୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

କନକ ବ୍ୟୁରୋ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ସର୍ଦ୍ଦାର ଉଦ୍ଦମ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଘୋଷଣା କରାଯାଇଥିବା ବେଳେ ଅଲ୍ଲୁ ଅର୍ଜୁନ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି । ଆଲିଆ ଭଟ୍ଟ, କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଗଙ୍ଗୁବାଇ ପାଇଁ ଆଲିଆ, ମିମି ପାଇଁ କ୍ରିତିଙ୍କୁ ପୁରସ୍କାର ପାଇବେ । ରକେଟ୍ରୀକୁ  ମିଳିଲା ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ।Continue reading “୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା”

ଘର ନାହିଁ ମଶାଣିରେ ବଂଚୁଛି ମଣିଷ: କିଟ୍ କିଟ୍ ଅନ୍ଧାର ରାତିରେ ତେନ୍ତୁଳିଖୁଂଟାର ଭଗବାନ ଗୌଡଙ୍କୁ ଭଗବାନ ଭରସା

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ଆବାସ ଯୋଜନାର ବିଫଳତାର ବାସ୍ତବ ଚିତ୍ର । ଯୋଜନା ଠାରୁ ଯୋଜନ ଦୂରରେ ଥିବା ବେସହାରା ଭଗବାନଙ୍କ ବାସ ଠିକଣା ପାଲଟିଛି ଶ୍ମଶାନ ଘର । ସରକାରଙ୍କ ପକ୍ଷରୁ ଗରିବଙ୍କ ମୁଣ୍ଡ ଉପରେ ଛାତ ଓ ପେଟକୁ ଦାନା ଯୋଗାଇବା ନାରା ଦେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ବାସ୍ତବ ସ୍ଥିତି ଓଲଟା । ପ୍ରକୃତ ହିତାଧିକାରୀ କିନ୍ତୁ ଯୋଜନା ରେ ହୋଇପାରୁନାହାନ୍ତି ସାମିଲ । ଯାହାର ଏକ ଜ୍ୱଳନ୍ତ ଉଦାହରଣContinue reading “ଘର ନାହିଁ ମଶାଣିରେ ବଂଚୁଛି ମଣିଷ: କିଟ୍ କିଟ୍ ଅନ୍ଧାର ରାତିରେ ତେନ୍ତୁଳିଖୁଂଟାର ଭଗବାନ ଗୌଡଙ୍କୁ ଭଗବାନ ଭରସା”

କେବେ ଖୋଲିବ ବ୍ରହ୍ମପୁରର ରକ୍ ଗାର୍ଡେନ? ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନର ୫ ମାସ ପରେ ବି ପଡିଛି ତାଲା

କନକ ବ୍ୟୁରୋ: କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା । ନିର୍ଧାରିତ ସମୟ ଠାରୁ ବହୁ ବିଳମ୍ବରେ ହେଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାର ପାଂଚ ମାସ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି । ଏବେ ବି ବ୍ରହ୍ମପୁର ସହରର ରକ୍ ଗାର୍ଡେନରେ ଝୁଲୁଛି ତାଲା । ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ପରିଚାଳନା ଗତ ତ୍ରୁଟି ଯୋଗୁଁ ଅନେକ ପ୍ରକଳ୍ପ ଲୋକଙ୍କ କାମରେContinue reading “କେବେ ଖୋଲିବ ବ୍ରହ୍ମପୁରର ରକ୍ ଗାର୍ଡେନ? ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନର ୫ ମାସ ପରେ ବି ପଡିଛି ତାଲା”

ବିଚିତ୍ର ଫାଇଭ-ଟି ବିଦ୍ୟାଳୟ: ଦେବଗଡ ରିଆମାଳରେ ରୂପାନ୍ତରିକରଣ ସ୍ମାର୍ଟ ସ୍କୁଲରେ ଶିକ୍ଷକ ନାହାନ୍ତି କି ନାହାନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଫାଇଭ-ଟି ସ୍କୁଲ କୋଟିଏରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହେଲା ପରେ ମଧ୍ୟ ସ୍କୁଲରେ ଗେଟରେ ପଡିଛି ତାଲା । ତାଲାରେ କଳଙ୍କି ଲାଗିଥିବା ବେଳେ । ନା ତ ଶିକ୍ଷକ ଅଛନ୍ତି ନା ତ ଛାତ୍ର ଛାତ୍ରୀ ନା କି ପାଠପଢା ଶ୍ୂନ୍ୟ ଉପସ୍ଥାନ ଏଭଳି ସ୍ଥିତି ଦେଖିବାକୁ ମିଳିଛି ରିଆମାଳ ବ୍ଲକ ନୂଆଁଡିହି ପଂଚାୟତ ଅନ୍ତର୍ଗତ ରେଙ୍ଗତା ଗ୍ରାମରେ । ୨୦୧୬ରେ ନିର୍ମିତ ଅଚଳ ବିଦ୍ୟାଳୟକୁ ୨୦୨୧ରେ ଫାଇଭ-ଟି ସ୍ମାର୍ଟ ସ୍କୁଲରେ ଅର୍ନ୍ତଭୁକ୍ତContinue reading “ବିଚିତ୍ର ଫାଇଭ-ଟି ବିଦ୍ୟାଳୟ: ଦେବଗଡ ରିଆମାଳରେ ରୂପାନ୍ତରିକରଣ ସ୍ମାର୍ଟ ସ୍କୁଲରେ ଶିକ୍ଷକ ନାହାନ୍ତି କି ନାହାନ୍ତି ଛାତ୍ରଛାତ୍ରୀ”

ଇତିହାସ ରଚି ପାରିଲେ ନାହିଁ ଭାରତୀୟ ଚେସ୍ ଖେଳାଳୀ ପ୍ରଜ୍ଞାନନ୍ଦ, ଫାଇନାଲରେ ମେଗ୍ନସ କାର୍ଲସନଙ୍କ ଠାରୁ ପରାଜିତ

କନକ ବ୍ୟୁରୋ : ଭାରତୀୟ ଶତରଞ୍ଜର ଗ୍ରାଣ୍ଡାମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦ ଫିଡେ ବିଶ୍ୱକପ ଶତରଞ୍ଜର ଚୁଡାନ୍ତ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ବି ପରାଜିତ ହୋଇଛନ୍ତି । ତାଙ୍କୁ ବିଶ୍ୱର ନମ୍ବର ୱାନ ଖେଳାଳୀ ମେଗ୍ନସ୍ କାର୍ଲସନ ପରାଜିତ କରିଛନ୍ତି । ଫାଇନାଲ କ୍ରମରେ ଦୁଇଦିନରେ ଦୁଇଟି ବାଜି ଖେଳାଯାଇଥିଲା । ଏହି ଦୁଇଟି ଯାକ ବାଜି ଡ୍ର ରହିଥିଲା । ଏହାପରେ ଟ୍ରାଇବ୍ରେକର ଆଧାରରେ ନିଷ୍ପତ୍ତି ନିଆଯାଇଥିଲା । କହିରଖୁ କି ୩ଦିନ ଧରି ଫାଇନାଲContinue reading “ଇତିହାସ ରଚି ପାରିଲେ ନାହିଁ ଭାରତୀୟ ଚେସ୍ ଖେଳାଳୀ ପ୍ରଜ୍ଞାନନ୍ଦ, ଫାଇନାଲରେ ମେଗ୍ନସ କାର୍ଲସନଙ୍କ ଠାରୁ ପରାଜିତ”

କାହ୍ନୁର କାରନାମା ଖୋଲିଲା ଏସଟିଏଫ। ପରିଚୟ ବଦଳାଇ କରୁଥିଲା ଠକେଇ

କନକ ବ୍ୟୁରୋ: କାହ୍ନୁର କାରନାମା ଖୋଲିଲା ଏସଟିଏଫ । କାହ୍ନୁ ଚରଣ ପ୍ରଧାନ ପରିଚୟ ବଦଳାଇ ଠକେଇ କରୁଥିବା ଅଭିଯୋଗ ହୋଇଛି । କେତେବେଳେ ଏନଏଚଏଆଇର ସିଜେଡିଏମ ତ ଆଉ କେତେବେଳେ ସିସିଏମ କହି ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନୁ । ସେହିପରି ଭୁନେଶ୍ୱର ମୁନସିପାଲଟି କର୍ପୋରେସନର ସିସିଏମ, ରାଜ୍ୟ ସରକାରଙ୍କ ଆସିଷ୍ଟାଂଟ ଡାଇରେକ୍ଟର, ଗୃହ ବିଭାଗର ଏସ, ଏସଟି ୱେଲଫେୟାର ଚେୟାରମ୍ୟାନ ହୋଇ ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନ । କାହ୍ନୁ ଠାରୁContinue reading “କାହ୍ନୁର କାରନାମା ଖୋଲିଲା ଏସଟିଏଫ। ପରିଚୟ ବଦଳାଇ କରୁଥିଲା ଠକେଇ”

ଗୁରୁବାର ଦିନ ଘୋଷଣା ହେବ ଜାତୀୟ ସିନେ ପୁରସ୍କାର । ଜାଣନ୍ତୁ ବିଜେତାଙ୍କୁ କଣ କଣ ମିଳିଥାଏ ?

କନକ ବ୍ୟୁରୋ : ବଲିଉଡ କଳାକାରଙ୍କ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ । ଆଜି ଅର୍ଥାତ ୨୦୨୩ ଅଗଷ୍ଟ ୨୪ ତାରିଖରେ ୬୯ ତମ ଜାତୀୟ ସିନେ ପୁରସ୍କାର ଘୋଷଣା କରାଯିବ । ଏହି କ୍ରମରେ ସମସ୍ତ ଚଳଚିତ୍ର ପ୍ରେମୀ ଉତ୍ସୁକତାର ସହ ଜାଣିବା ପାଇଁ ଅପେକ୍ଷା କରିଛନ୍ତି କି ବଲିଉଡର କେଉଁ କେଉଁ କଳାକାରଙ୍କ ନାମ ଏଥିରେ ସ୍ଥାନ ପାଇଛି । ଏହାସହ ଲୋକମାନେ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି କି ଏହି ପୁରସ୍କାରContinue reading “ଗୁରୁବାର ଦିନ ଘୋଷଣା ହେବ ଜାତୀୟ ସିନେ ପୁରସ୍କାର । ଜାଣନ୍ତୁ ବିଜେତାଙ୍କୁ କଣ କଣ ମିଳିଥାଏ ?”

୪ଟି ରଙ୍ଗ, ଇଟାଲିକ୍ ଫଣ୍ଟ ଷ୍ଟାଇଲ!ଆସିପାରେ ବିରୋଧୀ ମେଣ୍ଟ ଇଣ୍ଡିଆର ଲୋଗୋ, ମୁମ୍ବାଇ ବୈଠକରେ ହୋଇପାରେ ଅନାବରଣ ।

କନକ ବ୍ୟୁରୋ : ବିରୋଧୀ ଗଠବନ୍ଧନ ଇଣ୍ଡିଆର ଆଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି । ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ବିରୋଧୀ ମେଣ୍ଟର ନୂଆ ଲୋଗୋ ରିଲିଜ କରାଯାଇପାରେ । ନୂଆ ଲୋଗୋ ନେଇ ବିରୋଧୀ ମେଣ୍ଟ ମଧ୍ୟରେ ଥିବା ଦଳ ଗୁଡିକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଲୋଗୋ କିଭଳି ଦିଶିବ, ଏହାର ଷ୍ଟାଇଲ କଣ ରହିବ ଓ କେଉଁ ରଙ୍ଗContinue reading “୪ଟି ରଙ୍ଗ, ଇଟାଲିକ୍ ଫଣ୍ଟ ଷ୍ଟାଇଲ!ଆସିପାରେ ବିରୋଧୀ ମେଣ୍ଟ ଇଣ୍ଡିଆର ଲୋଗୋ, ମୁମ୍ବାଇ ବୈଠକରେ ହୋଇପାରେ ଅନାବରଣ ।”

ପୁରୀରେ ଅପରାଧୀକୁ ଏନକାଉଣ୍ଟର: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ

କନକ ବ୍ୟୁରୋ: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ । ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନକାଉଣ୍ଟର । ଦିନ ୩ଟା ୪୦ରେ ହୋଇଥିଲା ଏନକାଉଣ୍ଟର । ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା ପିନୁ । ଜବାବରେ ପୋଲିସ ଗୁଳିମାଡ କରିଥିଲା । ଅପରାଧୀ ପିନୁର ବାମ ଗୋଡରେ ବାଜିଛି ଗୁଳି । ପିନୁ ନାଁରେ ୧୧ରୁ ଅଧିକ ଅପରାଧିକ ମାମଲା ରହିଛି । ପିନୁଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛିContinue reading “ପୁରୀରେ ଅପରାଧୀକୁ ଏନକାଉଣ୍ଟର: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ”

ଆନ୍ଧ୍ରପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ଆଖି ଆଗରେ ସ୍ୱାହା ହୋଇଗଲା ଶୋରୁମର ୪୦୦ ବାଇକ୍

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟୱାର୍ଡାରେ ଗୁରୁବାର ଦିନ ଏକ ବାଇକ ଶୋରୁମରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୪୦୦ରୁ ଅଧିକ ବାଇକ୍ ପୋଡି ପାଉଁଶ ହୋଇଯାଇଛି । ଚେନ୍ନାଇ-କୋଲକତା ରାଜପଥ କେପି ନଗର ଠାରେ ଥିବା ଏକ ଟିଭିଏସ ଶୋରୁମରେ ଏହି ଅଗ୍ନିକାଣ୍ଡ ଘଟିଛି । ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କ କହିବା ମୁତାବକ ଏହି ଶୋରୁମରେ ୧ହଜାରରୁ ଅଧିକ ବାଇକ ଥିଲା । ତାହା ମଧ୍ୟରୁ ୪୦୦-୫୦୦ ବାଇକ୍ ଜଳି ପାଉଁଶContinue reading “ଆନ୍ଧ୍ରପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ଆଖି ଆଗରେ ସ୍ୱାହା ହୋଇଗଲା ଶୋରୁମର ୪୦୦ ବାଇକ୍”

Design a site like this with WordPress.com
Get started