ଧାରଣାରେ ଶିକ୍ଷକ, ସ୍କୁଲରେ ତାଲା, ମଧ୍ୟାହ୍ନ ଭୋଜନ ବନ୍ଦ: ରାୟଗଡାରେ ବିଦ୍ୟାଳୟକୁ ଆସି ଫେରିଗଲେ ଛାତ୍ରଛାତ୍ରୀ, କଲ୍ୟାଣସିଂହପୁରରେ ଆନ୍ଦୋଳନକାରୀଙ୍କୁ ବୁଝାଇଲେ ଆଇନ୍ ମନ୍ତ୍ରୀ

କନକ ବ୍ୟୁରୋ: ଶିକ୍ଷକ ଧାରଣା ଯୋଗୁଁ ଗରିବ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । ଶିକ୍ଷକ ୩ ଦଫା ଦାବି ନେଇ ରାସ୍ତାରେ ଗର୍ଜୁଥିବାରୁ ରାୟଗଡା ଜିଲ୍ଲାର ୩୨୮ ସ୍କୁଲରେ ତାଲା ପଡ଼ିଛି । ଫଳରେ ପାଠ ସହ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି । ରାୟଗଡା କଲ୍ୟାଣସିଂହପୁର ବ୍ଲକର ପାଟବନ୍ଧ ପ୍ରାଥମିକ ବିଦ୍ୟାଳୟ । ସବୁଦିନ ଭଳି ପିଲାମାନେ ସ୍କୁଲକୁ ଆସୁଛନ୍ତି । ହେଲେ ବିଦ୍ୟାଳୟରେ ଫାଟକରେ ତାଲା ପଡ଼ିଥିବାରୁ ବାହାରେ ଅପେକ୍ଷା କରିContinue reading “ଧାରଣାରେ ଶିକ୍ଷକ, ସ୍କୁଲରେ ତାଲା, ମଧ୍ୟାହ୍ନ ଭୋଜନ ବନ୍ଦ: ରାୟଗଡାରେ ବିଦ୍ୟାଳୟକୁ ଆସି ଫେରିଗଲେ ଛାତ୍ରଛାତ୍ରୀ, କଲ୍ୟାଣସିଂହପୁରରେ ଆନ୍ଦୋଳନକାରୀଙ୍କୁ ବୁଝାଇଲେ ଆଇନ୍ ମନ୍ତ୍ରୀ”

ଫାଇଭ-ଟି ସ୍କୁଲ ଆଳରେ ଭେଳିକ: ସାଇକେଲ ଷ୍ଟାଂଡରେ ଚାଲିଛି ଫାଇଭ-ଟି ସ୍କୁଲର ପାଠପଢା

କନକ ବ୍ୟୁରୋ: ବିଦ୍ୟାଲୟରେ ପିଲାମାନକଂ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ରଖୀବାକୁ ଭଣ୍ଡାର ଘରଟିଏ ନଥିବାରୁ ପ୍ରଧାନ ଶିକ୍ଷକକଂ ଽଅଫିସ ଘରେ ଚାଉଳ ବସ୍ତା ରହୁଛି । ଶ୍ରେଣୀଗୃହ ସହିତ ଶିକ୍ଷକକଂ ଅଭାବ ଛାତ୍ରଛାତ୍ରୀମାନକୁଂ ବିକଶିତ ଶିକ୍ଷା ଆରହଣ ଦିଗରେ ପ୍ରତିବନ୍ଧକ ସାଜିଥୀବା ବେଳେ ସେମାନକଂ ଆତ୍ମବିଶ୍ୱାସ କୁ ଦୁର୍ବଳ କରୁଛି । ପିଲାମାନେ ୫ଟି ବିଷୟରେ କିଛି ଜାଣିନାହାନ୍ତି ବୋଲି ସିଧାସଳଖ କହିଚନ୍ତି । କିଛି ଛାତ୍ରୀକଂ ଅଭିଯୋଗ ଯେContinue reading “ଫାଇଭ-ଟି ସ୍କୁଲ ଆଳରେ ଭେଳିକ: ସାଇକେଲ ଷ୍ଟାଂଡରେ ଚାଲିଛି ଫାଇଭ-ଟି ସ୍କୁଲର ପାଠପଢା”

ନୂଆ ସଂସଦ ଭବନରେ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ ହେଲା କାର୍ଯ୍ୟାଳୟ ଆବଣ୍ଟିତ । ସେପ୍ଟେମ୍ବର ୧୯ରୁ ମନ୍ତ୍ରୀମାନେ ନୂଆ ସଂସଦ ଭବନରେ କରିବେ କାର୍ଯ୍ୟ

କନକ ବ୍ୟୁରୋ : କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଡାକିଛନ୍ତି । ଏହି ବିଶେଷ ଅଧିବେଶନର ଗୋଟିଏ କାର୍ଯ୍ୟ ଦିବସ ଅର୍ଥାତ ୧୮ ତାରିଖ ଦିବସଟି ପୁରୁଣା ସଂସଦ ଭବନରେ ହେବ ଓ ବାକି ୪ଟି କାର୍ଯ୍ୟଦିବସ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ଏହି କ୍ରମରେ ୧୯ ତାରିଖ ଗଣେଷ ଚତୁର୍ଥି ଦିନ ପୁରୁଣା ସଂସଦ ଭବନରୁ ସମସ୍ତ ବ୍ୟବସ୍ଥା ନୂଆ ସଂସଦ ଭବନକୁContinue reading “ନୂଆ ସଂସଦ ଭବନରେ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ ହେଲା କାର୍ଯ୍ୟାଳୟ ଆବଣ୍ଟିତ । ସେପ୍ଟେମ୍ବର ୧୯ରୁ ମନ୍ତ୍ରୀମାନେ ନୂଆ ସଂସଦ ଭବନରେ କରିବେ କାର୍ଯ୍ୟ”

ଠିକା ଶିକ୍ଷକଙ୍କ ଦରମାକୁ ନେଇ ବିଜେଡି, ବିଜେପି ଟୁଇଟ୍ ୱାର: ସସ୍ମିତଙ୍କ ଟୁଇଟ ପରେ ପାଲଟା ପ୍ରଶ୍ନ କଲେ ବିଜେପି ନେତା

କନକ ବ୍ୟୁରୋ: ଠିକା ଶିକ୍ଷକ ନିଯୁକ୍ତିକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ତେଜିଛି । ଠିକା ଶିକ୍ଷକଙ୍କ ଦରମାକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଓ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳଙ୍କ ମଧ୍ୟରେ ଏକପ୍ରକାର ଟୁଇଟ ୱାର ଆରମ୍ଭ ହୋଇଛି । ଗୁଜୁରାଟରେ କେମିତି ଠିକାରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି, ସେହି ବିଜ୍ଞପ୍ତିର ଏକ ଫଟୋ କପି ସହ ଟୁଇଟ୍ କରିଥିଲେ ସସ୍ମିତ ପାତ୍ର । କେବଳ ଗୁଜୁରାଟ ନୁହେଁContinue reading “ଠିକା ଶିକ୍ଷକଙ୍କ ଦରମାକୁ ନେଇ ବିଜେଡି, ବିଜେପି ଟୁଇଟ୍ ୱାର: ସସ୍ମିତଙ୍କ ଟୁଇଟ ପରେ ପାଲଟା ପ୍ରଶ୍ନ କଲେ ବିଜେପି ନେତା”

କଟକରେ ଲୋକାର୍ପଣ ହେଲା ନେତାଜୀ ବସ ଟର୍ମିନାଲ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ବହୁପ୍ରତୀକ୍ଷିତ କଟକର ଖାନନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଶନିବାର ଅପରାହ୍‌ଣ ୪ଟା ୫୦ରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍‌ ଗଡ଼ିଛି। କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍‌ ଟର୍ମିନାଲରେContinue reading “କଟକରେ ଲୋକାର୍ପଣ ହେଲା ନେତାଜୀ ବସ ଟର୍ମିନାଲ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି, କମିଟିର ଅଧ୍ୟକ୍ଷ କହିଲେ, ସେପ୍ଟେମ୍ବର ୨୩ ତାରିଖରେ ପ୍ରଥମ ବୈଠକ

କନକ ବ୍ୟୁରୋ: ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବା ନେଇ ଏକ ସୁପାରିଶ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି କି ଏହି କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ମାସ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଧ ଶନିବାର ଦ୍ୱିପ୍ରହର ୧ଟର ବେଳେ ଭୂବନେଶ୍ୱରେ ପହଂଚିଛନ୍ତି । ଏଠାରେ ସେ ଏଏସବିଏମ ବିଶ୍ୱବିଦ୍ୟାଳୟର ଦକ୍ଷାନ୍ତ ସମାରୋହରେ ଯୋଗContinue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି, କମିଟିର ଅଧ୍ୟକ୍ଷ କହିଲେ, ସେପ୍ଟେମ୍ବର ୨୩ ତାରିଖରେ ପ୍ରଥମ ବୈଠକ”

ରାଜ୍ୟରେ ନାହିଁ ବନ୍ୟାସ୍ଥିତି: ଉପର ମୁଣ୍ଡରେ ବର୍ଷା ଯୋଗୁଁ ତଳି ଅଂଚଳରେ ପଶିଛି ପାଣି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଯୋଗୁଁ ତଳି ଅଂଚଳରେ ପାଣି ପଶୁଛି । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବର୍ତମାନ ହୀରାକୁଦକୁ ୪ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୪ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମୋଟ୍ ୨୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଖୋଲୁଛି ହୀରାକୁଦContinue reading “ରାଜ୍ୟରେ ନାହିଁ ବନ୍ୟାସ୍ଥିତି: ଉପର ମୁଣ୍ଡରେ ବର୍ଷା ଯୋଗୁଁ ତଳି ଅଂଚଳରେ ପଶିଛି ପାଣି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା”

ଖୋଲିବ ଇରାନୀର ହନିଟ୍ରାପ୍ ପେଡି । ବ୍ଲାକମେଲର ଇରାନୀ ପାତ୍ରର ସ୍ୱାମୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ ।

କନକ ବ୍ୟୁରୋ: ଖୋଲିବ ଇରାନୀର ହନିଟ୍ରାପ୍ ପେଡି । ବହୁଚର୍ଚ୍ଚିତ ବ୍ଲାକମେଲର ଇରାନୀ ପାତ୍ର ହନିଟ୍ରାପ୍ ମାମଲାରେ ଗିରଫ ହେଇଥିବା ମୁଖ୍ୟ ଅଭିଯୁକ୍ତ ଇରାନୀଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ତମାଣ୍ଡ ଥାନା ପୋଲିସ । ନିଶିକାନ୍ତ ପାତ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି । ତେବେ କୋର୍ଟଙ୍କ ଅନୁମତି ପରେ ନିଶିକାନ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଇରାନୀଙ୍କ ନାଁରେ ୪ଟିContinue reading “ଖୋଲିବ ଇରାନୀର ହନିଟ୍ରାପ୍ ପେଡି । ବ୍ଲାକମେଲର ଇରାନୀ ପାତ୍ରର ସ୍ୱାମୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ ।”

୮ ଦିନ ହେଲା ଧାରଣାରେ ଶିକ୍ଷକ, ଶିକ୍ଷୟିତ୍ରୀ । ଭୁବନେଶ୍ୱରରେ ଶିକ୍ଷକଙ୍କୁ ବୁଝାଇବାକୁ ପହଞ୍ଚିଲେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ । କହିଲେ ଶିକ୍ଷକଙ୍କ ଦାବି ନ୍ୟାର୍ଯ୍ୟ ଦାବି

କନକ ବ୍ୟୁରୋ: ଦୀର୍ଘ ୮ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଏହାରି ଭିତରେ ଧାରଣାରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବୁଝାଇଛନ୍ତି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ । ଭୁବନେଶ୍ୱର ବିଇଓ କାର୍ଯ୍ୟାଳୟରେ ଆଜି ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ପୂବ ର୍ତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ପତ୍ନୀ ସଙ୍ଗୀତା ଦାସ ଶିକ୍ଷକଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ଶିକ୍ଷକମାନେ କରୁଥିବା ଦାବି ନ୍ୟାର୍ଯ୍ୟ ଦାବିContinue reading “୮ ଦିନ ହେଲା ଧାରଣାରେ ଶିକ୍ଷକ, ଶିକ୍ଷୟିତ୍ରୀ । ଭୁବନେଶ୍ୱରରେ ଶିକ୍ଷକଙ୍କୁ ବୁଝାଇବାକୁ ପହଞ୍ଚିଲେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ । କହିଲେ ଶିକ୍ଷକଙ୍କ ଦାବି ନ୍ୟାର୍ଯ୍ୟ ଦାବି”

‘ଇଣ୍ଡିଆ’ ମେଣ୍ଟର ଭୋପାଳ ରାଲି ରଦ୍ଦ । ଜାଣନ୍ତୁ ଏନେଇ କଣ କହିଲେ ପିସିସି ମୁଖ୍ୟ କମଲନାଥ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ରଦ୍ଦ କରାଯାଇଛି । ଶନିବାର ଦିନ ପିସିସି ମୁଖ୍ୟ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି କି ଭୋପାଳରେ ହେବାକୁ ଥିବା ରାଲି ରଦ୍ଦ କରାଯାଇଛି । କମଲନାଥ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ଗଣମାଧ୍ୟମ ପ୍ରତିନିଧୀ ତାଙ୍କୁ ଭୋପାଳ ରାଲି ବାବଦରେ ପଚାରିଥିଲେ । ଏହାର ଉତରରେ ଏହି ରାଲି ରଦ୍ଦ ହୋଇଥିବାContinue reading “‘ଇଣ୍ଡିଆ’ ମେଣ୍ଟର ଭୋପାଳ ରାଲି ରଦ୍ଦ । ଜାଣନ୍ତୁ ଏନେଇ କଣ କହିଲେ ପିସିସି ମୁଖ୍ୟ କମଲନାଥ”

Design a site like this with WordPress.com
Get started