କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ମିସନର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି । ଏହା ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହରେ ପହଞ୍ଚିବା ପରେ ଏବେ କ’ଣ କରିବ, ତାହାକୁ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଯାଇଛି । ଚାରିଚକିଆ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରି ୬ଚକିଆ ରୋଭର ‘ପ୍ରଜ୍ଞାନ’କୁ ନିୟୋଜିତ କରିବାର କ୍ଷମତା ରଖିଛି, ଯାହା ଚନ୍ଦ୍ର ପୃଷ୍ଠରେ ବୁଲିବୁଲି ରାସାୟନିକ ବିଶ୍ଳେଷଣ କରିବ । ଚନ୍ଦ୍ରର ମୃତ୍ତିକାରେ ଜଳ ଅଛିContinue reading “ଚନ୍ଦ୍ରଯାନ-୩ ମିଶନ : ଚନ୍ଦ୍ରପୃଷ୍ଠରେ ଏବେ କ’ଣ କରିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ?”
Tag Archives: News
ସରକାରୀ ବଙ୍ଗଳାରେ ରହିବାକୁ ମନା କରିଦେଲେ ରାହୁଲ ଗାନ୍ଧୀ । ଲୋକସଭା ହାଉସିଂ ସୋସାଇଟିକୁ ଲେଖିଲେ ଚିଠି ।
କନକ ବ୍ୟୁରୋ: ସରକାରୀ ବଙ୍ଗଳାରେ ରହିବାକୁ ମନା କରିଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭା ସାଂସଦ ହିସାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାରେ ରହିବାକୁ ରାହୁଲ ଗାନ୍ଧୀ ମନା କରିଦେଇଛନ୍ତି । ତେବେ ସାଂସଦ ପଦ ଫେରିପାଇବା ପରେ ତାଙ୍କୁ ଲୋକସଭା ହାଉସିଂ ସୋସାଇଟି ପକ୍ଷରୁ ୧୨ ତୁଗଲକ ଲେନ୍ ସ୍ଥିତ ବଙ୍ଗଳା ଯୋଗେଇ ଦିଆଯାଇଥିଲା । ହେଲେ ଉକ୍ତ ଘରେ ରହିବାକୁ ମନା କରିିଦେବା ସହିତ, ଏନେଇ ସେ ହାଉସିଂ ସୋସାଇଟିକୁ ଚିଠିContinue reading “ସରକାରୀ ବଙ୍ଗଳାରେ ରହିବାକୁ ମନା କରିଦେଲେ ରାହୁଲ ଗାନ୍ଧୀ । ଲୋକସଭା ହାଉସିଂ ସୋସାଇଟିକୁ ଲେଖିଲେ ଚିଠି ।”
ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ : ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଜିନଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ
କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ । ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଜିନଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ । ୨ ମାସ ତଳେ ଋଷ ସେନା ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ପୁଟିନଙ୍କ ଏହି ସହଯୋଗୀ । ସୂଚନା ମୁତାବକ, ଏକ ଘରୋଇ ବିମାନରେ ୟେଭଗେନି ପ୍ରିଗୋଜିନ୍ ସମେତ ଅନ୍ୟ ୧୦ ଜଣ ଯାଉଥିବା ବେଳେ ବିମାନଟି କ୍ରାସ କରିContinue reading “ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ : ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଜିନଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ”
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାର ଲାଇଭ ଦେଖିବାରେ ରେକର୍ଡ : ୟୁଟ୍ୟୁବରେ ଦେଖିଲେ ବିଶ୍ୱର ସର୍ବାଧିକ ଲୋକ
କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାର ଲାଇଭ ଦେଖିବାରେ ରେକର୍ଡ । ୟୁଟ୍ୟୁବରେ ସର୍ବାଧିକ ଇସ୍ରୋ ଚ୍ୟାନେଲ ଦେଖିଲେ ୭୦ ଲକ୍ଷ ଲୋକ । ପୂର୍ବରୁ ବ୍ରାଜିଲ ଓ କ୍ରୋଏସିଆ ମଧ୍ୟରେ ହୋଇଥିବା ଫୁଟବଲ ମ୍ୟାଚ ଦେଖିଥିଲେ ୬୧ ଲକ୍ଷ ଲୋକ । ଐତିହାସିକ କ୍ଷଣର ସାକ୍ଷୀ ପାଲଟିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ୧୪୦ କୋଟି ଭାରତୀୟ । ସାରା ବିଶ୍ବରେ ୯.୧ ନିୟୁତରୁ ଅଧିକ ଲୋକ ଅନ୍ଲାଇନ୍ରେ ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣକୁ ଦେଖିଛନ୍ତି ।Continue reading “ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାର ଲାଇଭ ଦେଖିବାରେ ରେକର୍ଡ : ୟୁଟ୍ୟୁବରେ ଦେଖିଲେ ବିଶ୍ୱର ସର୍ବାଧିକ ଲୋକ”
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବଡ ଘୋଷଣା : ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା; ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷାରେ ପଢିବାକୁ ହେବ ପାଠ
କନକ ବ୍ୟୁରୋ : ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି, ଏଣିକି ବୋର୍ଡ ପରୀକ୍ଷା ଦୁଇଥର ହେବ । କେବଳ ଏତିକି ନୁହେଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷାରେ ପାଠ ପଢିବାକୁ ହେବ । ଏଥିରେ ଗୋଟିଏ ଭାଷା ନିଶ୍ଚିତ ରୂପେ ଭାରତୀୟ ଭାଷା ହେବ । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆ ଶିକ୍ଷା ନୀତି ଅନୁସାରେ ୨୦୨୪-୨୦୨୫Continue reading “କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବଡ ଘୋଷଣା : ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା; ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷାରେ ପଢିବାକୁ ହେବ ପାଠ”
ଅବତରଣ ପରେ ଜହ୍ନର ପ୍ରଥମ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର : ଚିତ୍ରରୁ ହେଉଛି ସ୍ପଷ୍ଟ, କେମିତି ରହିଛି ଚନ୍ଦ୍ରପୃଷ୍ଠର ସ୍ଥିତି
କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ପ୍ରଥମ ଚିତ୍ର ପଠାଇଛି ବିକ୍ରମ ଲ୍ୟାଣ୍ଡର । ଯେଉଁ ସ୍ଥାନରେ ବିକ୍ରମ ଅବତରଣ କରିଛି, ସେହି ସ୍ଥାନର ଫଟୋ ଚିତ୍ର ଆସିଛି । ଏହି ଫଟୋକୁ ଟ୍ୱିଟ୍ କରିଛି ଭାରତୀୟ ମହାକାଣ ଗବେଷଣା ସଂସ୍ଥା-ଇସ୍ରୋ । ବିକ୍ରମ ଲ୍ୟାଣ୍ଡର ସେହି ସ୍ଥାନରେ ଅବତରଣ କରିଛି ଯେଉଁ ସ୍ଥାନ ଅପେକ୍ଷାକୃତ ସମତଳ ରହିଛି । ଅର୍ଥାତ୍ ଏହିଭଳି ଏକ ନିରାପଦ ସ୍ଥାନକୁ ଅବତରଣ ପାଇଁ ଚିହ୍ନଟ କରିଥିଲା ଲ୍ୟାଣ୍ଡରContinue reading “ଅବତରଣ ପରେ ଜହ୍ନର ପ୍ରଥମ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର : ଚିତ୍ରରୁ ହେଉଛି ସ୍ପଷ୍ଟ, କେମିତି ରହିଛି ଚନ୍ଦ୍ରପୃଷ୍ଠର ସ୍ଥିତି”
ଅବତରଣ ପରେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ବାହାରିବା ପ୍ରକ୍ରିୟା ଜାରି : ଓହ୍ଲାଇବା ପରେ ଚନ୍ଦ୍ରପୃଷ୍ଠରୁ କରିବ ତଥ୍ୟ ସଂଗ୍ରହ, ଖୋଜିବ ଖଣିଜ ପଦାର୍ଥ
କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ, ଜାରି ରହିଛି ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରିବାର ପ୍ରକ୍ରିୟା । ଚନ୍ଦ୍ରପୃଷ୍ଠର ଧୂଳିକଣା ବସିବା ପରେ ଧିରେ ଧିରେ ବିକ୍ରମରୁ ଓହ୍ଲାଉଛି ରୋଭର ପ୍ରଜ୍ଞାନ । ପାହାଚ ଦେଇ ୬ଚକ ବିଶିଷ୍ଠ ପ୍ରଜ୍ଞାନ ଓହ୍ଲାଇବା ପରେ ଚନ୍ଦ୍ରପୃଷ୍ଠରୁ କରିବ ତଥ୍ୟ ସଂଗ୍ରହ, ଖୋଜିବ ଖଣିଜ ପଦାର୍ଥ । ରୋଭର ପ୍ରଜ୍ଞାନରେ ଦୁଇଟି ପେଲୋଡ ରହିଛି । ପ୍ରଥମ ପେଲୋଡ ଲେଜର ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ୍ ବାContinue reading “ଅବତରଣ ପରେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ବାହାରିବା ପ୍ରକ୍ରିୟା ଜାରି : ଓହ୍ଲାଇବା ପରେ ଚନ୍ଦ୍ରପୃଷ୍ଠରୁ କରିବ ତଥ୍ୟ ସଂଗ୍ରହ, ଖୋଜିବ ଖଣିଜ ପଦାର୍ଥ”
ଥମୁନି ମହିଳା ହୋମଗାର୍ଡ ନିର୍ଯାତନା ବିବାଦ । ପତ୍ନୀଙ୍କ ବିରୋଧରେ ମାମଲା ନହେବା ନେଇ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ : ଅନୁଗୁଳର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ଆଇପିଏସ ଅଧିକାରୀ ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନା ଘଟଣା ଥମିବାର ନାଁ ନେଉନାହିଁ । ଉତର କେନ୍ଦ୍ରାଂଚଳ ଡିଆଇଜି ପଦରୁ ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି , କିନ୍ତୁ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା କାହିଁକି ରୁଜୁ ହେଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ମହିଳା କମିଶନ । କ୍ରାଇମ ଏଗନେଷ୍ଟ ୱିମେନContinue reading “ଥମୁନି ମହିଳା ହୋମଗାର୍ଡ ନିର୍ଯାତନା ବିବାଦ । ପତ୍ନୀଙ୍କ ବିରୋଧରେ ମାମଲା ନହେବା ନେଇ ଉଠିଲା ପ୍ରଶ୍ନ”
‘ମୁଁ ପହଁଚିଛି ଲକ୍ଷ୍ୟସ୍ଥଳରେ’ ‘ଆପଣ ବି ପାଇଲେ ସଫଳତା’ ‘ଭାରତକୁ ଶୁଭେଚ୍ଛା’
କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରର ସାଉଥ୍ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଏହା ହେଉଛି ବିକ୍ରମ ଲ୍ୟାଣ୍ଡର ପ୍ରଥମ ବାର୍ତା । ଯାହାକୁ ଟ୍ୱିଟ୍ କରି ଜଣାଇଛି ଇସ୍ରୋ । ବିକ୍ରମ ପଠାଇଥିବା ଏହି ବାର୍ତା, ସାରା ଦେଶକୁ ଗର୍ବିତ କରିଛି । ମହାକାଶ ବିଜ୍ଞାନ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇଯାଇଛି ଚନ୍ଦ୍ରପୃଷ୍ଠକୁ ଭାରତର ଏହି ଜୟଯାତ୍ରା । ଜହ୍ନଯାତ୍ରାର ଏହି ଐତିହାସିକ ମୁହୂର୍ତର ସାକ୍ଷୀ ବନିଛନ୍ତି କୋଟି କୋଟି ଭାରତୀୟContinue reading “‘ମୁଁ ପହଁଚିଛି ଲକ୍ଷ୍ୟସ୍ଥଳରେ’ ‘ଆପଣ ବି ପାଇଲେ ସଫଳତା’ ‘ଭାରତକୁ ଶୁଭେଚ୍ଛା’”
ଠିକା ଶିକ୍ଷକ ନିଯୁକ୍ତି ନିଷ୍ପତ୍ତିକୁ ନେଇ ବିବାଦ । ସମାଲୋଚନା କଲେ ଶିକ୍ଷକ ଓ ଅଭିଭାବକ ସଂଘ
କନକ ବ୍ୟୁରୋ : ପ୍ରାଥମିକ ବିଦ୍ୟାଳୟରେ ଠିକାରେ ଶିକ୍ଷକ ନିଯୁକ୍ତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶାବଳୀ ଜାରି କରିବା ପରେ ମୁଣ୍ଡ ଟେକିଛି ବିବାଦ । ପ୍ରଶ୍ନ ଉଠାଇଛନ୍ତି ଶିକ୍ଷକ ଓ ଅଭିଭାବକ ସଂଘ । ଠିକା ପ୍ରଥା ଛାଡି ସିଧା ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମହାସଂଘ କହିଛି, ଅନ୍ୟ ବିଭାଗର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାବେଳେ ଶିକ୍ଷକଙ୍କୁ ଏପରି ଚୁକ୍ତିଭିତିକ ନିଯୁକ୍ତି ଦେବା ପ୍ରାଥମିକ ଶିକ୍ଷାContinue reading “ଠିକା ଶିକ୍ଷକ ନିଯୁକ୍ତି ନିଷ୍ପତ୍ତିକୁ ନେଇ ବିବାଦ । ସମାଲୋଚନା କଲେ ଶିକ୍ଷକ ଓ ଅଭିଭାବକ ସଂଘ”