ମୁନ୍ ମିଶନରେ ବାଲେଶ୍ୱର ଝିଅ ସଞ୍ଜନା । ଚନ୍ଦ୍ରଯାନ ଅଭିଯାନରେ ରହିଛି ପରୋକ୍ଷ ଅବଦାନ

କନକ ବ୍ୟୁରୋ: ମହାକାଶ ବିଜ୍ଞାନୀ ସଞ୍ଜନା ନାୟକ, ବାଲେଶ୍ୱର ଜିଲ୍ଲା ବେତଡ଼ା ଗାଁର ନିବାସୀ । ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ସେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ କାମ କରିଛନ୍ତି । ସଂଜନା ନାୟକ ଦିଲ୍ଲୀ ସ୍ଥିତ ସ୍ପେସ୍ ଇଣ୍ଡିଆ କମ୍ପାନୀରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ଆଉ ଏହି କମ୍ପାନୀ ଇସ୍ରୋ ପାଇଁ କାମ କରେ । The post ମୁନ୍ ମିଶନରେ ବାଲେଶ୍ୱର ଝିଅ ସଞ୍ଜନା । ଚନ୍ଦ୍ରଯାନ ଅଭିଯାନରେ ରହିଛି ପରୋକ୍ଷContinue reading “ମୁନ୍ ମିଶନରେ ବାଲେଶ୍ୱର ଝିଅ ସଞ୍ଜନା । ଚନ୍ଦ୍ରଯାନ ଅଭିଯାନରେ ରହିଛି ପରୋକ୍ଷ ଅବଦାନ”

ଚମକାଇ ଦେଲା ପଲିସି ବଜାରର ରିପୋର୍ଟ । ବାର୍ଷିକ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି ଚିକିତ୍ସା ଖର୍ଚ୍ଚ

କନକ ବ୍ୟୁରୋ : ଗୋଟିଏ ପଟେ ନିତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ କୋଭିଡ ସମୟ ପରେ ଚିକିତ୍ସା ଖର୍ଚ୍ଚରେ ବି ମାତ୍ରାଧିକ ବୃଦ୍ଧି ପାଇଛି । ଗତ ୫ବର୍ଷରେ ଗୋଟିଏ ରୋଗ ପାଇଁ ଚିକିତ୍ସା ଖର୍ଚ୍ଚ ଯାହା ଥିଲା ଏବେ ତାହା ଦୁଇଗଣା ବୃଦ୍ଧି ପାଇଛି । ଏହାସହ ସଂକ୍ରମଣ ଜନିତ ରୋଗ ଓ ମାଂସପେଶୀ ଜନିତ ରୋଗ ପାଇଁ ବୀମା କ୍ଲେମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛିContinue reading “ଚମକାଇ ଦେଲା ପଲିସି ବଜାରର ରିପୋର୍ଟ । ବାର୍ଷିକ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି ଚିକିତ୍ସା ଖର୍ଚ୍ଚ”

ଗୋଟିଏ ମଞ୍ଚରେ ଏକାଠି ହେଲେ ମୋଦୀ – ଜିନପିଙ୍ଗ୍ । ମୋଦୀ କହିଲେ, ଚୀନ ଆମର ଐତିହାସିକ ବନ୍ଧୁ

କନକ ବ୍ୟୁରୋ: ବ୍ରିକ୍ସ ସମ୍ମିଳନୀରେ ଏକାଠି ନଜର ଆସିଲେ ମୋଦୀ, ଜିନ୍ପିଙ୍ଗ୍ । ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏକାଠି କଲେ ଆଲୋଚନା । ବିଶ୍ୱର ଦୁଇ ଶକ୍ତିଶାଳୀ ନେତାଙ୍କ ଆଲୋଚନାକୁ ଦେଖୁଥିଲା ସାରା ବିଶ୍ୱ । ସାଉଥ୍ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମଳିନୀରେ ଚୀନକୁ ଐତିହାସିକ ବନ୍ଧୁ ରାଷ୍ଟ୍ର ବୋଲି କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଚନ୍ଦ୍ରଯାନ – ୩ ବିଷୟରେ ବି ଆଲୋଚନାContinue reading “ଗୋଟିଏ ମଞ୍ଚରେ ଏକାଠି ହେଲେ ମୋଦୀ – ଜିନପିଙ୍ଗ୍ । ମୋଦୀ କହିଲେ, ଚୀନ ଆମର ଐତିହାସିକ ବନ୍ଧୁ”

‘ସାର୍ ମୁଁ ରିଚା କହୁଛି…’ ମାତ୍ର ଗୋଟିଏ ଫୋନ, ଗାଁ ଝିଅକୁ ଡାକି ଜିଲ୍ଲାପାଳ ଉପହାର ଦେଲେ ଦାମୀ ଫୋନ୍

କନକ ବ୍ୟୁରୋ: ସକାଳ ସମୟ, ମଧ୍ୟପ୍ରଦେଶର ନବଗଠିତ ଜିଲ୍ଲା ମଉଗଞ୍ଜ ଜିଲ୍ଲାପାଳ ଅଜୟ ଶ୍ରୀବାସ୍ତବଙ୍କ ମୋବାଇଲ ରିଙ୍ଗ ହେଲା । ଫୋନ ରିସିଭ କରିବାରୁ ସେପଟୁ ଶୁଭିଲା ଏକ ଝିଅର କଣ୍ଠସ୍ୱର । ପରେ ପରେ ପରେ ଏଭଳି କିଛି କଥା ଶୁଣିବାକୁ ମିଳିଲା ଯେଉଁଥିରେ ଚକିତ ହୋଇଯାଇଥିଲେ ଜିଲ୍ଲାପାଳ । କଲ୍ କରିଥିବା ଝିଅ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ । ଫୋନରେ କହିଥିଲେ,’ ମୁଁ ରିଚା ତିୱାରୀ କହୁଛି । ମୁଁ ଦ୍ୱାଦଶ ଶ୍ରେଣୀContinue reading “‘ସାର୍ ମୁଁ ରିଚା କହୁଛି…’ ମାତ୍ର ଗୋଟିଏ ଫୋନ, ଗାଁ ଝିଅକୁ ଡାକି ଜିଲ୍ଲାପାଳ ଉପହାର ଦେଲେ ଦାମୀ ଫୋନ୍”

କାହ୍ନୁର କାରନାମା ଖୋଲିଲା ଏସଟିଏଫ : ପରିଚୟ ବଦଳାଇ କରୁଥିଲା ଠକେଇ; ୬ଟି ନକଲି ଆଇକାର୍ଡ ଜବତ

କନକ ବ୍ୟୁରୋ : କାହ୍ନୁର କାରନାମା ଖୋଲିଲା ଏସଟିଏଫ । କାହ୍ନୁ ଚରଣ ପ୍ରଧାନ ପରିଚୟ ବଦଳାଇ ଠକେଇ କରୁଥିବା ଅଭିଯୋଗ ହୋଇଛି । କେତେବେଳେ ଏନଏଚଏଆଇର ସିଜେଡ଼ଏମ ତ ଆଉ କେତେବେଳେ ସିସିଏମ କହି ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନୁ । ସେହିପରି ଭୁନେଶ୍ୱର ମୁନସିପାଲଟି କର୍ପୋରେସନର ସିସିଏମ, ରାଜ୍ୟ ସରକାରଙ୍କ ଆସିଷ୍ଟାଂଟ ଡାଇରେକ୍ଟର, ଗୃହ ବିଭାଗର ଏସ, ଏସଟି ୱେଲଫେୟାର ଚେୟାରମ୍ୟାନ ହୋଇ ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନୁ । କାହ୍ନୁContinue reading “କାହ୍ନୁର କାରନାମା ଖୋଲିଲା ଏସଟିଏଫ : ପରିଚୟ ବଦଳାଇ କରୁଥିଲା ଠକେଇ; ୬ଟି ନକଲି ଆଇକାର୍ଡ ଜବତ”

ଚନ୍ଦ୍ରଯାନ-୩ ପଛରେ ଓଡିଆ ଚେହେରା : ଜାଣନ୍ତୁ କିଏ କିଏ ହୋଇଥିଲେ ସାମିଲ ?

କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତାକୁ ନେଇ ସାରା ଦେଶରେ ଉତ୍ସାହ । ବିଶ୍ୱର ଅନେକ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ସଫଳତା ପଛରେ ଓଡ଼ିଆଙ୍କ ଅବଦାନ ମଧ୍ୟ କମ୍ ନୁହେଁ । ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛି ଓଡ଼ିଆ ବୈଜ୍ଞାନିକଙ୍କ ହାତ । ଚନ୍ଦ୍ରଯାନ-୩ରେ ଏମାନଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଖାସ୍ପା ଷ୍ଟ୍ରୀଟ୍, ବ୍ରହ୍ମପୁରର କେ. ନାଗରାଜୁ, ରାମମୋହନ ନଗର, ବ୍ରହ୍ମପୁରର ଦେବାଶିଷ ମହାପାତ୍ର, ଢେଙ୍କାନାଳ ଭୂବନର ଡକ୍ଟର ଶରତ ଦାସContinue reading “ଚନ୍ଦ୍ରଯାନ-୩ ପଛରେ ଓଡିଆ ଚେହେରା : ଜାଣନ୍ତୁ କିଏ କିଏ ହୋଇଥିଲେ ସାମିଲ ?”

ସାଉଦି ଆରବ, ୟୁଏଇ ସମେତ ବ୍ରିକ୍ସରେ ସାମିଲ ହେଲେ ୬ ନୂଆ ଦେଶ: ଘୋଷଣା କଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

କନକ ବ୍ୟୁରୋ: ବ୍ରିକ୍ସକୁ ୬ ନୂଆ ଦେଶର ସଦସ୍ୟତା ମିଳି ସାରିଛି । ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଓ ସାଉଦି ଆରବକୁ ବ୍ରିକ୍ସରେ ସାମିଲ କରାଯାଇଛି । ଜୋହାନସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସାଏହା ଘୋଷଣା କରିଛନ୍ତି । ବ୍ରିକ୍ସରେ ଏବେ ୫ ଦେଶ ‘ବି’ରେ ବ୍ରାଜିଲ, ‘ଆର’ରେ ଋଷ, ‘ଆଇ’ରେ ଇଣ୍ଡିଆ, ‘ସି’ରେ ଚୀନ ଓ ‘ଏସ’ରେ ସାଉଥ ଆଫ୍ରିକା ସାମିଲ ଥିଲେ । ଏବେContinue reading “ସାଉଦି ଆରବ, ୟୁଏଇ ସମେତ ବ୍ରିକ୍ସରେ ସାମିଲ ହେଲେ ୬ ନୂଆ ଦେଶ: ଘୋଷଣା କଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି”

ଚନ୍ଦ୍ର ଅଭିଯାନ ଭିତରେ ଚର୍ଚ୍ଚାରେ ଜହ୍ନର କଳଙ୍କ : କିପରି ଚନ୍ଦ୍ରମାରେ ଲାଗିଲା କଳା ଦାଗ ସାମ୍ନାକୁ ଆସିଲା ନୂଆ ନୂଆ ତଥ୍ୟ

କନକ ବ୍ୟୁରୋ : ଜହ୍ନରେ ଚିହ୍ନ । ଆମେ ଯେତେବେଳେ ଆକାଶରେ ଚନ୍ଦ୍ରକୁ ଦେଖିଥାଉ, ଏଥିରେ ଅନେକ କଳା ଦାଗ ସବୁ ଦେଖାଯାଏ । ବିଶେଷ କରି ପୂର୍ଣ୍ଣିମାରେ ଜହ୍ନରେ ଚିହ୍ନ ସ୍ପଷ୍ଟ ଭାବେ ଜଣାପଡେ । ତେବେ ଆପଣ ଜାଣିଛନ୍ତି ଜହ୍ନରେ ଦେଖା ଯାଉଥିବା ଏହି କଳା ଦାଗ କ’ଣ । ପୂର୍ବରୁ କୁହାଯାଉଥିଲା ଚନ୍ଦ୍ରପୃଷ୍ଠରେ ଆଗ୍ନେୟ ଉଦ୍ଗୀରଣ ଯୋଗୁଁ ବଡ ବଡ ଗାତ ସୃଷ୍ଟି ହୋଇଛି । ଯାହା ଚନ୍ଦ୍ରମାର ଦାଗ ହୋଇ ଆମକୁContinue reading “ଚନ୍ଦ୍ର ଅଭିଯାନ ଭିତରେ ଚର୍ଚ୍ଚାରେ ଜହ୍ନର କଳଙ୍କ : କିପରି ଚନ୍ଦ୍ରମାରେ ଲାଗିଲା କଳା ଦାଗ ସାମ୍ନାକୁ ଆସିଲା ନୂଆ ନୂଆ ତଥ୍ୟ”

ଅଜିତ ପାୱାର ଏନସିପିର ନେତା, ଆମ ଦଳରେ କୌଣସି ଫାଟ ନାହିଁ । ସୁପ୍ରିୟାଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ ।

କନକ ବ୍ୟୁରୋ : ଏନସିପି ନେତ୍ରୀ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବୟାନ ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ସୁପ୍ରିୟା କହିଛନ୍ତି, ଏନସିପିରେ କୌଣସି ଫାଟ ନାହିଁ । କେବଳ ଏତିକି ନୁହେଁ ଅଜିତ ପାୱାର ହେଉଛନ୍ତି ଦଳର ବରିଷ୍ଠ ନେତା । ଯିଏ ଏବେ ଟିକିଏ ଭିନ୍ନ ରାସ୍ତା ଆପଣାଇଛନ୍ତି । ପୁଣେର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସୁପ୍ରିୟା କହିଛନ୍ତି, ଏନସିପିରେ କୌଣସି ଫାଟ ନାହିଁ, ବାସ କିଛିContinue reading “ଅଜିତ ପାୱାର ଏନସିପିର ନେତା, ଆମ ଦଳରେ କୌଣସି ଫାଟ ନାହିଁ । ସୁପ୍ରିୟାଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ ।”

CBSEର ନୂଆ ନିୟମ , ଆସନ୍ତା ବର୍ଷ ଠାରୁ ଦ୍ୱାଦଶ ପରୀକ୍ଷା 2 ଟି ଟର୍ମରେ ହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ୍)ର ଡ୍ରାଫ୍ଟ ପ୍ରକାଶ କରିଛି। ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଦୁଇଟି ଟର୍ମରେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଦଶମ-ଦ୍ୱାଦଶ ଫଳାଫଳରେ ପୂର୍ବ ଶ୍ରେଣୀର ମାର୍କ ଯୋଡିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ନୂତନ ଜାତୀୟ ଶିକ୍ଷାନୀତିକୁ ଧ୍ୟାନରେ ରଖି ପ୍ରସ୍ତୁତ ଏହି ଢାଞ୍ଚାରେ ବିଜ୍ଞାନ, ବାଣିଜ୍ୟ ଏବଂ କଳା ବିଭାଗ ଗୁଡିକର ବିଭାଜନକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି।କରୋନା ସମୟରେ ବୋର୍ଡ ପରୀକ୍ଷାକୁ  ଦୁଇଟି ଭାଗରେ କରାଯାଉଥିଲା ।Continue reading “CBSEର ନୂଆ ନିୟମ , ଆସନ୍ତା ବର୍ଷ ଠାରୁ ଦ୍ୱାଦଶ ପରୀକ୍ଷା 2 ଟି ଟର୍ମରେ ହେବ ।”

Design a site like this with WordPress.com
Get started