କାହ୍ନୁର କାରନାମା ଖୋଲିଲା ଏସଟିଏଫ । ଚାକିରି ଦେବା ବାହାନାରେ କରୁଥିଲା ଠକେଇ, ବଦଳାଉ ଥିଲା ପରିଚୟ

କନକ ବ୍ୟୁରୋ : କାହ୍ନୁ ଚରଣ ପ୍ରଧାନ । ଦେଖିବାକୁ ଯେତିକି ଭୋଲାଭାଲା ଲାଗୁଛନ୍ତି, ତାଙ୍କ କାରନାମା ଠିକ୍ ତା’ର ବିପରୀତ । ବହୁରୂପୀ ଏଣ୍ଡୁଅ ଠାରୁ ବି ଅଧିକ ବେଗରେ ନିଜର ରୂପ ବଦଳାଇ ଦେଇପାରେ ଏହି ୪୨୦ ଠକ । ଦଲାଲର ସବୁ ସୀମା ଟପିଯାଇଥିବା ଏହି କାହ୍ନୁ କେବଳ ଠକେଇ ନୁହେଁ, ହତ୍ୟା, ଅପହରଣ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଭଳି ବଡ଼ ବଡ଼ ଅପରାଧରେ ରହିଛି ସଂପୃକ୍ତି ଅଭିଯୋଗ । ଚାନ୍ଦପୁର ଥାନାରେContinue reading “କାହ୍ନୁର କାରନାମା ଖୋଲିଲା ଏସଟିଏଫ । ଚାକିରି ଦେବା ବାହାନାରେ କରୁଥିଲା ଠକେଇ, ବଦଳାଉ ଥିଲା ପରିଚୟ”

ଦଶମ ଓ ଦ୍ୱାଦଶ ପାଇଁ ହେବ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା । ଜାତୀୟ ଶିକ୍ଷାନୀତି ଅନୁସାରେ ଘୋଷଣା କଲା ଶିକ୍ଷା ମନ୍ତ୍ରାଳୟ

କନକ ବ୍ୟୁରୋ : ଦଶମ ଏବଂ ଦ୍ୱାଦଶରେ ହେବ ଦୁଇଟି ବୋର୍ଡ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖର ଉନ୍ମୋଚନ ଅବସରରେ ଏହି ଗୁରୁତ୍ୱପପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆ ଶିକ୍ଷା ନୀତି ଅନୁସାରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଏଭଳି ବିଜ୍ଞପ୍ତି ଜାରି କରାଯାଇଛି । – ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷା ଚାପ କମିବ – ଶ୍ରେଣୀଗୃହରେ ଟେକ୍ସଟ୍ ବୁକ୍ ଶେଷContinue reading “ଦଶମ ଓ ଦ୍ୱାଦଶ ପାଇଁ ହେବ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା । ଜାତୀୟ ଶିକ୍ଷାନୀତି ଅନୁସାରେ ଘୋଷଣା କଲା ଶିକ୍ଷା ମନ୍ତ୍ରାଳୟ”

ତେଜିଲା ଗଞ୍ଜାମ ପଲିଟିକ୍ସ । ଗସ୍ତରେ ଯିବେ ଫାଇଭ-ଟି ସଚିବ, ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ

କନକ ବ୍ୟୁରୋ : ପାଇଭ-ଟି ସଚିବ ଭି.;କ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଳା ରାଜନୀତି ଚଳଚଂଚଳ କରି ହୋଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଚିବଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପ୍ରେସମିଟ୍ କରି ବର୍ଷିଛନ୍ତି । ଚ୍ୟାଲେଞ୍ଜ ଦେଇ କହିଛନ୍ତି, ସେ ସଚିବଙ୍କ ସଭାସ୍ଥଳକୁ ଯିବେ । ତାଙ୍କ ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ । କେବଳ ପ୍ରଦୀପ ପାଣିଗ୍ରାହୀ ନୁହଁନ୍ତିContinue reading “ତେଜିଲା ଗଞ୍ଜାମ ପଲିଟିକ୍ସ । ଗସ୍ତରେ ଯିବେ ଫାଇଭ-ଟି ସଚିବ, ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ”

ଚନ୍ଦ୍ରଯାନ ପରେ ଇସ୍ରୋର ସୂର୍ଯ୍ୟ ଅଭିଯାନ । ସୂର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିବ ମହାକାଶ ଯାନ – ଆଦିତ୍ୟ ଏଲ୍-ୱାନ

କନକ ବ୍ୟୁରୋ : ଚନ୍ଦ୍ରଯାନରେ ସଫଳତା ପରେ ସୂର୍ଯ୍ୟ ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ଖୁବଶୀଘ୍ର ମହାକାଶକୁ ମହାକାଶଯାନ ପଠାଇବ ଇସ୍ରୋ । ଏହି ମହାକାଶ ଯାନର ନାଁ ରହିଛି ଆଦିତ୍ୟ ଏଲ-୧ । ଏହି ମହାକାଶ ଯାନର ନିର୍ମାଣ ଶେଷ ହୋଇଛି । ଶ୍ରୀହରିକୋଟାରେ ଏହାର ପରୀକ୍ଷା ନିରୀକ୍ଷା ଚାଲିଛି । ଇସ୍ରୋ ମୁଖ୍ୟଙ୍କ ସୂଚନା ଅନୁସାରେ, ଆଦିତ୍ୟ-ଏଲ-ୱାନକୁ ମହାକାଶକୁ ପଠାଇବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହି ମହାକାଶ ଯାନ ପୃଥିବୀ ଠାରୁContinue reading “ଚନ୍ଦ୍ରଯାନ ପରେ ଇସ୍ରୋର ସୂର୍ଯ୍ୟ ଅଭିଯାନ । ସୂର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିବ ମହାକାଶ ଯାନ – ଆଦିତ୍ୟ ଏଲ୍-ୱାନ”

ଚନ୍ଦ୍ରଯାନ -୩ ସଫଳତା ପଛରେ ରହିଛି ୪ ଜଣ ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନ । କେନ୍ଦ୍ରାପଡ଼ାର ସୁଶୀଲ କୁମାର ନାୟକଙ୍କ ଉପରେ ଥିଲା ବଡ଼ ଦାୟିତ୍ୱ

କନକ ବ୍ୟୁରୋ : ବ୍ରହ୍ମପୁର ଖାସ୍ପାସାହିର କେ.ନାଗରାଜୁ ପାଠପଢା ବ୍ରହ୍ମପୁର ଡିଏଭି ସ୍କୁଲର ଛାତ୍ର ଥିଲେ । ତାଙ୍କ ବାପା ବ୍ୟାଙ୍କ କର୍ମଚାରୀ ଥିଲେ । ମିଶନ ସଫଳ ହେବା ପରେ ପରିବାର ନାଗରାଜୁଙ୍କ ଭେଟିବାକୁ ବେଙ୍ଗାଲୁରୁ ଯାଇଛନ୍ତି । ସେହିଭଳି ଆଉ ଜଣେ ବୈଜ୍ଞାନିକ ହେଉଛନ୍ତି ଗୋଦାବରୀଶ ନଗରର ଡାକ୍ତର ଲଳିତ ମହାପାତ୍ରଙ୍କ ପୁଅ ଦେବାଶିଷ ମହାପାତ୍ର । ୨୦୦୬ ମସିହାରୁ ସେ ଇସ୍ରୋର ବୈଜ୍ଞାନିକ ଭାବେ କାମ କରିଆସୁଛନ୍ତି । ୨୦୦୮ରେ ଶ୍ରେଷ୍ଠ ବୈଜ୍ଞାନିକContinue reading “ଚନ୍ଦ୍ରଯାନ -୩ ସଫଳତା ପଛରେ ରହିଛି ୪ ଜଣ ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନ । କେନ୍ଦ୍ରାପଡ଼ାର ସୁଶୀଲ କୁମାର ନାୟକଙ୍କ ଉପରେ ଥିଲା ବଡ଼ ଦାୟିତ୍ୱ”

ରାତି ହେବା ପର୍ଯ୍ୟନ୍ତ ସୌରଶକ୍ତିରେ କାର୍ଯ୍ୟ କରିବ ରୋଭର । ରାତି ହେଲେ ମିଳିବନି ସୌରଶକ୍ତି, ପ୍ରତିକୂଳ ହେବ ତାପମାତ୍ରା

କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ନୂଆ ଇତିହାସ ରଚିଛି ଭାରତ । କେବଳ ଭାରତ ନୁହେଁ ସାରା ବିଶ୍ୱକୁ ନୂଆ ଉପଲବ୍ଧି ଆଣି ଦେଇଛି ଏହି ବିରଳ ସଫଳତା । ଏହା ସହ କିପରି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର କାର୍ଯ୍ୟ କରିବ, ଏ ନେଇ ସମସ୍ତଙ୍କ ଉକ୍ରଣ୍ଠା ଲାଗି ରହିଛି । ଏପଟେ ଲ୍ୟାଣ୍ଡରରୁ ପୃଥକ ହୋଇ ଚନ୍ଦ୍ରପୃଷ୍ଠରେ ପାଦ ଦେଇଛି ରୋଭର । ଟ୍ୱିଟ୍ କରିContinue reading “ରାତି ହେବା ପର୍ଯ୍ୟନ୍ତ ସୌରଶକ୍ତିରେ କାର୍ଯ୍ୟ କରିବ ରୋଭର । ରାତି ହେଲେ ମିଳିବନି ସୌରଶକ୍ତି, ପ୍ରତିକୂଳ ହେବ ତାପମାତ୍ରା”

ଜାତୀୟ ପୁରସ୍କାର ଜିତିଲା ‘ପ୍ରତୀକ୍ଷା’। ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ପ୍ରତିକ୍ରିୟା, ଇତିହାସର ହେଲା ପୁନରାବୃତ୍ତି 

କନକ ବ୍ୟୁରୋ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି ।  ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଛି । ତାଙ୍କର ଏହା ପ୍ରଥମ ଫିଲ୍ମ । ପୁରସ୍କାର ଘୋଷଣା ହେବା ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ଅନୁପମ ପଟ୍ଟନାୟକ । ସେ କହିଛନ୍ତି, ଇତିହାସର ପୁନରାବୃତ୍ତି ହୋଇଛି । ବାପାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲାContinue reading “ଜାତୀୟ ପୁରସ୍କାର ଜିତିଲା ‘ପ୍ରତୀକ୍ଷା’। ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ପ୍ରତିକ୍ରିୟା, ଇତିହାସର ହେଲା ପୁନରାବୃତ୍ତି “

ଶ୍ରୀଜିଉଙ୍କ ପାଇଁ ସାତିକ ପାଟ: ଏରୀ ବା ଅହିଂସା ସୂତାରେ ତିଆରି ଗୀତଗୋବିନ୍ଦ ଖଣ୍ଡୁଆ ପାଟ

କନକ ବ୍ୟୁରୋ: ଆଉ ଟସର ସୁତା ନୁହେଁ ଏରୀ ବା ଅହିଂସା ସୁତାରେ ତିଆରି ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପନ୍ଧିବେ ମହାପ୍ରଭୁ । ରାଜ୍ୟ ସରକାରଙ୍କ ଘୋଷଣା ପରେ ଏବେ ପ୍ରଥମ କରି କଟକ ନୂଆପାଟଣା ଗାଁରେ ବୁଣା ଚାଲିଛି ଏରୀ ସୁତାର ଖଣ୍ଡୁଆ ପାଟ । ଆଗରୁ ଟସର ପୋକକୂ ମରାଯାଇ ସେଥିରୁ ସୁତା ପ୍ରସ୍ତୁତି କରାଯାଉଥିଲା । ଜାହାକୁ ସରକାର ବନ୍ଦ କରିବା ସହ ନୂଆ ପ୍ରଣାଳିରେ ପୋକ ନମାରୀଯାଇ ଏରୀ ସୁତାକୁ ପ୍ରସ୍ତୁତିContinue reading “ଶ୍ରୀଜିଉଙ୍କ ପାଇଁ ସାତିକ ପାଟ: ଏରୀ ବା ଅହିଂସା ସୂତାରେ ତିଆରି ଗୀତଗୋବିନ୍ଦ ଖଣ୍ଡୁଆ ପାଟ”

୨୦୨୩ ଜାତୀୟ ସିନେମା ପୁରସ୍କାର : ଆଲ୍ଲିଆ ଭଟ୍ଟ ଓ କ୍ରିତୀ ସେନନ ଶ୍ରେଷ୍ଠ କଳାକାର

କନକ ବ୍ୟୁରୋ : ୨୦୨୩ ଜାତୀୟ ସିନମା ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଶ୍ରେଷ୍ଠ କଳାକାର ଭାବେ ଅଭିନେତ୍ରୀ ଆଲ୍ଲିଆ ଭଟ୍ଟଙ୍କୁ ଗଙ୍ଗୁବାଇ କାଠିଆୱାଡୀ ଓ କ୍ରିତୀ ସେନନଙ୍କୁ ‘ମିମି’ ପାଇଁ ପୁରସ୍କୃତ କରାଯାଇଛି । ସେହିଭଳି ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା’ ସିନେମା ପାଇଁ ଶ୍ରେଷ୍ଠ କଳାକାର ଭାବେ ଚୟନ କରାଯାଇଛି । ଏହାସହ ଭିନ୍ନ ଭିନ୍ନ କାଟାଗୋରୀ ପାଇଁ ମଧ୍ୟ ନାମ ଘୋଷଣା କରାଯାଇଛି । ଏହାସହ ଆରଆରଆରକୁ ଶ୍ରେଷ୍ଠ ଚଳଚିତ୍ର । ରକେଟ୍ରିContinue reading “୨୦୨୩ ଜାତୀୟ ସିନେମା ପୁରସ୍କାର : ଆଲ୍ଲିଆ ଭଟ୍ଟ ଓ କ୍ରିତୀ ସେନନ ଶ୍ରେଷ୍ଠ କଳାକାର”

ଛେଳି ଚୋରି ଅଭିଯୋଗରେ ଦୁଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ: ଗାଁରେ କଙ୍ଗାରୁ କୋର୍ଟ ବସାଇ ଠେଙ୍ଗାରେ ନିର୍ଘାତ ମାଡ

କନକ ବ୍ୟୁରୋ: ଛେଳି ଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ବାଇକ୍ରେ ଯାଉଥିବା ଯୁବକଙ୍କୁ ମାଡ ମାରିଛନ୍ତି ଗ୍ରାମବାସୀ । ଦୁଇ ଜଣ ଯୁବକ ବାଇକ୍ରେ ଆସି ଗାଁରୁ ଗୋଟିଏ ଛେଳି ଚୋରି କରି ନେଇ ଯାଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଯୁବକଙ୍କୁ ଅଟକ ରଖିବା ପରେ ଗାଁରେ କଙ୍ଗାରୁ କୋର୍ଟ ବସିଲା । ଏହାପରେ ଗାଁର କିଛି ଯୁବକ ଠେଙ୍ଗା ଧରି ନିସ୍ତୁକ ମାଡ ମାରିଛନ୍ତି । ଏଭଳି ଘଟଣାContinue reading “ଛେଳି ଚୋରି ଅଭିଯୋଗରେ ଦୁଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ: ଗାଁରେ କଙ୍ଗାରୁ କୋର୍ଟ ବସାଇ ଠେଙ୍ଗାରେ ନିର୍ଘାତ ମାଡ”

Design a site like this with WordPress.com
Get started