କନକ ବ୍ୟୁରୋ : ଶ୍ରେଣୀ ଗୃହ ଗୋଟିଏ । ହେଲେ ପାଠ ପଢୁଛନ୍ତି ୪ଟି ଶ୍ରେଣୀର ପିଲା । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଂଚାୟତ ସରକାରୀ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାରେ ଚାଲିଛି ଶିକ୍ଷାଦାନ । ଗୋଟିଏ ଶ୍ରେଣୀଗୃହରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏଁ ପିଲା ବସି ପାଠ ପଢୁଛନ୍ତି । ଯେଉଁଠି ପିଲା ବସୁଛନ୍ତି, ସେଠାରେ ଅଳିଆ ଆବର୍ଜନା ସହ ବିଜୁଳି ବୋର୍ଡ ଅଛି । କୌଣସି ପିଲା ଅସାବଧାନ ହେଲେ ଅଘଟଣର ଆଶଙ୍କାContinue reading “ଗୋଟିଏ ଗୃହରେ ୪ଟି ଶ୍ରେଣୀର ପିଲା । ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି କିଏ?”
Tag Archives: News
ମାଲକାନଗିରି ଘାଟିରେ ବରିଷ୍ଠ ସାମ୍ବାଦିକ ପି.ସାଇନାଥ । ବଣ୍ଡା ଘାଟିର ଆଦିବାସୀଙ୍କ ପାଇଁ ଉଠାଇଲେ ସ୍ୱର
କନକ ବ୍ୟୁରୋ : ଉପାନ୍ତ ଅଂଚଳରେ କେବଳ ରାସ୍ତା ଘାଟ ଏବଂ ଭିତିଭୁମିର ବିକାଶ ହେଉଛି । ମାନବ ସଭ୍ୟତାର ବିକାଶ ହୋଇ ପାରୁ ନାହିଁ । ମାଲକାନଗିରି ଜିଲ୍ଲା ଦୁର୍ଗମ ବଣ୍ଡା ଘାଟି ଅଂଚଳ ଗସ୍ତ କରି କନକ ନ୍ୟୁଜକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସମ୍ମାନଜନକ ମେଗାସେସ ବିଜେତା, ବରିଷ୍ଠ ସ୍ତମ୍ଭକାର ତଥା ସାମ୍ବାଦିକ ପି. ସାଇନାଥ । ସରକାରଙ୍କ ସୁବିଧା ଆଦିମ ଜନଜାତୀଙ୍କ ନିକଟରେ ପହଁଚି ପାରୁନାହିଁ ବୋଲି ପି. ସାଇନାଥ ମତ ରଖିଛନ୍ତିContinue reading “ମାଲକାନଗିରି ଘାଟିରେ ବରିଷ୍ଠ ସାମ୍ବାଦିକ ପି.ସାଇନାଥ । ବଣ୍ଡା ଘାଟିର ଆଦିବାସୀଙ୍କ ପାଇଁ ଉଠାଇଲେ ସ୍ୱର”
ଭାରତୀୟ ବୋଲରଙ୍କ ଘାତକ ବୋଲିଂ: ମାତ୍ର ୫୦ ରନରେ ଶ୍ରୀଲଙ୍କା ଅଲଆଉଟ, ୫୧ ରନ କଲେ ଟାଇଟଲ ହାତେଇବ ଭାରତ
କନକ ବ୍ୟୁରୋ: ଆଜି ଏସିଆ କପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରିଛନ୍ତି । ଫଳରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ କରି ଅଲ ଆଉଟ ହୋଇଯାଇଛି । ଏବେ ଏସିଆକପ ଟାଇଟଲ ହାତେଇବା ପାଇଁ ଭାରତକୁ ୫୧ ରନ ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲାContinue reading “ଭାରତୀୟ ବୋଲରଙ୍କ ଘାତକ ବୋଲିଂ: ମାତ୍ର ୫୦ ରନରେ ଶ୍ରୀଲଙ୍କା ଅଲଆଉଟ, ୫୧ ରନ କଲେ ଟାଇଟଲ ହାତେଇବ ଭାରତ”
ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ସିନେମା ‘ରାମ୍’ । ଏକାଠି ନଜର ଆସିବେ ଦୁଇ ଆକ୍ସନ ସୁପରଷ୍ଟାର
କନକ ବ୍ୟୁରୋ : ପ୍ରଥମେ ରାମ୍ ଅବତାରରେ ଅରିନ୍ଦମ୍ ରୟ ଆସୁଥିବା ଖବର ଶୁଣିଥିଲେ ଦର୍ଶକ । ତାପରେ ବଙ୍ଗୀୟ ସୁନ୍ଦରୀ ରୂପସା କିଛି ଦିନର ନୀରବତା ପରେ ଏଣ୍ଟ୍ରି କଲେ । ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମଙ୍କ ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ରାମ୍ ଚଳଚ୍ଚିତ୍ର ଇତିହାସ ରଚିବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ । ବଲିଉଡ ତଥା ଟଲିଉଡ ଷ୍ଟାର ରାହୁଲ ଦେବଙ୍କContinue reading “ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ସିନେମା ‘ରାମ୍’ । ଏକାଠି ନଜର ଆସିବେ ଦୁଇ ଆକ୍ସନ ସୁପରଷ୍ଟାର”
ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ: ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ଘରୋଇ ଦଳ
କନକ ବ୍ୟୁରୋ: କଲମ୍ବୋରେ ଚାଲିଥିବା ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ୬ ଓଭରରେ ଘରୋଇ ଦଳର ୬ ୱିକେଟ୍ ନେଇଛନ୍ତି ଭାରତୀୟ ବୋଲର । ବିଶେଷକରି ମହମ୍ମଦ ସିରାଜଙ୍କ ସୁଇଙ୍ଗ ଆଗରେ ଆତ୍ମସମର୍ପଣ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର୍ । ସିରାଜ ନିଜର ଦ୍ୱିତୀୟ ଓଭରରେ ଶ୍ରୀଲଙ୍କାର ୪ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ୍ ପଠାଇ ରେକର୍ଡ କରିଛନ୍ତି । ଶେଷ ଖବର ଲେଖା ହେଲା ବେଳକୁ ଶ୍ରୀଲଙ୍କା ୮ ୱିକେଟ୍ ହରାଇ କରିଛିContinue reading “ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ: ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ଘରୋଇ ଦଳ”
ସୁକତେଲ ପ୍ରକଳ୍ପରେ ବୁଡ଼ିଗଲା ଗାଁ: ପର ଗାଁରେ ମୁଣ୍ଡ ଗୁଞ୍ଜୁଛନ୍ତି ପ୍ରଭାବିତ, ନୂଆଁଖାଇ ପାଳନ ପାଇଁ ବିସ୍ଥାପିତଙ୍କୁ ନିମନ୍ତ୍ରଣ ଦେଲେ ପଡ଼ିଶା ଗାଁ
କନକ ବ୍ୟୁରୋ: ନୂଆଁଖାଇ ପାଇଁ ଚଳଚଂଚଳ ହୋଇପଡିଛି ପଶ୍ଚିମ ଓଡିଶା । ବିସ୍ଥାପିତ ପରିବାରକୁ ନୂଆଁଖାଇ ଆସିବାକୁ ନିମନ୍ତ୍ରଣ କଲେ ବଲାଙ୍ଗିର ଜିଲ୍ଲା ଡାହିମାଲ ଗାଁର ଲୋକେ । ବାଜା ବଜାଇ, ବିସ୍ଥାପିତଙ୍କ ବସ୍ତିରେ ପହଂଚି ସାମୁହିକ ନୂଆଁଖାଇରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି ଏବଂ ବିସ୍ଥାପିତମାନେ ମଧ୍ୟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ପାଇଁ ପୋଡମୁଡ ଗାଁର ବିସ୍ଥାପିତ ପରିବାର ଡାହିମାଲ ଗାଁ ନିକଟରେ ବସ୍ତି କରି ରହୁଛନ୍ତି ।Continue reading “ସୁକତେଲ ପ୍ରକଳ୍ପରେ ବୁଡ଼ିଗଲା ଗାଁ: ପର ଗାଁରେ ମୁଣ୍ଡ ଗୁଞ୍ଜୁଛନ୍ତି ପ୍ରଭାବିତ, ନୂଆଁଖାଇ ପାଳନ ପାଇଁ ବିସ୍ଥାପିତଙ୍କୁ ନିମନ୍ତ୍ରଣ ଦେଲେ ପଡ଼ିଶା ଗାଁ”
ବିଶ୍ୱକର୍ମା ପୂଜା ପାଇଁ ଚଳଚଂଚଳ ବନ୍ଦର ନଗରୀ: ପାରାଦୀପରେ ସାତ ଦିନ ଧରି ନୀତିକାନ୍ତିରେ ପୂଜା ପାଇବେ ବିଶ୍ୱକର୍ମା
କନକ ବ୍ୟୁରୋ: ବିଶ୍ୱକର୍ମା ପୂଜା ପାଇଁ ଚଳଚଂଚଳ ପାରାଦୀପ । ବନ୍ଦର ନଗରୀରେ ପୂଜା ପାଇଁ ସଜେଇ ହୋଇଛି ବିଭିନ୍ନ ମଣ୍ଡପ । ଆଜିଠାରୁ ସାତ ଦିନ ଧରି ନୀତିକାନ୍ତିରେ ପୂଜା ପାଇବେ ବିଶ୍ୱକର୍ମା । ଆଉ ସାତ ଦିନ ଯାକ ସନ୍ଧ୍ୟାରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକେ ଉପଭୋଗ କରିବା ସହିତ ଘରକରଣା ଜିନିଷ କିଣିବାକୁ ଆଗ୍ରହ ଦେଖାଇବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାContinue reading “ବିଶ୍ୱକର୍ମା ପୂଜା ପାଇଁ ଚଳଚଂଚଳ ବନ୍ଦର ନଗରୀ: ପାରାଦୀପରେ ସାତ ଦିନ ଧରି ନୀତିକାନ୍ତିରେ ପୂଜା ପାଇବେ ବିଶ୍ୱକର୍ମା”
୫୦ ଫୁଟ କୂଅ ତଳେ ଚାପି ହୋଇ ରହିଛି ଶ୍ରମିକର ଜୀବନ । ୧୮ ଘଂଟା ଧରି ଜାରି ରହିଛି ଉଦ୍ଧାର କାର୍ଯ୍ୟ
କନକ ବ୍ୟୁରୋ : ରାଜସ୍ଥାନର ଏକ ୫୦ ଫୁଟ ଗଭୀର କୂଅ ଭିତରେ କାମ କରୁଥିବା ବେଳେ ମାଟି ଅତଡା ଖସିବାରୁ ଜଣେ ଶ୍ରମକ କୂଆ ଭିତରେ ଚାପି ହୋଇ ରହିଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ୧୮ ଘଣ୍ଟା ହେବ ଉଦ୍ଧାରକାରୀ ଦଳ ଅନବରତ ଚେଷ୍ଟା ଚଳାଇଛି । ସୂଚନା ମୁତାବକ କୂଅ ଖୋଳିବା ବେଳେ ହଠାତ ମାଟି ଅତଡା ଖସିଥିଲା, ଫଳରେ ଶ୍ରମିକ ଜଣଙ୍କ ମାଟି ଭିତରେ ଚାପି ହୋଇଯାଥିଲେ । ପୋଲିସର ସୂଚନାContinue reading “୫୦ ଫୁଟ କୂଅ ତଳେ ଚାପି ହୋଇ ରହିଛି ଶ୍ରମିକର ଜୀବନ । ୧୮ ଘଂଟା ଧରି ଜାରି ରହିଛି ଉଦ୍ଧାର କାର୍ଯ୍ୟ”
ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତ୍ତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନୀତ
କନକ ବ୍ୟୁରୋ: ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ ଅବସରରେ କୌଳିକ ବୃତିଧାରୀଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହିକ୍ରମରେ ଓଡ଼ିଶାର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବସନ୍ତଙ୍କୁ ମଂଚ ଉପରକୁ ଡାକି ସମ୍ମାନିତ କରିବା ସହ ତାଙ୍କୁ ପ୍ରମାଣପତ୍ର ଦେଇଛନ୍ତି । ପୁରୀ ସହରର ବସନ୍ତ ରଣା ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ନିର୍ମାଣ କରନ୍ତି । ପିଢ଼ି ପରେ ପିଢ଼ି କୌଳିକ ବୃତି ଭାବେ ଏହା କରିଆସୁଛନ୍ତି ।Continue reading “ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତ୍ତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନୀତ”
ଏସିଆ କପ୍ ଟାଇଟଲ ଲଢ଼େଇରେ ପ୍ରଥମେ ବୋଲିଂ କରିବ ଭାରତ: ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତି
କନକ ବ୍ୟୁରୋ: ଆଜି ଏସିଆ କପ ଫାଇନାଲ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ବୋଲିଂ କରିବ ଭାରତ । ଆଜିର ମ୍ୟାଚ ବେଶ ରୋମାଞ୍ଚକର ରହିବ । ଏସିଆକପ ଟାଅଟଲ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । ଆଜିର ମ୍ୟାଚରେ ଅକ୍ଷର ପଟେଲଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି । ସେପଟେ ବର୍ଷା କାରଣରୁ ଏଯାଏଁ ମ୍ୟାଚ ଆରମ୍ଭ ହୋଇନାହିଁ ।Continue reading “ଏସିଆ କପ୍ ଟାଇଟଲ ଲଢ଼େଇରେ ପ୍ରଥମେ ବୋଲିଂ କରିବ ଭାରତ: ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତି”