କନକ ବ୍ୟୁରୋ: ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣାରେ ସମ୍ପୃକ୍ତ ଶଙ୍ଖମିତ୍ର ସିଂହାରୀଙ୍କ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସିଂହଦ୍ୱାର ଥାନାରେ ଏନେଇ ଏତଲା ଦେଇଛନ୍ତି ସିଂହାରୀ ସେବକ । ଗର୍ଭଗୃହରେ ତାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଗର୍ଭଗୃହ ଭିତରେ ତାଙ୍କ ବିବାହକୁ ନେଇ ତାଙ୍କୁ ଆକ୍ଷେପ କରାଯିବା ସହିତ, ତାଙ୍କ ଚରିତ୍ର ସଂହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ସେବା କରାଇ ନଦେବାକୁ ମଧ୍ୟContinue reading “ଶ୍ରୀମନ୍ଦିରରେ ନୀତି ବିଳମ୍ବ ଘଟଣା । ସିଂହାରୀ ସେବକ ଆଣିଲେ ସଙ୍ଗୀନ ଅଭିଯୋଗ । ଗର୍ଭଗୃହରେ ଦୁର୍ବ୍ୟବହାର କରାଯାଇଥିବା ନେଇ ଥାନାରେ ଏତଲା ।”
Tag Archives: News
ଭାରତ-ଶ୍ରୀଲଙ୍କା ଫାଇନାଲ ହିସାବ କିତାବ
ରବିବାର ଦିନ କଲମ୍ବୋରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପର ଅନ୍ତିମ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୁଇ ଦଳ ମଧ୍ୟରେ ଏହା ଅଷ୍ଟମ ଫାଇନାଲ ମ୍ୟାଚ୍ ହେବ । ଏସିଆ କପ୍ ବ୍ୟତୀତ ଉଭୟ ଦଳ ୧୨ ଟି ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିଛନ୍ତି । ଏଥିରେ ଏକଦିବସୀୟ ବିଶ୍ୱକପ(ODI) ଫାଇନାଲ, ଟି -20 ବିଶ୍ୱକପ ଫାଇନାଲ ଏବଂ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ଏବଂContinue reading “ଭାରତ-ଶ୍ରୀଲଙ୍କା ଫାଇନାଲ ହିସାବ କିତାବ”
ଅନଲାଇନ ଜୁଆଖେଳ ସହିତ ଜଡିତ ମାମଲା । ଇଡି ନଜରରେ ନେହା କକ୍କଡ, ଟାଇଗର ଶ୍ରର୍ଫ ସମେତ ବଲିଉଡର ୧୭ କଳାକାର
କନକ ବ୍ୟୁରୋ : ଇଡି ଦୁବାଇରେ ଅନଲାଇନ ଜୁଆ ଆପକୁ ଚଳାଉଥିବା ସୌରଭ ଚନ୍ଦ୍ରାକର ଓ ତାଙ୍କ ସହଯୋଗୀ ରବି ଓପ୍ପଲଙ୍କ ବିରୋଧରେ ୫ ହଜାର କୋଟି ଟଙ୍କାର ଅର୍ଥ ହେରଫେର ମାମଲାର ଯାଂଚ କରୁଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୌରଭ ଚନ୍ଦ୍ରାକର ଓ ରବି ଓପ୍ପଲ ଏବେ ନିଖୋଜ ରହିଛନ୍ତି । ଏହି ଦୁଇଜଣ ଛତିଶଗଡର ବାସିନ୍ଦା । ଇଡିର ସୂତ୍ର ସୂଚନା ମୁତାବକ ଚନ୍ଦ୍ରାକର ୨୦୨୨ ସେପ୍ଟେମ୍ବର ୧୮ ତାରିଖରେContinue reading “ଅନଲାଇନ ଜୁଆଖେଳ ସହିତ ଜଡିତ ମାମଲା । ଇଡି ନଜରରେ ନେହା କକ୍କଡ, ଟାଇଗର ଶ୍ରର୍ଫ ସମେତ ବଲିଉଡର ୧୭ କଳାକାର”
ଭୁବନେଶ୍ୱରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ହେବେ ସାମିଲ
କନକ ବ୍ୟୁରୋ: ଓଡିଶାରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିମାନ ଯୋଗେ ନୂଆ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ସାମିଲ ହେବାକୁ ରାମନାଥ କୋବିନ୍ଦ ଭୁବନେଶ୍ୱର ଆସିଛନ୍ତି । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି । ଭୁବନେଶ୍ୱର ପହଂଚିବା ପରେ ରାମନାଥ କୋବିନ୍ଦ ୱାନ ନେସନ ୱାନ ଇଲେକ୍ସନ ଉପରେ ପ୍ରତିକ୍ରିୟା ଦେଇଥିଲେContinue reading “ଭୁବନେଶ୍ୱରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ହେବେ ସାମିଲ”
ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ : କହିଲା ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ସରକାର ତୁରନ୍ତ କରନ୍ତୁ ସମାଧାନ
କନକ ବ୍ୟୁରୋ : ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ । ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ କହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଏକ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଥମୁନାହିଁ । ରାଜ୍ୟର ପ୍ରାଥମିକ ଶିକ୍ଷାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ସରକାର ମାଧ୍ୟମିକ ଶିକ୍ଷାରେContinue reading “ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ : କହିଲା ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ସରକାର ତୁରନ୍ତ କରନ୍ତୁ ସମାଧାନ”
ଭାରତ ମଣ୍ଡପମ୍ ଠାରୁ ଯଶୋଭୂମିକୁ ନେଇ କାହିଁକି ହେଉଛି ଅଧିକ ଚର୍ଚ୍ଚା, ଜାଣନ୍ତୁ କାରଣ
କନକ ବ୍ୟୁରୋ : ଜି-୨୦ ସମ୍ମିଳନୀ ବେଳେ ଦିଲ୍ଲୀ ପ୍ରଗତୀ ମଇଦାନରେ ପ୍ରସ୍ତୁତ ହୋଇଥିବା ଭାରତ ମଣ୍ଡପମକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଏହାର ଆକାର ଠାରୁ ଗଠନ ଶୈଳୀ ସମସ୍ତଙ୍କୁ ଚକିତ କରିଥିଲା । ହେଲେ ଜି-୨୦ ସମ୍ମିଳନୀ ପରେ ପୁଣି ଏକ କନଭେନସନ ସେଣ୍ଟରକୁ ନେଇ ଅଧିକ ଚର୍ଚ୍ଚା ହେବାରେ ଲାଗିଛି । ଦିଲ୍ଲୀର ପ୍ରଗତୀ ମଇଦାନ ଠାରେ ଥିବା ଭାରତ ମଣ୍ଡପମ୍ ଭଳି ଦ୍ୱାରକାରେ ଯଶୋଭୂମି ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରContinue reading “ଭାରତ ମଣ୍ଡପମ୍ ଠାରୁ ଯଶୋଭୂମିକୁ ନେଇ କାହିଁକି ହେଉଛି ଅଧିକ ଚର୍ଚ୍ଚା, ଜାଣନ୍ତୁ କାରଣ”
ରାଜ୍ୟ ସରକାରଙ୍କ ୫୪ ଲକ୍ଷ ମାଟ୍ରିକ ଟନ୍ ଚାଉଳ ନିଷ୍ପତ୍ତି ମିଛ ପ୍ରତିଶ୍ରୁତି : ପ୍ରଦୀପ ପୁରୋହିତ
କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଧାନ ଓ ଚାଉଳ ସଂଗ୍ରହ ନିଷ୍ପତ୍ତିକୁ ବିରୋଧୀଙ୍କ କଡ଼ା ସମାଲୋଚନା । ସରକାରଙ୍କ ୫୪ ଲକ୍ଷ ମାଟ୍ରିକ ଟନ୍ ଚାଉଳ ନିଷ୍ପତ୍ତି ମିଛ ପ୍ରତିଶ୍ରୁତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିବା ଛଡ଼ା ଆଉ କିଛି ନୁହେଁ । ଗତବର୍ଷ ୨ଲକ୍ଷ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ପ୍ରତିବର୍ଷ ପଞ୍ଜିକୃତ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରିContinue reading “ରାଜ୍ୟ ସରକାରଙ୍କ ୫୪ ଲକ୍ଷ ମାଟ୍ରିକ ଟନ୍ ଚାଉଳ ନିଷ୍ପତ୍ତି ମିଛ ପ୍ରତିଶ୍ରୁତି : ପ୍ରଦୀପ ପୁରୋହିତ”
ରାଜ୍ୟରେ ନାହିଁ ବନ୍ୟାସ୍ଥିତି, ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କରାଯାଇଛି ସତର୍କ : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
କନକ ବ୍ୟୁରୋ : ଉପର ମୁଣ୍ଡରେ ବର୍ଷା ଯୋଗୁଁ ତଳି ଅଂଚଳରେ ପାଣି ପଶୁଛି । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବର୍ତ୍ତମାନ ହୀରାକୁଦକୁ ୪ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୪ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମୋଟ୍ ୨୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଖୋଲୁଛିContinue reading “ରାଜ୍ୟରେ ନାହିଁ ବନ୍ୟାସ୍ଥିତି, ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କରାଯାଇଛି ସତର୍କ : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ”
କଣାସ ମେଡିକାଲରେ ଅଘଟଣ : ଶିଶୁ ଚିକିତ୍ସା ହେଉଥିବା ସମୟ ମେଡିକାଲ ଛାତରୁ ଖସିଲା ଫ୍ୟାନ
କନକ ବ୍ୟୁରୋ : କଣାସ ମେଡିକାଲରେ ଅଘଟଣ । ଜଣେ ଶିଶୁ ଚିକିତ୍ସା ହେଉଥିବା ସମୟ ମେଡିକାଲ ଛାତରୁ ଖସିଲା ଫ୍ୟାନ । ଚିକିତ୍ସା ହେଉଥିବା ଶିଶୁ ଏବେ ଗୁରତର ରହିଛି । ଶିଶୁର ପିତା କଣାସ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ମେଡିକାଲ ତରଫରୁ କେହି ମୁହଁ ଖୋଲୁନଥିବା ସୂଚନା । The post କଣାସ ମେଡିକାଲରେ ଅଘଟଣ : ଶିଶୁ ଚିକିତ୍ସା ହେଉଥିବା ସମୟ ମେଡିକାଲ ଛାତରୁ ଖସିଲା ଫ୍ୟାନ firstContinue reading “କଣାସ ମେଡିକାଲରେ ଅଘଟଣ : ଶିଶୁ ଚିକିତ୍ସା ହେଉଥିବା ସମୟ ମେଡିକାଲ ଛାତରୁ ଖସିଲା ଫ୍ୟାନ”
‘ସନାତନ ଧର୍ମ ରାଷ୍ଟ୍ର ଓ ପରିବାର ପ୍ରତି ଏକ କର୍ତ୍ତବ୍ୟ, ଏହାକୁ ନଷ୍ଟ କରନି’ । ମାଡ୍ରାସ୍ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ
କନକ ବ୍ୟୁରୋ: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ବୟାନ ଦେବା ପରଠାରୁ ଏହି ବିବାଦ ଥମିବାର ନାଁ ନେଉନି । ଏହା ପରେ ଆଉ ଜଣେ ନେତା ଏ. ରାଜା ଓ ଏକାଧିକ ସାଉଥ୍ ଅଭିନେତା ଏହା ଉପରେ ବିରୋଧାଭାଷ ଦେଇଛନ୍ତି । ଏହି ପ୍ରସଙ୍ଗ ନେଇ ତାମିଲନାଡୁ ତୁରୁବରୁର ଜିଲ୍ଲାର ଏକ ସରକାରୀ କଲେଜରେ ‘ସନାତନର ବିରୋଧ’ ନାଁରେ ସର୍କୁଲାର ଜାରି କରାଯାଇଥିଲା । ଏହା ସୋସିଆଲ ମିଡିଆରେ ଭାଇରାଲ ହେବାContinue reading “‘ସନାତନ ଧର୍ମ ରାଷ୍ଟ୍ର ଓ ପରିବାର ପ୍ରତି ଏକ କର୍ତ୍ତବ୍ୟ, ଏହାକୁ ନଷ୍ଟ କରନି’ । ମାଡ୍ରାସ୍ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ”