କନକ ବ୍ୟୁରୋ : ସୋରରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିିଛି । ଏହାର ଉଗ୍ରରୂପ ଦେଖିବାକୁ ମିଳିଛି ସୋର ବ୍ଲକ ପରିସରରେ । ବିଜେଡିର ଜଣେ ଯୁବନେତା ମିହିର ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଛି । ବାପି ଭୂମିକ ନାମକ ଜଣେ ଯୁବକ ଓ ତାଙ୍କର ସହଯୋଗୀ, ମିହିରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବ୍ଲକ ପରିସରରେ ଆହତ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।Continue reading “ସୋରରେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର : ବିଜେଡି ଯୁବ ନେତା ମିହିର ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ”
Tag Archives: News
AIର ଅପବ୍ୟବହାର କଲେ ହୋଇପାରେ ଜେଲ୍, କ’ଣ କହୁଛି ଆଇନ୍?
କନକ ବ୍ୟୁରୋ: ଯଦି ଆପଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭୁଲ ବ୍ୟବହାର କରୁଛନ୍ତି ତେବେ ଦଣ୍ଡ ପାଇବାକୁ ବି ପ୍ରସ୍ତୁତ ରୁହନ୍ତୁ । କାରଣ ଏଆଇକୁ ନେଇ ଆପଣ କି ପ୍ରକାର ଅପରାଧ କରୁଛନ୍ତି ଦଣ୍ଡ ମଧ୍ୟ ତଦନୁଯାୟୀ ଧାର୍ଯ୍ୟ କରାଯିବ । ଏଆଇକୁ କାଳେ ଅପବ୍ୟବହାର କରାଯିବ ବୋଲି ଲୋକଙ୍କ ମନରେ ଯେଉଁ ଭୟ ଥିଲା ତାହା ଏବେ ସତ ହେବାର ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ଏକ ଜଘନ୍ୟ ଘଟଣା ଘଟିଛି । ମହାରାଷ୍ଟ୍ର ପାଲଘରରେContinue reading “AIର ଅପବ୍ୟବହାର କଲେ ହୋଇପାରେ ଜେଲ୍, କ’ଣ କହୁଛି ଆଇନ୍?”
ଏମିତି ଚାଲିଛି ପାଠପଢା… ସରିନି ସ୍କୁଲ ଘର କାମ : ଗଛମୂଳେ ପାଠ ପଢୁଛନ୍ତି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ
କନକ ବ୍ୟୁରୋ : ଗଛ ମୂଳରେ ପିଲାଙ୍କ ଭବିଷ୍ୟତ । ତାହା ପୁଣି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଚିତ୍ର ଆସିଛି ଡେଲାଙ୍ଗ ବେରବୋଇ ଉଚ୍ଚ ବିଦ୍ୟାଳୟରୁ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ବିଳମ୍ୱ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ନିର୍ମାଣ ଅବଧି ଶେଷ ହୋଇଥିଲେ ବି ପ୍ରକଳ୍ପ ଅଧାରେ ପହଞ୍ଚି ନାହିଁ । ଯେଉଁଥିପାଇଁ ଗାନ୍ଧୀପୀଠ ବେରବୋଇ ଉଚ୍ଚବିଦ୍ୟାଳୟରେContinue reading “ଏମିତି ଚାଲିଛି ପାଠପଢା… ସରିନି ସ୍କୁଲ ଘର କାମ : ଗଛମୂଳେ ପାଠ ପଢୁଛନ୍ତି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ”
ଗ୍ରୀସରେ ନରେନ୍ଦ୍ର ମୋଦୀ : ୪୦ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ୍ ଗସ୍ତ; ସ୍ୱାଗତ କଲେ ପ୍ରବାସୀ ଭାରତୀୟ
କନକ ବ୍ୟୁରୋ : ଗ୍ରୀସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀର୍ଘ ୪୦ ବର୍ଷ ପରେ ଗ୍ରୀସ ପହଞ୍ଚିଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ । ଶେଷଥର ପାଇଁ ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଗସ୍ତରେ ଯାଇଥିଲେ । ଗ୍ରୀସର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଦକ୍ଷିଣଆଫ୍ରିକା ଗସ୍ତ ସାରି ମୋଦୀ ଗ୍ରୀସରେ ପହଞ୍ଚିବେ । ଏହି ଅବସରରେ ଗ୍ରୀସ ପ୍ରଧାନମନ୍ତ୍ରୀ କିରିୟାକୋସ ମିତ୍ସୋଟାକିସକେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦୀ । ୨ ଦେଶ ମଧ୍ୟରେContinue reading “ଗ୍ରୀସରେ ନରେନ୍ଦ୍ର ମୋଦୀ : ୪୦ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ୍ ଗସ୍ତ; ସ୍ୱାଗତ କଲେ ପ୍ରବାସୀ ଭାରତୀୟ”
ରାୟଗଡା ଡିଏଫଓ ଗିରଫ : ଆଜି ହେବେ କୋର୍ଟଚାଲାଣ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ହୋଇଥିଲା ଚଢାଉ
କନକ ବ୍ୟୁରୋ : ରାୟଗଡା ଡିଏଫଓ ବିଜୟ କୁମାର ପରିଡା ଗିରଫ । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । କଟକସ୍ଥିତ ଭିଜିଲାନ୍ସ ମୁଖ୍ୟ ଅଫିସକୁ ବିଜୟ ପରିଡାଙ୍କୁ ଅଣାଯାଇିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଜୟଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଏହି ସମୟରେ ଅନେକ ସମ୍ପତି ଠାବ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟର ୪ ମହଲା ଅଟ୍ଟାଳିକାContinue reading “ରାୟଗଡା ଡିଏଫଓ ଗିରଫ : ଆଜି ହେବେ କୋର୍ଟଚାଲାଣ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ହୋଇଥିଲା ଚଢାଉ”
ରାଜ୍ୟରେ ଆସନ୍ତା ୨ ଦିନ ବର୍ଷା : ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିଛି । କିଛି ସ୍ଥାନରେ ବର୍ଷା ହେଉଛିି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦୁଇ ଦିନ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । କିଛି ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ମୌସୁମୀ ବିଶେଷ ଭାବେ ସକ୍ରିୟ ନଥିବାରୁContinue reading “ରାଜ୍ୟରେ ଆସନ୍ତା ୨ ଦିନ ବର୍ଷା : ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”
ଗିରଫ ପରେ ମୁକୁଳିଲେ ଡୋନାଲ୍ଡ ଟ୍ରମ୍ପ : ୨୦୨୦ ନିର୍ବାଚନରେ ଷଡଯନ୍ତ୍ର ଅଭିଯୋଗରେ ହୋଇଥିଲେ ଗିରଫ
କନକ ବ୍ୟୁରୋ : ନିର୍ବାଚନରେ ଷଡଯନ୍ତ୍ର ଅଭିଯୋଗରେ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଲାଗିଛି ୧୩ଟି ଦଫା ଲାଗିଛି । ତେବେ ଗିରଫ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ୨ ଲକ୍ଷ ଡଲାର ବେଲ ବଣ୍ଡରେ ତାଙ୍କୁ ଛଡାଯାଇଛି । ୨୦୨୦ ଆମେରିକା ନିର୍ବାଚନ ଫଳାଫଳରେ ଡୋନାଲ୍ଡContinue reading “ଗିରଫ ପରେ ମୁକୁଳିଲେ ଡୋନାଲ୍ଡ ଟ୍ରମ୍ପ : ୨୦୨୦ ନିର୍ବାଚନରେ ଷଡଯନ୍ତ୍ର ଅଭିଯୋଗରେ ହୋଇଥିଲେ ଗିରଫ”
ଇସ୍ରୋ ଜାରି କଲା ନୂଆ ଭିଡିଓ : ଚନ୍ଦ୍ରପୃଷ୍ଠରେ ଠିକ୍ ଭାବେ କାମ କରୁଛି ରୋଭର
କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣ ସଂସ୍ଥା-ଇସ୍ରୋକୁ ପ୍ରଶଂସାର ସୁଅ ଛୁଟୁଛି । ଇସ୍ରୋ ମଧ୍ୟ ଚନ୍ଦ୍ରଯାନ-୩ର ଟିକିନିକି ତଥ୍ୟ ପ୍ରଦାନ କରୁଛି । ଏହା ଭିତରେ ଏକ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଏହି ଭିଡିଓଟି ଅବତରଣର ଠିକ୍ ପୂର୍ବରୁ ଲ୍ୟାଣ୍ଡର କ୍ୟାମେରାରୁ ଉତ୍ତୋଳନ କରାଯାଇଥିବା ଭିଡିଓ । ଏହି ଭିଡିଓରେ ଚନ୍ଦ୍ରପୃଷ୍ଠ କିପରି ଦେଖିବାକୁ ତାହା ଜଣାପଡୁଛି । ଅତି ନିକଟରୁ ଏହିContinue reading “ଇସ୍ରୋ ଜାରି କଲା ନୂଆ ଭିଡିଓ : ଚନ୍ଦ୍ରପୃଷ୍ଠରେ ଠିକ୍ ଭାବେ କାମ କରୁଛି ରୋଭର”
ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ : ଇଣ୍ଡିଆ ଟୁଡେର ମୁଡ ଅଫ୍ ଦ ନେସନ ସର୍ଭେରେ ବହୁମତ
କନକ ବ୍ୟୁରୋ : ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ । ଇଣ୍ଡିଆ ଟୁଡେର ମୁଡ ଅଫ୍ ଦ ନେସନ ସର୍ଭେରେ ମୋଦୀଙ୍କୁ ଅଧିକ ସମର୍ଥନ ମିିଳିଛି । ଦେଶର ୫୨ ପ୍ରତିଶତ ଲୋକେ ଚାହୁଁଛନ୍ତି ମୋଦୀ ହୁଅନ୍ତୁ ପ୍ରଧାନମନ୍ତ୍ରୀ । ୬୩ ପ୍ରତିଶତ ଲୋକେ ମୋଦୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ୫୦ ପ୍ରତିଶତରୁ ଅଧିକ ଲୋକେ ଚାହୁଁଛନ୍ତି । ୧୩ ପ୍ରତିଶତ ଲୋକେContinue reading “ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ : ଇଣ୍ଡିଆ ଟୁଡେର ମୁଡ ଅଫ୍ ଦ ନେସନ ସର୍ଭେରେ ବହୁମତ”
ଡୋନାଲ୍ଡ ଟ୍ରମ୍ପ ଗିରଫ : ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ଅଭିଯୋଗ
କନକ ବ୍ୟୁରୋ : ନିର୍ବାଚନରେ ଷଡଯନ୍ତ୍ର ଅଭିଯୋଗରେ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଲାଗିଛି ୧୩ଟି ଦଫା ଲାଗିଥିବା ବେଳେ ତାଙ୍କୁ ଆଟାଲଂଟା ଫଲଟନ କଟ୍ରିଂ ଜେଲରେ ରଖାଯାଇଛି । The post ଡୋନାଲ୍ଡ ଟ୍ରମ୍ପ ଗିରଫ : ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇContinue reading “ଡୋନାଲ୍ଡ ଟ୍ରମ୍ପ ଗିରଫ : ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ଅଭିଯୋଗ”