ବ୍ଲକ କାର୍ଯ୍ୟାଳୟରେ ବିଜେଡି –ବିଜେପି କର୍ମୀ ମୁହାଁମୁହିଁ । ବିଧାୟକଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ଯୁକ୍ତିତର୍କ

କନକ ବ୍ୟୁରୋ: କଣାସ ବ୍ଳକ କାର୍ଯ୍ୟାଳୟ ଭିତରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ । କଥା କଟାକଟି ହେଲେ ବିଧାୟକ ଉମା ସାମନ୍ତରାୟ ଓ କଣାସ ବ୍ଳକ ଅଧ୍ୟକ୍ଷା ପ୍ରଭାତୀ ରାଉତ । ୨୮ ପଞ୍ଚାୟତକୁ ଆସିଥିବା ୫୬ ଲକ୍ଷ ୫୭ ହଜାର ଟଙ୍କାର ହିସାବକୁ ନେଇ ଉତେଜନା ଦେଖାଦେଇଥିଲା । ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ବିଧାୟକଙ୍କ ଅସମ୍ମାନ କରିଥିବା ନେଇ ବିଜେଡି କର୍ମୀ ଅଭିଯୋଗContinue reading “ବ୍ଲକ କାର୍ଯ୍ୟାଳୟରେ ବିଜେଡି –ବିଜେପି କର୍ମୀ ମୁହାଁମୁହିଁ । ବିଧାୟକଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ଯୁକ୍ତିତର୍କ”

ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ସ୍ୱାଭିମାନ ପାଇଁ ଗ୍ରହଣ କରିନଥିଲେ ‘ପଦ୍ମଶ୍ରୀ ସମ୍ମାନ’ । ସଂକ୍ଷେପରେ ଲେଖିକାଙ୍କ ଜୀବନ ଯାତ୍ରା ।

କନକ ବ୍ୟୁରୋ: ଆଜି ନୂଆଦିଲ୍ଲୀରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଖ୍ୟାତ ଲେଖିକା ଓ ଭଲ ସାମ୍ବାଦିକ ଭାବେ ଜଣାଶୁଣା ଥିଲେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା । ଗତକାଲି ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତାଙ୍କ ଶେଷ ଦର୍ଶନ ପାଇଁ ଆଜି ମୁଖ୍ୟମନ୍ତ୍ରୀContinue reading “ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ସ୍ୱାଭିମାନ ପାଇଁ ଗ୍ରହଣ କରିନଥିଲେ ‘ପଦ୍ମଶ୍ରୀ ସମ୍ମାନ’ । ସଂକ୍ଷେପରେ ଲେଖିକାଙ୍କ ଜୀବନ ଯାତ୍ରା ।”

ପାଣି ସୁଅରେ ଭାସିଗଲା ଶବ । ରାସ୍ତା ନଥିବାରୁ ଉଛୁଳା ନଈରେ ତାର ସାହାଯ୍ୟରେ ନେଉଥିଲେ ମୃତଦେହ

କନକ ବ୍ୟୁରୋ : ଏପରି ଏକ ଖବର ଯାହା ଆପଣଙ୍କୁ ବିଚଳିତ କରିପାରେ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଆସିଛି ଏପରି ଏକ ଖବର । ଗାଁକୁ ନାହିଁ ରାସ୍ତା, ଗାଁକୁ ଯିବାକୁ ହେଲେ ନଈ ପାର ହେବାକୁ ପଡେ । ଗତକାଲି ବଗାଡି ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଗାଁକୁ ମୃତଦେହ ନେବା ପାଇଁ ଭରା ନଈ ପାର ହେବାକୁ ପଡେ । ମୃତଦେହ ନେବାକୁ ସ୍ଥାନୀୟ ଲୋକେ ଏକ ତାରର ସାହାଯ୍ୟContinue reading “ପାଣି ସୁଅରେ ଭାସିଗଲା ଶବ । ରାସ୍ତା ନଥିବାରୁ ଉଛୁଳା ନଈରେ ତାର ସାହାଯ୍ୟରେ ନେଉଥିଲେ ମୃତଦେହ”

କଲମ୍ବୋରେ ଖେଳାଯିବ ଏସିଆ କପ ଫାଇନାଲ । ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

କନକ ବ୍ୟୁରୋ : ସୁପର ସନଡେ ଆଜି ସୁପର ମୁକାବିଲା । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଏସିଆ କପର ଫାଇନାଲ ମ୍ୟାଚ । କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ଆଜି ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ବିଗତ ୫ ବର୍ଷ ହେବ ଭାରତ କୌଣସି ଟ୍ରଫି ପାଇନଥିବାରୁ ଏସିଆ କପ୍ ଜିତିବାକୁ ପୁରା ଚେଷ୍ଟା କରିବ । ତେବେ ଭାରତୀୟ ଦଳରେ କିଛି ଖେଳାଳିଙ୍କ ପରିତର୍ବନ ହୋଇପାରେContinue reading “କଲମ୍ବୋରେ ଖେଳାଯିବ ଏସିଆ କପ ଫାଇନାଲ । ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା”

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ପାଇଲଟଙ୍କ ସମେତ ୧୪ ମୃତ

କନକ ବ୍ୟୁରୋ: ପ୍ରବଳ ବର୍ଷା ସମୟରେ ବିମାନଟି ଅବତରଣ କରିବାକୁ ଯାଉଥିଲା । ହେଲେ ଠିକ୍ ସେତିକିବେଳେ ଦୁର୍ଘଟଣାଗ୍ରସ୍ତ ହୋଇଗଲା । ଫଳରେ ପାଇଲଟ୍ ଓ ଯାତ୍ରୀଙ୍କୁ ମିଶାଇ ମୋଟ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି ବ୍ରଜିଲର ଆମାଜନ ପ୍ରଦେଶରେ । ସୂଚନା ମୁତାବକ, ବ୍ରାଜିଲର ଉତ୍ତର ଆମାଜନ ରାଜ୍ୟରେ ଶନିବାର ଏକ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଆମାଜନ୍ ରାଜ୍ୟପାଳ କହିଛନ୍ତି ଯେ ରାଜଧାନୀ ମାନୌସଠାରୁ ପ୍ରାୟContinue reading “ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ପାଇଲଟଙ୍କ ସମେତ ୧୪ ମୃତ”

ଆଜି ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ । ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଆଜି ନୂଆଦିଲ୍ଲୀରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଖ୍ୟାତ ଲେଖିକା ଓ ଭଲ ସାମ୍ବାଦିକ ଭାବେ ଜଣାଶୁଣା ଥିଲେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା । ଗତକାଲି ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତାଙ୍କ ଶେଷ ଦର୍ଶନ ପାଇଁ ଆଜିContinue reading “ଆଜି ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ । ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ଜମ୍ମୁକଶ୍ମୀର ଅନନ୍ତନାଗରେ ୫ଦିନ ହେଲା ଜାରି ରହିଛି ସର୍ଚ୍ଚ ଅପରେସନ । ପାହାଡ଼ ଉପର ଗୁମ୍ପା ଭିତରେ ଲୁଚିଛନ୍ତି ୨ଆତଙ୍କାବାଦୀ

କନକ ବ୍ୟୁରୋ : ଜମ୍ମୁକଶ୍ମୀର ଅନନ୍ତନାଗରେ ୫ଦିନରେ ପହଞ୍ଚିଲା ସର୍ଚ୍ଚ ଅପରେସନ । ଅନନ୍ତନାଗର କୋକେରନାଗର ପାହାଡିଆ ଅଞ୍ଚଳରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଗଡ଼ୁଲ ଜଙ୍ଗଲର ପାହାଡ଼ ଉପରେ ଥିବା ଗୁମ୍ପା ଭିତରେ ୨ଆତଙ୍କାବାଦୀ ଲୁଚିଛନ୍ତି । ଆତଙ୍କବାଦୀ ଲୁଚି ରହିଥିବା ପ୍ରକୃତ ସ୍ଥାନକୁ ଚିହ୍ନଟ କରିବା ପାଇଁ ଡ୍ରୋନର ସାହାରା ନିଆଯାଇଛି । ଡ୍ରୋନ ଜରିଆରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ତନ୍ନ ତନ୍ନ କରି ଯାଂଚ କରାଯାଉଛି । ଘଂଚ ଜଙ୍ଗଲରେContinue reading “ଜମ୍ମୁକଶ୍ମୀର ଅନନ୍ତନାଗରେ ୫ଦିନ ହେଲା ଜାରି ରହିଛି ସର୍ଚ୍ଚ ଅପରେସନ । ପାହାଡ଼ ଉପର ଗୁମ୍ପା ଭିତରେ ଲୁଚିଛନ୍ତି ୨ଆତଙ୍କାବାଦୀ”

କୋଟା  ଅଣନିଃଶ୍ୱାସୀ କୋଠରୀରୁ ଫେରିଆସିଲେ । ଏବେ ପାଇଲଟ୍ ହୋଇ ଆକାଶରେ ଉଡି ବୁଲୁଛନ୍ତି । ବର୍ଷକୁ ପାଉଛନ୍ତି କୋଟିଏ ଅଧିକ ଦରମା ।

କନକ ବ୍ୟୁରୋ: ଆମେ କହୁଛୁ ସୁଇସାଇଡ୍ ହବ୍ କୁହାଯାଉଥିବା କୋଟାରୁ ଖସିଆସିଥିବା ଜଣେ ଯୁବ ପାଇଲଟଙ୍କ କଥା । କୋଟାରେ ପିଲାଙ୍କ ରୁମରେ ଗୋଟିଏ ବେଡ୍, ଷ୍ଟଡି ଟେବୁଲ, ପଙ୍ଖାଟିଏ ବ୍ୟତୀତ ଆଉ କିଛିନଥାଏ । ଯେତେବେଳେ ସେମାନେ ଆତ୍ମହତ୍ୟା କଥା ଭାବନ୍ତି ପ୍ରଥମ ନଜର ପଙ୍ଖା ଉପରେ ହିଁ ପଡେ । ଆତ୍ମହତ୍ୟା ରୋକିବାକୁ ସ୍ପ୍ରିଙ୍ଗ ଫ୍ୟାନ ଲଗାଇଲେ  ଏ ସମସ୍ୟା ସାମାନ୍ୟ କମିଯାଇପାରେ କିନ୍ତୁ ପରିବାର, ସାଙ୍ଗ, ଓ ଶିକ୍ଷକଙ୍କ ସହଯୋଗ ନମିଳିଲେ ଏହିContinue reading “କୋଟା  ଅଣନିଃଶ୍ୱାସୀ କୋଠରୀରୁ ଫେରିଆସିଲେ । ଏବେ ପାଇଲଟ୍ ହୋଇ ଆକାଶରେ ଉଡି ବୁଲୁଛନ୍ତି । ବର୍ଷକୁ ପାଉଛନ୍ତି କୋଟିଏ ଅଧିକ ଦରମା ।”

ଆଜି ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ । ଜନ୍ମଦିନରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହେବ ଶୁଭାରମ୍ଭା ଦ୍ୱାରକାରେ ୟଶୋଭୂମିର ଉଦଘାଟନ କରିବେ ମୋଦୀ

କନକ ବ୍ୟୁରୋ : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଜେପି । ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନେକ ବିଦେଶୀ ନେତା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ଟ୍ୱିଟ୍ କରିContinue reading “ଆଜି ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ । ଜନ୍ମଦିନରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହେବ ଶୁଭାରମ୍ଭା ଦ୍ୱାରକାରେ ୟଶୋଭୂମିର ଉଦଘାଟନ କରିବେ ମୋଦୀ”

ପରଲୋକରେ ଗୀତା ମେହେଟା : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ

କନକ ବ୍ୟୁରୋ : ଗୀତା ମେହେଟାଙ୍କ ମୃତ୍ୟୁ ପରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୀତା ପରିବେଶ ସୁରକ୍ଷା ଏବଂ ଜଳ ସରଂକ୍ଷଣ ପାଇଁ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୀତା ବହୁପ୍ରତିଭାର ଅଧିକାରୀ ଥିଲେ ବୋଲି କହିଛନ୍ତି ମୋଦୀ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶୋକପ୍ରକାଶ କରିଛନ୍ତି । ଜଣେ ଲେଖିକା ଏବଂ ଚଳଚିତ୍ର ନିର୍ମାତାଙ୍କୁ ଆମେ ହରାଇଛିContinue reading “ପରଲୋକରେ ଗୀତା ମେହେଟା : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ”

Design a site like this with WordPress.com
Get started