କନକ ବ୍ୟୁରୋ : ରାୟଗଡ଼ା ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଆୟଠୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ରାୟଗଡ଼ା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାର ୭ଟି ସ୍ଥାନରେ ଚଢାଉ ହେଉଛି । ରାୟଗଡ଼ାରେ ଥିବା ସରକାରୀ ବାସଭବନ, ରାଣୀଗୁଡ଼ାରେ ଥିବା ଅଫିସ୍, ଭୁବନେଶ୍ୱର ପଟିଆରେ ତିନି ମହଲା ଘର ଓ ସମ୍ପର୍କୀୟଙ୍କ ଘର, କଟକ ସଦରରେContinue reading “ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ୍ : ବିଜୟ କୁମାର ପରିଡ଼ାଙ୍କ ଘର ସମେତ ୭ଟି ସ୍ଥାନରେ ଚଢାଉ”
Tag Archives: News
ପୁଣି ବର୍ଷାର କରାଳ ରୂପ । ହିମାଚଳପ୍ରଦେଶରେ ୨୪ ଘଣ୍ଟାରେ ଗଲା ୧୧ ଜୀବନ, ଧୋଇଗଲା ୫ରାଜପଥ
କନକ ବ୍ୟୁରୋ: ଚଳିତ ବର୍ଷ ମୌସୁମୀ ଯେପରି ହିମାଚଳପ୍ରଦେଶ ପାଇଁ ଅଭିଶପ୍ତ ହୋଇ ଆସିଛି । ଏହି ବର୍ଷ ଏଠାରେ ଜୁନରେ ମୌସୁମୀ ପହଞ୍ଚିବା ପରେ ଅନେକ ଥର ବାଦଲଫଟା ବର୍ଷା ହେବା ଯୋଗୁଁ ପାଖାପାଖି ୩୬୦ଜଣଙ୍କର ମୃତ୍ୟୁ ହେବା ସହ ହଜାର ହଜାର ଘର ନିଶ୍ଚିହ୍ନ ହୋଇଯାଇଛି । ଲୋକେ ବାସହରା ହୋଇପଡିଛନ୍ତି । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ଭୀଷଣ ଭୂସ୍ଖଳନ ଯୋଗୁଁ ବହୁତଳ ପ୍ରସାଦ ସବୁ ମାଟିରେ ମିଶିଛି । ଅଦୀContinue reading “ପୁଣି ବର୍ଷାର କରାଳ ରୂପ । ହିମାଚଳପ୍ରଦେଶରେ ୨୪ ଘଣ୍ଟାରେ ଗଲା ୧୧ ଜୀବନ, ଧୋଇଗଲା ୫ରାଜପଥ”
ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା : ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ୨ ଦିନ ପରେ ବର୍ଷା କମିବା ନେଇ ଆକଳନ
କନକ ବ୍ୟୁରୋ : ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା । ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଅଧିକାଂଶ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ବାକି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହContinue reading “ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା : ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ୨ ଦିନ ପରେ ବର୍ଷା କମିବା ନେଇ ଆକଳନ”
ଚନ୍ଦ୍ରଯାନ-୩ ସଫଳତା ପରେ ଚର୍ଚ୍ଚାରେ ନ୍ୟୁୟର୍କ ଟାଇମ୍ସର ପୁରୁଣା କାର୍ଟୁନ : ସଫଳତା ପରେ କାର୍ଟୁନଙ୍କୁ ଟ୍ୱିଟ କରି ଭାରତୀୟଙ୍କ ଟାର୍ଗେଟ
କନକ ବ୍ୟୁରୋ : ଭାରତର ଚନ୍ଦ୍ରଯାନ-୩ ମିଶନକୁ ସଫଳତା ମିଳିବା ପରେ ଚର୍ଚ୍ଚାକୁ ଆସିଛି ଏକ କାର୍ଟୁନ । ଯାହା ୨୦୧୪ ମସିହାରେ ଆମେରିକାର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିଲା । ଯେଉଁ କାର୍ଟୁନ ଏବେ ଇଂଟରନେଟରେ ଭାଇରାଲ ହେଉଛି । ଆଉ ଏହି କାର୍ଟୁନ ପୋଷ୍ଟ ପରି ବିକାଶଶୀଳ ଏବଂ ପାଶ୍ଚାତ୍ୟ ଦେଶକୁ ଟାର୍ଗେଟ କରିଛନ୍ତି ଭାରତୀୟ । ଭାରତର ମଙ୍ଗଳ ମିଶନକୁ ନେଇ କାର୍ଟୁନ କରି କଟାକ୍ଷ କରିଥିଲା ନ୍ୟୁୟର୍କ ଟାଇମ୍ସContinue reading “ଚନ୍ଦ୍ରଯାନ-୩ ସଫଳତା ପରେ ଚର୍ଚ୍ଚାରେ ନ୍ୟୁୟର୍କ ଟାଇମ୍ସର ପୁରୁଣା କାର୍ଟୁନ : ସଫଳତା ପରେ କାର୍ଟୁନଙ୍କୁ ଟ୍ୱିଟ କରି ଭାରତୀୟଙ୍କ ଟାର୍ଗେଟ”
ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର : ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ; ସଂଗ୍ରହ କରିବ ଚନ୍ଦ୍ରପୃଷ୍ଠର ତଥ୍ୟ, ଟ୍ୱିଟ କରି ଇସ୍ରୋ ପକ୍ଷରୁ ସୂଚନା
କନକ ବ୍ୟୁରୋ : ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ । ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ । ଏବେ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଗତକାଲି ସଂଧ୍ୟା ୬ଟା ୪ରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ଏକ ହେଲିକପ୍ଟର ଅବତରଣ କଲା ବେଳେ ଯେତିକି ଧୂଳି ଉଡିଥାଏ, ତାଠାରୁ କାହିଁContinue reading “ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର : ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ; ସଂଗ୍ରହ କରିବ ଚନ୍ଦ୍ରପୃଷ୍ଠର ତଥ୍ୟ, ଟ୍ୱିଟ କରି ଇସ୍ରୋ ପକ୍ଷରୁ ସୂଚନା”
ଦିନ ଥିଲା ଇସ୍ରୋକୁ ଉପହାସ କରିଥିଲେ । ଏବେ ଭାରତକୁ ପ୍ରଶଂସା କରିବାକୁ ବାଧ୍ୟ ହେଲେ ପାକିସ୍ତାନ ମନ୍ତ୍ରୀ
କନକ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ପୂର୍ବରୁ ଉପହାସ କରିଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ୍ ଭାରତର ତୃତୀୟ ଚନ୍ଦ୍ର ମିସନ ‘ଚନ୍ଦ୍ରଯାନ-୩’କୁ ପ୍ରଶଂସା କରିବା ସହ ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଇମ୍ରାନ ଖାନ୍ଙ୍କ ଶାସନ କାଳରେ ପୂର୍ବତନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଥିବା ହୁସେନ ଭାରତକୁ ଅଭିନନ୍ଦନ ଜଣାଇ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣର ପ୍ରସାରଣ କରିବାକୁ ତାଙ୍କ ଦେଶକୁ ଅନୁରୋଧContinue reading “ଦିନ ଥିଲା ଇସ୍ରୋକୁ ଉପହାସ କରିଥିଲେ । ଏବେ ଭାରତକୁ ପ୍ରଶଂସା କରିବାକୁ ବାଧ୍ୟ ହେଲେ ପାକିସ୍ତାନ ମନ୍ତ୍ରୀ”
କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ୨୮ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ: ଗୁଜୁରାଟ ବରୁଚ ଜିଲ୍ଲାର ଜମ୍ବୁସାରରେ ଥିବା କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ବ୍ରୋମିନ ଗ୍ୟାସ ଲିକ୍ ହେବାରୁ ୨୮ଜଣ ଶ୍ରମିକ ଗୁରୁତର ହୋଇପଡିନ୍ତି । ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବା ସହ ଆଖପାଖ ଇଲାକାରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଫ୍ୟାକ୍ଟ୍ରିରୁ ଯାନ୍ତ୍ରୀକ ତ୍ରୁଟି କାରଣରୁ ବ୍ରୋମିନ୍ ଗ୍ୟାସ ନିର୍ଗତ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଭାରି ସମସ୍ୟା ହୋଇଥିଲା । ଫଳରେ ସେମାନଙ୍କContinue reading “କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ୨୮ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି”
ବର୍ଷା ଧୋଇନେଲା ଶେଷ ଟି-୨୦ ମ୍ୟାଚ : ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ସିରିଜ ଜିତିଲା ଭାରତ
କନକ ବ୍ୟୁରୋ : ବର୍ଷା ଧୋଇନେଲା ଶେଷ ଟି-୨୦ ମ୍ୟାଚ । ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ସିରିଜ ଜିତିଲା ଭାରତ । ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଜୟ ହୋଇଛି । ସ୍ଥାନୀୟ ସମୟ ୫.୪୫ ମିନିଟ୍ରେ ଅମ୍ପାୟାର ପଡ଼ିଆ ସ୍ଥିତି ଯାଞ୍ଚ କରିବା ପରେ ଶେଷରେ ସ୍ଥାନୀୟ ସମୟ ଅପରାହ୍ନ ୫.୫୮ ମିନିଟ୍ରେ ମ୍ୟାଚ୍କୁ ବାତିଲ ଘୋଷଣା କରାଯାଇଥିଲା । ଏହି ଗସ୍ତରେ ଭାରତ ପ୍ରଥମ ଦୁଇ ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା ଜିତିସାରିଥିଲାContinue reading “ବର୍ଷା ଧୋଇନେଲା ଶେଷ ଟି-୨୦ ମ୍ୟାଚ : ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ସିରିଜ ଜିତିଲା ଭାରତ”
ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚର ଖେଳସୂଚୀ ଜାରି । ଏହି ତିନୋଟି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍ । ଇଂଲଣ୍ଡ, ନେଦରଲ୍ୟାଣ୍ଡ ସହ ଅଭ୍ୟାସ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।
କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ୍ । ଏଥିପାଇଁ ବିସିସିଆଇ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଇଥିବାବେଳେ, ଆଇସିସି ମଧ୍ୟ ନିଜ କାମ ଜାରି ରଖିଛି । ଆଉ ଏହାରି ଭିତରେ ଆସିଛି ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚର ଖେଳସୂଚୀ । ଆଇସିସି ନିଜ ସୋସିଆଲ୍ ମିଡିଆରେ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚର ଖେଳସୂଚୀ ଜାରି କରିଛି । ଆଇସିସି ତରଫରୁ ମିଳିଥିବା ସୂଚନା ମୁତାବକ, ବିଶ୍ୱକପରେ ଭାଗ ନେବାକୁ ଥିବା ୧୦ଟିContinue reading “ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚର ଖେଳସୂଚୀ ଜାରି । ଏହି ତିନୋଟି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍ । ଇଂଲଣ୍ଡ, ନେଦରଲ୍ୟାଣ୍ଡ ସହ ଅଭ୍ୟାସ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।”
ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ : ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା
କନକ ବ୍ୟୁରୋ : ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ଦଳ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହା ସହ ଏକ ଲକ୍ଷ ଟଙ୍କାର ଚେକ୍ ଚିକତ୍ସା ସହାୟତା ପାଇଁ ପ୍ରଦାନContinue reading “ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ : ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା”