କନକ ବ୍ୟୁରୋ : ଇଏ ହେଉଛି ସେହି ତାରିଖ, ଯାହା ସାରା ବିଶ୍ୱ ପାଇଁ ଥିଲା ଐତିହାସିକ ଦିନ । ପ୍ରଥମଥର ଚନ୍ଦ୍ରପୃଷ୍ଠରେ ପଡ଼ିଥିଲା ମଣିଷର ପାଦ । ଚନ୍ଦ୍ରପାଦରେ ପାଦ ରଖିଥିଲେ ଆମେରିକୀୟ ମହାକାଶ ଯାତ୍ରୀ ନିଲ୍ ଆର୍ମଷ୍ଟ୍ରଙ୍ଗ । ଆର୍ମଷ୍ଟ୍ରଙ୍ଗ ଆପୋଲୋ-୧୧ ମିଶନ ଅନ୍ତର୍ଗତ ଚନ୍ଦ୍ରପୃଷ୍ଠକୁ ଯାଇ ରଚିଥିଲେ ଇତିହାସ । ଆଜକୁ ପ୍ରାୟ ୫୪ ବର୍ଷ ତଳେ ଅର୍ଥାତ୍ ଜୁଲାଇ ୧୯୬୯ରେ ଏହି ସଫଳତା ହାସଲ କରିଥିଲେ ଆର୍ମଷ୍ଟ୍ରଙ୍ଗ । ସେତେବେଳେ ତାଙ୍କContinue reading “ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ୩ ପୂର୍ବରୁ ପାଦ ରଖିଥିଲେ ଏହି ମହାକାଶଚାରୀ । ଜାଣନ୍ତୁ ତାଙ୍କ ବାବଦରେ ଅନେକ କିଛି”
Tag Archives: News
ଚନ୍ଦ୍ରଯାନ ଅଭିଯାନରେ ପ୍ରମୁଖ ଭୂମିକା ତୁଲାଇଥିବା ୪ ବୈଜ୍ଞାନିକ ବାଂଟିଲେ ନିଜ ଅନୁଭୂତି: କହିଲେ, ସାରା ଦେଶ ପାଇଁ ଏହ ଗର୍ବର ମୁହୂର୍ତ୍ତ
କନକ ବ୍ୟୁରୋ: ସଫଳ ହୋଇଛି ଭାରତର ମିଶନ୍ ମୁନ୍ । ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ସାରା ବିଶ୍ୱରେ କରାଯାଉଛି ଭାରତର ଜୟ ଜୟ କାର । ତେବେ ଏହି ଅଭିଯାନ ସଫଳ ହେବା ପଛରେ ଯେଉଁ ପ୍ରମୁଖ ଚେହେରା ରହିଛନ୍ତି, ଆସନ୍ତୁ ଜାଣିବା ସେମାନଙ୍କ କାହାଣୀ । ପି. ବୀରମୁଥୁଭେଲ ପ୍ରୋଜେକ୍ଟ ଡାଇରେକ୍ଟର, ଚନ୍ଦ୍ରଯାନ-୩ ୨୦୧୯ରେ ତାଙ୍କୁ ‘ଚନ୍ଦ୍ରଯାନ-୩’ର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଦାୟିତ୍ୱ ଦିଆଯାଇଥିଲା ପୂର୍ବରୁ ସେ ସ୍ପେସ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଗ୍ରାମContinue reading “ଚନ୍ଦ୍ରଯାନ ଅଭିଯାନରେ ପ୍ରମୁଖ ଭୂମିକା ତୁଲାଇଥିବା ୪ ବୈଜ୍ଞାନିକ ବାଂଟିଲେ ନିଜ ଅନୁଭୂତି: କହିଲେ, ସାରା ଦେଶ ପାଇଁ ଏହ ଗର୍ବର ମୁହୂର୍ତ୍ତ”
ଚନ୍ଦ୍ରରେ ଅଛି ବହୁମୂଲ୍ୟ ହିଲିୟମ୍-ଥ୍ରୀ କଣିକା, ଭାରତର ଅର୍ଥନୀତିକୁ ଦେଇପାରେ ଗତି: ଜଳର ସନ୍ଧାନ ନେଇ ମିଳିବ ଅଧିକ ତଥ୍ୟ
କନକ ବ୍ୟୁରୋ: ଭାରତର ଚନ୍ଦ୍ର ମିଶନ ସଫଳ ହେବା ଫଳରେ ଭାରତକୁ କଣ ମିଳିବ । ଏହାଦ୍ୱାର ଅର୍ଥନୀତି ଉପରେ କଣ ପ୍ରଭାବ ପଡିବ । ଭାରତର ମିଶନ ଚନ୍ଦ୍ରାୟନ-୩ ସଫଳ ହେବା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହାଦ୍ୱାରା ଭାରତକୁ ମିଳିବ କଣ । ଆସନ୍ତୁ ଜାଣିବା ଭାରତ ଏହାଦ୍ୱାରା କେତେ ଲାଭବାନ ହେବ । -ଚନ୍ଦ୍ରରେ ପହଂଚିବାରେ ଭାରତ ହୋଇପାରିଛି ବିଶ୍ୱର ଚତୁର୍ଥ ଦେଶ –ମହାକାଶ ବିଜ୍ଞାନ ବିକାଶରେ ଭାରତର କ୍ଷମତାContinue reading “ଚନ୍ଦ୍ରରେ ଅଛି ବହୁମୂଲ୍ୟ ହିଲିୟମ୍-ଥ୍ରୀ କଣିକା, ଭାରତର ଅର୍ଥନୀତିକୁ ଦେଇପାରେ ଗତି: ଜଳର ସନ୍ଧାନ ନେଇ ମିଳିବ ଅଧିକ ତଥ୍ୟ”
କାହିଁକି ଅପହଁଚ ହୋଇ ରହିଥିଲା ଚନ୍ଦ୍ରର ଦକ୍ଷିଣ ମେରୁ? ରହସ୍ୟମୟ ଅଞ୍ଚଳକୁ ଭେଦ କରିବା କାହିଁକି ଥିଲା କଷ୍ଟସାଧ୍ୟ?
କନକ ବ୍ୟୁରୋ: ରହସ୍ୟରେ ଥିବା ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ ହେଉଛି, ପୃଥିବର ପ୍ରଥମ ଅନ୍ତରୀକ୍ଷ ଯାନ । ପୂର୍ବରୁ ଚନ୍ଦ୍ରକୁ ଯାଇଥିବା ଅନ୍ୟାନ୍ୟ ମହାକାଶ ଯାନ ଉତର ମେରୁ ନିକଟରେ ଅବତରଣ କରିଥିଲେ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅନେକ ବଡବଡ ଗାତ ଓ ଶିଳାଖଣ୍ଡ ରହିଛି । ଆଉ ଏହି ଅଂଚଳ ପୃଥିବୀକୁ ଦୃଶ୍ୟମାନ ହୋଇନଥାଏ । ଏଠାରେ ଦିନ ବେଳେ ତାପମାତ୍ରା ୧୫୦ ଡିଗ୍ରୀ ସେଲସିୟସ୍ ଉପରେ ରହୁଥିବାContinue reading “କାହିଁକି ଅପହଁଚ ହୋଇ ରହିଥିଲା ଚନ୍ଦ୍ରର ଦକ୍ଷିଣ ମେରୁ? ରହସ୍ୟମୟ ଅଞ୍ଚଳକୁ ଭେଦ କରିବା କାହିଁକି ଥିଲା କଷ୍ଟସାଧ୍ୟ?”
କେମିତି ଥିଲା ଅବତରଣ ପୂର୍ବର ୨୦ ମିନିଟ, ଇସ୍ରୋ ହାତରେ ନଥିଲା ନିୟନ୍ତ୍ରଣର କ୍ଷମତା
କନକ ବ୍ୟୁରୋ : ବିକ୍ରମ ଲ୍ୟାଣ୍ଡର ତାର ଲ୍ୟାଣ୍ଡିଂ ବା ଅବତରଣ କରିବାକୁ ୩୦ କିଲୋମିଟର ବାକି ରହିଥିବା ବେଳେ ଢଳି ରହିଥିବା ଲ୍ୟାଣ୍ଡର ସିଧା ହେବାକୁ ପ୍ରୟାସ ଆରମ୍ଭ କରିଥିଲା । ଯାହାକି ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏଥିପାଇଁ ବିକ୍ରମ ଲ୍ୟାଣ୍ଡରକୁ ପାଖାପାଖି ୧୧ ମିନିଟ୍ ସମୟ ଲାଗିଥିଲା । ୩୦ କିଲୋମିଟର ଉଚ୍ଚରୁ ଲ୍ୟାଣ୍ଡର ତଳକୁ ଖସିବା ବେଳେ ଲ୍ୟାଣ୍ଡରର ସେକେଣ୍ଡ ପ୍ରତି ବେଗଥିଲା ୧.୬୮ କିଲୋମିଟର । ଅର୍ଥାତ ଘଣ୍ଟାପ୍ରତିContinue reading “କେମିତି ଥିଲା ଅବତରଣ ପୂର୍ବର ୨୦ ମିନିଟ, ଇସ୍ରୋ ହାତରେ ନଥିଲା ନିୟନ୍ତ୍ରଣର କ୍ଷମତା”
୨୦୦୮ରୁ ୨୦୨୩: ଭାରତର ଚନ୍ଦ୍ର ଅଭିଯାନ
କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ବଡ଼ ଚ୍ୟାଲେଞ୍ଜ ଥିଲା । ଆଉ ଯାହାକୁ ସଫଳତାର ସହ ହାସଲ କରିଛନ୍ତି ଭାରତୀୟ ବୈଜ୍ଞାନିକ । ୨୦୦୮ରୁ ଆରମ୍ଭ ହୋଇଥିବା ଚନ୍ଦ୍ର ମିଶନ ୧୫ ବର୍ଷ ପରେ ସଫଳ ହୋଇଛି । ୨୦୦୮ରେ ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୧, ଚନ୍ଦ୍ରପୃଷ୍ଠରେ ଜଳକଣା ଥିବାର ପ୍ରମାଣ ଦେଇଥିଲା । ସେହିଭଳି ୨୦୧୯ରେ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଥିବା ଖଣିଜ ପଦାର୍ଥ ବାବଦରେ ସୂଚନା ଦେବା ସତ୍ୱେ ଚନ୍ଦ୍ରପୃଷ୍ଠରେ ମାଡ ହୋଇ ନଷ୍ଟ ହୋଇଯାଇଥିଲାContinue reading “୨୦୦୮ରୁ ୨୦୨୩: ଭାରତର ଚନ୍ଦ୍ର ଅଭିଯାନ”
ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ: ୧୪ଦିନ ପର୍ଯ୍ୟନ୍ତ ରହିବ କାର୍ଯ୍ୟକ୍ଷମ
କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବା ପରେ, କଣ ହେବ? ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର କାମ କଣ ରହିବ? ତାହା ଇସ୍ରୋ ପକ୍ଷରୁ ସ୍ଥିର କରାଯାଇଛି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିଥିଲେ ବି କିଛି ସମୟ ପରେ, ଜହ୍ନରେ ନିଜର ଆରମ୍ଭ କରିବ । ଚନ୍ଦ୍ରପୃଷ୍ଠର ଧୂଳିକଣା ଓ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଲ୍ୟାଣ୍ଡର ବିକ୍ରମର ଦ୍ୱାର ଖୋଲିବ । ଆଉ ତାପରେ ର୍ୟାମ୍ପ ଦେଇ ବାହାରି ଆସିବ ୬ଚକାContinue reading “ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ: ୧୪ଦିନ ପର୍ଯ୍ୟନ୍ତ ରହିବ କାର୍ଯ୍ୟକ୍ଷମ”
ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଇତିହାସ ରଚିଲା ଭାରତ: ଐତିହାସିକ କ୍ଷଣର ସାକ୍ଷୀ ପାଲଟିଲେ ୧୪୦ କୋଟି ଭାରତୀୟ
କନକ ବ୍ୟୁରୋ: ଯେଉଁ ମୂହୁର୍ତକୁ ସାରା ଦେଶ ଅପେକ୍ଷା କରିଥିଲା, ସଫଳତା ପାଇଁ ପ୍ରାର୍ଥନା କରୁଥିଲା, ସେଇ ମୂହୁର୍ତରେ ସଫଳତା ସହ ଇତିହାସ ରଚିଛି ଭାରତ । ସଫଳ ହୋଇଛି ଭାରତର ଚନ୍ଦ୍ର ଅଭିଯାନ । ଚନ୍ଦ୍ରରେ ଉଡିଛି ତ୍ରିରଙ୍ଗା । ଜହ୍ନ ମାମୁଁ ଘରେ ପହଂଚି ଯାଇଛି ଭାରତ । ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-ଥ୍ରି । ଏବଂ ଚନ୍ଦ୍ରକୁ ପହଁଚିବାରେ ପୃୃଥିବୀର ଚତୁର୍ଥ ଦେଶର ମାନ୍ୟତାContinue reading “ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଇତିହାସ ରଚିଲା ଭାରତ: ଐତିହାସିକ କ୍ଷଣର ସାକ୍ଷୀ ପାଲଟିଲେ ୧୪୦ କୋଟି ଭାରତୀୟ”
ଇସ୍ରୋର ଚନ୍ଦ୍ର ଅଭିଯାନ ପାଇଁ ଭଗବାନଙ୍କୁ ଏକାଠି ଡାକିଥିଲା ଭାରତ । ଜାତି-ଧର୍ମ ଭୁଲି ବିଶ୍ୱକୁ ଦେଲା ଭାଇଚାରାର ବଡ଼ ଉଦାହରଣ ।
କନକ ବ୍ୟୁରୋ: ଇତିହାସ ରଚିଲା ଭାରତ, ଜହ୍ନ ଏବେ ଭାରତର, ଜହ୍ନ ମାମୁ ଆମର, ଜହ୍ନରେ ଭାରତ ଲେଖିଲା ନାଁ, ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଖବରର ହେଡଲାଇନ୍ ଆଉ ସୋସିଆଲ ମିଡ଼ିଆର ସିରୋନାମା ପାଲଟିଛି ଏମିତି ଅନେକ କିଛି ଶବ୍ଦ । କାରଣ ଯାହା କୌଣସି ଦେଶ କରିପାରିନଥିଲେ ତାହା ଭାରତ କରିଦେଖାଇଛି । ଚନ୍ଦ୍ରର ଦକ୍ଷିଣମେରୁରେ ପାଦଥାପି ଭାରତ ବିଶ୍ୱର ପ୍ରଥମ ଦେଶ ବନିଯାଇଛି । ଏହି ସଫଳତା ପରେ ଏବେ ସବୁContinue reading “ଇସ୍ରୋର ଚନ୍ଦ୍ର ଅଭିଯାନ ପାଇଁ ଭଗବାନଙ୍କୁ ଏକାଠି ଡାକିଥିଲା ଭାରତ । ଜାତି-ଧର୍ମ ଭୁଲି ବିଶ୍ୱକୁ ଦେଲା ଭାଇଚାରାର ବଡ଼ ଉଦାହରଣ ।”
ଚନ୍ଦ୍ରରେ ପହଂଚିବା କ୍ଷଣି ଭାରତକୁ ବାର୍ତ୍ତା ପଠାଇଲା ଚନ୍ଦ୍ରଯାନ-୩ । ଜାଣନ୍ତୁ ପହଂଚିବା ପରେ କ’ଣ କହିଲା ଚନ୍ଦ୍ରଯାନ
କନକ ବ୍ୟୁରୋ : ଭାରତର ଚନ୍ଦ୍ର ମିଶନ ସଫଳ ହୋଇଛି । ଦୀର୍ଘଦିନର ଅପେକ୍ଷା, ଇସ୍ରୋ ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମ, ଦେଶବାସୀଙ୍କ ଆର୍ଶିବାଦରୁ ଭାରତ ଆଜି ସାରା ବିଶ୍ୱରେ ଇତିହାସ ରଚିଛି । ଭାରତ ତାର ଚନ୍ଦ୍ର ଅଭିଯାନ ସଫଳ କରିଛି । ଏବେ ଏବେ ଚନ୍ଦ୍ରରେ ଚନ୍ଦ୍ରଯାନ -୩ ପହଂଚିବା ପରେ ପ୍ରଥମଥର ଭାରତକୁ ତାର ବାର୍ତ୍ତା ପଠାଇଛି । ଚନ୍ଦ୍ରଯାନ ଚନ୍ଦ୍ରରେ ପହଂଚିବା ପରେ ଇସ୍ରୋକୁ ସୂଚନା ଦେଇଛି କି ମୁଁ ମୋ ଗନ୍ତବ୍ୟContinue reading “ଚନ୍ଦ୍ରରେ ପହଂଚିବା କ୍ଷଣି ଭାରତକୁ ବାର୍ତ୍ତା ପଠାଇଲା ଚନ୍ଦ୍ରଯାନ-୩ । ଜାଣନ୍ତୁ ପହଂଚିବା ପରେ କ’ଣ କହିଲା ଚନ୍ଦ୍ରଯାନ”