ତିଗଲେ ଯୁବକ, ୨ ଅଭିଯୁକ୍ତଙ୍କୁ ଧରିପକାଇଲେ ସ୍ଥାନୀୟ ଲୋକେ, ଖସିଗଲେ ଅନ୍ୟ ୪”
Tag Archives: News
ସମ୍ବାଦରେ ଇଓଡବ୍ଲୁ ରେଡକୁ ନେଇ ବିରୋଧୀଙ୍କ ନିନ୍ଦା । ଏକସ୍ୱରରେ ବିରୋଧୀ କହିଲେ, ଗଣମାଧ୍ୟମର କରାଯାଉଛି କଣ୍ଠରୋଧ, ଏକାଠି ହୋଇ ଲଢନ୍ତୁ ସବୁ ଗଣମାଧ୍ୟମ ।
କନକ ବ୍ୟୁରୋ : ସମ୍ବାଦରେ ଇଓଡବ୍ଲୁ ଚଢାଉକୁ ନେଇ ବିରୋଧୀଙ୍କ ନିନ୍ଦା । ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ନିନ୍ଦା କରିବା କହିଛନ୍ତି, ସରକାର ପ୍ରତିଶୋଧ ପରାୟଣ ହେଉଛନ୍ତି । ସଚିବଙ୍କୁ ପ୍ରଶ୍ନ କଲେ ସରକାରଙ୍କୁ ବାଧୁଛି ବୋଲି କହିଛନ୍ତି ବିରୋଧୀ । ବୋଧହୁଏ ସରକାର ଚାହୁଁଛନ୍ତି ଲୋକେ ଜବାବ ଦିଅନ୍ତୁ । ଶିକ୍ଷକ ଆନ୍ଦୋଳନରେ ସାମିଲ ହେଲେଣି ଅଭିଭାବକ । ଏବେ ସବୁ ଗଣମାଧ୍ୟମକୁ ଏକାଠି ହୋଇ ଲଢିବା ପାଇଁ ବିରୋଧୀ ଆହ୍ୱାନ ଦେଇଛନ୍ତି ।Continue reading “ସମ୍ବାଦରେ ଇଓଡବ୍ଲୁ ରେଡକୁ ନେଇ ବିରୋଧୀଙ୍କ ନିନ୍ଦା । ଏକସ୍ୱରରେ ବିରୋଧୀ କହିଲେ, ଗଣମାଧ୍ୟମର କରାଯାଉଛି କଣ୍ଠରୋଧ, ଏକାଠି ହୋଇ ଲଢନ୍ତୁ ସବୁ ଗଣମାଧ୍ୟମ ।”
ମନ୍ତ୍ରୀଙ୍କ ବେକ ଧରି ଟାଣି ଆଣିଲେ ନୀତିଶ କୁମାର । ତାଜୁବ୍ ହେଲେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟ ଅଧିକାରୀ
କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବା ସମୟରେ ବିହାର କ୍ୟାବିନେଟର ମନ୍ତ୍ରୀଙ୍କ ବେକ ଧରିପକାଇଲେ ନୀତିଶ । ତାଙ୍କର ଏଭଳି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ସମସ୍ତେ ତାଜୁବ ହୋଇଯାଇଥିଲେ । ସୂଚନା ମୁତାବକ, ପାଟଣାରେ ମରିସସ୍ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଶିବସାଗର ରାମଗୁଲାମଙ୍କ ଜୟନ୍ତି ଅବସରରେ ଯୋଗ ଦେଇ ଫେରୁଥିବା ସମୟରେ ତାଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ଏହି ସମୟରେ ପଛରେ ଛିଡା ହୋଇଥିବା ମନ୍ତ୍ରୀ ଅଶୋକ ଚୌଧୁରୀଙ୍କୁ ଖୋଜିଥିଲେContinue reading “ମନ୍ତ୍ରୀଙ୍କ ବେକ ଧରି ଟାଣି ଆଣିଲେ ନୀତିଶ କୁମାର । ତାଜୁବ୍ ହେଲେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟ ଅଧିକାରୀ”
ସଚିବଙ୍କୁ ପ୍ରଶ୍ନ, ସମ୍ବାଦ ଭବନରେ ରେଡ୍ । ସମ୍ବାଦ ଗ୍ରୁପକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର ।
କନକ ବ୍ୟୁରୋ : ସମ୍ବାଦ ଭବନରେ ପଶିଲା ଇଓଡବ୍ଲୁ । ସମ୍ବାଦ ଭବନରେ ଇଓଡବ୍ଲୁ କରୁଛି ଛାନଭିନ । ମିଛ ଅଭିଯୋଗର ଚାଲିଛି ସତ ଯାଞ୍ଚ । ଇଓଡବ୍ଲୁର ଏକ ଟିମ୍ ସମ୍ବାଦ ଭବନରେ ପହଞ୍ଚି ଛାନଭିନ୍ କରୁଛି । ଉଦ୍ଦେଶ୍ୟମୂଳକ ଭାବେ ଇଓଡବ୍ଲୁ ଲଗା ଯାଇଥିବା ଆଶଙ୍କା କରାଯାଉଛି । ପ୍ରତିଶୋଧ ପରାୟଣ ହୋଇ ସରକାର ଏଭଳି ପଦକ୍ଷେପ ନେଉଛନ୍ତି । ଇଓଡବ୍ଲୁକୁ ଲଗାଇ ସମ୍ବାଦକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର । ସଚିବଙ୍କୁ ପ୍ରଶ୍ନContinue reading “ସଚିବଙ୍କୁ ପ୍ରଶ୍ନ, ସମ୍ବାଦ ଭବନରେ ରେଡ୍ । ସମ୍ବାଦ ଗ୍ରୁପକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର ।”
ସୌମ୍ୟଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ମୋକିମ୍ : କହିଲେ, ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ; ଗଣମାଧ୍ୟମର କଣ୍ଠରୋଧ କରିବା ଦୁର୍ଭାଗ୍ୟଜନକ
କନକ ବ୍ୟୁରୋ : ସୌମ୍ୟଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ମୋକିମ । କହିଲେ ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ । ସଚିବ ନୁହେଁ ସବୁବେଳେ ନିର୍ବାଚିତ ପ୍ରତିନିଧି ବଡ । ଗଣମାଧ୍ୟମର କଣ୍ଠରୋଧ କରିବା ଠିକ୍ ନୁହେଁ । ଆକ୍ରୋଶମୂଳକ ଭାବେ କୌଣସି ପଦକ୍ଷେପ ନିଆନଯାଉ । ଏଭଳି କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସୌମ୍ୟ ପଟ୍ଟନାୟକଙ୍କ କଣ୍ଠରୋଧ କରାଯାଉଛି । ଏଭଳି ଘଟଣାକୁ ଓଡିଶାବାସୀ ବରଦାସ୍ତ କରିବେନି । ସମ୍ପାଦକୀୟ ଲେଖିବା ସୌମ୍ୟଙ୍କରContinue reading “ସୌମ୍ୟଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ମୋକିମ୍ : କହିଲେ, ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ; ଗଣମାଧ୍ୟମର କଣ୍ଠରୋଧ କରିବା ଦୁର୍ଭାଗ୍ୟଜନକ”
ସୌମ୍ୟରଞ୍ଜନଙ୍କ ସପକ୍ଷରେ ବାହାରିଲେ ବିରୋଧୀ : ବିଜେପି ଓ କଂଗ୍ରେସର ବୟାନ, ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସରକାର; ପ୍ରତିଶୋଧ ନେବାକୁ ସମ୍ବାଦ, କନକ ନ୍ୟୁଜ, ଓ ରେଡିଓ ଚକଲେଟକୁ ବିଜ୍ଞାପନ କରିଛନ୍ତି ବନ୍ଦ
କନକ ବ୍ୟୁରୋ : ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସରକାର । ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦୁଇଟି ସମ୍ପାଦକୀୟ, ସାରା ରାଜ୍ୟରେ ବିତର୍କ ସୃଷ୍ଟି କରିବା ପରେ ଛାନିଆ ହୋଇ ପଡିଥିବା ସରକାର, ଏବେ ପ୍ରତିଶୋଧ ନେବାରେ ଲାଗିଛନ୍ତି । ଫାଇବ୍-ଟି ସବିବ ପାଣ୍ଡିଆନ୍ ଚଳାଇଥିବା ଛାୟା ସରକାରକୁ ନେଇ ନିଜ ସମ୍ପାଦକୀୟ ଜରିଆରେ ପ୍ରଶ୍ନ କରିଥିଲେ ସୌମ୍ୟରଞ୍ଜନ । ତେବେ ସିଧାସଳଖ ପ୍ରଶ୍ନର ଉତ୍ତର ନଦେଇ ସୌମ୍ୟଙ୍କ ଉପରେ ଦାଉ ସାଧୁଛନ୍ତି ସରକାର । ହାତରେContinue reading “ସୌମ୍ୟରଞ୍ଜନଙ୍କ ସପକ୍ଷରେ ବାହାରିଲେ ବିରୋଧୀ : ବିଜେପି ଓ କଂଗ୍ରେସର ବୟାନ, ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସରକାର; ପ୍ରତିଶୋଧ ନେବାକୁ ସମ୍ବାଦ, କନକ ନ୍ୟୁଜ, ଓ ରେଡିଓ ଚକଲେଟକୁ ବିଜ୍ଞାପନ କରିଛନ୍ତି ବନ୍ଦ”
ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା : କ୍ଷୀରରେ ବିଷ ଆସିଲା କେଉଁଠୁ ? ବାପା ଦେଲେ ଚାଞ୍ଚଲ୍ୟକର ବୟାନ
କନକ ବ୍ୟୁରୋ : ଦିଗପହଣ୍ଡିରେ ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା । ବାପା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । କହିଲେ ରାତିରେ ପରିବାରର ସମସ୍ତେ ପିଇଥିଲେ କ୍ଷୀର । ତେବେ କ୍ଷୀରରେ କେଉଁଠୁ ଆସିଲା ବିଷ ଉଠିଲା ପ୍ରଶ୍ନ । କ୍ଷୀରରେ କେହି ବିଷ ମିଶାଇଥିଲେ କି ? ଘଟଣାସ୍ଥଳରେ ଶେରଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । The post ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କContinue reading “ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା : କ୍ଷୀରରେ ବିଷ ଆସିଲା କେଉଁଠୁ ? ବାପା ଦେଲେ ଚାଞ୍ଚଲ୍ୟକର ବୟାନ”
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ : ଓଡ଼ିଶା ନିକଟରୁ ଆଦିତ୍ୟ ଆଲୁମିନିୟମ୍ ଗ୍ରହଣ କଲା ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର ୨୦୨୩
କନକ ବ୍ୟୁରୋ : ସର୍ବାଧୁନିକ ବୈଶ୍ୱିକ ପ୍ରଯୁକ୍ତିରେ ସଜ୍ଜିତ ଅତ୍ୟାଧୁନିକ ଆଲୁମିନିୟମ୍ ସ୍ମେଲ୍ଟର କମ୍ପାନୀ ଆଦିତ୍ୟ ଆଲୁମିନିୟମ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ ନିକଟରୁ ସମ୍ମାନଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର ୨୦୨୩ ହାସଲ କରିଛି । ଏହାଦ୍ୱାରା କାରଖାନା ପକ୍ଷରୁ ମଜଭୁତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରିବା ଏବଂ ଦୀର୍ଘସ୍ଥାୟୀ ପରିବେଶ ପରିଚାଳନା କାର୍ଯ୍ୟାଭ୍ୟାସ ଜାରି ରଖିବା ଦିଗରେ ଅନନ୍ୟ ଉତ୍ସର୍ଗୀକୃତ ପଦକ୍ଷେପକୁ ଏହାଦ୍ୱାରା ସ୍ୱୀକୃତି ମିଳିଛି । ଓଡ଼ିଶାର ସମ୍ବଲପୁର ଜିଲ୍ଲାContinue reading “ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ : ଓଡ଼ିଶା ନିକଟରୁ ଆଦିତ୍ୟ ଆଲୁମିନିୟମ୍ ଗ୍ରହଣ କଲା ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର ୨୦୨୩”
ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସଙ୍ଗ : ଆଜି ବସିବ ଅନ୍ତଃ ମନ୍ତ୍ରିସ୍ତରୀୟ ବୈଠକ; ଶିକ୍ଷକଙ୍କ ଦାବି ଉପରେ ହେବ ଆଲୋଚନା
କନକ ବ୍ୟୁରୋ : ୧୦ ଦିନ ହେବ ଆନ୍ଦୋଳନରେ ଶିକ୍ଷକ । ୩ ଦଫା ଦାବି ପୂରଣ ଜିଦ୍ରେ ଅଟଳ ଶିକ୍ଷକ । ଏହାରି ଭିତରେ ଆନ୍ତଃ ମନ୍ତ୍ରିସ୍ତରୀୟ ଆଲୋଚନାକୁ ଶିକ୍ଷକ ସଂଘକୁ ଡାକରା । ଦିନ ଗୋଟାଏରେ ଏହି ବୈଠକ ବସିବ । ବୈଠକରେ ଯୋଗ ଦେବା ପାଇଁ ଶିକ୍ଷକ ସଂଘକୁ ଡାକରା ଆସିଥିବା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି । ସେପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁContinue reading “ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସଙ୍ଗ : ଆଜି ବସିବ ଅନ୍ତଃ ମନ୍ତ୍ରିସ୍ତରୀୟ ବୈଠକ; ଶିକ୍ଷକଙ୍କ ଦାବି ଉପରେ ହେବ ଆଲୋଚନା”
ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା : ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ; ଅନ୍ତିମ ବିଦାୟ ଦେଲେ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି
କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା । ଦିଲ୍ଲୀ ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସାମିଲ ହୋଇଥିଲେ ଗୀତା ମେହେଟ୍ଟାଙ୍କ ଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ତାଙ୍କର ପରିବାରଜନ ଶେଷକୃତ୍ୟରେ ସାମିଲ ହୋଇଥିଲେ । ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟରେ ଉପସ୍ଥିତ ଥିଲେ । ଆମେରିକାରୁ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଫେରିବା ପରେ ଗୀତାContinue reading “ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା : ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ; ଅନ୍ତିମ ବିଦାୟ ଦେଲେ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି”