କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ଜମି ହଡ଼ପ କରାଯାଉଥିବା ଭଳି ସଂଗୀନ ଅଭିଯୋଗ କରିଛନ୍ତି । ନକ୍ସା ଦେଖାଇ, ଜବରଦଖଲ କରାଯାଇଥିବା ଜମିର ଭିଡିଓ ଦେଖାଇ ବର୍ଷିଛନ୍ତି ଅପରାଜିତା । ସେ କହିଛନ୍ତି, ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ସେହି ଅଂଚଳକୁ ଯାଇ ସ୍ଥିତି ଦେଖିଛନ୍ତି । ଗାଁ ଲୋକ ଯେଉଁ ଅଭିଯୋଗ କରିଛନ୍ତି, ତାହା ସିନେମାContinue reading “ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା । କହିଲେ, ‘ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ଜମି ଦୁର୍ନୀତି’”
Tag Archives: News
ବିଧାୟକଙ୍କ ଚ୍ୟାଲେଞ୍ଜ ସତ୍ୱେ ସଭାରେ ହେଲେ ସାମିଲ ହେଲେ ୫ଟି ସଚିବ, ଘୋଷଣା କଲେ ପ୍ରକଳ୍ପ
କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ ସତ୍ୱେ, ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ରାସ୍ତାରେ ପ୍ରଦୀପଙ୍କୁ ବିରୋଧ କରିବାକୁ ବିଜେଡି କର୍ମୀମାନେ ଜଗି ବସିଥିଲେ, ସେହି ବାଟ ଦେଇ ଯାଇଥିଲେ ପାଣ୍ଡିଆନ । କଡା ସୁରକ୍ଷା ବଳୟ ଭିତରେ କାରକେଡରେ ଯାଉଥିବା ପାଣ୍ଡିଆନଙ୍କୁ ବିଜେଡି କର୍ମୀମାନେ ସ୍ୱାଗତ କରିଥିଲେ । ତାପରେ ସଭାକୁ ଯାଇ ଲୋକଙ୍କ ସମସ୍ୟା ବୁଝିବାContinue reading “ବିଧାୟକଙ୍କ ଚ୍ୟାଲେଞ୍ଜ ସତ୍ୱେ ସଭାରେ ହେଲେ ସାମିଲ ହେଲେ ୫ଟି ସଚିବ, ଘୋଷଣା କଲେ ପ୍ରକଳ୍ପ”
ଗଞ୍ଜାମରେ ଗୋପାଳପୁର ବିଧାୟକଙ୍କୁ ପ୍ରବଳ ବିରୋଧ। ମୁହାଁମୁହିଁ ହେଲେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ
କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା ଆଶଙ୍କା କରୁଥିଲେ ତାହା ସତ ହୋଇଛି । ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ କରି ତାଙ୍କ ସଭାରେ ଯୋଗ ଦେବାକୁ ଯିବାବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ବ୍ରହ୍ମପୁର ଲାଞ୍ଜିପାଲି ନିକଟରେ ଯାଉଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଥିଲେ ବିଜେଡି କର୍ମୀ ଓ ପୋଲିସ । ଏମିତିକି ତାଙ୍କ ଗାଡି ଉପରକୁ ଚଢ଼ି କିଛି ଲୋକ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇContinue reading “ଗଞ୍ଜାମରେ ଗୋପାଳପୁର ବିଧାୟକଙ୍କୁ ପ୍ରବଳ ବିରୋଧ। ମୁହାଁମୁହିଁ ହେଲେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ”
କନକ ନ୍ୟୁଜର ମହାପ୍ରଭାବ, ଖବର ବାଜିବାର ୨ ଦିନ ପରେ ପାର୍ବତୀ ଇନ୍ଦୁଆରଙ୍କୁ ଉଦ୍ଧାର କଲା ପ୍ରଶାସନ
କନକ ବ୍ୟୁରୋ: ଖବର ବାଜିଲା ପ୍ରଶାସନର ନିଦ ଭାଙ୍ଗିଲା । ଅବହେଳିତ ଅବସ୍ଥାରେ ରାସ୍ତାକଡ କୁଡିଆରେ ରହୁଥିବା ୮୦ ବର୍ଷିୟ ବୃଦ୍ଧାଙ୍କ ପାଖରେ ପ୍ରଶାସନ ପହଞ୍ଚିଲା । ପାର୍ବତୀ ଇନ୍ଦୁଆରଙ୍କୁ ଉଦ୍ଧାର କରିଛି ସୁ୍ନ୍ଦରଗଡ ଜିଲ୍ଲା ପ୍ରଶାସନ । ଗତ ୨୨ ତାରିଖରେ ପାବର୍ତୀଙ୍କ ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ବୃଦ୍ଧା ଜଣଙ୍କ କିଭଳି ଏକ ଛୋଟିଆ କୁଡିଆରେ ଅଖିଆ ଅପିଆ ପଡିଥିଲେ, ସେନେଇ ଖବର ବାଜିଥିଲା । ଖବର ପ୍ରସାରଣ ହେବାContinue reading “କନକ ନ୍ୟୁଜର ମହାପ୍ରଭାବ, ଖବର ବାଜିବାର ୨ ଦିନ ପରେ ପାର୍ବତୀ ଇନ୍ଦୁଆରଙ୍କୁ ଉଦ୍ଧାର କଲା ପ୍ରଶାସନ”
ଆଇସିସି ପକ୍ଷରୁ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସମ୍ମିଳନୀ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅନୁ ଗର୍ଗ
କନକ ବ୍ୟୁରୋ : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂଘର ମିଳିତ ସହଯୋଗରେ ଚତୁର୍ଥ ସ୍ବାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଇସିସି ଓଡିଶା ର ଅଧ୍ୟକ୍ଷ ଜେ ବି ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉନ୍ନୟନ କମିସନର ତଥା ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ କହିଥିଲେ ଯେ ସ୍ବାସ୍ଥ୍ୟ ଆମContinue reading “ଆଇସିସି ପକ୍ଷରୁ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସମ୍ମିଳନୀ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅନୁ ଗର୍ଗ”
କୁନି ଝିଅ ସୋନାଲିର ପ୍ରଶ୍ନ ପରେ ପଦୁଗୁଡାକୁ ନେଇ ରାଜନୀତି। ପ୍ରଶାସନିକ ଅଧିକାରୀଙ୍କ ପରେ ଗାଁରେ ପହଞ୍ଚିଲେ ରାଜନେତା
କନକ ବ୍ୟୁରୋ: କୋରାପୁଟ ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଚର୍ଚ୍ଚିତ ପଦୁଗୁଡାକୁ ନେଇ ରାଜନୀତି । ସ୍ୱାଧିନତା ଦିବସ ସଭାରେ କୁନି ଝିଅ ସୋନାଲି ନିଜ ଗାଁର ସମସ୍ୟା ସମ୍ପର୍କରେ କହିବା ଓ ଗଣମାଧ୍ୟମରେ କୁନି ଝିଅର କଥା ପ୍ରସାରଣ ହେବା ପରେ ପଦୁଗୁଡାରେ ପହଞ୍ଚି ପ୍ରକୃତ ସ୍ଥିତି ଅନୁଧ୍ୟାନ କରୁଛନ୍ତି ପ୍ରଶାସନିକ ଅଧିକାରୀ ଓ ରାଜନେତା । ବିଜେଡି ବିଧ୍ୟାୟକ ପ୍ରଭୁ ଜାନି ଓ କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ । ବିଧାୟକContinue reading “କୁନି ଝିଅ ସୋନାଲିର ପ୍ରଶ୍ନ ପରେ ପଦୁଗୁଡାକୁ ନେଇ ରାଜନୀତି। ପ୍ରଶାସନିକ ଅଧିକାରୀଙ୍କ ପରେ ଗାଁରେ ପହଞ୍ଚିଲେ ରାଜନେତା”
ପୋଡା ହାଡ କହିବ କି ଛାତ୍ରୀମୃତ୍ୟୁ ଘଟଣାର ସତ? ଗୋପାଳପୁର ଗାଁ ମଶାଣିରୁ ପାଉଁଶ ସଂଗ୍ରହ କଲା ସାଇଣ୍ଟିଫିକ୍ ଟିମ
କନକ ବ୍ୟୁରୋ: ଛାତ୍ରୀ ଆତ୍ମହତ୍ୟା ଘଟଣାର ତନାଘନା । ଶ୍ମଶାନରୁ ପାଉଁଶ ସଂଗ୍ରହ କଲା ପୁଲିସ । ଜଳିଯାଇଥିବା ଜୁଇକୁ ଆଡେଇ ହାଡ ପାଉଁଶ ନେଇଛି ପୁଲିସ । ଛାତ୍ରଙ୍କ ମୃତ୍ୟୁ ପ୍ରକୃତ କାରଣ କହିବ ଏହି ପାଉଁଶ । ବିଜୁ ପଟ୍ଟନାୟକ ଆଇଟିଆଇ କଲେଜ ଗୋପାଳପୁରର ଇଲେକଟ୍ରିକାଲ ମେକାନିକାଲ ଛାତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବାକୁ ଯାଇ ଆଜି ପାଉଁଶ ତଳୁ ପୋଡା ହାଡ ଖୋଜିଛି ପୁଲିସ । ପୁରୀ କୃଷ୍ଣପ୍ରସାଦ ବ୍ଲକContinue reading “ପୋଡା ହାଡ କହିବ କି ଛାତ୍ରୀମୃତ୍ୟୁ ଘଟଣାର ସତ? ଗୋପାଳପୁର ଗାଁ ମଶାଣିରୁ ପାଉଁଶ ସଂଗ୍ରହ କଲା ସାଇଣ୍ଟିଫିକ୍ ଟିମ”
ସାକାର ହେବ ଦିବ୍ୟାଙ୍ଗ ଛାତ୍ରୀ ମିତାଲିଙ୍କ ସ୍ୱପ୍ନ। ଝିଅର ଉଚ୍ଚଶିକ୍ଷା ପାଇଁ ମାଆଙ୍କ ସଂଘର୍ଷ
କନକ ବ୍ୟୁରୋ: ମା’, ତା ଛୁଆ ପାଇଁ କଣ କରିପାରେ, କେଉଁ ସ୍ତରକୁ ଯାଇପାରେ, କେତେ କଷ୍ଟ ସହିପାରେ, ତାହା ଆପଣ ସମସ୍ତେ ଜାଣିଛନ୍ତି । ମା’ଙ୍କ ମନର ଏମିତି ଶକ୍ତି ଓ ନିଜ ସାହାସକୁ ଆଶ୍ରା କରି ଆଗକୁ ବଢୁଛନ୍ତି ଜଣେ ମେଧାବୀ ଛାତ୍ରୀ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ରାମଚନ୍ଦ୍ରପୁର ଗାଁର ଅଶୋକ ଖଟୁଆଙ୍କ ସ୍ତ୍ରୀ ପ୍ରମିଳା ଖଟୁଆ ଓ ତାଙ୍କ ଦିବ୍ୟାଙ୍ଗ ଝିଅ ମିତାଲି ଖଟୁଆ । । ମେଧାବୀ ଛାତ୍ରୀ ମିତାଲିContinue reading “ସାକାର ହେବ ଦିବ୍ୟାଙ୍ଗ ଛାତ୍ରୀ ମିତାଲିଙ୍କ ସ୍ୱପ୍ନ। ଝିଅର ଉଚ୍ଚଶିକ୍ଷା ପାଇଁ ମାଆଙ୍କ ସଂଘର୍ଷ”
ନୂଆପଡାରେ ଲାଲବାହିନୀର ଲଙ୍କାକାଣ୍ଡ। ସାରାରାତି ଗାଁ ଭିତରେ ତାଣ୍ଡବ
କନକ ବ୍ୟୁରୋ: ସାରା ରାତିରେ ଗାଁରେ ତାଣ୍ଡବ କଲେ ମାଓବାଦୀ । ଜେସିବି ପୋଡିଲେ, ଲ୍ୟାଣ୍ଡମାଇନ୍ସ ଲଗାଇ ଫରେଷ୍ଟ ବ୍ରିଟ୍ ହାଉସ ଉଡାଇ ଦେଲେ ସଶସ୍ତ୍ର ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ନୂଆପଡା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲବନ୍ଧ ଗାଁରେ ପଶିଥିଲେ ୫୦ରୁ ଅଧିକ ମାଓବାଦୀ । ଗାଁ ଭିତରେ ପଶି ଗର୍ଜନ କରିବା ସହ ଭଙ୍ଗାରୁଜା କରିଛନ୍ତି । ଜେସିବି ପୋଡିଦେଇଛନ୍ତି । ଲ୍ୟାଣ୍ଡମାଇନ୍ସ ଲଗାଇ ଗୋଲବନ୍ଧରେ ଥିବା ଫରେଷ୍ଟ ବିଟ୍ ହାଉସକୁContinue reading “ନୂଆପଡାରେ ଲାଲବାହିନୀର ଲଙ୍କାକାଣ୍ଡ। ସାରାରାତି ଗାଁ ଭିତରେ ତାଣ୍ଡବ”
ଜି-୨୦ ବୈଠକ: ବ୍ୟାଙ୍କ, ସ୍କୁଲ ବନ୍ଦ, ବସ ଉପରେ ବି ଲାଗିଛି ପ୍ରତିବନ୍ଧକ… ଆଗାମୀ ମାସରେ ୩ଦିନ ଦିଲ୍ଲୀରେ ଲାଗୁ ହେବ ଏହି ନିୟମ
କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ମାସରେ ବହୁପ୍ରତିକ୍ଷିତ ଜି-୨୦ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକକୁ ନେଇ ଦିଲ୍ଲୀରେ ପ୍ରସ୍ତୁତି ଜୋରଦାର ହେବାରେ ଲାଗିଛି । ଜି-୨୦ ସମିଟ ପାଇଁ ଦିଲ୍ଲୀ ସରକାର ୮, ୯, ୧୦ ତାରିଖ ତିନିଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଦିଲ୍ଲୀ ସରକାର ଏବଂ ଏମସିଡିର ସମସ୍ତ ଦପ୍ତର ଏହି ତିନି ଦିନ ବନ୍ଦ ରହିବ । ଏହା ସହ ସମସ୍ତ ସ୍କୁଲ ମଧ୍ୟ ତିନିContinue reading “ଜି-୨୦ ବୈଠକ: ବ୍ୟାଙ୍କ, ସ୍କୁଲ ବନ୍ଦ, ବସ ଉପରେ ବି ଲାଗିଛି ପ୍ରତିବନ୍ଧକ… ଆଗାମୀ ମାସରେ ୩ଦିନ ଦିଲ୍ଲୀରେ ଲାଗୁ ହେବ ଏହି ନିୟମ”