କନକ ବ୍ୟୁରୋ: କୁଚିଣ୍ଡାରେ ସୀମା ଟପିଛି ପୋଲିସ । ଜବରଦଖଲ ଉଛେଦ ବେଳେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିଛି । ଉଛେଦ ପୂର୍ବରୁ ଘରୁ ଆସବାବପତ୍ର ବାହାର କରିବାକୁ ସମୟ ମାଗିବାରୁ, ସାଧାରଣ ଲୋକଙ୍କୁ ମାଡ ମାରି ଲହୁ ଲୁହାଣ କରିଛି ପୋଲିସ । ଏପରିକି ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଦୃଶ୍ୟକୁ କ୍ୟାମେରାରେ କଏଦ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା କରିବାକୁ ପଛାଇନି ପୋଲିସ । ପ୍ରଶାସନକୁ ଜାଗା ଖାଲି କରିବା ପାଇଁ ସମୟ ମାଗିବାContinue reading “ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା: ହିତାହିତ ଜ୍ଞାନ ଭୁଲିଗଲା କୁଚିଣ୍ଡା ପୋଲିସ!”
Tag Archives: News
ମାଟିରେ ରାକ୍ଷୀ ତିଆରି କରି ଚର୍ଚ୍ଚାରେ କେନ୍ଦ୍ରାପଡ ଡେରଗାଁର ମହିଳା । ଓରମାସ ପକ୍ଷରୁ ମିଳିଛି ସମସ୍ତ ପ୍ରକାର ସହାୟତା
କନକ ବ୍ୟୁରୋ : ଆଗକୁ ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ଭଉଣୀ ବାନ୍ଧିବ ସମ୍ପର୍କର ଡ଼ୋରୀ । ଆଉ ଏଇଥିପାଇଁ ରାଖି ବଜାର ଏବେ ବେଶ ଚଳଚଂଚଳ ହୋଇପଡ଼ିଲାଣି । ରାକ୍ଷୀ କିଣିବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଗହଳି । ଚଳିତ ବର୍ଷ ଷ୍ଟୋନ୍ ରାଖି, କଣ୍ଢେଇ ରାଖି ଏବଂ ଛୋଟ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କାର୍ଟୁନ୍ ରାଖୀ ବଜାରକୁ ଆସିଛି । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଜମୁଛିContinue reading “ମାଟିରେ ରାକ୍ଷୀ ତିଆରି କରି ଚର୍ଚ୍ଚାରେ କେନ୍ଦ୍ରାପଡ ଡେରଗାଁର ମହିଳା । ଓରମାସ ପକ୍ଷରୁ ମିଳିଛି ସମସ୍ତ ପ୍ରକାର ସହାୟତା”
ଗାଁ ବଜାରରେ ଖୋଲିଛି ବିୟୁଟି ପାର୍ଲର ଓ ସିଲେଇ ସେଣ୍ଟର । ସ୍ଥାନୀୟ ମହିଳାଙ୍କୁ ମେକଅପ୍ ଦେଇ କରୁଛନ୍ତି ଭଲ ରୋଜଗାର
କନକ ବ୍ୟୁରୋ : ଗାଁରେ ଖୋଲିଛି ବିୟୁଟି ପାର୍ଲର । ସ୍ୱାବଲମ୍ବୀ ହେବାପାଇଁ କିଛି ମହିଳା ଏକାଠି ହୋଇ ଏହି ପାର୍ଲର ଖୋଲିଛନ୍ତି । ଘର ଚାରିକାନ୍ଥ ମଧ୍ୟରେ ମହିଳା ଆଉ ସୀମିତ ହୋଇ ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ୱଚ୍ଛଳ ପାଇଁ ଦାୟିତ୍ୱ ମୁଣ୍ଡାଇଛନ୍ତି । ପୁରୀ କୃଷ୍ଣପ୍ରସାଦ ଭଗବାନପୁର ଗାଁର ହଜାରି ବାବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଖୋଲିଛନ୍ତି ବିୟୁଟି ପାର୍ଲର । ଗାଁର ଝିଅContinue reading “ଗାଁ ବଜାରରେ ଖୋଲିଛି ବିୟୁଟି ପାର୍ଲର ଓ ସିଲେଇ ସେଣ୍ଟର । ସ୍ଥାନୀୟ ମହିଳାଙ୍କୁ ମେକଅପ୍ ଦେଇ କରୁଛନ୍ତି ଭଲ ରୋଜଗାର”
ନେତାଙ୍କୁ ଘେରିଗଲେ ଜନତା: ଉନ୍ନୟନମୂଳକ କାମର ମାଗିଲେ ହିସାବ
କନକ ବ୍ୟୁରୋ: ପ୍ରତି ପାଂଚ ବର୍ଷରେ ନିର୍ବାଚନ ହୁଏ । ଭୋଟ ନେବାକୁ ନେତା ଜନତାଙ୍କ ପାଖକୁ ଆସନ୍ତି । କିନ୍ତୁ ନିର୍ବାଚନ ସରିଲେ ଆଉ ନେତାଙ୍କ ଦେଖା ମିଳେନି ବୋଲି ଅଭିଯୋଗ ହୁଏ । ଆଉ ଯେତେବେଳେ ଜନତାଙ୍କ ଗହଣକୁ ନେତା ଯାଆନ୍ତି ସେମାନଙ୍କୁ ହିସାବ ମାଗନ୍ତି ଭୋଟର । ଆଜି ସେମିତି ଖବର ଦେଖିବାକୁ ମିଳିଛି ନବରଂଗପୁରରେ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ନିର୍ବାଚନମଣ୍ଡଳୀକୁ ଯାଇଥିବାବେଳେ ଘେରି ଯାଇ କଣ କରିଛନ୍ତିContinue reading “ନେତାଙ୍କୁ ଘେରିଗଲେ ଜନତା: ଉନ୍ନୟନମୂଳକ କାମର ମାଗିଲେ ହିସାବ”
ଡକାୟତି ପଛରେ ଡ୍ରାଇଭର: ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍
କନକ ବ୍ୟୁରୋ: ଡକାୟତମାନେ ବିଭିନ୍ନ ଉପାୟରେ ଚୋରି କରିଥାନ୍ତି । କିନ୍ତୁ ରାଜଧାନୀ ନନ୍ଦନବିହାର ଲୁଟ କାହାଣୀ ବଲିଉଡ୍ ଫିଲ୍ମଠାରୁ କମ୍ ନୁହେଁ । ସିବିଆଇ ଅଧିକାରୀର ପରିଚୟ ଦେଇ ଘର ଭିତରେ ପଶିବା ପରେ, ଦେଖାଇଲେ ଅସଲ ରୂପ । ମିଛ ଅଧିକାରୀ ହୋଇ ଆସିଥିଲେ, ହେଲେ ତାପରେ ଆରମ୍ଭ କରି ଦେଇଥିଲେ ଲୁଟ୍ପାଟ । ଡକାୟତଙ୍କୁ କମିଶନରେଟ୍ ପୋଲିସ ବାନ୍ଧିବା ପରେ ପୂରା କାହାଣୀ ସାମନାକୁ ଆସିଛି । ଥାନା ଭିତରେ ଛିଡ଼ା ହୋଇଥିବାContinue reading “ଡକାୟତି ପଛରେ ଡ୍ରାଇଭର: ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍”
ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜନୈତିକ ଚର୍ଚ୍ଚା: ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଆଲେଖ୍ୟରେ ସଚିବଙ୍କ ଗସ୍ତ ସଂପର୍କରେ ତର୍ଜମା
କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚା ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି ସମ୍ବାଦ ସମ୍ପାଦକଙ୍କ ସମ୍ପାଦକୀୟଙ୍କ ସ୍ତମ୍ଭ ଆମ ଘରର ହାଲଚାଲ୍ । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ନାମରେ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିରେ ଫାଇଭ୍-ଟି ସଚିବଙ୍କ ଗସ୍ତ, ଗୋପାଳପୁର ବିଧାୟକଙ୍କୁ ବିରୋଧ, ମହିଳାଙ୍କ ପରେ ଛାତ୍ରଛାତ୍ରୀଙ୍କୁ ସଚିବଙ୍କ କାର୍ଯ୍ୟକ୍ରମରେ ସାମିଲ ଏବଂ ଇନ୍ଧିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜାରି ହୋଇଥିବା ଜରୁରୀକଳୀନ ସ୍ଥିତି ସମ୍ପର୍କରେ ଲେଖିଛନ୍ତିContinue reading “ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜନୈତିକ ଚର୍ଚ୍ଚା: ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଆଲେଖ୍ୟରେ ସଚିବଙ୍କ ଗସ୍ତ ସଂପର୍କରେ ତର୍ଜମା”
ମେରୁ ଅଂଚଳରେ କିପରି ବଦଳୁଛି ତାପମାତ୍ରା? ଚନ୍ଦ୍ରପୃଷ୍ଠରୁ ନୂଆ ତଥ୍ୟ ପଠାଇଲା ବିକ୍ରମ
କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି । ଫଟୋ ଓ ଭିଡିଓ ପଠାଇବା ପରେ, ଏବେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ ଅଂଚଳର ତାପମାତ୍ରା ସମ୍ପର୍କରେ ତଥ୍ୟ ପଠାଇଛି ବିକ୍ରମ । ଚନ୍ଦ୍ରର ଉପର ଭାଗର ସାମାନ୍ୟ ତଳକୁ ଗଲେ କେମିତିି ତାପମାତ୍ରା ବଦଳି ଯାଉଛି, ତାହା ଗ୍ରାଫ ଜରିଆରେ ଦର୍ଶାଇଛି ଇସ୍ରୋ । ଅନ୍ୟପଟେ ଶିବଶକ୍ତି ପଏଂଟରେ ବୁଲି କାମContinue reading “ମେରୁ ଅଂଚଳରେ କିପରି ବଦଳୁଛି ତାପମାତ୍ରା? ଚନ୍ଦ୍ରପୃଷ୍ଠରୁ ନୂଆ ତଥ୍ୟ ପଠାଇଲା ବିକ୍ରମ”
ବସ୍ତିରେ ପିଲାଙ୍କ ନିଆରା ପ୍ରୟାସ: ଭଳିକିଭଳି ରାକ୍ଷୀ ତିଆରି କରି ଚାଲିଛି ବିକ୍ରି, ଚନ୍ଦ୍ରଯାନ-୩ ରାକ୍ଷୀ ପାଲଟିଛି ମୁଖ୍ୟ ଆକର୍ଷଣ
କନକ ବ୍ୟୁରୋ: ଆଗକୁ ରାକ୍ଷୀ ପୁର୍ଣ୍ଣିମା । ଏନେଇ ରାକ୍ଷୀ ବଜାର ବେଶ ସରଗରମ ହୋଇଗଲାଣି । ରାକ୍ଷୀ କିଣିବାକୁ ଲାଗିଲାଣି ଭିଡ । ହେଲେ ଏହି ରାକ୍ଷୀ କିଣାବିକା ଭିତରେ ସୁନ୍ଦର ଓ ଭିନ୍ନ ଷ୍ଟାଇଲର ରାକ୍ଷୀ କିଣିବାକୁ ମସସ୍ତଙ୍କର ଇଚ୍ଛା । ଆଉ ଏହି ଇଚ୍ଛାକୁୁ ପୂରଣ କରିଛନ୍ତି କିଛି ବସ୍ତିର ପିଲା । ଭୁବନେଶ୍ୱର ବୁଦ୍ଧନଗର ବସ୍ତିରେ ରହୁଥିବା କିଛି ପିଲା ଏକାଠି ହୋଇଛନ୍ତି । କନଫ୍ଲୋରରୁ ନେଇ ଦିଆସିଲି କାଠି ଯାଏଁContinue reading “ବସ୍ତିରେ ପିଲାଙ୍କ ନିଆରା ପ୍ରୟାସ: ଭଳିକିଭଳି ରାକ୍ଷୀ ତିଆରି କରି ଚାଲିଛି ବିକ୍ରି, ଚନ୍ଦ୍ରଯାନ-୩ ରାକ୍ଷୀ ପାଲଟିଛି ମୁଖ୍ୟ ଆକର୍ଷଣ”
ବିଭିନ୍ନ ମୌଳିକ ସମସ୍ୟା ଭିତରେ ଗାଁ: ଗମନାଗମନରେ ବାଧକ ସାଜିଛି ନାଳ
କନକ ବ୍ୟୁରୋ: ସ୍ବାଧିନତାର ଦିର୍ଘବର୍ଷ ପରେ ମଧ୍ୟ ହୋଇପାରିଲାନି ପୋଲ ଟିଏ । ଦୁଇ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କଲାପରେ ମଧ୍ୟ ବର୍ଷା ଦିନେ ଦଳବନ୍ଦିର ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ନାଗୁପଡା ଗ୍ରାମବାସୀ । ଲାଂଜିଗଡ ନିର୍ବାଚନ ମଣ୍ଡଳିର ନାଗୁପଡା ଗାଁରେ ପ୍ରାୟ ହଜାରରେ ଅଧିକ ଲୋକ ବସବାସ କରନ୍ତି । ବର୍ଷା ଦିନେ ଗାଁଟି ଜଳବନ୍ଦୀ ହୋଇଯାଏ । ଗାଁର ଦୁଇ ପଟରେ ଥିବା ନଦୀ ଓ ନାଳରେ ଜଳସ୍ତରContinue reading “ବିଭିନ୍ନ ମୌଳିକ ସମସ୍ୟା ଭିତରେ ଗାଁ: ଗମନାଗମନରେ ବାଧକ ସାଜିଛି ନାଳ”
ସାହାରା ସାଜିଲେ ସାଙ୍ଗସାଥୀ: ଅନୁରୋଧ ପରେ ଯୁବକଙ୍କୁ ସହଯୋଗ ହାତ ବଢାଇଲା ପ୍ରଶାସନ
କନକ ବ୍ୟୁରୋ: ରୋଗ ଗ୍ରସ୍ତ ହୋଇ ବିଛଣାରେ ପଡିରହିଥବା ଟୁକୁନାକୁ ସହାୟତାର ହାତ ବଢାଇଛନ୍ତି ସାଙ୍ଗ ସାଥୀ । ନିଜର ବୋଲି କେହି ନଥିବା ବେଳେ ଆଶ୍ରା ଏବେ ଏହି ବନ୍ଧୁ ମାନେ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବାଲିସାହିର ଟୁକୁନା ନାଉରୀ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ଦରକାର ହେଉଛି ଅଧିକ ଅର୍ଥ । ଶେଷରେ ଜିଲ୍ଲାପାଳଙ୍କ ସହାୟତା ନେଇଛନ୍ତି ବନ୍ଧୁ ମାନେ । ଜିଲ୍ଲାପାଳଙ୍କୁ ଜଣାଇବା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।Continue reading “ସାହାରା ସାଜିଲେ ସାଙ୍ଗସାଥୀ: ଅନୁରୋଧ ପରେ ଯୁବକଙ୍କୁ ସହଯୋଗ ହାତ ବଢାଇଲା ପ୍ରଶାସନ”