କନକ ବ୍ୟୁରୋ: ପାନୋରମା ଇଣ୍ଡିଆ ଦ୍ୱାରା ଟୋରୋଣ୍ଟୋରେ ପାଳିତ ହୋଇଛି ଭାରତୀୟ ଦିବସ । ନାଥନ ସ୍କ୍ୱାୟରରେ ଭାରତୀୟ ଦିବସ ବଡ ଉତ୍ସବ ଆକାରରେ ପାଳନ କରାଯାଇଛି । ୩୦ରାଜ୍ୟର ପ୍ରାୟ ଏକହଜାର ପ୍ରବାସୀ ଭାରତୀୟ କାର୍ଯକ୍ରମରେ ସାମିଲ ହୋଇଥିଲେ । ଏଥିସହ ଉତ୍ସବରେ ଓଡିଆ ସଂସ୍କୃତି ଓ କଳାର ପ୍ରଦର୍ଶନ କରାଯାଇଛି । ନାଥନ ସ୍କ୍ୱାୟରରେ ଓଡିଶୀ ନୃତ୍ୟ ପରିବେଷଣ କରାଯିବା ସହ ପ୍ରଜ୍ଞାପନମେଢ ପ୍ରତିଯୋଗିତାରେ ଓଡିଶା ହାତେଇଛି ତୃତୀୟ ସ୍ଥାନ । ଓଡିଶା ସଂସ୍କୃତିContinue reading “ଟୋରୋଣ୍ଟୋରେ ଭାରତୀୟ ପାଳିଲେ ଭାରତୀୟ ଦିବସ । ପ୍ରଜ୍ଞାପନ ମେଢ ସହ ଦେଖିବାକୁ ମିଳିଲା ଭାରତୀୟ ସଂସ୍କୃତି ଓ ନୃତ୍ୟର ଝଲକ”
Tag Archives: News
ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା
କନକ ବ୍ୟୁରୋ: ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ -ଆଇଏଲଏସ । ତେବେ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ଆଇଏଲଏସରContinue reading “ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା”
୨୦୨୪ରେ ରାହୁଲ ହେବେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ବଡ ବୟାନ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ନେଇ ବଡ ବୟାନ ରଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏଥିସହିତ ୨୬ ବିରୋଧୀ ଦଳଙ୍କ ମେଣ୍ଟ ସହ ବିଚାର ବିମର୍ଶ କରି ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୋଦୀଙ୍କୁ ନେଇ ପ୍ରତିକ୍ରିୟା ଦେବା ସହିତ କହିଛନ୍ତି ଯେ,Continue reading “୨୦୨୪ରେ ରାହୁଲ ହେବେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ବଡ ବୟାନ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।”
ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା । ଏସଏଚଜି ମହିଳାଙ୍କ ପରେ ସଚିବଙ୍କ ସଭାରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିକୁ ନେଇ ଉଠାଇଲେ ପ୍ରଶ୍ନ-
କନକ ବ୍ୟୁରୋ: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିରେ ସେ ଫାଇଭ ଟି ସଚିବଙ୍କ ଗସ୍ତ ସଂପର୍କରେ ଉଲ୍ଲେଖ କରି ଲେଖିଛନ୍ତି ପ୍ରଥମ କେତୋଟି ଜିଲ୍ଲା ଗସ୍ତ ସମୟରେ କେବଳ ମହିଳା ସଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହୁଥିବା ବେଳେ ଏବେ ଏବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁContinue reading “ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା । ଏସଏଚଜି ମହିଳାଙ୍କ ପରେ ସଚିବଙ୍କ ସଭାରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିକୁ ନେଇ ଉଠାଇଲେ ପ୍ରଶ୍ନ-“
ଥାନା ଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ । ସମ୍ପୃକ୍ତ ହୋମଗାର୍ଡଙ୍କୁ ଗୋଡାଇ ଗୋଡାଇ ପିଟିଲେ ଲୋକେ
କନକ ବ୍ୟୁରୋ: ଫିରିଙ୍ଗିଆ ଥାନା ଗାଡ଼ିରେ ଗଂଜେଇ ଚୋରା ଚାଲାଣ ଘଟଣା । ଘଟଣାରେ ଫିରିଙ୍ଗିଆ ପୂର୍ବତନ ଥାନାଧିକାରୀ ଓ ଦୁଇ ଗୃହରକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଶନିବାର ପୂର୍ବତନ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବିନ୍ଦ୍ର ନାୟକଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ଅତିରିକ୍ତ ଏସପିଙ୍କ ଦ୍ୱାରା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସୁପାରିସ ପରେ ଏହିContinue reading “ଥାନା ଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ । ସମ୍ପୃକ୍ତ ହୋମଗାର୍ଡଙ୍କୁ ଗୋଡାଇ ଗୋଡାଇ ପିଟିଲେ ଲୋକେ”
ଚାହୁଁ ଚାହୁଁ ଭୁଷୁଡିଗଲା ରାସ୍ତା । ଜଳବନ୍ଦୀ ହେଲେ ୭୦ରୁ ଅଧିକ ପରିବାର । ନିମାପଡାରେ ଘଟିଛି ଏଭଳି ଘଟଣା
କନକ ବ୍ୟୁରୋ: ପାଣି ଘେରରେ ନିମାପଡ଼ା ବନ୍ଧପଡ଼ା ଗାଁ । ବର୍ଷା ନାହିଁ, ଧସିଗଲା ରାସ୍ତା । ହଠାତ୍ ଗାଁକୁ ମାଡି ଆସିଲା ପାଣି । ରାସ୍ତା ପାର କରିବାକୁ ହେଲେ ପେଟେ ପାଣିରେ ଯିବାକୁ ପଡୁଛି । ଗାଁର ମୁଖ୍ୟ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇଛି । ନୂଆ ଗାଁ ମାଇନର କେନାଲର ଓଭର ପାଣି ଯୋଗୁ ଭୁଶୁଡ଼ି ପଡ଼ିଛି ଗାଁର ମୁଖ୍ୟ ରାସ୍ତା । ଫଳରେ ଗାଁର ୭୦ଟି ପରିବାର ଏକ ଜଳବନ୍ଦୀContinue reading “ଚାହୁଁ ଚାହୁଁ ଭୁଷୁଡିଗଲା ରାସ୍ତା । ଜଳବନ୍ଦୀ ହେଲେ ୭୦ରୁ ଅଧିକ ପରିବାର । ନିମାପଡାରେ ଘଟିଛି ଏଭଳି ଘଟଣା”
ଚିକିତ୍ସା ଅଭାବରୁ ଛାତ୍ର ମୃତ୍ୟୁ ଅଭିଯୋଗ । ବାଲିଗୁଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
କନକ ବ୍ୟୁରୋ: ଚିକିତ୍ସା ଅଭାବରୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲଗୁଡାରୁ ଆସିଛି ଏଭଳି ଅଭାବନୀୟ ଖବର । ସ୍ଥାନୀୟ ବାଟାଗୁଡାଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନୟନ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟ ସେବାଶ୍ରମ ହଷ୍ଟେଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ପିଲାଟି ଅଚେତ ହୋଇପଡିଯିବାରୁୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେContinue reading “ଚିକିତ୍ସା ଅଭାବରୁ ଛାତ୍ର ମୃତ୍ୟୁ ଅଭିଯୋଗ । ବାଲିଗୁଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।”
ଏସିଆ କପ୍ ପୂର୍ବରୁ ଆଇସିସି ରାଙ୍କିରେ ଏସୀୟ ଦେଶଙ୍କ ରାଜୁତି । ତିନୋଟି ଯାକ ଫର୍ମାଟରେ ଏସୀୟ ଦେଶ ନମ୍ବର ୱାନ୍ । ଜାଣନ୍ତୁ, କିଏ ରହିଛି କେଉଁ ସ୍ଥାନରେ…
କନକ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଯେଉଁଥିରେ ଭାରତ-ପାକିସ୍ତାନ ସହିତ ଏସିଆ ମହାଦେଶର ଅନ୍ୟ କିଛି ଦେଶ ମଧ୍ୟ ସାମିଲ ହେବେ । ତେବେ ଏହା ପୂର୍ବରୁ ଆଇସିସି ରାଙ୍କିରେ ଦେଖିବାକୁ ମିଳିଛି ଏସୀୟ ଦେଶଙ୍କ ରାଜ୍ । ତିନୋଟି ଯାକ ଫର୍ମାଟରେ ଏସୀୟ ଦେଶ ନମ୍ବର-ୱାନ୍ ସ୍ଥାନ ଅକ୍ତିଆର୍ କରିଥିବାବେଳେ, ଟିମ୍ ଇଣ୍ଡିଆର ମଧ୍ୟ ରାଙ୍କିରେ ଜଲୱା ଦେଖିବାକୁ ମିଳିଛି । ଆଫଗାନିସ୍ତାନକୁ ଦିନିକିଆContinue reading “ଏସିଆ କପ୍ ପୂର୍ବରୁ ଆଇସିସି ରାଙ୍କିରେ ଏସୀୟ ଦେଶଙ୍କ ରାଜୁତି । ତିନୋଟି ଯାକ ଫର୍ମାଟରେ ଏସୀୟ ଦେଶ ନମ୍ବର ୱାନ୍ । ଜାଣନ୍ତୁ, କିଏ ରହିଛି କେଉଁ ସ୍ଥାନରେ…”
ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇଥିବା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ ମାମୁଁ ଭଣଜାଙ୍କ ଉପରେ ପଡିଥିଲା ପଥର
କନକ ବ୍ୟୁରୋ: ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ ପଥର ବ୍ଲାଷ୍ଟିଙ୍ଗ ବେଳେ ଚାପି ହୋଇ ଜୀବନ ଯାଇଥିବା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତହସିଲଦାର, ପୋଲିସ ଓ ଅଗ୍ନିଶମ ବାହିନୀର ଉପସ୍ଥିତିରେ ଜେସିବି ସାହାଯ୍ୟରେ ପଥର ବାହାର କରି ମୃତଦେହ ଉଦ୍ଧାର କରାଯାଇଛି । ମୃତ ଦୁଇ ଶ୍ରମିକ ହେଲେ ମାମୁଁ, ଭଣଜା । ମୃତକଙ୍କ ଘର ଗଂଜାମ ଜିଲ୍ଲା ରମ୍ଭା ଥାନା ଝରେଡ଼ି ରାଧା ଗୋବିନ୍ଦପୁର ଗାଁରେ । ଶୁକ୍ରବାର ଦିନContinue reading “ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇଥିବା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ ମାମୁଁ ଭଣଜାଙ୍କ ଉପରେ ପଡିଥିଲା ପଥର”
ବଧୂ ହତ୍ୟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ । ମାଲକାନଗିରିରେ ବିବାହ କରିଥିବା ଛତିଶଗଡ ଝିଅର ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କନକ ବ୍ୟୁରୋ: ବଧୂ ହତ୍ୟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ । ଛତିଶଗଡ଼ର ଝିଅ, ଓଡ଼ିଶାର ବୋହୂ । ଗତ ୧୩ ତାରିଖରେ ମାଲକାନଗିରେ ମାଥିଲି ଥାନା କୁରୁମପାଲି ନିକଟରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ମାଥିଲି ପୋଲିସ । ମାଥିଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଝିଅକୁ ହତ୍ୟା କରାଯାଇଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବୋହୂକୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପContinue reading “ବଧୂ ହତ୍ୟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ । ମାଲକାନଗିରିରେ ବିବାହ କରିଥିବା ଛତିଶଗଡ ଝିଅର ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ”