କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନିବେନି ଅଙ୍ଗନବାଡି ସଂଘ । ଶିକ୍ଷକ ଆନ୍ଦୋଳନ ଚାଲିଥିବାରୁ ଅଙ୍ଗନବାଡି କର୍ମୀଙ୍କୁ ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବାକୁ କେତେକ ଡିଇଓ ଯୋଜନା କରିଛନ୍ତି । ହେଲେ ଏହା ବିରୋଧରେ ସ୍ୱର ଉଠିଲାଣି । ବିଦ୍ୟାଳୟରେ ଅଙ୍ଗନବାଡି କର୍ମୀ ରୋଷେଇ କରିବେ ନାହିଁ ବୋଲି କହିଛନ୍ତି । ଶିକ୍ଷକ ଆନ୍ଦୋଳନରେ ସେମାନେ ମୁଣ୍ଡ ପୁରାଇବେ ନାହିଁ ବୋଲି କହିଛି ଅଙ୍ଗନବାଡି ସଂଘ । ଆବଶ୍ୟକ ପଡ଼ିଲେ ଶିକ୍ଷକ ଆନ୍ଦୋଳନକୁContinue reading “ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନିବେନି ଅଙ୍ଗନବାଡି ସଂଘ : ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବାକୁ ମନା କଲା ସଂଘ”
Tag Archives: News
ଦିନ ୧୧ଟାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ : ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ; ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ପ୍ରସ୍ତାବ
କନକ ବ୍ୟୁରୋ : ଦିନ ୧୧ଟାରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ସଂସଦକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହାଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନContinue reading “ଦିନ ୧୧ଟାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ : ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ; ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ପ୍ରସ୍ତାବ”
ଯୁଦ୍ଧ ମୈଦାନ ପରେ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ଋଷ-ୟୁକ୍ରେନ୍ ମୁହାଁମୁହିଁ । ଆଜିଠୁ ଶୁଣାଣୀ ।
କନକ ବ୍ୟୁରୋ: ଏବେଯାଏଁ ଯୁଦ୍ଧକ୍ଷେତ୍ରରେ ଲଢୁଥିବା ଋଷ ଓ ୟୁକ୍ରେନ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ସାମ୍ନା ସାମ୍ନି ହେବେ । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ବା (ଆଇସିଜେ)ରେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଆଜିଠାରୁ ଏହାର ଶୁଣାଣୀ ହେବାର ସୂଚନା ରହିଛି । ଏହି ମାମଲା ଆଇସିଜେକୁ ଆସିବା ସମୟରେ ଋଷ କହିଥିଲା ଯେ, ସେ ୟୁକ୍ରେନରେ ନରସଂହାରକୁ ରୋକିବାକୁ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲା ।Continue reading “ଯୁଦ୍ଧ ମୈଦାନ ପରେ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ଋଷ-ୟୁକ୍ରେନ୍ ମୁହାଁମୁହିଁ । ଆଜିଠୁ ଶୁଣାଣୀ ।”
ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ : ରାସ୍ତା ଖରାପ ପାଇଁ ଶିଖରପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ
କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକ । କଟକ ଶିଖରପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଟ୍ରକ ଓଲଟି ପଡିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା । ଖବର ପାଇ ଅଗ୍ନିଶନବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛି । ଏହା ପରେ କ୍ରେନ ସହାୟତାରେ ଓଲଟି ପଡିଥିବା ଟ୍ରକକୁ ଉଠାଇବା ସହContinue reading “ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ : ରାସ୍ତା ଖରାପ ପାଇଁ ଶିଖରପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ”
ମେରାଇନ୍ ଡ୍ରାଇଭରେ ଭୟଙ୍କର ଦୁର୍ଘଟଣା : କାରକୁ ମୋ ବସ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ; ୪ ଗୁରୁତରଙ୍କ ମଧ୍ୟରୁ ୨ କଟକ ସ୍ଥାନାନ୍ତର
କନକ ବ୍ୟୁରୋ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଭୟଙ୍କର ସଡ଼କ ଦୁର୍ଘଟଣା । କାରକୁ ଧକ୍କା ଦେଲା ମୋ ବସ୍ । ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହା ସହ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କାରକୁ ଧକ୍କା ଦେଇ ଏକ ଗଛକୁ ଦେଲାଥିଲା ମୋ ବସ୍ । ବସ୍ ଡ୍ରାଇଭର ବସ୍ ଭିତରେ ଫସି ରହିଥିଲେContinue reading “ମେରାଇନ୍ ଡ୍ରାଇଭରେ ଭୟଙ୍କର ଦୁର୍ଘଟଣା : କାରକୁ ମୋ ବସ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ; ୪ ଗୁରୁତରଙ୍କ ମଧ୍ୟରୁ ୨ କଟକ ସ୍ଥାନାନ୍ତର”
୧୯୪୯ ସେପ୍ଟେମ୍ବର ୧୮- ୨୦୨୩ ସେପ୍ଟେମ୍ବର ୧୮ ତାରିଖ… ଦୀର୍ଘ ୭୪ ବର୍ଷ ପରେ ପୁଣି ହେବ ଦେଶର ନାମକୁ ନେଇ ତର୍କ… ଜାଣନ୍ତୁ ଏହା ପଛର ଇତିହାସ
କନକ ବ୍ୟୁରୋ: ଆମ ଦେଶର ନାଁ ଇଣ୍ଡିଆ ନା ଭାରତ ରହିବ ଆଜିର ସ୍ୱତନ୍ତ୍ର ଅଧିବେଶରେ ଏହା ଉପରେ ତର୍କ ହେବାର ସୂଚନା ରହିଛି । ଏହି ପ୍ରସଙ୍ଗକୁ ନେଇ ଇତିହାସ ବି ରହିଛି । ଦୀର୍ଘ ୭୪ ବର୍ଷ ପୂର୍ବରୁ ଏପରି କିଛି ସଂସଦରେ ଘଟିଥିଲା ଯାହାର ଆଜି ପୁନରାବୃତ୍ତି ହୋଇପାରେ । ହେଲେ ଏହାର ପରିଣାମ କ’ଣ ହେବ ତା ଉପରେ ସମସ୍ତଙ୍କ ନଜର । ୧୯୪୯ ସେପ୍ଟେମ୍ବର ୧୮ ତାରିଖରେ ସମ୍ବିଧାନ ସଭାରେContinue reading “୧୯୪୯ ସେପ୍ଟେମ୍ବର ୧୮- ୨୦୨୩ ସେପ୍ଟେମ୍ବର ୧୮ ତାରିଖ… ଦୀର୍ଘ ୭୪ ବର୍ଷ ପରେ ପୁଣି ହେବ ଦେଶର ନାମକୁ ନେଇ ତର୍କ… ଜାଣନ୍ତୁ ଏହା ପଛର ଇତିହାସ”
ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ପୁଣି ଦିନକରେ ଚିହ୍ନଟ ହେଲେ ୩ ପଜିଟିଭ
କନକ ବ୍ୟୁରୋ : ସୁନ୍ଦରଗଡ଼କୁ ଟେନସନ ସ୍କ୍ରବ୍ ଟାଇଫସ୍ । ଜିଲ୍ଲାରେ ଆଉ ୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ନମୁନା ପଜିଟିଭ୍ ଆସିଛି । ଏହା ସହ ଜିଲ୍ଲା ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୩ରେ ପହଞ୍ଚିଛି । ସେହିପରି ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ଜଣେ ରୋଗୀଙ୍କ ଜୀବନ ନେଇଛି ଏହି ସ୍କ୍ରବ୍Continue reading “ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ପୁଣି ଦିନକରେ ଚିହ୍ନଟ ହେଲେ ୩ ପଜିଟିଭ”
ଲୁହରେ ଭିଜିଲା କେନ୍ଦ୍ରାପଡ଼ାର ଅଙ୍ଗାରଖ ଓ ଗୋବିନ୍ଦପୁର ଗାଁ : ୪ଜଣଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ
କନକ ବ୍ୟୁରୋ : ଲୁହରେ ଭିଜିଲା କେନ୍ଦ୍ରାପଡ଼ାର ଅଙ୍ଗାରଖ ଓ ଗୋବିନ୍ଦପୁର ଗାଁ । ଆନ୍ଧ୍ରପ୍ରଦେଶ ଚିତୋର ରାଜପଥରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ କରାଯାଇଛି । ଆନ୍ଧ୍ରପ୍ରଦେରେ ମୃତଦେହ ବ୍ୟବବଚ୍ଛେଦ ପରେ ଓଡ଼ିଶା ମୋ ପରିବାର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ମୃତଦେହ ଗାଁକୁ ଅଣାଯାଇଥିଲା । କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ କିଶୋର ତରାଇContinue reading “ଲୁହରେ ଭିଜିଲା କେନ୍ଦ୍ରାପଡ଼ାର ଅଙ୍ଗାରଖ ଓ ଗୋବିନ୍ଦପୁର ଗାଁ : ୪ଜଣଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ”
ଏମିତି ବି ଆସେ ମୃତ୍ୟୁ : ଫୁଟବଲ୍ ମ୍ୟାଚ୍ ବେଳେ ଅଘଟଣ; ଖେଳ ଦେଖୁଥିବା ବେଳେ ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ
କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ଅଘଟଣ । ଖେଳ ଦେଖୁଥିବା ବେଳେ ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ । ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା । ରାଉରକେଲା ନିକଟ ଲାଠିକଟା ବ୍ଲକ ଅନ୍ତର୍ଗତ ଗର୍ଜନ ପଞ୍ଚାୟତରେ ସ୍ଥାନୀୟ ଦୁଇ ଦଳ ମଧ୍ୟରେ ଚାଲିଥିଲା ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଚାଲିଥିଲା । ଗୋଟିଏ ବାଇକରେ ୩ ଜଣ ସାଙ୍ଗ ପହଁଚି ଗଛ ତଳେContinue reading “ଏମିତି ବି ଆସେ ମୃତ୍ୟୁ : ଫୁଟବଲ୍ ମ୍ୟାଚ୍ ବେଳେ ଅଘଟଣ; ଖେଳ ଦେଖୁଥିବା ବେଳେ ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ”
ପଡୋଶୀ ଚୀନକୁ କାଉଣ୍ଟର କରିବାକୁ ଭାରତର ମାଷ୍ଟରପ୍ଲାନ : ୨୦୩୫ ସୁଦ୍ଧା ୧୭୫ ଯୁଦ୍ଧଜାହାଜ ନିର୍ମାଣ କରିବ ଭାରତୀୟ ନୌସେନା
କନକ ବ୍ୟୁରୋ : ପଡୋଶୀ ଚୀନକୁ କାଉଣ୍ଟର କରିବାକୁ ଭାରତର ମାଷ୍ଟରପ୍ଲାନ । ଭାରତ ମହାସାଗରୀୟ ଅଞ୍ଚଳରେ ମୁତୟନ ହେବ ୧୭୫ ଯୁଦ୍ଧଜାହାଜ । ୨୦୩୫ ସୁଦ୍ଧା ଏସବୁ ଯୁଦ୍ଧଜାହଜ ମୁତୟନ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ନୌସେନା । ଏଥିପାଇଁ ନୌସେନା ପକ୍ଷରୁ ୬୮ ଟି ଯୁଦ୍ଧଜାହାଜ ଏବଂ ଭେସେଲ ଅର୍ଡର କରାଯାଇଛି । ଏଥିପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିସହ ୧୩୨ଟି ଯୁଦ୍ଧଜାହାଜ, ୧୪୩ ଯୁଦ୍ଧ ବିମାନ,Continue reading “ପଡୋଶୀ ଚୀନକୁ କାଉଣ୍ଟର କରିବାକୁ ଭାରତର ମାଷ୍ଟରପ୍ଲାନ : ୨୦୩୫ ସୁଦ୍ଧା ୧୭୫ ଯୁଦ୍ଧଜାହାଜ ନିର୍ମାଣ କରିବ ଭାରତୀୟ ନୌସେନା”