କନକ ବ୍ୟୁରୋ: ନୂଆଁଖାଇ ପାଇଁ ମିଳୁନି ଧାନ । ଆଉ ଏହି ଧାନ ପାଇଁ ପଡୋଶୀ ରାଜ୍ୟ ଛତିଶଗଡ ଭରସା । ସେପ୍ଟେମ୍ବର ୨୦ରେ ଗଣପର୍ବ ନୂଆଁଖାଇ । ଏହି ପର୍ବରେ ଚାଷୀ ନିଜ ପ୍ରଥମ ଫସଲ ଅମଳ କରିଥିବା ନୂଆ ଧାନ ଭୋଗ ଲଗାଇବା ପରେ ନୂଆଁ ଖାଇବାର ରହିଛି ପରମ୍ପରା । ତେବେ କିଛି ବର୍ଷ ହେଲା ନୂଆଁଖାଇ ସମୟରେ ଧାନ ବାହାରୁନାହିଁ । ଜଳବାୟୁ ପରିବର୍ତନ ଆଉ ତାର ପ୍ରଭାବ ଯୋଗୁ ଧାନContinue reading “ଆଗକୁ ଗଣପର୍ବ ନୂଆଁଖାଇ: ନବାନ୍ନ ଲାଗି ପାଇଁ ମିଳୁନି ଧାନ, ନିଅଂଟିଆ ବଷାଁ ଯୋଗୁ ହୋଇନି ଅମଳ”
Tag Archives: News
ଏଏସଆଇର ବଡ ପଦକ୍ଷେପ: ବାଲିମୁକ୍ତ ହେବ କୋଣାର୍କ ସୂର୍ଯ୍ୟମନ୍ଦିର
କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ନେଇ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) କର୍ତୃପକ୍ଷ ବଡ଼ ପଦକ୍ଷେପ ନେଇଥିଲା । ପଦକ୍ଷେପ ସ୍ୱରୂପ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଏହି ପ୍ରକ୍ରିୟା କିଛି ଚାଲିବା ପରେ ବନ୍ଦ ହୋଇଯାଇଥିଲା । କିନ୍ତୁ ଆଜିଠାରୁ ପୁଣିଥରେ କାର୍ଯର୍ର୍୍ୟ ପରେ ଦେଖା ଦେଇଛି ବିବାଦ । କେନ୍ଦ୍ରୀୟ କୋଠା ବାଡ଼ି ଗବେଷଣା ସଂସ୍ଥାର ମୂଖ୍ୟ ତଥା ବାଲିContinue reading “ଏଏସଆଇର ବଡ ପଦକ୍ଷେପ: ବାଲିମୁକ୍ତ ହେବ କୋଣାର୍କ ସୂର୍ଯ୍ୟମନ୍ଦିର”
ଉଦଘାଟନର ମାତ୍ର ଦୁଇ ବର୍ଷ ପରେ ଅକାମୀ ହୋଇଗଲା କି ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା? ବିଶୁଦ୍ଧ ପାନୀୟ ଜଳ ବଦଳରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ବାହାରୁଛି ଦୂଷିତ ପାଣି
କନକ ବ୍ୟୁରୋ: ବଡଦାଣ୍ଡରେ ଭକ୍ତ ହେଉଛନ୍ତି ଡହଳ ବିକଳ । ମିଳୁନି ପିଇବା ପାଣି । ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ବଡଦାଣ୍ଡର ଦୁଇଟି ପାଶ୍ୱର୍ରେ ଲାଗଥିବା ଏହି ପାଣି ଟ୍ୟାପରୁ ବିଶୁଦ୍ଧ ପାଣି ବଦଳରେ ବାହାରୁଛି ଗୋଳିଆ ପାଣି । ଏଠାକୁ ଆସୁଥିବା ପର୍ଯ୍ୟଟକ ନୁହେଁ ବଂର ଏହା ଉପରେ ନିର୍ଭରଶୀଳ ପୁରୀ ବାସିନ୍ଦା ମଧ୍ୟ ନାହିଁନଥିବା ସମସ୍ୟାରେ ପଡି ହନ୍ତସନ୍ତ ହେଉଛନ୍ତି । ୨୦୨୧ ମସିହା ଜାନୁଆରୀ ୨୬ ତାରିଖରେ ଓଡିଶାରେ ଡ୍ରିଙ୍କ ଫ୍ରମContinue reading “ଉଦଘାଟନର ମାତ୍ର ଦୁଇ ବର୍ଷ ପରେ ଅକାମୀ ହୋଇଗଲା କି ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା? ବିଶୁଦ୍ଧ ପାନୀୟ ଜଳ ବଦଳରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ବାହାରୁଛି ଦୂଷିତ ପାଣି”
ବଡ଼ ଲୁଟର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ: ରେକର୍ଡ କୋଟିଏରୁ ଅଧିକ ଟଙ୍କା ଜବତ
କନକ ବ୍ୟୁରୋ: ବଡ଼ ଲୁଟର ପର୍ଦ୍ଦଫାଶ କରିଛି କମିଶନରେଟ୍ ପୋଲିସ । କୋଟିଏରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ ଏହି ରେକର୍ଡ ସଂଖ୍ୟକ ଟଙ୍କା ଜବତ କରିଛି । ଏଥିସହ ଲୁଟ୍ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣା ହେଉଛି ଚଳିତ ମାସ ୨ ତାରିଖର । ନନ୍ଦନବିହାରର ଜଣେ ବ୍ୟକ୍ତିଙ୍କ ଘରେ ଏମାନେ ସିବିଆଇ ଅଧିକାରୀ କହି ଫଶିଥିଲେ । ଆଉ କୋଟିContinue reading “ବଡ଼ ଲୁଟର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ: ରେକର୍ଡ କୋଟିଏରୁ ଅଧିକ ଟଙ୍କା ଜବତ”
ସ୍ୱାମୀ ଚକ୍ରପାଣିଙ୍କ ଦାବି । ଚନ୍ଦ୍ରକୁ ଘୋଷଣା କରାଯାଉ ହିନ୍ଦୁ ରାଷ୍ଟ୍ର, ଶିବଶକ୍ତି ପଏଣ୍ଟ ହେବ ରାଜଧାନୀ
କନକ ବ୍ୟୁରୋ : ଭାରତର ଚନ୍ଦ୍ର ଅଭିଯାନ ଅଗଷ୍ଟ ୨୩ ତାରିଖରେ ସଫଳ ହୋଇଛି । ଭାରତ ବିଶ୍ୱ ଇତିହାସରେ ପ୍ରଥମଥର ପାଇଁ ଚନ୍ଦ୍ର ଅଭିଯାନ ସଫଳ କରି ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବାରେ ସଫଳ ହୋଇଛି । ଏହାକୁ ନେଇ ସାରା ଦେତ୍ସବ ପାଳନ କରୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଇସ୍ରୋରେ ପହଂଚି ଚନ୍ଦ୍ରଯାନ ୩ ଅବତରଣ ହୋଇଥିବା ସ୍ଥାନକୁ ଶିବଶକ୍ତି ପଏଣ୍ଟ ବୋଲି ନାମକରଣContinue reading “ସ୍ୱାମୀ ଚକ୍ରପାଣିଙ୍କ ଦାବି । ଚନ୍ଦ୍ରକୁ ଘୋଷଣା କରାଯାଉ ହିନ୍ଦୁ ରାଷ୍ଟ୍ର, ଶିବଶକ୍ତି ପଏଣ୍ଟ ହେବ ରାଜଧାନୀ”
ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ତଥ୍ୟ: କିପରି ଚନ୍ଦ୍ରପୃଷ୍ଠର ଗଭୀରତାକୁ ଗଲେ ବଦଳୁଛି ତାପମାତ୍ରା, ମିଳିଛି ନୂଆ ତଥ୍ୟ
କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରୁ ଆସିଛି ନୂଆ ତଥ୍ୟ । ଚେଷ୍ଟ ବା ‘ଚନ୍ଦ୍ରସ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଂଟ’ ପେ-ଲୋଡ୍ ଏହି ତଥ୍ୟ ପ୍ରଦାନ କରିଛି । ଚନ୍ଦ୍ରପୃଷ୍ଠରୁ ୧୦ ସେଂଟିମିଟର ଗଭୀରତା ଭିତରକୁ ଚନ୍ଦ୍ରପୃଷ୍ଠର ତାପମାତ୍ରା କେତେ ରହିଛି, ସେହି ତଥ୍ୟ ପ୍ରଦାନ କରିଛି ଏହି ପେ-ଲୋଡ । କିପରି ଚନ୍ଦ୍ରପୃଷ୍ଠର ଗଭୀରତାକୁ ଗଲେ ବଦଳୁଛି ତାପମାତ୍ରା, ତାକୁ ନେଇ ନୂଆ ତଥ୍ୟ ଆସିଛି । ଚନ୍ଦ୍ରର ଦକ୍ଷିଣ ମେରୁରୁ ପ୍୍ରଥମଥର ପାଇଁ ଏହି ପ୍ରକାରର ତଥ୍ୟContinue reading “ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ତଥ୍ୟ: କିପରି ଚନ୍ଦ୍ରପୃଷ୍ଠର ଗଭୀରତାକୁ ଗଲେ ବଦଳୁଛି ତାପମାତ୍ରା, ମିଳିଛି ନୂଆ ତଥ୍ୟ”
ପ୍ରଥମ ବୈଠକରେ ୧୫ ଦଳ ତ ଦ୍ୱିତୀୟ ବୈଠକରେ ୨୬ ଦଳ । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଆଉ କିଛି ଦଳ ସାମିଲ ହେବା ନେଇ ଆକଳନ
କନକ ବ୍ୟୁରୋ : ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ‘ଇଣ୍ଡିଆ’ମେଣ୍ଟର ପ୍ରଥମ ବୈଠକ ଜୁନ ୨୩ ତାରିଖରେ ବିହାରର ପାଟନା ଠାରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ମୋଟ ୧୫ଟି ବିରୋଧୀଦଳ ସାମିଲ ହୋଇଥିଲା । ଏହା ଦ୍ୱିତୀୟ ବୈଠକ ଜୁଲାଇ ୧୭ ଓ ୧୮ ଦୁଇଦିନ ଧରି ବେଙ୍ଗାଲୁରୁରେ ହୋଇଥିଲା ।Continue reading “ପ୍ରଥମ ବୈଠକରେ ୧୫ ଦଳ ତ ଦ୍ୱିତୀୟ ବୈଠକରେ ୨୬ ଦଳ । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଆଉ କିଛି ଦଳ ସାମିଲ ହେବା ନେଇ ଆକଳନ”
ରୋହିତ, ଇଶାନ, ଗିଲ: ଏସିଆ କପରେ କିଏ କରିବେ ଓପନିଂ?
କନକ ବ୍ୟୁରୋ: ୨୦୨୩ ଏସିଆକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ହେଲେ ଟିମ ଇଣ୍ଡିଆ ପାଇଁ ଏବେ ଓପନିଂକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରୋହିତ ଶର୍ମା, ଇଶାନ କିଷାନ ଓ ଶୁଭମନ ଗିଲ ଏହି ରେସରେ ଆଗରେ ରହିଛନ୍ତି । ହେଲେ ଏହା ସ୍ପଷ୍ଟ ଯେ, ଏସିଆ କପରେ ଯେଉଁ ଯୋଡି ଓପନିଂ କରିବେ ସେ ବିଶ୍ୱକପରେ ବି ଓପନିଂ କରୁଥିବାର ନଜର ଆସିବେ । ତେବେ ଏହି ୩ ଓପନର ଏବେContinue reading “ରୋହିତ, ଇଶାନ, ଗିଲ: ଏସିଆ କପରେ କିଏ କରିବେ ଓପନିଂ?”
କଫସିରଫ୍ ମାଫିଆଙ୍କୁ ଧରିଲା ପୁଲିସ । ୮ ହଜାର ୩୮୦ ବୋତଲ କଫ ସିରଫ ଜବତ
କନକ ବ୍ୟୁରୋ: ଆଉ ତିନି କଫ୍ ସିରଫ ମାଫିଆ ଗିରଫ । ଜବତ ହେଲା ୮ ହଜାର ୩୮୦ ବୋତଲ କଫ ସିରଫ । ଗତ ୨୨ ତାରିଖରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୭ ହଜାର ୮ ଶହ କଫ୍ ସିରଫ ଜବତ କରାଯାଇଥିଲା । ଏହି ଘଟଣାରେ ୫୮ ଜଣକୁ ଗିରଫ କରିଥିବାବେଳେ ପୁଣି ଏହି ଲିଙ୍କରେ ଏବେ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କଟକContinue reading “କଫସିରଫ୍ ମାଫିଆଙ୍କୁ ଧରିଲା ପୁଲିସ । ୮ ହଜାର ୩୮୦ ବୋତଲ କଫ ସିରଫ ଜବତ”
ଗୋଲ୍ଡେନ ବାବା ଜ୍ୟୋତିରଞ୍ଜନଙ୍କ ସମ୍ପତ୍ତି ଆଟାଚ୍ । ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ
କନକ ବ୍ୟୁରୋ: ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେହେରାଙ୍କ ସଂପତ୍ତି ଆଟାଚ୍ । ୧ କୋଟି ୫୩ ଲକ୍ଷ ଟଂକାର ସମ୍ପତ୍ତିି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଘର, ଦାମୀ ଗାଡି ଓ ଫ୍ରିଜ ଆକାଉଂଟର ଟଙ୍କା ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମୋଟ୍ ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତିି ବେହେରା । ଚେକ୍ ବାଉନସ ହେବାରୁ ୨୦୧୮ରେ ଡିସେମ୍ବର ୩୧ରେ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ।Continue reading “ଗୋଲ୍ଡେନ ବାବା ଜ୍ୟୋତିରଞ୍ଜନଙ୍କ ସମ୍ପତ୍ତି ଆଟାଚ୍ । ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ”