ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା, ଗାଁ ମାଟିରେ ଚାଲିଛି ପୂଜାର୍ଚ୍ଚନା

କନକ ବ୍ୟୁରୋ: ବିଶ୍ୱ ଆଥଲେଟ ଚାମ୍ପିୟନସିଫ ଫାଇନାଲରେ ପ୍ରବେଶ କରିଥିବା ଓଡିଆ ଆଥଲେଟ କିଶୋର ଜେନାଙ୍କ ସଫଳତା ପାଇଁ ଚାଲିଛି ପୂଜାର୍ଚ୍ଚନା । ଆଜି ବିଶ୍ୱ ଆଥଲେଟ ଚାମ୍ପିୟନସିଫର ଫାଇନାଲ ହେବାକୁ ଯାଉଛି । ପ୍ରତିଯୋଗିତାରେ କିଶୋରଙ୍କୁ ସଫଳତା ମିଳୁ ବୋଲି ପୂଜାର୍ଚ୍ଚନା କରିଛନ୍ତି ବ୍ରହ୍ମଗୀରି ବାସିନ୍ଦାଙ୍କ ସମେତ ପରିବାର । ଗ୍ରାମବାସୀ ଠାକୁରାଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରିଛନ୍ତି । ବ୍ରହ୍ମଗିରିର କୋଠସାହି ଗାଁର ପୁଅ ହେଉଛନ୍ତି କିଶୋର ଜେନା । ଫାଇନାଲରେ କିଶୋର ଜେନାଙ୍କContinue reading “ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା, ଗାଁ ମାଟିରେ ଚାଲିଛି ପୂଜାର୍ଚ୍ଚନା”

ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟକୁ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା । କହିଲେ, ଦଳ ତାଙ୍କ କଥାକୁ ଗୁରୁତ୍ୱ ଦେବା ଉଚିତ

କନକ ବ୍ୟୁରୋ: ଆମ ଘର ହାଲଚାଲ ସ୍ତମ୍ଭରେ ସୌମ୍ୟ ରଂଜନ ପଚ୍ଚନାୟକ ଲେଖିଥିବା ସମ୍ପାଦକୀୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ । ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଜଣେ ବରିଷ୍ଠ ବିଧାୟକ । ଜ୍ଞାନୀ ତଥା ବରିଷ୍ଠ ବ୍ୟକ୍ତି । ସେ ଯଦି କିଛି କହିବାକୁ ଚାହୁଁଛନ୍ତି ତାକୁ ଗ୍ରହଣ କରିବା ଆବଶ୍ୟକ । ସେପଟେ ଫାଇଭ ଟି ସଚିବଙ୍କୁ ସମାଲୋଚନା କରି କହିଛନ୍ତି, ସରକାରୀ ଅର୍ଥରେ ସେ ନିଜକୁ ଲଞ୍ଚ କରିବାକୁ ଚାହୁଁଛନ୍ତି । TheContinue reading “ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟକୁ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା । କହିଲେ, ଦଳ ତାଙ୍କ କଥାକୁ ଗୁରୁତ୍ୱ ଦେବା ଉଚିତ”

ମଧ୍ୟପ୍ରଦେଶରେ ଥମୁନାହିଁ ଦଳିତଙ୍କ ଉପରେ ଆକ୍ରମଣ । ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ମା’କୁ ନିବସ୍ତ୍ର କରି ବୁଲାଇଲେ ଅପରାଧୀ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ଏବେ ପୁଣିଥରେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଅଭିଯୋଗ ମୁତାବକ କିଛି ଅସାମାଜିକ ଯୁବକ ଜଣେ ଝିଅ ସହିତ ବାରମ୍ବାର ଖରାପ ବ୍ୟବହାର କରୁଥିଲେ । ଏନେଇ ଝିଅର ଭାଇ ପ୍ରତିବାଦ କରିବାରୁ ଅସାମାଜିକ ଯୁବକମାନେ ଦଳିତ ଯୁବକଟିକୁ ପିଟି ପିଟି ହତ୍ୟା କରିବା ସହିତ ସଂପୃକ୍ତ ଯୁବକର ମାContinue reading “ମଧ୍ୟପ୍ରଦେଶରେ ଥମୁନାହିଁ ଦଳିତଙ୍କ ଉପରେ ଆକ୍ରମଣ । ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ମା’କୁ ନିବସ୍ତ୍ର କରି ବୁଲାଇଲେ ଅପରାଧୀ”

ଜବରଦଖଲ ଉଚ୍ଛେଦ ବେଳେ ମାନବିକତା ଭୁଲିଗଲା ପୋଲିସ । ବିରୋଧ କରୁଥିବା ଲୋକଙ୍କୁ ଉଠାଇନେବା ବେଳେ ନିସ୍ତୁକ ମାଡ । ବାଦ୍ ପଡିଲେନି ସାମ୍ବାଦିକ

କନକ ବ୍ୟୁରୋ: କୁଚିଣ୍ଡାରେ ଜବରଦଖଲ ଉଚ୍ଛେଦ ବେଳେ ମାନବିକତା ଭୁଲିଗଲା ପୋଲିସ । ବିରୋଧ କରୁଥିବା ବେଳେ ସାଧାରଣ ଲୋକଙ୍କୁ ଉଠାଇ ନେବା ସହ ପୋଲିସ ମାଡ଼ ମାରିଥିବା ଅଭିଯୋଗ । ପୋଲିସ ଗାଡ଼ିରେ ଲୋକଙ୍କୁ ବଳପୂର୍ବକ ବସାଇବା ସହ ମାଡ଼ ମାରିବାର ଚିତ୍ର ସାମ୍ନାକୁ ଆସିଛି । ଏହି ସମୟରେ ଭିଡିଓ ଉତୋଳନ କରୁଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ପୋଲିସ କର୍ମଚାରୀ । ଲୋକଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଚିତ୍ର କ୍ୟାମେରାରେ କଏଦ କରୁଥିବାContinue reading “ଜବରଦଖଲ ଉଚ୍ଛେଦ ବେଳେ ମାନବିକତା ଭୁଲିଗଲା ପୋଲିସ । ବିରୋଧ କରୁଥିବା ଲୋକଙ୍କୁ ଉଠାଇନେବା ବେଳେ ନିସ୍ତୁକ ମାଡ । ବାଦ୍ ପଡିଲେନି ସାମ୍ବାଦିକ”

ଫାଇଭ୍- ଟି ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ । ଦିଗପହଣ୍ଡିରେ ବିଜେପି , ବିଜେଡି କର୍ମୀ ଧସ୍ତାଧସ୍ତି

କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ । ସଚିବଙ୍କ ଗସ୍ତ ପୂର୍ବରୁ ଦିଗପହଣ୍ଡିରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ବିଜେପିର କଳା ପତାକା ପ୍ରଦର୍ଶନକୁ ନେଇ ଦୁଇ ଦଳ ହାତାହାତି ହୋଇଛନ୍ତି । ସେହିପରି ସଚିବଙ୍କ ଗସ୍ତକୁ ସାନଖେମୁଣ୍ଡିରେ ମଧ୍ୟ ଜୋରଦାର ବିରୋଧ କରିଛି ବିଜେପି । ପଟପୁର ଗାନ୍ଧୀଛକଠାରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି କର୍ମୀ କଳା ପୋଷାକ ପିନ୍ଧି ପ୍ରତିବାଦ କରିଥିଲେ ।Continue reading “ଫାଇଭ୍- ଟି ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ । ଦିଗପହଣ୍ଡିରେ ବିଜେପି , ବିଜେଡି କର୍ମୀ ଧସ୍ତାଧସ୍ତି”

୨୦୨୪ ଲୋକସଭା ନିର୍ବାଚନରେ ୧୫୦ ନୂଆ ଚେହେରାଙ୍କୁ ଟିକେଟ ଦେବ ବିଜେପି । ରାଜ୍ୟସଭା ପାଇଁ ୮୦ ପ୍ରତିଶତ ଏକ୍ସପର୍ଟଙ୍କୁ ମିଳିବ ସୁଯୋଗ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିଜେପି ତରଫରୁ ଏବେ ଥିବା ସାଂସଦମାନଙ୍କର ଟିକେଟ କାଟିବା ସହ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ମନ୍ଥନ ଜାରି ରଖିଛି । ସୂତ୍ର ସୂଚନା ମୁତାବକ ପାର୍ଟି ତରଫରୁ ସ୍ୱାଧୀନତାର ୧୦୦ ବର୍ଷ ପର୍ଯ୍ୟନ୍ତ ଲୋକସଭାରେ ଯୁବ ପ୍ରତିନିଧୀଙ୍କ ସଂଖ୍ୟା ବୃଦ୍ଧି କରିବା ଉପରେ କାମ କରୁଛି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିContinue reading “୨୦୨୪ ଲୋକସଭା ନିର୍ବାଚନରେ ୧୫୦ ନୂଆ ଚେହେରାଙ୍କୁ ଟିକେଟ ଦେବ ବିଜେପି । ରାଜ୍ୟସଭା ପାଇଁ ୮୦ ପ୍ରତିଶତ ଏକ୍ସପର୍ଟଙ୍କୁ ମିଳିବ ସୁଯୋଗ”

ବାଣ ବିସ୍ଫୋରଣରେ ୮ଜଣଙ୍କ ମୃତ୍ୟୁ । ଚାଲିଛି ଉଦ୍ଧାର କାର୍ଯ୍ୟ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ । ୮ ମୃତ, ୫ରୁ ଅଧିକ ଆହତ । ଦତପୁୁକୁର ୨୪ ପରଗଣା ଉତରାଂଚଳରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ । ରବିବାର ସକାଳ ପ୍ରାୟ ୧୦ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏବେ ଭୟଙ୍କର ଥିଲା ଯେ ଆଖପାଖ ଘର ଛିନଛତ୍ର ହୋଇପଡ଼ିଥିଲା । ଆଉ ମୃତଦେହ ଏତେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । ଗୁରୁତର ଆହତଙ୍କୁ ବରସାତ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେContinue reading “ବାଣ ବିସ୍ଫୋରଣରେ ୮ଜଣଙ୍କ ମୃତ୍ୟୁ । ଚାଲିଛି ଉଦ୍ଧାର କାର୍ଯ୍ୟ”

ନେତାଙ୍କୁ ଘେରି ଜବାବ ମାଗିଲେ ଜନତା । ପ୍ରଶ୍ନବାଣରେ ଘାଇଲା ହେଲେ ବିଧାୟକ  

କନକ ବ୍ୟୁରୋ: ନେତାଙ୍କୁ ଘେରି ହିସାବ ମାଗିଲେ ଜନତା । ଜନତାଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ବିଧାୟକ । ନିଜ ନିର୍ବାଚନୀମଣ୍ଡଳୀରେ ହଟହଟା ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଧାୟକ ମନୋହର ରନ୍ଧାରୀ । ବିଧାୟକ ମହୋଦୟଙ୍କୁ ଘେରି ହିସାବ ମାଗିଛନ୍ତି ସ୍ଥାନୀୟ ବାସିନ୍ଦା । ଉନ୍ନୟନମୂଳକ କାମରେ କେତେ ଅର୍ଥ ମିଳିଛି?କେଉଁ ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହୋଇଛି? ଏହି ସବୁର ଟିକନିକ ହିସାବ ମାଗିବା ସହ ୫ବର୍ଷ ଧରି ଗାଁ ପାଇଁ ବିଧାୟକ କେଉଁContinue reading “ନେତାଙ୍କୁ ଘେରି ଜବାବ ମାଗିଲେ ଜନତା । ପ୍ରଶ୍ନବାଣରେ ଘାଇଲା ହେଲେ ବିଧାୟକ  “

ସ୍କୁଟିକୁ ପିଟିଲା ଟ୍ରକ; ୨ ମୃତ, ୨ ଆହତ । ଜଳେଶ୍ୱର ସଡକ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ଗୁରୁତର

କନକ ବ୍ୟୁରୋ: ସୁନ୍ଦରଗଡ଼ ଲହୁଣୀପଡ଼ା ରାଜାମୁଣ୍ଡା ବାଇପାସରେ ମର୍ମନ୍ତୁଦ ଦୁଘଟଣା । ସ୍କୁଟିକୁ ଧକ୍କା ଦେଇଛି ଟ୍ରକ୍ । ସ୍କୁଟିକୁ ଏତେ ଜୋରରେ ଟ୍ରାକ୍୍ ଧକ୍କା ଦେଇଛି ଯେ, ଟ୍ରକ୍ ଉପରେ ଲାଗି ରହିଛି ସ୍କୁଟି । ଏହି ଘଟଣାରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ମୃତମାନେ ଲହଙ୍ଗାପଡ଼ା ଗାଁର ବୋଲି ଜଣାପଡ଼ିଛି । ଗତକାଲି ପ୍ରାୟ ରାତି ୩ଟା ବେଳେ ୪Continue reading “ସ୍କୁଟିକୁ ପିଟିଲା ଟ୍ରକ; ୨ ମୃତ, ୨ ଆହତ । ଜଳେଶ୍ୱର ସଡକ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ଗୁରୁତର”

ଇସ୍ରୋର ସଫଳତା ପରେ ବୈଜ୍ଞାନିକଙ୍କ ସାହସ ଓ ଉତ୍ସାହକୁ ସାଲ୍ୟୁଟ କଲେ ପ୍ରଧାନମନ୍ତ୍ରୀ । ମନ୍ କୀ ବାତ କାର୍ଯ୍ୟକ୍ରମରେ କହିଲେ ଚନ୍ଦ୍ରଯାନ-୩ର ସଫଳତାର କାହାଣୀ

କନକ ବ୍ୟୁରୋ: ‘ମନ କି ବାତ୍’ର ୧୦୪ ତମ ସଂସ୍କରଣରେ ବୈଜ୍ଞାନିକଙ୍କ ସଫଳତାକୁ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହ ଭାରତକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇପାରିଥିବା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ସଲାମ କରିବା ସହ ଏଥିରେ ଯୋଗଦାନ କରିଥିବା ମହିଳା ଶକ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ଆଜିଯାଏଁ ଚନ୍ଦପୃ୍ଷ୍ଠର ଦକ୍ଷିଣରେ ବିଶ୍ୱର କେଉଁ ଦେଶ ପହଞ୍ଚିପାରିନଥିବାବେଳେ ଭାରତ ଏହାକୁ ସମ୍ଭବ କରିପାରିଛି । ଏହା ବାସ୍ତବରେ ରକେଟ ସାଇନ୍ସର ପ୍ରକୃଷ୍ଟ ଉଦାହରଣ ବୋଲି ମୋଦୀContinue reading “ଇସ୍ରୋର ସଫଳତା ପରେ ବୈଜ୍ଞାନିକଙ୍କ ସାହସ ଓ ଉତ୍ସାହକୁ ସାଲ୍ୟୁଟ କଲେ ପ୍ରଧାନମନ୍ତ୍ରୀ । ମନ୍ କୀ ବାତ କାର୍ଯ୍ୟକ୍ରମରେ କହିଲେ ଚନ୍ଦ୍ରଯାନ-୩ର ସଫଳତାର କାହାଣୀ”

Design a site like this with WordPress.com
Get started