କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଅଭିମୁଖେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଖୋର୍ଦ୍ଧା ଓ ବିଭିନ୍ନ ଯାଗାରେ ତାଙ୍କୁ ରୋକିବା ପାଇଁ କିଛି ଲୋକ ରଖାଯାଇଥିବା ସେ ଶୁଣଥିିବା କହିଛନ୍ତି । ଯଦି ତାଙ୍କର କିଛି ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶାସନ କର୍ତ୍ତା ହିସାବରେ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜି ପୋଲିସ ଏବଂ ସମସ୍ତ ଏସପି ସମ୍ପୂର୍ଣ୍ଣ ଦାୟୀ ରହିବେ । ଯଦି କିଛି ହୁଏ ଓଡ଼ିଶାରContinue reading “ଫାଇଭ ଟି ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଅଭିମୁଖେ ଗୋପାଳପୁର ବିଧାୟକ : ପ୍ରଦୀପ ପାଣିଗ୍ରାହୀ କହିଲେ, ମୋର କିଛି ହେଲେ ବଦଳିବ ଓଡ଼ିଶାର ରାଜନୈତିକ ଚିତ୍ର”
Tag Archives: News
ନିର୍ବାଚନ ପୂର୍ବରୁ ଆଉ ଏକ ସର୍ଭେ ରିପୋର୍ଟ । ଏନଡିଏକୁ ଲାଗିପାରେ ଝଟକା, ହରାଇପାରେ ଆସନ । କଂଗ୍ରେସର ବଢିବ ଶକ୍ତି ।
କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦ ନେସନର ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ହୁଏ ତେବେ ଫାଇଦାରେ କିଏ ରହିବ? ବିରୋଧୀ ମେଣ୍ଟ ଇଣ୍ଡିଆ ନା ବିଜେପି ନେତୃତ୍ୱାଧୀନ ମେଣ୍ଟ ଏନଡିଏ । ସର୍ଭେରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସଭିଙ୍କୁ ଚକିତ କରିଦେବ । ସର୍ଭେ ଅନୁଯାୟୀ, ଏବେ ନିର୍ବାଚନ ହେଲେ ଏନଡିଏର ସିଟ୍ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇପାରେ । କିନ୍ତୁ ଫାଇଦାରେ ରହିବContinue reading “ନିର୍ବାଚନ ପୂର୍ବରୁ ଆଉ ଏକ ସର୍ଭେ ରିପୋର୍ଟ । ଏନଡିଏକୁ ଲାଗିପାରେ ଝଟକା, ହରାଇପାରେ ଆସନ । କଂଗ୍ରେସର ବଢିବ ଶକ୍ତି ।”
ମହିଳା ଏସଆଇଙ୍କ ମିଳୁନି ପତ୍ତା : ହସ୍ପିଟାଲରୁ କେଉଁଠିକୁ ଚାଲିଯାଇଥିବା କହିଲେ ଡାକ୍ତର; ପୁରୁଷ ବନ୍ଧୁ ସହ ଝଗଡ଼ା ପାଇଁ ବିଷ ପିଇ ଦେଇଥିଲେ
କନକ ବ୍ୟୁରୋ : ବଏଫ୍ରେଣ୍ଡ ପାଇଁ ବିଷ ପିଇ ଚର୍ଚ୍ଚାକୁ ଆସିଥିବା ପୁଲିସ ଏସଆଇ ନିଖୋଜ । ହସ୍ପିଟାଲରୁ କେଉଁଆଡେ ପଳାଇ ଯାଇଥିବା ସୂଚନା ମଳିଛି । ବଲାଙ୍ଗୀର ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ପଡୋଶୀ ତାଙ୍କୁ ନେଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ହସ୍ପିଟାଲରେ ନ ଥିବା ନେଇ ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ସଚଳା ବାଗ କହିଛନ୍ତିContinue reading “ମହିଳା ଏସଆଇଙ୍କ ମିଳୁନି ପତ୍ତା : ହସ୍ପିଟାଲରୁ କେଉଁଠିକୁ ଚାଲିଯାଇଥିବା କହିଲେ ଡାକ୍ତର; ପୁରୁଷ ବନ୍ଧୁ ସହ ଝଗଡ଼ା ପାଇଁ ବିଷ ପିଇ ଦେଇଥିଲେ”
ଏନସିପିର ବିଭାଜନ ନେଇ ବରିଷ୍ଠ ନେତା ଶରଦ ପାୱାରଙ୍କ ବଡ ବୟାନ : କହିଲେ ଅଜିତ ପାୱାର ଆମ ନେତା, ଦଳରେ ନାହିଁ ଫାଟ
କନକ ବ୍ୟୁରୋ : ଏନସିପିରେ କୌଣସି ବିଭାଜନ ନାହଁ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏଭଳି ବୟାନ ରଖିଛନ୍ତି । ଦଳରେ ଅଜିତ ପାୱାର କିଛି ଦଳୀୟ ବିଧାୟକଙ୍କୁ ନେଇ ଶିବସେନା-ବିଜେପି ମେଂଟରେ ସାମିଲ ହୋଇଛନ୍ତି । ଆଉ ନିଜେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାପରେ ଏନସିିପିର ନେତୃତ୍ୱ କିଏ ନେବେ ସେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଛି । ଗୋଟିଏ ଗୋଷ୍ଠୀ ଶରଦ ପାୱାରଙ୍କୁ ଅନ୍ୟ ଗୋଷ୍ଠୀ ଅଜିତ ପାୱାରଙ୍କୁ ନେତାContinue reading “ଏନସିପିର ବିଭାଜନ ନେଇ ବରିଷ୍ଠ ନେତା ଶରଦ ପାୱାରଙ୍କ ବଡ ବୟାନ : କହିଲେ ଅଜିତ ପାୱାର ଆମ ନେତା, ଦଳରେ ନାହିଁ ଫାଟ”
ଶ୍ରାବଣ ସରି ଭାଦ୍ରବ ଆସିବ ହେଲେ ବର୍ଷା ନାହିଁ, ଜମି ଫାଟି ଆଁ କରିଛି : ଚିନ୍ତାରେ ଚାଷୀ, ଠାକୁରାଣୀଙ୍କ ପାଖରେ କଲେ ପୂଜାର୍ଚ୍ଚନା
କନକ ବ୍ୟୁରୋ : ବର୍ଷା ନାହିଁ ଚିନ୍ତାରେ ଚାଷୀ । ଶ୍ରାବଣ ସରି ଭାଦ୍ରବ ଆସିବ ହେଲେ ବର୍ଷାର ଦେଖାନାହିଁ । ଚାଷ ଜମିରେ ଟୋପାଏ ପାଣି ନାହିଁ । ଜମି ଫାଟି ଆଁ କରିଛି । ଧାର କରଜ କରି ଜମିରେ ହଳ ଲଙ୍ଗଳ ସହ ବିହନ ପକାଇ ଥିଲା ଚାଷୀ । ହେଲେ ଠିକ୍ ସମୟରେ ବର୍ଷା ନହେବାରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧଅଁରପୁର ପଞ୍ଚାୟତ ଲୋକଙ୍କ ଚିନ୍ତା ବଢ଼ିଛି । ୯Continue reading “ଶ୍ରାବଣ ସରି ଭାଦ୍ରବ ଆସିବ ହେଲେ ବର୍ଷା ନାହିଁ, ଜମି ଫାଟି ଆଁ କରିଛି : ଚିନ୍ତାରେ ଚାଷୀ, ଠାକୁରାଣୀଙ୍କ ପାଖରେ କଲେ ପୂଜାର୍ଚ୍ଚନା”
ମନ୍ଦିର ହୁଣ୍ଡିରୁ ମିଳିଲା ୧୦୦ କୋଟିର ଚେକ୍, କ୍ୟାସ କରାଇବାକୁ ବ୍ୟାଙ୍କରେ ପହଞ୍ଚିବାବେଳେ ହତବାକ୍ ହେଲା ମନ୍ଦିର ପ୍ରଶାସନ
କନକ ବ୍ୟୁରୋ: ମନ୍ଦିରକୁ ଅନେକ ସମୟରେ ଭକ୍ତମାନେ ଗୁପ୍ତ ଦାନ କରୁଥିବା ଶୁଣିବାକୁ ମିଳେ । ସୁନା, ରୂପା ସହ ମୋଟା ଅଙ୍କର ଟଙ୍କା ଦାନ ଦେଉଥିବା ନଜିର ବି ରହିଛି । ବିଶାଖାପାଟନମର ଏକ ମନ୍ଦିରରେ ଜଣେ ଭକ୍ତ ୧୦୦ କୋଟି ଟଙ୍କାର ଚେକ୍ ଦାନ ବାକ୍ସରେ ପକାଇଥିଲେ । ଏଭଳି ଘଟଣା ଘଟିଛି ବିଶାଖାପାଟନାମ୍ ସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ବାରୀ ଦେବସ୍ଥାନମ୍ ମନ୍ଦିରରେ । ମନ୍ଦିର ପ୍ରବନ୍ଧକ ଚେକ୍ ଭଙ୍ଗାଇବାକୁContinue reading “ମନ୍ଦିର ହୁଣ୍ଡିରୁ ମିଳିଲା ୧୦୦ କୋଟିର ଚେକ୍, କ୍ୟାସ କରାଇବାକୁ ବ୍ୟାଙ୍କରେ ପହଞ୍ଚିବାବେଳେ ହତବାକ୍ ହେଲା ମନ୍ଦିର ପ୍ରଶାସନ”
ଫାଇଭ ଟି ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଜିଲ୍ଲା ରାଜନୀତିରେ ହଲଚଲ : ବିରୋଧ ଆଶଙ୍କା କରି ବେଗୁନିଆପଡା ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ
କନକ ବ୍ୟୁରୋ : ଫାଇଭ ଟି ସଚିବ ଆଜି ଗଞ୍ଜାମର ବେଗୁନିଆପଡା ଗସ୍ତ କରିବେ । ଏହା ପୂର୍ବରୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଆଲୋକ ଶତପଥୀଙ୍କୁ ଉଠାଇ ନେଇଛି ପୋଲିସ । ସଚିବଙ୍କ ଗସ୍ତ ବେଳେ ବିରୋଧ ହେବା ନେଇ ଖବର ପାଇଥିଲା ପୋଲିସ । ଏହାପରେ ବେଗୁନିଆପଡା ବ୍ଲକ ଛକରୁ ପୋଲିସ ଆଲୋକଙ୍କୁ ଉଠାଇ ନେଇଛି । ସଚିବଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।Continue reading “ଫାଇଭ ଟି ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଜିଲ୍ଲା ରାଜନୀତିରେ ହଲଚଲ : ବିରୋଧ ଆଶଙ୍କା କରି ବେଗୁନିଆପଡା ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ”
ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ଜାତୀୟ ମାନବାଧିକାର ଏବଂ ମହିଳା କମିଶନଙ୍କ ନିକଟରେ ଫେରାଦ୍ ହେଲା ବିଜେପି
କନକ ବ୍ୟୁରୋ : ନିର୍ଯାତନା ପରେ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଘଟଣାକୁ ନେଇ ଦିଲ୍ଲୀରେ ଜାତୀୟ ମାନବାଧିକାର କମିଶନ ଏବଂ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ୍ ହୋଇଛି ବିଜେପି । ଘଟଣାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ଟିମ୍ । ଅନୁଗୁଳର ପୂର୍ବତନ ଡିଆଇଜି ବ୍ରିଜେଶ ରାୟ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳାContinue reading “ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ଜାତୀୟ ମାନବାଧିକାର ଏବଂ ମହିଳା କମିଶନଙ୍କ ନିକଟରେ ଫେରାଦ୍ ହେଲା ବିଜେପି”
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନ୍ଧ୍ରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି : ନିଜ ବାଇକରେ ଶବ ଧରି ସ୍ଥାନୀୟ ପ୍ରଶାସନ ବିରୋଧରେ ଦେଲେ ନାରାବାଜି
କନକ ବ୍ୟୁରୋ : ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନ୍ଧ୍ରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି । ଶବ ବ୍ୟବଚ୍ଛେଦ ପରେ ନିଜ ବାଇକରେ ଶବ ଧରି ସ୍ଥାନୀୟ ପ୍ରଶାସନ ବିରୋଧରେ ଦେଇଛନ୍ତି ନାରାବାଜି । ସୂଚନା ଅନୁସାରେ, ବୁଧବାର ବାଇକ ଦୁର୍ଘଟଣାରେ କୋଟିଆ ଗ୍ରାମ ପଞ୍ଚାୟତର ଉପର ଗଞ୍ଜେଇପଦର ଗ୍ରାମର ବିଶ୍ୱନାଥ ଗେମେଲଙ୍କ ମୃତ୍ୟୁ ହୋଇଥିଲା । ମୃତଦେହର ବ୍ୟବଚ୍ଛେଦ ପାଇଁ ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ନମିଳିବାରୁ ବାଇକରେContinue reading “ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନ୍ଧ୍ରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି : ନିଜ ବାଇକରେ ଶବ ଧରି ସ୍ଥାନୀୟ ପ୍ରଶାସନ ବିରୋଧରେ ଦେଲେ ନାରାବାଜି”
ଶିକ୍ଷାର ଉନ୍ନତି ପାଇଁ ମୁମ୍ବାଇ IITକୁ ୧୬୦ କୋଟି ଟଙ୍କା ଦାନ କଲେ ପୂର୍ବତନ ଛାତ୍ର । ପରିଚୟ ପ୍ରକାଶ ନକରିବାକୁ କଲେ ଅନୁରୋଧ
କନକ ବ୍ୟୁରୋ: ପ୍ରଥମ କରି ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ’ (IIT) ଜଣେ ଅଜ୍ଞାତ ଦାତାଙ୍କଠାରୁ ୧୬୦ କୋଟି ଟଙ୍କା ପାଇଛି।ଏହି ଚେକ୍ ଉକ୍ତ ପ୍ରତିଷ୍ଠାନରେ ଅଧ୍ୟୟନ କରିଥିବା ଜଣେ ଛାତ୍ରଙ୍କ ପାଖରୁ ଆସିଛି, କିନ୍ତୁ ସେ ଏହି ଦାନ କଥା ସମ୍ପୂର୍ଣ୍ଣ ଗୁପ୍ତ ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ଘଟଣାକୁ ‘ଆଇଆଇଟି-ବମ୍ବେ’ର ନିର୍ଦେଶକ ଶୁଭାଶିଷ ଚୌଧୁରୀ ମନ୍ଦିର ହୁଣ୍ଡିରେ ଲୋକେ ପକାଉଥିବା ଦାନ ଅର୍ଥ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ପ୍ରଥମ କରିContinue reading “ଶିକ୍ଷାର ଉନ୍ନତି ପାଇଁ ମୁମ୍ବାଇ IITକୁ ୧୬୦ କୋଟି ଟଙ୍କା ଦାନ କଲେ ପୂର୍ବତନ ଛାତ୍ର । ପରିଚୟ ପ୍ରକାଶ ନକରିବାକୁ କଲେ ଅନୁରୋଧ”