ଗଦ୍ଦର ଫିଲ୍ମ ଦେଖିବା କାଳ ହେଲା । ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରା ଲଗାଇବାରୁ ଯୁବକଙ୍କୁ ବାଡେଇ ବାଡେଇ ମାରିଦେଲେ

କନକ ବ୍ୟୁରୋ: ଛତିଶଗଡର ଦୁର୍ଗରେ ଜଣେ ଯୁବକଙ୍କ ପାଇଁ କାଳ ହେଲା ଗଦ୍ଦର ଫିଲ୍ମର ନାରା । ଫିଲ୍ମ ଦେଖି ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରା ଲଗାଇବାରୁ ପାଖରେ ଥିବା ଯୁବକମାନେ ତାଙ୍କୁ ପିଟି ପିଟି ହତ୍ୟା କରିଦେଲେ । ଏହି ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଦୁର୍ଗ ଖୁର୍ସିବାର ଥାନା ଅନ୍ତର୍ଗତ ଆଇଟିଆଇ ମୈଦାନରେ ଶନିବାର ୨ଜଣ ସାଙ୍ଗ ମୋବାଇଲରେ ଗଦ୍ଦର ଫିଲ୍ମ ଦେଖୁଥିଲେ । ଫିଲ୍ମ ଦେଖିବାବେଳେ ମଲକିତContinue reading “ଗଦ୍ଦର ଫିଲ୍ମ ଦେଖିବା କାଳ ହେଲା । ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରା ଲଗାଇବାରୁ ଯୁବକଙ୍କୁ ବାଡେଇ ବାଡେଇ ମାରିଦେଲେ”

ଆଜି ବି ରହିଛି ତଅପୋଇଙ୍କ ଗ୍ରାମ: ଅଛି ସେହି ଜଙ୍ଗଲ, ଯେଉଁଠି ହଜିଥିଲା ଘରମଣି । ଅଛି ସେହି ତଟ, ଯେଉଁଠି ମଙ୍ଗଳାଙ୍କୁ ପୂଜି ଥିଲା ତପୋଇ

କନକ ବ୍ୟୁରୋ: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ପ୍ରଥମ ରବିବାରରୁ ଆରମ୍ଭ ହୁଏ ତପୋଇଙ୍କ ବ୍ରତ, ଯାହାକୁ କୁହାଯାଏ ଖୁଦୁରୁକୁଣି ଓଷା । ଗାଁଠୁ ସହର କୁମାରୀ ଝିଅମାନେ ଶ୍ରଦ୍ଧାରେ ଏହି ବ୍ରତକୁ ପାଳନ କରିଥାନ୍ତି । ବିଶେଷ କରି ଏହି ବ୍ରତରେ ମା ମଙ୍ଗଳାଙ୍କୁ ପ୍ରତିମାକୁ ପୂଜା କରାଯାଏ । ତେବେ ଏହି ବ୍ରତ ପଛରେ ରହିଥିବା ତପୋଇଙ୍କ କାହାଣୀ ତ ଆପଣ ନିଶ୍ଚେ ଜାଣିଥିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହିContinue reading “ଆଜି ବି ରହିଛି ତଅପୋଇଙ୍କ ଗ୍ରାମ: ଅଛି ସେହି ଜଙ୍ଗଲ, ଯେଉଁଠି ହଜିଥିଲା ଘରମଣି । ଅଛି ସେହି ତଟ, ଯେଉଁଠି ମଙ୍ଗଳାଙ୍କୁ ପୂଜି ଥିଲା ତପୋଇ”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ସଂପତ୍ତି କେତେ ? ତାଙ୍କ ପାଖରେ ରହିଛି କଣ ଓ କେଉଁଠୁ କେତେ କରିଥାନ୍ତି ରୋଜଗାର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ମୁତାବକ ସେ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ବଡନଗର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ଠାରୁ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ମାସିକ କେତେ ଟଙ୍କା ଦରମା ପାଇଥାନ୍ତି ଓ ତାଙ୍କ ପାଖରେ କେତେ ସମ୍ପତ୍ତି ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ସଂପତ୍ତି କେତେ ? ତାଙ୍କ ପାଖରେ ରହିଛି କଣ ଓ କେଉଁଠୁ କେତେ କରିଥାନ୍ତି ରୋଜଗାର”

ଆଜିଠାରୁ ଲଣ୍ଡନରେ ବନ୍ଦ ହୋଇଗଲା ଐତିହାସିକ ଇଣ୍ଡିଆ କ୍ଲବ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଆଉ ଏକ ଅଧ୍ୟାୟ ସେପ୍ଟେ୍ମ୍ବର ୧୭ ତାରିଖରେ ସମାପ୍ତ ହୋଇଛି । ଲଣ୍ଡନରେ ଥିବା ଇଣ୍ଡିଆ କ୍ଲବ ଆଜିଠାରୁ ସ୍ଥାୟୀଭାବେ ବନ୍ଦ କରାଯାଇଛି । ଏହି କ୍ଲବ ଲଣ୍ଡନରେ ରହିଥିଲେ ବି ଭାରତ ସହ ଏହା ସଂପର୍କ ବେଶ ନିବିଡ ଥିଲା । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ ଏହି କ୍ଲବ ଗୋଟିଏ ସମୟରେ ବିଦେଶରେ ଭାରତୀୟମାନଙ୍କ ପାଇଁ ଘର ଥିଲା । ଏହିContinue reading “ଆଜିଠାରୁ ଲଣ୍ଡନରେ ବନ୍ଦ ହୋଇଗଲା ଐତିହାସିକ ଇଣ୍ଡିଆ କ୍ଲବ । ଜାଣନ୍ତୁ କାରଣ”

ନିଶାସକ୍ତ ଅବସ୍ଥାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ,ବିଷଧର ସାପସହ ଖେଳି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ନିଶାସକ୍ତ ଅବସ୍ଥାରେ ସାପ ସହ ଖେଳ ଖେଳିବା ହେଲା କାଳ । ବିଶାକ୍ତ ସାପ ଚୋଟରେ ଆହତ ହେଲେ ବ୍ରହ୍ମପୁର ଉପକଣ୍ଠ ଖଜୁରୀଆର ବୁଡୁ ରେଡ୍ଡି । ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ବୁଡୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛି । ନିଶାସକ୍ତ ଅବସ୍ଥାରେ ସାପଟିକୁ ହାତରେ ଧରି ବୁଲୁଥିଲେ ବୁଡୁ । ଗାଁଲୋକେ ଓ ପରିବାର ଲୋକେ ବାରଣ କରବା ସତ୍ୱେ ବୁଡୁ କାହା କଥା ଶୁଣୁନଥିଲେ । ସାପଟିକୁContinue reading “ନିଶାସକ୍ତ ଅବସ୍ଥାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ,ବିଷଧର ସାପସହ ଖେଳି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି”

ଫିଲ୍ମ ଷ୍ଟାଇଲରେ ଗଂଜେଇ ମାଫିଆଙ୍କୁ ଗୋଡାଇଲା ପୋଲିସ । ଚଳନ୍ତା ଗାଡିରୁ ଗଞ୍ଜେଇ ବସ୍ତା ଫୋପାଡ଼ି ଛତ୍ରଭଙ୍ଗ ଦେଲେ ମାଫିଆ

କନକ ବ୍ୟୁରୋ : ଆଗରେ ଗଞ୍ଜେଇ ବୋଝେଇ ପିକଅପ୍ ଗାଡ଼ି । ପଛରେ ପୋଲିସ । ଅନ୍ଧାର ରାତିରେ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିଲା ପୋଲିସ । ଆଉ ଏହି ସମୟରେ ପୋଲିସ ଗାଡ଼ିର ଗତିକୁ ରୋକିବା ପାଇଁ ଚଳନ୍ତା ପିକଅପ୍ ଭ୍ୟାନରୁ ଗଞ୍ଜେଇ ବସ୍ତା ଫୋପାଡ଼ିଥିଲେ ମାଫିଆ । ଏହାର ଭିଡିଓକୁ ସୁଟ୍ କରିଥିଲେ ପୋଲିସ୍ କର୍ମଚାରୀ । କିଛି ଏଭଳି ଦୃଶ୍ୟ ଆସିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଂଚାୟତ ରେଖାପାଲିରୁ । ଏକContinue reading “ଫିଲ୍ମ ଷ୍ଟାଇଲରେ ଗଂଜେଇ ମାଫିଆଙ୍କୁ ଗୋଡାଇଲା ପୋଲିସ । ଚଳନ୍ତା ଗାଡିରୁ ଗଞ୍ଜେଇ ବସ୍ତା ଫୋପାଡ଼ି ଛତ୍ରଭଙ୍ଗ ଦେଲେ ମାଫିଆ”

ଖଣ୍ଡପଡା ବିଧାୟକଙ୍କ ସପକ୍ଷରେ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ, ସୌମ୍ୟ ବାବୁଙ୍କ କିଛି କରିପାରିବନି ବିଜେଡି ।

କନକ ବ୍ୟୁରୋ: ଖଣ୍ଡପଡା ବିଧାୟକଙ୍କ ସପକ୍ଷରେ ବାହାରିଲେ ଗୋପାଳପୁର ବିଧାୟକ । ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ସୌମ୍ୟ ବାବୁଙ୍କ କିଛି କରିପାରିବନି ବିଜେଡି । ସତ କହିଥିବାରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏପରିକି ମୁହଁ ଖୋଲିନପାରି ବିଜେଡି ବିଧାୟକ କାନ୍ଦୁଥିବା କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଛନ୍ତି । ସୌମ୍ୟ ପଟ୍ଟନାୟକ ହେଉଛନ୍ତି ହିମାଳୟ ପରି, ହିମାଳୟ ଉପରକୁ ଟେକା ପକାଇଲେ ନିଜ ଉପରେ ପଡ଼ିବ,Continue reading “ଖଣ୍ଡପଡା ବିଧାୟକଙ୍କ ସପକ୍ଷରେ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ, ସୌମ୍ୟ ବାବୁଙ୍କ କିଛି କରିପାରିବନି ବିଜେଡି ।”

ଦିଲ୍ଲୀ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଉଣୀ ଗୀତା ମେହଟ୍ଟାଙ୍କ ଅନ୍ତିମ ଦର୍ଶନରେ ହେବେ ସାମିଲ

କନକ ବ୍ୟୁରୋ : ଗତରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଦିଲ୍ଲୀରେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଆଜି ତାଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱରରୁ ଯାଇ ଦିଲ୍ଲୀରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଉଣୀଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ । ଏବେ ଏବେ ସେ ଗୀତା ମେହେଟ୍ଟାଙ୍କର ବାସଭବନରେ ପହଂଚିଛନ୍ତିContinue reading “ଦିଲ୍ଲୀ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଉଣୀ ଗୀତା ମେହଟ୍ଟାଙ୍କ ଅନ୍ତିମ ଦର୍ଶନରେ ହେବେ ସାମିଲ”

ସୌମ୍ୟ ବାବୁ ସତ କହିବାରୁ କାର୍ଯ୍ୟାନୁଷ୍ଠାନ ହେଲା । କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡିର ସାହସ ନାହିଁ : ପ୍ରଦୀପ ପାଣିଗ୍ରାହୀ

କନକ ବ୍ୟୁରୋ : ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ, ସୌମ୍ୟ ବାବୁ ସତ କହିବାରୁ କାର୍ଯ୍ୟାନୁଷ୍ଠାନ ହେଲା । ଦଳୀୟ ଫୋରମରେ ଭେଟିବାକୁ ଚାହିଁଥିଲେ କିନ୍ତୁ ସୌମ୍ୟଙ୍କୁ ଭେଟିବାର ସୁଯୋଗ ଦିଆଯାଇନଥିଲା । ଦଳ ବିରୋଧରେ କହିବାରୁ ବାହାର କଲେ । ଉପସଭାପତି ପଦରୁ ହଟାଇ ଦେଇଛନ୍ତି, କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡିର ସାହସ ନାହିଁ । ବିଜେଡି ସୌମ୍ୟ ବାବୁଙ୍କର କିଛି କରିପାରିବ ନାହିଁ ।Continue reading “ସୌମ୍ୟ ବାବୁ ସତ କହିବାରୁ କାର୍ଯ୍ୟାନୁଷ୍ଠାନ ହେଲା । କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡିର ସାହସ ନାହିଁ : ପ୍ରଦୀପ ପାଣିଗ୍ରାହୀ”

ଗଣତନ୍ତ୍ରକୁ ଗୌଣ କରିଦେଇଛନ୍ତି ରାଜ୍ୟ ସରକାର । ବାଚସ୍ପତି ନିର୍ବାଚନ ବିଳମ୍ବ ହେବା ଏହାର ଉଦାହରଣ : ପ୍ରଦୀପ ପାଣିଗ୍ରାହୀ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କଲେ ପ୍ରଦୀପ ପାଣିଗ୍ରାହୀ । ପ୍ରସମିଟ୍ କରି ଗଣମାଧ୍ୟମକୁ କହିଲେ, ଗଣତନ୍ତ୍ରକୁ ଗୌଣ କରିଦେଇଛନ୍ତି ରାଜ୍ୟ ସରକାର । ବାଚସ୍ପତି ନିର୍ବାଚନ ବିଳମ୍ବ ହେବା ଏହାର ଏକ ଉଦାହରଣ । ଦୀର୍ଘମାସ ହେବ ଗଣତନ୍ତ୍ରର ପବିତ୍ର ଘର ବିଧାନସଭାରେ ବାଚସ୍ପତି ନାହାନ୍ତି । ଏହା ହିଁ ପ୍ରମାଣ କରୁଛି ଓଡିଶାରେ ଗଣତନ୍ତ୍ର ନାହିଁ । କୌଣସିContinue reading “ଗଣତନ୍ତ୍ରକୁ ଗୌଣ କରିଦେଇଛନ୍ତି ରାଜ୍ୟ ସରକାର । ବାଚସ୍ପତି ନିର୍ବାଚନ ବିଳମ୍ବ ହେବା ଏହାର ଉଦାହରଣ : ପ୍ରଦୀପ ପାଣିଗ୍ରାହୀ”

Design a site like this with WordPress.com
Get started