କଳାକାର ଏବଂ ହସ୍ତଶିଳ୍ପୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର । ଆଜି କାର୍ଯ୍ୟକାରୀ ହେବ ‘ବିଶ୍ୱକର୍ମା ଯୋଜନା’ । ବୃତ୍ତିର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା ।

କନକ ବ୍ୟୁରୋ: କଳାକାର ଏବଂ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ବିଶ୍ୱକର୍ମା ଯୋଜନା । ବିଶ୍ୱକର୍ମାଙ୍କ ପୂଜା ଉପଲକ୍ଷେ ଆଜି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶିଳ୍ପୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଅନ୍ତର୍ଭୂକ୍ତ ହେବା ପାଇଁ କଳାକାରମାନଙ୍କୁ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜିକରଣ କରିବାକୁContinue reading “କଳାକାର ଏବଂ ହସ୍ତଶିଳ୍ପୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର । ଆଜି କାର୍ଯ୍ୟକାରୀ ହେବ ‘ବିଶ୍ୱକର୍ମା ଯୋଜନା’ । ବୃତ୍ତିର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା ।”

ଜନ୍ମଦିନରେ ଦ୍ୱାରକା ସେକ୍ଟର ୨୧ରୁ ଯଶୋଭୂମି ସେକ୍ଟର ୨୫ଯାଏଁ ମେଟ୍ରୋରେ ଯାତ୍ରା କଲେ ମୋଦୀ । ଯାତ୍ରୀଙ୍କ ସହ ନେଲେ ସେଲ୍ଫି

କନକ ବ୍ୟୁରୋ: ଜନ୍ମଦିନରେ ଦ୍ୱାରକା ସେକ୍ଟର ୨୧ରୁ ୟଶୋଭୂମି ସେକ୍ଟର ୨୫ଯାଏଁ ମେଟ୍ରୋରେ ଯାତ୍ରା କରିଛନ୍ତି ମୋଦୀ । ମେଟ୍ରୋରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହି ଅବସରରେ ମେଟ୍ରୋ ଯାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ଉଠାଇଛନ୍ତି । ଉଦଘାଟିତ ହୋଇଛି ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ଅଂଶ । ସରକାର ଏହାକୁ ୫ ହଜାର ୪ ଶହ କୋଟି ଟଙ୍କାContinue reading “ଜନ୍ମଦିନରେ ଦ୍ୱାରକା ସେକ୍ଟର ୨୧ରୁ ଯଶୋଭୂମି ସେକ୍ଟର ୨୫ଯାଏଁ ମେଟ୍ରୋରେ ଯାତ୍ରା କଲେ ମୋଦୀ । ଯାତ୍ରୀଙ୍କ ସହ ନେଲେ ସେଲ୍ଫି”

ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ । ତମାଣ୍ଡୋର ଦେବାନନ୍ଦ ଜେନାକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ: ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତମାଣ୍ଡୋର ଦେବାନନ୍ଦ ଜେନାକୁ ଗିରଫ କରାଯାଇଛି । ବୋଲଗଡର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି । ଏହାରି ଭିତରେ କମିସନରେଟ ପୋଲିସ ଇରାନୀଙ୍କ ସ୍ୱାମୀଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଲୋଡିଛି । ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଲେ ଇରାନୀଙ୍କ ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବ । ଆଉContinue reading “ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ । ତମାଣ୍ଡୋର ଦେବାନନ୍ଦ ଜେନାକୁ ଗିରଫ କଲା ପୋଲିସ”

‘ଯଦି ମୁଁ ମରିଯାଏ ପ୍ଲିଜ୍ ଆମ ଝିଅର ଧ୍ୟାନ ରଖିବ…’, ଗୁଳି ବାଜିବା ପରେ ପତ୍ନୀଙ୍କୁ ସହିଦ ଡିଏସପି ହୁମାୟୁନ୍ ଭଟ୍ଟଙ୍କ ଶେଷ କେଇପଦ କଥା ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ବୁଧବାର ହୋଇଥିବା ଏନକାଉଣ୍ଟରରେ ସହିଦ ହୋଇଥିବା ଡିଏସପି ହୁମାୟୁନ୍ ଭଟ୍ଟଙ୍କ ଶେଷ ଫୋନ୍ କଲକୁ ନେଇ ଏବେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଉଛି । ଗୁଳି ବାଜିବା ପରେ ମେଡିକାଲରେ ଅତି ଗୁରୁତର ଥିବା ଅବସ୍ଥାରେ ୟୁମାୟୁନ୍ ପ୍ରଥମେ ବାପା ତଥା ପୂର୍ବତନ ରିଟାୟାର୍ଡ ଡିଆଇଜି ଗୁଲାମ ହସନ୍ ଭଟ୍ଟଙ୍କୁ ଫୋନ କରିଥିଲେ ଏବଂ ସେ ଭଲ ହୋଇଯିବେ ବୋଲି କହିଥିଲେ । ଏହାପରେ ପତ୍ନୀ ଫାତିମାଙ୍କୁ ଭିଡିଓ କଲContinue reading “‘ଯଦି ମୁଁ ମରିଯାଏ ପ୍ଲିଜ୍ ଆମ ଝିଅର ଧ୍ୟାନ ରଖିବ…’, ଗୁଳି ବାଜିବା ପରେ ପତ୍ନୀଙ୍କୁ ସହିଦ ଡିଏସପି ହୁମାୟୁନ୍ ଭଟ୍ଟଙ୍କ ଶେଷ କେଇପଦ କଥା ।”

ସୁନ୍ଦରଗଡ଼କୁ ଘାରିଛି ସ୍କ୍ରବ୍ ଟାଇଫସ୍ ଭୟ । ଜିଲ୍ଲାରେ ଆଉ ୧୧ ପଜିଟିଭ୍ ଚିହ୍ନଟ, ୧୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ସୁନ୍ଦରଗଡ଼କୁ ଟେନସନ ସ୍କ୍ରବ୍ ଟାଇଫସ୍ । ଜିଲ୍ଲାରେ ଆଉ ୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୧୧ଟି ନମୁନା ପଜିଟିଭ୍ ଆସିଛି । ଏହା ସହ ଜିଲ୍ଲା ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୦ରେ ପହଂଚିଛି । ଏହାରି ଭିତରେ ଜଣେ ରୋଗୀଙ୍କ ଜୀବନ ନେଇଛି ଏହି ସ୍କ୍ରବ୍ ଟାଇଫସ୍ । ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ କହିଛନ୍ତି ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ମହଜୁଦContinue reading “ସୁନ୍ଦରଗଡ଼କୁ ଘାରିଛି ସ୍କ୍ରବ୍ ଟାଇଫସ୍ ଭୟ । ଜିଲ୍ଲାରେ ଆଉ ୧୧ ପଜିଟିଭ୍ ଚିହ୍ନଟ, ୧୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା”

ଅତନୁ ସବ୍ୟସାଚୀଙ୍କୁ ଘେରିଗଲେ ବିଜୟ ଶଙ୍କରଙ୍କ ଲୋକ । ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯାଇ ହଟହଟା ହେଲେ ମନ୍ତ୍ରୀ

କନକ ବ୍ୟୁରୋ : ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଘେରିଲେ ବିଧାୟକ ବିଜୟ ଶଙ୍କରଙ୍କ ଲୋକ । ଜଗତସିଂହପୁର ଆସି ହଟ୍ଟହଟା ହେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ମନ୍ତ୍ରୀଙ୍କ ଗାଡି ଅଟକାଇ ତାଙ୍କୁ ଘେରିଯାଇଥିଲେ ବିଜେଡି କର୍ମୀ । ସ୍ଥାନୀୟ ତିର୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଗସ୍ତ ସଂପର୍କରେ କାହିଁକି ଅବଗତ କରାଯାଇନାହିଁ, ସେନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ଜିଲ୍ଲାରେ ବିଜେଡିContinue reading “ଅତନୁ ସବ୍ୟସାଚୀଙ୍କୁ ଘେରିଗଲେ ବିଜୟ ଶଙ୍କରଙ୍କ ଲୋକ । ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯାଇ ହଟହଟା ହେଲେ ମନ୍ତ୍ରୀ”

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

କନକ ବ୍ୟୁରୋ: ରବିବାର ନୂଆ ସଂସଦ ଭବନରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜଦ୍ୱାରରେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ପରେ ଦୁହେଁ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦଳରContinue reading “ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି”

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିବେ ।

କନକ ବ୍ୟୁରୋ: ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ଭଉଣୀ ଗୀତା ମେହେଟ୍ଟାଙ୍କର ଶେଷ କୃତ୍ୟ ହେବାକୁ ଥିବାବେଳେ ଭଉଣୀଙ୍କ ଶେଷ ଦର୍ଶନ କରିବେ ନବୀନ । ପ୍ରଖ୍ୟାତ ଲେଖିକା ଓ ଭଲ ସାମ୍ବାଦିକ ଭାବେ ଜଣାଶୁଣା ଥିଲେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା । ଗତକାଲି ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତାଙ୍କ ଶେଷContinue reading “ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିବେ ।”

ସମ୍ବାଦ ଭବନ ବୁଲି ଦେଖିଲେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମତିର ପ୍ରଚାର ବିଭାଗର ସଦସ୍ୟ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ କଲେ ଆଲୋଚନା

କନକ ବ୍ୟୁରୋ: ବିଦ୍ୟାଭାରତୀ ଶିକ୍ଷା ବିକାଶ ସମତିର ପ୍ରଚାର ବିଭାଗର ସଦସ୍ୟମାନେ କନକ ନ୍ୟୁଜ୍ ସହ ସମ୍ବାଦ ଓ ରେଡିଓ ଚକଲେଟ ଅଫିସ ବୁଲି ଦେଖିଛନ୍ତି । ଆଗକୁ ଶିକ୍ଷା ବ୍ୟବସ୍ଥା କିପରି ଅଧିକ ସୃଦୃଢ ହେବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦର ବାର୍ତା ମହାପ୍ରବନ୍ଧକ ଅରବିନ୍ଦ ଦାସ, କନକ ନ୍ୟୁଜର ଆଇଟି ମୁଖ୍ୟ ସନ୍ତୋଷ ସାହୁ, ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକାContinue reading “ସମ୍ବାଦ ଭବନ ବୁଲି ଦେଖିଲେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମତିର ପ୍ରଚାର ବିଭାଗର ସଦସ୍ୟ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ କଲେ ଆଲୋଚନା”

ଆଜିଠୁ କାର୍ଯ୍ୟକାରୀ ହେବ ‘ବିଶ୍ୱକର୍ମା ଯୋଜନା’ । ଉପକୃତ ହେବେ କଳାକାର ଏବଂ ହସ୍ତଶିଳ୍ପୀ

କନକ ବ୍ୟୁରୋ: କଳାକାର ଏବଂ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା । ବିଶ୍ୱକର୍ମଙ୍କ ପୂଜା ଉପଲକ୍ଷେ ଆଜି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶୀଳ୍ପୀଙ୍କ ପାଇଁ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଅନ୍ତଭୂକ୍ତ ହେବା ପାଇଁ କଳାକାରମାନଙ୍କୁ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣContinue reading “ଆଜିଠୁ କାର୍ଯ୍ୟକାରୀ ହେବ ‘ବିଶ୍ୱକର୍ମା ଯୋଜନା’ । ଉପକୃତ ହେବେ କଳାକାର ଏବଂ ହସ୍ତଶିଳ୍ପୀ”

Design a site like this with WordPress.com
Get started