ଭାରତ-ଚୀନ୍ ସୀମା ବିବାଦ : ସମାଧାନ ପାଇଁ ଖୋଲିଲା ବାଟ; ମୋଦୀ-ଜିନପିଙ୍ଗ ଆଲୋଚନାରେ ସ୍ଥାନ ପାଇଲା ସୀମା ବିବାଦ ପ୍ରସଙ୍ଗ

କନକ ବ୍ୟୁରୋ : ଭାରତ-ଚୀନ୍ ସୀମା ବିବାଦର ସମାନ ପାଇଁ ଖୋଲିଲା ବାଟ । ମୋଦି-ଜିନପିଙ୍ଗ ଆଲୋଚନାରେ ସ୍ଥାନ ପାଇଛି ସୀମା ବିବାଦ ପ୍ରସଙ୍ଗ । ଉତେଜନାର ସମାଧାନ ପାଇଁ ରାଜି ହେଲେ ଦୁଇ ରାଷ୍ଟ୍ରମୁଖ୍ୟ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ହାତ ମିଳାଇବା ସହିତ ଅଳ୍ପ ସମୟ ପାଇଁ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଉଭୟ ନେତା ବ୍ରିକ୍ସ ବିଜନେସ ଫୋରମ୍ ବୈଠକରେ ଏକାଠିContinue reading “ଭାରତ-ଚୀନ୍ ସୀମା ବିବାଦ : ସମାଧାନ ପାଇଁ ଖୋଲିଲା ବାଟ; ମୋଦୀ-ଜିନପିଙ୍ଗ ଆଲୋଚନାରେ ସ୍ଥାନ ପାଇଲା ସୀମା ବିବାଦ ପ୍ରସଙ୍ଗ”

ଆଜିଠୁ ଫାଇଭ୍ ଟି ସଚିବଙ୍କ ୩ଦିନିଆ ଗଞ୍ଜାମ ଗସ୍ତ : ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କରିବେ ସମୀକ୍ଷା; ଏପଟେ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ

କନକ ବ୍ୟୁରୋ : ଆଜିଠୁ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ । ସଚିବଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି କାର୍ଯ୍ୟକ୍ରମରେ ସାମିଲ ହେବେ ସଚିବ । ତିନି ଦିନିଆ ଗସ୍ତରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । କିନ୍ତୁ ସଚିବଙ୍କ ଏହି ଗସ୍ତକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଗୋପାଳପୁର ବିଧାୟକContinue reading “ଆଜିଠୁ ଫାଇଭ୍ ଟି ସଚିବଙ୍କ ୩ଦିନିଆ ଗଞ୍ଜାମ ଗସ୍ତ : ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କରିବେ ସମୀକ୍ଷା; ଏପଟେ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ”

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ରକେଟ୍ରି ଶ୍ରେଷ୍ଠ ଚଳଚ୍ଚିତ୍ର, ଆରଆରଆର ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର

କନକ ବ୍ୟୁରୋ : ଘୋଷାଣା ହେଲା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ରକେଟ୍ରି: ଦ ନାମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ ଓ ଆରଆରଆରକୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଗଙ୍ଗୁବାଇ କାଠିଆୱାଡ଼ି ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ପାଇଁ କୃତି ସାନୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ତଥା ପୁଷ୍ପା ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଜାତୀୟ ଏକତା ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ନର୍ଗିସ ଦତContinue reading “୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ରକେଟ୍ରି ଶ୍ରେଷ୍ଠ ଚଳଚ୍ଚିତ୍ର, ଆରଆରଆର ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର”

ଚେସ ବିଶ୍ୱକପ ଫାଇନାଲରେ ହାରିଲେ ହେଲେ ହୃଦୟ ଜିତିଲେ । ବିଶ୍ୱର ୧ ନମ୍ବର ଖେଳାଳି ମାଗନସ କାର୍ଲସନଙ୍କ ଠାରୁ ହାରିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ

କନକ ବ୍ୟୁରୋ : ଚେସ ବିଶ୍ୱକପ ଫାଇନାଲର ଶେଷ ପର୍ଯ୍ୟାୟରେ ପରାଜିତ ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନ ନନ୍ଦା । କିନ୍ତୁ ମନ ଜିତିଲେ ୧୮ ବର୍ଷୀୟ ଖେଳାଳୀ । ଭାରତର ଆଗାମୀ ବିଶ୍ୱନାଥନ ଆନନ୍ଦ କୁହାଯାଉଥିବା ପ୍ରଜ୍ଞାନନ୍ଦ ବାକୁରେ ଚାଲିଥିବା ବିଶ୍ୱ ଚେଷ ଟୁର୍ଣ୍ଣାମେଂଟ ଫାଇନାଲରେ ୨ୟ ସ୍ଥାନ ତଥା ରନର୍ସ ଅପ ହୋଇ ନିଜ ଯାତ୍ରା ଶେଷ କରିଛନ୍ତି । ବିଶ୍ୱର ନମ୍ବର ୧ ଚେଷ ଖେଳାଳୀ ତଥା ୫ ଥର ଟାଇଟଲ ହାତେଇଥିବାContinue reading “ଚେସ ବିଶ୍ୱକପ ଫାଇନାଲରେ ହାରିଲେ ହେଲେ ହୃଦୟ ଜିତିଲେ । ବିଶ୍ୱର ୧ ନମ୍ବର ଖେଳାଳି ମାଗନସ କାର୍ଲସନଙ୍କ ଠାରୁ ହାରିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ”

ବିଶ୍ୱମଂଚରେ ଭାରତୀୟ କୁସ୍ତି ସଂଘକୁ ବଡ ଝଟକା । ଠିକ୍ ସମୟରେ ନିର୍ବାଚନ ନହେବାରୁ ରଦ୍ଦ ହେଲା ସଦସ୍ୟତା

କନକ ବ୍ୟୁରୋ : ବିଶ୍ୱ ମଂଚରେ ଭାରତୀୟ କୁସ୍ତିସଂଘକୁ ଝଟକା । ରବ୍ଦ ହେଲା ସଦସ୍ୟତା । ମିଳିତ ବିଶ୍ୱ କୁସ୍ତିସଂଘ ତରଫରୁ ଏହି ବଡ ନିଷ୍ପତି ନିଆଯାଇଛି । ଅନିଶ୍ଚିତ କାଳ ପାଇଁ ଏହି ନିଷ୍ପତି ନେଇଛି ଡବଲୁଏଫଆଇ । ଉଚିତ ସମୟରେ କୁସ୍ତିମହାସଂଘର ନିର୍ବାଚନ ନକରିବାରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । ଏମିତିକି ପୂର୍ବରୁ ମଧ୍ୟ ଏନେଇ ଚତେଇସାରିଥିଲା ବିଶ୍ୱ କୁସ୍ତି ସଂଘ । ସବୁଠାରୁ ବଡ କଥାହେଲା ଆଗାମୀ ଦିନରେContinue reading “ବିଶ୍ୱମଂଚରେ ଭାରତୀୟ କୁସ୍ତି ସଂଘକୁ ବଡ ଝଟକା । ଠିକ୍ ସମୟରେ ନିର୍ବାଚନ ନହେବାରୁ ରଦ୍ଦ ହେଲା ସଦସ୍ୟତା”

ମଝି ଆକାଶରେ ରୁଷ ରାଷ୍ଟ୍ରପତିଙ୍କ ଶତ୍ରୁ ପ୍ରିଗୋଜିନଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ଜାରି ରହିଛି ସସପେନ୍ସ

କନକ ବ୍ୟୁରୋ : ଦୁଇ ମାସ ତଳେ ରୁଷ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ କରି ପୁଟିନଙ୍କୁ ନାକେଦମ କରିଥିଲେ ୱାଗନର ସେନା ମୁଖ୍ୟ ପ୍ରିଗୋଜିନ । ଏବେ ତାଙ୍କର ମଝି ଆକାଶରେ ମୃତ୍ୟୁ ଘଟିଛି । ମସ୍କୋରୁ ସେଂଟ ପିଟର୍ସବର୍ଗ ଯାଉଥିବା ବିମାନ ଭିତରେ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ୱାଗ୍ନର ସେନା ମୁଖ୍ୟ ଏବଂ ଅନ୍ୟ ୧୦ ଜଣ ଥିଲେ । ହେଲେ ମସ୍କୋର ଉତରାଂଚଳ ଦେଇ ଯାଉଥିବା ବେଳେ ହଠାତ ୱାଗନର ସେନାContinue reading “ମଝି ଆକାଶରେ ରୁଷ ରାଷ୍ଟ୍ରପତିଙ୍କ ଶତ୍ରୁ ପ୍ରିଗୋଜିନଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ଜାରି ରହିଛି ସସପେନ୍ସ”

ହିମାଚଳ କୁଲୁରେ ଭୟଙ୍କର ଭୂସ୍କଖଳନ । କେଇ ସେକେଣ୍ଡରେ ମାଟିରେ ମିଶିଗଲା ଅନେକ କୋଠା

କନକ ବ୍ୟୁରୋ : ସବୁକିଛି ସ୍ୱାଭାବିକ ଲାଗୁି କିନ୍ତୁ କିଛି ସମୟ ପରେ ହଠାତ୍ କିଛି ଅଟ୍ଟାଳିକ ତାସ୍ ର ପତା ପରି ଖସିପଡଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ କୁଲୁର । ଯେଉଁ ରାଜ୍ୟ କିଛି ମାସ ହେବ ଭୁସ୍ଖଳନର ବିପର୍ଯ୍ୟୟର ସାମ୍ନା କରୁଛି । ମାତ୍ର ୨୬ ସେକେଣ୍ଡ ଭିତରେ ଭୁଶୁଡ଼ିପଡ଼ିଛି ଅନେକ ଅଟ୍ଟାଳିକା । ଲଗାଣ ବର୍ଷା ଯୋଗୁଁ କୋଠାଟି ଦୁର୍ବଳ ହୋଇପଡ଼ିଥିଲା । ବିପଦ ସଙ୍କେତ ଅବସ୍ଥାରେContinue reading “ହିମାଚଳ କୁଲୁରେ ଭୟଙ୍କର ଭୂସ୍କଖଳନ । କେଇ ସେକେଣ୍ଡରେ ମାଟିରେ ମିଶିଗଲା ଅନେକ କୋଠା”

ଦକ୍ଷିଣ ଆଫ୍ରିକାରେ ମୋଦୀ-ଜିନ ପିଙ୍ଗ ଭେଟ । ଏଲଏସିକୁ ନେଇ ବିବାଦ ଭିତରେ ବ୍ରିକ୍ସ ମଂଚରେ ହାତ ମିଳାଇ ପରସ୍ପରକୁ ଜଣାଇଲେ ଅଭିବାଦନ

କନକ ବ୍ୟୁରୋ : ଭାରତ ଓ ଚୀନର ଦୁଇ ଶୀର୍ଷ ନେତା ପରସ୍ପରକୁ ଭେଟିଛନ୍ତି । ବ୍ରିକ୍ସ ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ହାତ ମିଳାଇବା ସହିତ ଅଳ୍ପ ସମୟ ପାଇଁ କଥାବାର୍ତା ହେଉଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଉଭୟ ନେତା ବ୍ରିକ୍ସ ବିଜନେସ ଫୋରମ୍ ବୈଠକରେ ଏକାଠି ହେବେ ବୋଲି ଆଶା କରାଯାଉଥିଲା । ତେବେ ସି ଜିନପିଙ୍ଗ ଏହି ବୈଠକରେ ଯୋଗ ଦେଇନଥିଲେContinue reading “ଦକ୍ଷିଣ ଆଫ୍ରିକାରେ ମୋଦୀ-ଜିନ ପିଙ୍ଗ ଭେଟ । ଏଲଏସିକୁ ନେଇ ବିବାଦ ଭିତରେ ବ୍ରିକ୍ସ ମଂଚରେ ହାତ ମିଳାଇ ପରସ୍ପରକୁ ଜଣାଇଲେ ଅଭିବାଦନ”

ଚନ୍ଦ୍ରପୃଷ୍ଠରେ ଭାରତର ‘ମୁନ୍ ୱାକ’ । ଖଣିଜ ପଦାର୍ଥ ଓ ପାଣି ଉପରେ ତଥ୍ୟ ଗୋଟାଉଛନ୍ତି ପ୍ରଜ୍ଞାନ ଏବଂ ବିକ୍ରମ

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ କରିସାରିଛି ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ ଏବେ ବେଶ ଭାଇରାଲ ହେଉଛି । ଯେଉଁଥିରେ ଅତି ନିକଟରୁ ଚନ୍ଦ୍ର ପୃଷ୍ଠ ଦେଖାଯାଉଥିବା ବେଳେ ଲ୍ୟାଣ୍ଡରର ଗୋଟିଏ ଗୋଡର ଛାଇ ମଧ୍ୟ ଦୃଶ୍ୟମାନ ହେଉଛି । ରୋଭର ଅବତରଣ କରିବା ବେଳେ ଚନ୍ଦ୍ରପୃଷ୍ଠରେ ଉଡିଥିବା ଧୂଳି କଣାକୁ ପୁଣିଥରେ ପୂର୍ବାବସ୍ଥାକୁ ଫେରିବାକୁ ଅପେକ୍ଷା କରାଯାଇଥିଲା । ଏବଂ ଏହିContinue reading “ଚନ୍ଦ୍ରପୃଷ୍ଠରେ ଭାରତର ‘ମୁନ୍ ୱାକ’ । ଖଣିଜ ପଦାର୍ଥ ଓ ପାଣି ଉପରେ ତଥ୍ୟ ଗୋଟାଉଛନ୍ତି ପ୍ରଜ୍ଞାନ ଏବଂ ବିକ୍ରମ”

ଐତିହାସିକ ମୁହୂର୍ତ୍ତରେ ଜନ୍ମ ନେଲେ କୁନି ପୁଅ । ଚନ୍ଦ୍ରଯାନ ନାଁରେ ପୁଅର ନାଁ ହେଲା ଚନ୍ଦ୍ରାୟନ

କନକ ବ୍ୟୁରୋ : ୨୩ ଅଗଷ୍ଟ ୨୦୨୩ । ସମୟ ଥିଲା ଠିକ୍ ସଂନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଯେତେବେଳେ ଚନ୍ଦ୍ରଯାନ ଅବତରଣ କରିଥିଲା, ଠିକ୍ ସେତେବେଳେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଜଣେ ପ୍ରସୂତୀ ମହିଳା ଶିଶୁ ପୁତ୍ରଟିଏ ଜନ୍ମ ଦେଇଥିଲେ । ଚନ୍ଦ୍ରଯାନ ଉପରେ ସାରା ବିଶ୍ୱର ନଜର ଥିଲା । ପ୍ରସୂତୀ ମହିଳାଙ୍କ ଉପରେ ପରିବାର ନଜର ଅଟକି ରହିଥିଲା । ସେପଟେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିଥିଲା, ଆଉContinue reading “ଐତିହାସିକ ମୁହୂର୍ତ୍ତରେ ଜନ୍ମ ନେଲେ କୁନି ପୁଅ । ଚନ୍ଦ୍ରଯାନ ନାଁରେ ପୁଅର ନାଁ ହେଲା ଚନ୍ଦ୍ରାୟନ”

Design a site like this with WordPress.com
Get started