କନକ ବ୍ୟୁରୋ : ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଲୋକସଭାକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ ଜି-୨୦ ଶିଖର ସମ୍ମିଳନୀ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି ଜି-୨୦ ବୈଠକର ସଫଳ ଆୟୋଜନ ଦେଶର ଗୌରବ ବଢାଇଛି । ଜି-୨୦ ଶିଖର ସମ୍ମିଳନୀର ସଫଳତା ଦେଶର ସଫଳତା । ଆମର ସଂସ୍କାର ଯୋଗୁଁ ସାରା ବିଶ୍ୱରେ ଭାରତ ଏବେ ମିତ୍ରତା ଭୂମିକା ତୁଳାଉଛି । ପୁରଣାକୁ ଛାଡିContinue reading “ସଂସଦର ସ୍ୱତନ୍ତ୍ର ଅଧିବେଶନ : ଲୋକସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ; କହିଲେ, ଦେଶର ଗୌରବ ବଢ଼ାଇଲା ଜି-୨୦ର ସଫଳ ଆୟୋଜନ”
Tag Archives: News
ଏଲୋନ୍ ମସ୍କ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛନ୍ତି
ଏଲୋନ୍ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ୍ ସେବା କମ୍ପାନୀ ‘ଷ୍ଟାରଲିଙ୍କ’ ଭାରତରେ ପ୍ରବେଶ କରିବାକୁ ଯାଉଛି । ପୂର୍ବରୁ ଲାଇସେନ୍ସ ଅଭାବରୁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଷ୍ଟାରଲିଙ୍କ୍ ଜିଓ ଏବଂ ଏୟାରଟେଲ ଉଭୟଙ୍କ ପାଇଁ ଚିନ୍ତାର କାରଣ ହେଇପାରେ । କାରଣ ସେମାନେ ସାଟେଲାଇଟ ଇଣ୍ଟରନେଟ୍ ଦୌଡ଼ରେ ଅଛନ୍ତି । ଷ୍ଟାରଲିଙ୍କ ଟପ୍ ସ୍ପିଡ୍ 1.5 ରୁ 2Gbps ହୋଇପାରେ ଏବଂ ସବୁଠୁ ବଡକଥା ହେଲା ଏଥିପାଇଁ ମୋବାଇଲ୍ ଟାୱାର ଆବଶ୍ୟକ ପଡ଼ିବ ନାହିଁ ।Continue reading “ଏଲୋନ୍ ମସ୍କ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛନ୍ତି”
ଅନ୍ତିମ ସଂସ୍କାର ପାଇଁ ସଂଘର୍ଷ : ଭରା ନଈରେ ରଶି ସାହାଯ୍ୟରେ କୋକେଇ ପାରି କଲେ ସମ୍ପର୍କୀୟ
କନକ ବ୍ୟୁରୋ : ଜୀବନ ଥିଲା ବେଳେ କମ୍ପାନୀ ଧୁଆଁ, ଧୁଳି ଲୋକଙ୍କୁ ହନ୍ତସନ୍ତ କରୁଛି । ମୃତ୍ୟୁ ପରେ ଶବଦାହ କରିବା ମଧ୍ୟ ଆତ୍ମୀୟସ୍ୱଜନଙ୍କୁ ସଂଘର୍ଷ କରିବାକୁ ପଡୁଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡିମୁଣ୍ଡି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଭରା ନଦୀରେ ରଶି ସାହାଯ୍ୟରେ ଅଣ୍ଟାଏ ପାଣିରେ କୋକେଇ ପାରି କରିଛନ୍ତି ଆତ୍ମୀୟ ସ୍ୱଜନ । ଡିମୁଣ୍ଡି ଗାଁର ସନ୍ତୋଷ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁContinue reading “ଅନ୍ତିମ ସଂସ୍କାର ପାଇଁ ସଂଘର୍ଷ : ଭରା ନଈରେ ରଶି ସାହାଯ୍ୟରେ କୋକେଇ ପାରି କଲେ ସମ୍ପର୍କୀୟ”
ବର୍ଷାରେ ଭିଜିବ ଗଣେଶ ପୂଜା : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ଆସନ୍ତାକାଲି ନେବ ଲଘୁଚାପର ରୂପ
କନକ ବ୍ୟୁରୋ : ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଶଙ୍କା କରାଯାଉଛି । ଅର୍ଥାତ ଗଣେଷ ପୂଜାରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଉଛିContinue reading “ବର୍ଷାରେ ଭିଜିବ ଗଣେଶ ପୂଜା : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ଆସନ୍ତାକାଲି ନେବ ଲଘୁଚାପର ରୂପ”
ଜଙ୍ଗଲି ଭାଲୁ ଆତଙ୍କ : ଭୟରେ ଘରର ତାଟି କବାଟ ପକାଇ ଦେଲେ ଲୋକେ; ଆଜି ଘଟଣାସ୍ଥଳକୁ ବନବିଭାଗ ଯାଇ କରିବ ସ୍ଥିତି ଅନୁଧ୍ୟାନ
କନକ ବ୍ୟୁରୋ : ରାତି ଅଧରେ ଗାଁରେ ପଶିଲା ଜଙ୍ଗଲି ଭାଲୁ । କୋରାପୁଟ ଜିଲ୍ଲା ଅକମ୍ବା ଗାଁରେ ପଶି ଭାଲୁ ଉତ୍ପାତ କରିଛି । ଗାଁ ଭିତରେ, ରାତି ଅଧରେ ଜଙ୍ଗଲି ଭାଲୁ ପଶି ଆସିଥିବା ଖବର ପାଇ ପୁରା ଗାଁରେ ଆତଙ୍କ ଖେଳି ଯାଇଥିଲା । ଭୟରେ ଲୋକେ ତାଟି କବାଟ ବନ୍ଦ କରି ଦେଇଥିଲେ । ଗାଁର କିଛି ସାହାସୀ ବ୍ୟକ୍ତି ଭାଲକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । କେହି ଜଣେ ଗାଁContinue reading “ଜଙ୍ଗଲି ଭାଲୁ ଆତଙ୍କ : ଭୟରେ ଘରର ତାଟି କବାଟ ପକାଇ ଦେଲେ ଲୋକେ; ଆଜି ଘଟଣାସ୍ଥଳକୁ ବନବିଭାଗ ଯାଇ କରିବ ସ୍ଥିତି ଅନୁଧ୍ୟାନ”
ଆବାସ ଯୋଜନାରେ ମିଳିଲାନି ଘର : ବିଏମସି ଅଫିସ ଘେରିଲେ ବସ୍ତିବାସିନ୍ଦା; ଧାରଣା ବେଳେ ମେୟରଙ୍କ ସହ ଜୋରଦାର କଥା କଟାକଟି
କନକ ବ୍ୟୁରୋ : ଆବାସ ଯୋଜନାରେ ଅନିୟମିତତା । ଆବାସ ମିଳୁନଥିବା ନେଇ ପ୍ରତିବାଦ କଲେ ଚନ୍ଦ୍ରଶେଖରପୁର ୯ ନମ୍ବର ୱାର୍ଡ ମଣ୍ଡପ ବସ୍ତିର ବାସିନ୍ଦା । ବାରମ୍ବାର ଦାବି ସତ୍ୱେ ବି ବସ୍ତିବାସିନ୍ଦାଙ୍କୁ ମିଳୁନି ଘର । ଦାବି ପୁରଣ ପାଇଁ ବିଏମସି ଅଫିସ ଆଗରେ ଧାରଣାରେ ବସିଲେ ବସ୍ତିବାସିନ୍ଦା । ଧାରଣା ବେଳେ ମେୟରଙ୍କ ସହ ଜୋରଦାର କଥା କଟାକଟି । ସରକାରଙ୍କୁ ଦୋଷ ଦେବାରୁ ରାଗିଗଲେ ମେୟର । The post ଆବାସContinue reading “ଆବାସ ଯୋଜନାରେ ମିଳିଲାନି ଘର : ବିଏମସି ଅଫିସ ଘେରିଲେ ବସ୍ତିବାସିନ୍ଦା; ଧାରଣା ବେଳେ ମେୟରଙ୍କ ସହ ଜୋରଦାର କଥା କଟାକଟି”
୧୦ ଦିନ ହେଲାଣି ଆନ୍ଦୋଳନରେ ଶିକ୍ଷକ,ଶିକ୍ଷୟିତ୍ରୀ : କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କଲେ ଶିକ୍ଷୟିତ୍ରୀ
କନକ ବ୍ୟୁରୋ : ଶିକ୍ଷକଙ୍କ ଆନ୍ଦୋଳନ ଭିତରେ ଭାଇରାଲ ହେଉଛି ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ । କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କରିଛନ୍ତି ଶିକ୍ଷୟିତ୍ରୀ ନୀଳିମା ସାହୁ । କବିତା ମାଧ୍ୟମରେ ସ୍କୁଲର ଅସୁବିଧା କହିବା ସହ ତୁରନ୍ତ ଦାବି ପୁରଣ କରିବାକୁ ଅନୁରୋଧ କରିଛନ୍ତି ଶିକ୍ଷୟିତ୍ରୀ । ୧୦ ଦିନ ହେବ ଆନ୍ଦୋଳନରେ ଆନ୍ଦୋଳନରେ ଶିକ୍ଷକ । ୩ ଦଫା ଦାବି ପୂରଣ ଜିଦରେ ଅଟଳ ଶିକ୍ଷକ । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲାଙ୍କ ଭବିଷ୍ୟତContinue reading “୧୦ ଦିନ ହେଲାଣି ଆନ୍ଦୋଳନରେ ଶିକ୍ଷକ,ଶିକ୍ଷୟିତ୍ରୀ : କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କଲେ ଶିକ୍ଷୟିତ୍ରୀ”
‘ତୁମକୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିବେନି’: ମହିଳାଙ୍କୁ ଅସଦାଚରଣ କରୁଥିବା ଅମାନିଆଙ୍କୁ ଯୋଗୀଙ୍କ ଚେତାବନୀ
କନକ ବ୍ୟୁରୋ: ‘ମୁଁ ଆଗରୁ ବି କହିଛି ମୋ ରାଜ୍ୟରେ ସବୁବେଳେ ଝିଅ ଓ ମହିଳାଙ୍କୁ ସୁରକ୍ଷା ଦିଆଯିବ । ଯଦି ଶାସନ କାଳରେ କୌଣସି ମହିଳାଙ୍କୁ ହଇରାଣ କରିବାକୁ କେହି ଚେଷ୍ଟା କଲା, ତାହେଲେ ଜାଣିନେବ ଆଗରେ ଯମରାଜ ଜଗିଛନ୍ତିି । ଅଭିଯୁକ୍ତଙ୍କୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିପାରିବେନି’ । ରାମଲୀଳା ମୈଦାନରେ ଆୟୋଜକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧନ କରି ସମୟରେ ଏଭି ଚେତାବନୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥContinue reading “‘ତୁମକୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିବେନି’: ମହିଳାଙ୍କୁ ଅସଦାଚରଣ କରୁଥିବା ଅମାନିଆଙ୍କୁ ଯୋଗୀଙ୍କ ଚେତାବନୀ”
ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ : ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା; ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହାଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନ ପ୍ରତ୍ୟାହାର କରିବାକୁ ବିContinue reading “ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ : ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା; ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ”
ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ; ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ
କନକ ବ୍ୟୁରୋ : ଦିଗପହଣ୍ଡିରେ ବିଷାକ୍ତ ଖାଦ୍ୟ ନେଲା ଜୀବନ । ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ । ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ । ଶେରଗଡ଼ ଥାନା ଶ୍ରୀରାମ ନଗରରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଶେରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । The post ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ; ବାପା ଗୁରୁତର ଅବସ୍ଥାରେContinue reading “ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ; ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ”