କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଗୀତା ମେହେଟ୍ଟାଙ୍କ ହେବ ଅନ୍ତିମ ସଂସ୍କାର । ସୂଚନା ଅନୁସାରେ ଆମେରିକାରୁ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଫେରିବା ପରେ ସୋମବାର ଦିନ ତାଙ୍କର ଶେଷକୃତ୍ୟ କରାଯିବ । ଗତକାଲି ପ୍ରଖ୍ୟାତ ଲେଖିକା, ସାମ୍ବାଦିକା ଓ ବୃତଚିତ୍ର ନିର୍ମାତା ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କରContinue reading “ଆଜି ହେବ ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାର : ପୁଅ ଆଦିତ୍ୟ ସିଂ ମେହେଟ୍ଟା ବିଦେଶରୁ ଫେରିବା ପରେ ସମ୍ପନ୍ନ ହେବ ଶେଷକୃତ୍ୟ”
Tag Archives: News
ଶିକ୍ଷକ ଆନ୍ଦୋଳନକୁ ନେଇ ଅକଳରେ ସରକାର : ପ୍ରାଥମିକ ସ୍କୁଲରେ ପଢାଇବେନି ହାଇସ୍କୁଲ ଶିକ୍ଷକ; ଆଜି ଆନ୍ଦୋଳନକୁ ଓହ୍ଲାଇବ ଅଭିଭାବକ ସଂଘ
କନକ ବ୍ୟୁରୋ : ଶିକ୍ଷକ ଆନ୍ଦୋଳନକୁ ନେଇ ଅକଳରେ ରାଜ୍ୟ ସରକାର । ଶିକ୍ଷକଙ୍କ ଆନ୍ଦୋଳନ ୧୦ ଦିନରେ ପହଞ୍ଚିବା ବେଳେ ଦାବି ପୂରଣ ନହେବା ଯାଏ ରାସ୍ତାରେ ବସି ରହିବାକୁ ଜିଦ ଧରିଛନ୍ତି । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନଦେଇଛନ୍ତି ସେପଯ୍ୟନ୍ତ ଆନ୍ଦୋଳନରୁ ନଓହରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଅନ୍ଦୋଳନକୁ ଦବାଇବାକୁ ସରକାରଙ୍କର ସମସ୍ତ ଚେଷ୍ଟା ଫେଲ ମାରିଛି । ପ୍ରଥମେ ଆନ୍ଦୋଳନକୁ ଚାପିବାକୁ ଧମକାଇଥିଲେ । ଶିକ୍ଷକଙ୍କ ଉପସ୍ଥାନରContinue reading “ଶିକ୍ଷକ ଆନ୍ଦୋଳନକୁ ନେଇ ଅକଳରେ ସରକାର : ପ୍ରାଥମିକ ସ୍କୁଲରେ ପଢାଇବେନି ହାଇସ୍କୁଲ ଶିକ୍ଷକ; ଆଜି ଆନ୍ଦୋଳନକୁ ଓହ୍ଲାଇବ ଅଭିଭାବକ ସଂଘ”
ସୃଷ୍ଟି ହେଲା ଲଘୁଚାପ : ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା; ବର୍ଷାରେ କଟିବ ଗଣେଷ ପୂଜା
କନକ ବ୍ୟୁରୋ : ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଶଙ୍କା କରାଯାଉଛି । ଅର୍ଥାତ ଗଣେଷ ପୂଜା ବର୍ଷାରେ କଟିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବାଲେଶ୍ୱର, ଭଦ୍ରକ, ଯାଜପୁର,Continue reading “ସୃଷ୍ଟି ହେଲା ଲଘୁଚାପ : ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା; ବର୍ଷାରେ କଟିବ ଗଣେଷ ପୂଜା”
ଆଜିଠୁ ସଂସଦ ସ୍ୱତନ୍ତ୍ର ଅଧିବେଶନ : ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ପ୍ରସ୍ତାବ
କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ଏଥିରେ ସରକାରୀ ଓ ବିରୋଧ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହା ଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନContinue reading “ଆଜିଠୁ ସଂସଦ ସ୍ୱତନ୍ତ୍ର ଅଧିବେଶନ : ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ପ୍ରସ୍ତାବ”
ମାଟି କାରିଗରଙ୍କ ଗାଁ ରାଜନଗର ବ୍ଲକର ପଡାପେଟା । ୪୦ ରୁ ଅଧିକ ପରିବାର ମାଟି ଉପକରଣ ପ୍ରସ୍ତୁତ କରି ମେଣ୍ଟାଉଛନ୍ତି ଗୁଜରାଣ
କନକ ବ୍ୟୁରୋ : ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପଡାପେଟା ଗାଁର । ଗାଁରେ ପାଖାପାଖି ୪୦ ପରିବାର ମାଟିରେ ବିଭିନ୍ନ ଉପକରଣ ତିଆରି କରି ଜୀବିକା ନିର୍ବାହ କରନ୍ତି । ପରିବାରର ପୁରୁଷ ଓ ମହିଳା ସମସ୍ତେ ବିଭିନ୍ନ ମାଟି ଉପକରଣ ତିଆରି କରନ୍ତି । କିଏ ହାତରେ ଦୀପ ଗଢୁଛି ତ ଆଉ କିଏ ଚକ ସାହାଯ୍ୟରେ କଳସ, ମାଠିଆ, ସୁରେଇ ଆଦି ନିର୍ମାଣ କରୁଛି । ବାପ ଅଜା ଅମଳରୁ ଏହିContinue reading “ମାଟି କାରିଗରଙ୍କ ଗାଁ ରାଜନଗର ବ୍ଲକର ପଡାପେଟା । ୪୦ ରୁ ଅଧିକ ପରିବାର ମାଟି ଉପକରଣ ପ୍ରସ୍ତୁତ କରି ମେଣ୍ଟାଉଛନ୍ତି ଗୁଜରାଣ”
ପ୍ରକୃତି ଦେଉଛି ରୋଜଗାର । ଲଗାଣ ବର୍ଷା ପରେ ପାହାଡରୁ ମିଳୁଛି ଶ୍ରାବଣ ଛତୁ, ୮ଶହ ଟଙ୍କାରେ ହେଉଛି ବିକ୍ରି
କନକ ବ୍ୟୁରୋ : ଶ୍ରାବଣ ମାସର ଲଗାଣ ବର୍ଷା ପରେ ଉପାନ୍ତ ଅଂଚଳର ପାହାଡିଆ ଜଂଗଲରେ ଏହି ଶ୍ରାବଣ କଢ଼ ଛତୁ ଫୁଟିଥାଏ । ଆଉ ସ୍ଥାନୀୟ ଆଦିବାସୀ ମାନେ ଏହାକୁ ତୋଳି ଆଣି ବଜାରରେ ବିକ୍ରି କରିଥାନ୍ତି । ମାତ୍ର ମାସକ ପାଇଁ ଏହି ଶ୍ରାବଣ ଛତୁ ବଜାରରେ ଉପଲବ୍ଧ ହୋଉଥିବା ବେଳେ ଚଳିତ ବର୍ଷ ବଜାରକୁ କମ ପରିମାଣରେ ଶ୍ରାବଣ ଛତୁ ଆସିଛି । ଚଳିତ ବର୍ଷ ଅସ୍ୱଭାବିକ ମୌସୁମି ଯୋଗୁଁ ବିଳମ୍ବରେ ଏହିContinue reading “ପ୍ରକୃତି ଦେଉଛି ରୋଜଗାର । ଲଗାଣ ବର୍ଷା ପରେ ପାହାଡରୁ ମିଳୁଛି ଶ୍ରାବଣ ଛତୁ, ୮ଶହ ଟଙ୍କାରେ ହେଉଛି ବିକ୍ରି”
ସମ୍ବଲପୁରରେ ହେଉ ଶୋଭାଯାତ୍ରା: ପୂଜା ସମୟରେ ହଟାଯାଉ କଟକଣା
କନକ ବ୍ୟୁରୋ: ବିଶ୍ୱକର୍ମା ପୂଜାଠୁ ଆରମ୍ଭ ହୋଇଯାଇଛି ପୂଜାର ମାହୋଲ୍ । ଆଗକୁ ଗଣେଷ ପୂଜା, ନୂଆଁଖାଇ ଏବଂ ପରେ ଦୁର୍ଗାପୂଜା । ପୂଜାର ଏହି ଉତ୍ସାହ ଭିତରେ ସମ୍ବଲପୁର ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରା ପାଇଁ ଜୋରଧରିଛି ଦାବି । ସମ୍ବଲପୁର ହିଂସା ଘଟଣା ପରେ ପ୍ରଶାସନ, ସମ୍ବଲପୁର ସହରରେ ଗୋଟିଏ ବର୍ଷ ପାଇଁ ଶୋଭଯାତ୍ରା ଉପରେ କଟକଣା ଲଗାଇଛି । ପୂଜା ସମୟରେ ଶୋଭଯାତ୍ରା ନକରିବା ପାଇଁ ପ୍ରଶାସନ ନିଷ୍ପତି ନେଇଛିContinue reading “ସମ୍ବଲପୁରରେ ହେଉ ଶୋଭାଯାତ୍ରା: ପୂଜା ସମୟରେ ହଟାଯାଉ କଟକଣା”
ହାଇଦ୍ରାବାଦରେ ସରିଲା ସିଡବ୍ଲୁସି ବୈଠକ: ଦଳୀୟକର୍ମୀଙ୍କୁ ବିଜୟମନ୍ତ୍ର ଦେଲେ ସୋନିଆ ଓ ଖଡଗେ
କନକ ବ୍ୟୁରୋ: ତେଲେଙ୍ଗାନାରେ ସରିଲା କଂଗ୍ରେସ ମେଳି । ଦୁଇ ଦିନ ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରୀଣି କମିଟି ବୈଠକ ଶେଷ ହୋଇଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ସହ ୫ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ବିଜେପି ସରକାରଙ୍କୁ କଳେବଳେ କୌଶଳେ ମାତ ଦେବାକୁ ବୈଠକରେ ଚର୍ଚ୍ଚା ହୋଇଛି । ସୂଚନା ଅନୁସାରେ ଦଳ ସଂରକ୍ଷଣକୁ ନେଇ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଚାହୁଁଛି ଓ ଦଳିତଙ୍କ ଭୋଟ ଉପରେ ଅଧିକ ଫୋକସ କରୁଛି । ଚର୍ଚ୍ଚାContinue reading “ହାଇଦ୍ରାବାଦରେ ସରିଲା ସିଡବ୍ଲୁସି ବୈଠକ: ଦଳୀୟକର୍ମୀଙ୍କୁ ବିଜୟମନ୍ତ୍ର ଦେଲେ ସୋନିଆ ଓ ଖଡଗେ”
ନଦୀ ଫୁଲୁଛି, ପାଣି ପଶୁଛି: ଆଶଙ୍କାରେ ନଈ କୂଳିଆ ଲୋକ
କନକ ବ୍ୟୁରୋ: ନଦୀ ଫୁଲୁଛି, ପାଣି ପଶୁଛି । ପୁରୀ ଜିଲ୍ଲା କଣାସ ବ୍ଲକର ୩ଟି ପଂଚାୟତରେ ଶହ ଶହ ଏକ ଚାଷଜମିରେ ପାଣି ଭିତରେ ବୁଡ଼ିଯାଇଛି । ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୨୦ରୁ ୨୫ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ । ସେହିପରି କଟକ ଜିଲ୍ଲା ବାଙ୍କୀ ହୁଳୁହୁଳା ପୋଲ ଉପରେ ୨ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ପୁରୀ ଜିଲ୍ଲା କଣାସ ବ୍ଲକର । ଦୟା ଓContinue reading “ନଦୀ ଫୁଲୁଛି, ପାଣି ପଶୁଛି: ଆଶଙ୍କାରେ ନଈ କୂଳିଆ ଲୋକ”
ବାଲେଶ୍ୱରରେ ପିପିଲି ଚାନ୍ଦୁଆର ଛାପ । ସୁନ୍ଦର ଚାନ୍ଦୁଆ ସହ ଫିନାଇଲ ଓ ଛତୁ ଚାଷ କରି ଉପକୃତ ହେଉଛି ଏସଏଚଜି ମହିଳା
କନକ ବ୍ୟୁରୋ : କୁହାଯାଏ ମହିଳାଙ୍କ ବିକାଶ ହିଁ ଦେଶର ବିକାଶ । ମହିଳା ମାନଙ୍କର ଆର୍ଥିକ ସ୍ଥିତିରେ ବିକାଶ ହେଲେ ପରିବାର ଆର୍ଥିକ ଦୁରାବସ୍ଥା ଦୂର ହୁଏ । ସେହିଭଳି କିଛି ଦୃଶ୍ୟ ଏବେ ଗ୍ରାମାଂଚଳରେ ଦେଖିବାକୁ ମିଳୁଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଡାଲଙ୍ଗ-ଟୁ ଗାଁର ମହିଳା ମାନେ ଚାନ୍ଦୁଆ, ଧୂପ, ଫିନାଇଲ ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ଚର୍ଚ୍ଚା ଆସିଛନ୍ତି । ମହାମାୟୀ ମହିଳା ମଣ୍ଡଳୀ ଗ୍ରୁପର ୨୦ ଜଣContinue reading “ବାଲେଶ୍ୱରରେ ପିପିଲି ଚାନ୍ଦୁଆର ଛାପ । ସୁନ୍ଦର ଚାନ୍ଦୁଆ ସହ ଫିନାଇଲ ଓ ଛତୁ ଚାଷ କରି ଉପକୃତ ହେଉଛି ଏସଏଚଜି ମହିଳା”