କନକ ବ୍ୟୁରୋ : କବିତା ମାଧ୍ୟମରେ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡ଼ିଆରୁ ସାକ୍ୟସିଂହ ମହାପାତ୍ରଙ୍କ ଏକ କବିତା ପଢ଼ି ତାଙ୍କ କବିତାକୁ ଟୁଇଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି ସାକ୍ୟସିଂହ । ତାଙ୍କ କବିତା ପଢ଼ିବା ପରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୯୦୮ ମସିହାର ପ୍ରବନ୍ଧ କଥା ମନେପକାଇଛନ୍ତି କେନ୍ଦ୍ରମନ୍ତ୍ରୀContinue reading “କବିତା ମାଧ୍ୟମରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା : ଓଡିଶାର ଶାସନ ଓ ସାମାଜିକ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ”
Tag Archives: News
ଦିବ୍ୟାଙ୍ଗ, ବିଧବା ବୃଦ୍ଧାଙ୍କୁ ବି ଚାହୁଁନାହାନ୍ତି ସରକାର ? ଯୋଗ୍ୟ ହୋଇବି ମିଳୁନି ଆବାସ, ଏଠିକାର ଗାଁଲୋକେ କହୁଛନ୍ତି ଆମ ପାଇଁ ଆବାସ ଏକ ଅପେକ୍ଷାର ଯୋଜନା
କନକ ବ୍ୟୁରୋ : ଆବାସ… କିଏ ରଖିଛି ବିଶ୍ୱାସ, କିଏ ହେଉଛି ନିରାଶ । ଆବାସର ଅର୍ଥକୁ ଯଦି ଅତି ସାଧାରଣରେ ବୁଝାଯାଏ ତାହା, ଅସହାୟଙ୍କ ବସବାସ ପାଇଁ ହୋଇଥିବା ଯୋଜନାଟିଏ ବୋଲି ଜଣେ ଦରିଦ୍ର ଲୋକଟି ବୁଝିଥାଏ । କାରଣ ଗରିବ ଲୋକର ଆତ୍ମବିଶ୍ୱାସକୁ ବଢ଼ାଏ ତା’ ଆବାସ । ହେଲେ ଆଜି ଆମେ ଆବାସ ପଛର ଏମିତି କିଛି ଅକୁହା କାହାଣୀ କହିବୁ ଜାହାକୁ ଜାଣିଲେ ଆପଣ ବି କହିବେ, ‘ଆବାସ’ ଉପରେ ଆଉContinue reading “ଦିବ୍ୟାଙ୍ଗ, ବିଧବା ବୃଦ୍ଧାଙ୍କୁ ବି ଚାହୁଁନାହାନ୍ତି ସରକାର ? ଯୋଗ୍ୟ ହୋଇବି ମିଳୁନି ଆବାସ, ଏଠିକାର ଗାଁଲୋକେ କହୁଛନ୍ତି ଆମ ପାଇଁ ଆବାସ ଏକ ଅପେକ୍ଷାର ଯୋଜନା”
ଚନ୍ଦ୍ରଯାନ ସଫଳ ହେବା ପରେ ଇସ୍ରୋର ମିଶନ୍ ସନ୍ : ସୂର୍ଯ୍ୟ କିରଣ ଉପରେ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ – ‘ଆଦିତ୍ୟ ଏଲ୍-ୱାନ୍’
କନକ ବ୍ୟୁରୋ : ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ । ସୂର୍ଯ୍ୟକୁ ନେଇ ଅଧିକ ଅନୁଧ୍ୟାନ କରିବା ପାଇଁ ଇସ୍ରୋ ପକ୍ଷରୁ ଜାରି ରହିଛି ଏକ ଅଭିଯାନ । ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏକ ମହାକାଶ ଯାନ ସୂର୍ଯ୍ୟ ଅଭିମୁଖେ ପଠାଇବ ଇସ୍ରୋ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ମହାକାଶ ଯାନ – ଆଦିତ୍ୟ ଏଲ୍-ୱାନ୍ । ଖୁବଶୀଘ୍ର ଏ ନେଇ ଘୋଷଣାContinue reading “ଚନ୍ଦ୍ରଯାନ ସଫଳ ହେବା ପରେ ଇସ୍ରୋର ମିଶନ୍ ସନ୍ : ସୂର୍ଯ୍ୟ କିରଣ ଉପରେ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ – ‘ଆଦିତ୍ୟ ଏଲ୍-ୱାନ୍’”
ପୃଥିବୀକୁ ପୁଣି ଫେରିଆସିବ କି ଚନ୍ଦ୍ରଯାନ-୩? ୧୪ ଦିନ ପରେ କ’ଣ କରିବ ପ୍ରଜ୍ଞାନ? କ’ଣ କହୁଛନ୍ତି ବୈଜ୍ଞାନିକ?
କନକ ବ୍ୟୁରୋ: ଭାରତୀୟ ଅନୁସନ୍ଧାନ ସଙ୍ଗଠନ( ଇସ୍ରୋ)ର ମହତ୍ୱାକାଂକ୍ଷା ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଛି । ଏହାପରେ ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ପ୍ରଜ୍ଞାନ ମଧ୍ୟ ନିଜ କାମ କରିବା ଆରମ୍ଭ କରିଛି । ଏହା ମଧ୍ୟ ଚନ୍ଦ୍ରପୃଷ୍ଠରେ ବୁଲିବା ସହ ନିଜର ପରୀକ୍ଷାନୀରିକ୍ଷା ଆରମ୍ଭ କରିଦେଇଛି । ରୋଭର ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର ବିକ୍ରମକୁ ଦେବା ପରେ ବିକ୍ରମ ଇସ୍ରୋContinue reading “ପୃଥିବୀକୁ ପୁଣି ଫେରିଆସିବ କି ଚନ୍ଦ୍ରଯାନ-୩? ୧୪ ଦିନ ପରେ କ’ଣ କରିବ ପ୍ରଜ୍ଞାନ? କ’ଣ କହୁଛନ୍ତି ବୈଜ୍ଞାନିକ?”
ପୁଟିନଙ୍କ ଶତ୍ରୁ ପ୍ରାଇଭେଟ ଆର୍ମି ୱାଗନର୍ ଗ୍ରୁପ ଲିଡରଙ୍କ ମୃତ୍ୟୁ:
ଜୁନ୍ ମାସରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ୱାଗନର୍ ଗ୍ରୁପ ଲିଡର ୟେଭେଗେନି ପ୍ରିଗୋଜିନଙ୍କର ବୁଧବାର ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଇଛି ବୋଲି ରୁଷର ନ୍ଯୁଜ ଏଜେନ୍ସି ଟାସ ସୂତ୍ରରୁ ପ୍ରକାଶ ପାଇଛି । ସେ ବେସରକାରୀ ସେନା ୱାଗନର୍ ଗ୍ରୁପର ମୁଖ୍ୟ ଥିଲେ । ଏହି ଦୁର୍ଘଟଣାରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ମସ୍କୋର ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣାContinue reading “ପୁଟିନଙ୍କ ଶତ୍ରୁ ପ୍ରାଇଭେଟ ଆର୍ମି ୱାଗନର୍ ଗ୍ରୁପ ଲିଡରଙ୍କ ମୃତ୍ୟୁ:”
ବିଷ ପିଇଲେ ସଇଁତଳା ଥାନା ମହିଳା ଏସଆଇ : ପୁରୁଷ ବନ୍ଧୁଙ୍କ ସହ ଝଗଡା ପରେ ବିଷ ପିଇଥିବା ଚର୍ଚ୍ଚା
କନକ ବ୍ୟୁରୋ : ବଏଫ୍ରେଣ୍ଡ ପାଇଁ ବିଷ ପିଇଲେ ପୁଲିସ ଏସଆଇ । ବଲାଙ୍ଗୀର ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗତକାଲି ରାତିରେ କାଜଲ ବିଷ ପିଇଦେଇଥିôଲେ । ପରେ ପଡୋଶୀ ତାଙ୍କୁ ନେଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ପୁରୁଷ ବନ୍ଧୁଙ୍କ ସହ ଫୋନର ତାଙ୍କର ଝଗଡ଼ା ହୋଇଥିଲା । ପରେ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିContinue reading “ବିଷ ପିଇଲେ ସଇଁତଳା ଥାନା ମହିଳା ଏସଆଇ : ପୁରୁଷ ବନ୍ଧୁଙ୍କ ସହ ଝଗଡା ପରେ ବିଷ ପିଇଥିବା ଚର୍ଚ୍ଚା”
ନିଳାଦ୍ରୀବିହାର ବସ୍ତିରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ : ୧୪ ନମ୍ବର ୱାର୍ଡରେ ଗୋ ବ୍ୟାକ୍ ନାରା ଦେଲେ ବିଜେଡି କର୍ମୀ
କନକ ବ୍ୟୁରୋ : ଭୁବନେଶ୍ୱର ନିଳାଦ୍ରୀବିହାର ବସ୍ତରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ୧୪ ନମ୍ବର ୱାର୍ଡରେ ବିରୋଧ କରିଥିଲେ ବିଜେଡି କର୍ମୀ । ସାଂସଦ କର୍ମୀଙ୍କ ସହ ଚାଲି ଚାଲି ଯାଉଥିବା ବେଳେ କିଛି ବିଜେଡି କର୍ମୀ ଆସି ଗୋ ବ୍ୟାକ୍ ନାରା ଦେଇଥିଲେ । ଏହାକୁ ବିରୋଧ କରିଥିଲେ ସାଂସଦଙ୍କ ସହ ଥିବା ବିଜେପି କର୍ମୀ । ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ସେଠାରୁContinue reading “ନିଳାଦ୍ରୀବିହାର ବସ୍ତିରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ : ୧୪ ନମ୍ବର ୱାର୍ଡରେ ଗୋ ବ୍ୟାକ୍ ନାରା ଦେଲେ ବିଜେଡି କର୍ମୀ”
ଭାରତକୁ ଝଟକା, ଭାରତୀୟ କୁସ୍ତି ମହାସଂଘ ସଦସ୍ୟତାକୁ ନିଲମ୍ବନ କଲା UWW
କନକ ବ୍ୟୁରୋ: କୁସ୍ତି ପ୍ରେମୀଙ୍କୁ ଝଟକା । କାରଣ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଙ୍ଗ ବା() ଭାରତୀୟ ମହାସଂଘର ସଦସ୍ୟତାକୁ ନିଲମ୍ବନ କରିଛି । ପୂର୍ବରୁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନରେ ବିଳମ୍ବ ଯୋଗୁଁ ନୋଟିସ୍ ଦେଇଥିବାବେଳେ ଏବେ ଏହାର ସଦସ୍ୟତାକୁ ନିଲମ୍ବନ କରିଛି । ଭାରତୀୟ ମହିଳା କୁସ୍ତି ଖେଳାଳିମାନେ ବୃଜଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ସସପେଣ୍ଡ କରି ଏକ ସ୍ୱତନ୍ତ୍ର ଗଠନ କରାଯାଇଥିଲା ।Continue reading “ଭାରତକୁ ଝଟକା, ଭାରତୀୟ କୁସ୍ତି ମହାସଂଘ ସଦସ୍ୟତାକୁ ନିଲମ୍ବନ କଲା UWW”
ଚନ୍ଦ୍ରାଯାନ-3 ର ସଫଳତା ପରେ ଭାରତ ଉପରେ ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’ରେ କ’ଣ ପ୍ରକାଶ ପାଇଛି?
ଭାରତର ଚନ୍ଦ୍ରଯାନ-3ର ଚନ୍ଦ୍ରର ଦକ୍ଷିଣ ଧୃବରେ ସଫଳତାର ସହ ଅବତରଣ କରିଛି | ଏହା ସହ ଜଡିତ ଖବର ଭାରତୀୟ ଗଣମାଧ୍ୟମରେ ସର୍ବତ୍ର ପ୍ରକାଶିତ ହୋଇଛି ଏବଂ ଭାରତର ଏହି ସଫଳତା ବିଷୟରେ ବିଦେଶୀ ଗଣମାଧ୍ୟମରେ ମଧ୍ୟ ଆଲୋଚନା କରାଯାଇଛି। ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’ ଲେଖିଛି ଯେ ଚନ୍ଦ୍ରର ଦକ୍ଷିଣ ଧୃବରେ ଲ୍ୟାଣ୍ଡରକୁ ଅବତରଣ କରି ଭାରତ ଏପରି ଏକ କାର୍ଯ୍ୟ କରିଛି ଯାହା ଏପର୍ଯ୍ୟନ୍ତ କେହି କରିପାରିନାହାଁନ୍ତି। ଗାର୍ଡିଆନ ଏହା ମଧ୍ୟ ଲେଖିଛି ଯେContinue reading “ଚନ୍ଦ୍ରାଯାନ-3 ର ସଫଳତା ପରେ ଭାରତ ଉପରେ ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’ରେ କ’ଣ ପ୍ରକାଶ ପାଇଛି?”
ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର : ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ; ସଂଗ୍ରହ କରିବ ଚନ୍ଦ୍ରପୃଷ୍ଠର ତଥ୍ୟ, ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହ ସମାନ
କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି ବିକ୍ରମ ଲ୍ୟାଣ୍ଡର । ଇସ୍ରୋ ପକ୍ଷରୁ କୁହାଯାଇଛି ୧୪ ଦିନ ଧରି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋବର ଚନ୍ଦ୍ରପୃଷ୍ଠରୁ ତଥ୍ୟ ପଠାଇବ । ହେଲେ କଣ ଆପଣ ଜାଣିଛନ୍ତି, ଯାହା ପୃଥିବୀର ୧୪ ଦିନ, ସେଟା ଚନ୍ଦ୍ରମାରେ ଗୋଟିଏ ଦିନ । ଅର୍ଥାତ୍ ମାତ୍ର ଗୋଟିଏ ଦିନ ହିଁ ଚନ୍ଦ୍ରପୃଷ୍ଠରେ କାମ କରିବ ବିକ୍ରମ୍ ଓ ପ୍ରଜ୍ଞାନ । କେମିତି ଚନ୍ଦ୍ରରେContinue reading “ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର : ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ; ସଂଗ୍ରହ କରିବ ଚନ୍ଦ୍ରପୃଷ୍ଠର ତଥ୍ୟ, ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହ ସମାନ”